Home Middle

ସ୍ବାଭିମାନୀ ଗୀତା: ପଦ୍ମ ପୁରସ୍କାର ନେବାକୁ ମନା କରିଥିଲେ

ନୂଆଦିଲ୍ଲୀ,୧୭ା୯: ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖିକା ତଥା ବୃତ୍ତଚିତ୍ର ନିର୍ଦ୍ଦେଶିକା-ପ୍ରଯୋଜିକା ଗୀତା ମେହେଟ୍ଟା ଜଣେ ସ୍ବାଭିମାନୀ ବ୍ୟକ୍ତିତ୍ୱର ଅଧିକାରିଣୀ ଥିଲେ। ୨୦୧୯ ଜାନୁୟାରୀ ୨୫ରେରେ କେନ୍ଦ୍ର ସରକାର ୯୪ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରିଥିଲେ। ସେମାନଙ୍କ ମଧ୍ୟରେ ଇଂଲିଶ…

ଗୀତା ମେହେଟ୍ଟାଙ୍କ ପରଲୋକ

ନୂଆଦିଲ୍ଲୀ,୧୭ା୯: ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଏକମାତ୍ର କନ୍ୟା ତଥା ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ଶନିବାର ରାତିରେ ପରଲୋକ ହୋଇଛି। ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା। ଗୀତା ଏକାଧାରରେ ଜଣେ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖିକା,…

ଫାଇନାଲରେ ଆଜି ଭାରତ-ଶ୍ରୀଲଙ୍କା ମୁହାଁମୁହିଁ…

କଲମ୍ବୋ,୧୭।୯ : ଏସିଆ କପ ଫାଇନାଲ ମ୍ୟାଚ ରବିବାର ଶ୍ରୀଲଙ୍କାର ଆର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ। ମ୍ୟାଚରେ ଭାରତ ଶ୍ରୀଲଙ୍କା ଟାଇଟଲ ହାସଲ କରିବାକୁ ଅଣ୍ଟା ଭିଡ଼ିଛନ୍ତି। ଟିମ ଇଣ୍ଡିଆର ପ୍ଲେଇଙ୍ଗ ୧୧ରେ ରୋହିତ ଶର୍ମା (ଅଧିନାୟକ), କେ.ଏଲ ରାହୁଲ (ଓ୍ବିକେଟ…

ତୁମ ମୁଣ୍ଡରେ ବୁଦ୍ଧି ନାହିଁ, ତୁମେ ପାଗଳ, ସ୍ତ୍ରୀ ଏଭଳି କହିବା ନୁହେଁ ଅପମାନ ଜନକ: କୋର୍ଟ…

ମୁମ୍ବାଇ,୧୬।୯ : ବମ୍ବେ ହାଇକୋର୍ଟ ଛାଡପତ୍ର ସହ ଜଡିତ ଏକ ମାମଲାର ଶୁଣାଣି ବେଳେ କହିଛନ୍ତି ମରାଠୀରେ ’ତୁଲା ଅକଲ ନାହି, ତୁ ଭେଡି ଆହେସ’ (ତୁମ ମୁଣ୍ଡରେ ବୁଦ୍ଧି ନାହିଁ, ତୁମେ ପାଗଳ) ଭଳି ସ୍ବାମୀଙ୍କ ପ୍ରତି ସ୍ତ୍ରୀଙ୍କ ଏଭଳି…

ବିବାହିତ ବ୍ୟକ୍ତି ଲିଭଇନ ସମ୍ପର୍କରେ ରହିବା ବେଆଇନ: ହାଇକୋର୍ଟ…

ଚଣ୍ଡିଗଡ଼,୧୬।୯ : ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଲିଭ-ଇନ ସମ୍ପର୍କରେ ରହୁଥିବା ବିବାହିତ ବ୍ୟକ୍ତିଙ୍କ ଉପରେ ୨୫୦୦ ଟଙ୍କା ଜରିମାନା କରିଛନ୍ତି। ସେ ପୋଲିସର ସୁରକ୍ଷା ଦାବିରେ କୋଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଷ୍ଟିସ ଆଲୋକ ଜୈନ ଏହାକୁ ଏକ ବେଆଇନ ସମ୍ପର୍କର…

ଯୌତୁକ ପାଇଁ ସ୍ତ୍ରୀଙ୍କୁ ଚିକିତ୍ସା ଯୋଗାଇ ନ ଦେବା କ୍ରୁରତା: ହାଇକୋର୍ଟ..

ରାଞ୍ଚି,୧୬।୯ : ଝାଡଖଣ୍ଡ ହାଇକୋର୍ଟ କହିଛନ୍ତି ଯୌତୁକ ଦାବି ପୂରଣ କରିବା ପାଇଁ ନିଜ ସ୍ତ୍ରୀଙ୍କୁ ଉପଯୁକ୍ତ ଚିକିତ୍ସା ସହାୟତା ପ୍ରଦାନ ନ କରିବା ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୯୮-ଏ ଅନୁଯାୟୀ କ୍ରୁରତାର ପରିଭାଷା ମଧ୍ୟରେ ରହିବ। ତେଣୁ ଜଷ୍ଟିସ…

