କିମ୍ଙ୍କ ରୁଷିଆ ଗସ୍ତ ଶେଷ
ମସ୍କୋ,୧୭ା୯: ଉତ୍ତର କୋରିଆ ନେତା କିମ୍ ଜୋଙ୍ଗ ଉନ ରବିବାର ରୁଷିଆ ଗସ୍ତ ଶେଷ କରି ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି। କିମ୍ ତାଙ୍କ ସଶସ୍ତ୍ର ଟ୍ରେନରେ ଫେରିଯାଇଛନ୍ତି। କିମ୍ ରୁଷିଆର ଛାଡ଼ିବାର ଏକ ଭିଡିଓ ସାମ୍ନାକୁ ଆସିଛି। ଆର୍ଟୋମ-ପ୍ରାଇମୋରସ୍କି-୧