ଇୟୁରୁ ଆମେ ଅଲଗା ହୋଇପାରୁ: ଆମେରିକା ଗସ୍ତ ପୂର୍ବରୁ ଏର୍ଦୋଗନଙ୍କ ଚେତାବନୀ…

ଆଙ୍କରା,୧୬।୯ : ତୁର୍କୀ ରାଷ୍ଟ୍ରପତି ତାଇପ ଏର୍ଦୋଗନ ଶନିବାର ୟୁରୋପୀୟ ୟୁନିଅନ(ଇୟୁ)ରୁ ଅଲଗା ହେବାକୁ ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯଦି ଆବଶ୍ୟକ ହୁଏ ତେବେ ଆଙ୍କରା ୟୁରୋପୀୟ ୟୁନିଅନରୁ ଅଲଗା ହୋଇପାରେ। ପ୍ରକୃତରେ, ତୁର୍କୀର ଲକ୍ଷ୍ୟ ହେଉଛି ୟୁରୋପୀୟ ୟୁନିଅନରେ…

ସିଦ୍ଦରାମାୟାଙ୍କ ଚାପ ରାଜନୀତି: କର୍ନାଟକରେ ପୁଣି ୩ ଉପମୁଖ୍ୟମନ୍ତ୍ରୀ ପାଇଁ ଦାବି, ଶିବକୁମାରଙ୍କ ସମସ୍ୟା ବଢ଼ିବା ଆଶଙ୍କା…

ବେଙ୍ଗାଲୁରୁ,୧୬।୯ : କର୍ନାଟକର କଂଗ୍ରେସ ସରକାରରେ ଆଉ ତିନି ଜଣଙ୍କୁ ଉପମୁଖ୍ୟମନ୍ତ୍ରୀ କରିବାକୁ ଦାବି ହେଉଛି। ବାସ୍ତବରେ ସରକାରରେ ସମବାୟ ମନ୍ତ୍ରୀ କେ.ଏନ ରାଜନ୍ନା ଶନିବାର ଆଉ ତିନି ଜଣ ଉପମୁଖ୍ୟମନ୍ତ୍ରୀ କରିବା ପାଇଁ ଧାରଣା ଦେଇଛନ୍ତି। ସେ କହିଛନ୍ତି ମୁଁ…

ନିପା ନେଇ ଆଲର୍ଟ ମୋଡରେ କେରଳ ସରକାର, ୧୯ ଟିମ ଗଠନ, ୧୧ ନମୁନା ନେଗେଟିଭ…

ଥରୁଭାନନ୍ତପୁରମ,୧୬।୯ : କେରଳରେ ନିପା ଭାଇରସ ରିପୋର୍ଟ ମିଳିବା ପରେ ପ୍ରଶାସନ ଆଲର୍ଟ ମୋଡରେ ଅଛି। ଏଭଳି ପରିସ୍ଥିତିରେ କେରଳ ସ୍ବାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ ନିପା ଭାଇରସ ବିଷୟରେ ସୂଚନା ଦେଇଛନ୍ତି। ସେ କହିଛନ୍ତି ପରୀକ୍ଷା ପାଇଁ ୧୧ ଟି ନମୁନା…

ଦେଶରେ ଖୋଲିବ ୨୩ ନୂଆ ସୈନିକ ସ୍କୁଲ: ରାଜନାଥଙ୍କ ମଞ୍ଜୁରୀ…

ନୂଆଦିଲ୍ଲୀ,୧୬।୯ : ବର୍ତ୍ତମାନ ଦେଶରେ ୨୩ ଟି ନୂଆ ସୈନିକ ସ୍କୁଲ ଖୋଲିବାକୁ ଯାଉଛି। ଶନିବାର ସରକାରୀ ସୂଚନା ଅନୁଯାୟୀ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ବିଦ୍ୟାଳୟଗୁଡ଼ିକୁ ସହଭାଗୀତା ମୋଡରେ ପ୍ରତିଷ୍ଠା କରିବାକୁ ଅନୁମୋଦନ ଦେଇଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟର ବିବୃତ୍ତି…

ଓ୍ବାଇଏସଆର କଂଗ୍ରେସ ବିରୋଧୀ ଦଳ ଆମ ସହ ହାତ ମିଳାନ୍ତୁ: ନାରା ଲୋକେଶ…

ହାଇଦ୍ରାବାଦ,୧୬।୯ : ଆନ୍ଧ୍ରପ୍ରଦେଶରେ ଦୁର୍ନୀତି ଅଭିଯୋଗରେ ଟିଡିପି ନେତା ଏନ ଚନ୍ଦ୍ରବାବୁ ନାଇଡୁଙ୍କୁ ଗିରଫ କରିବା ଦଳର ନିର୍ବାଚନ ପ୍ରଚାରରେ ବାଧା ସୃଷ୍ଟି କରିବା ଲାଗି ଜଣେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଯୋଜନାବଦ୍ଧ ଭାବେ ଷଡ଼ଯନ୍ତ୍ର କରାଯାଇଛି। ଶନିବାର ଓ୍ବାଇଏସଆର କଂଗ୍ରେସ ପାର୍ଟିକୁ…

ପୋଷାକ ବଦଳିଛି, ଚାଲି ଚଳଣ ଚରିତ୍ର ବଦଳି ନାହିଁ, ଇଣ୍ଡିଆ ମେଣ୍ଟକୁ ନେଇ ଭାଜପାର କଟାକ୍ଷ…

ବିଳାସପୁର,୧୬।୯ : ବିଲାସପୁର ଗସ୍ତରେ ଆସିଥିବା କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଇଣ୍ଡିଆ ସହଯୋଗୀ ଦଳକୁ କଡ଼ା ସମାଲୋଚନା କରିବା ସହିତ କଟାକ୍ଷ କରିଛନ୍ତି। ଅନୁରାଗ ଠାକୁର କହିଛନ୍ତି ସମ୍ବିଧାନକୁ ନଷ୍ଟ କରୁଥିବା, ଗଣମାଧ୍ୟମର ସ୍ବରକୁ ଦମନ କରୁଥିବା ତଥା ସନାତନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri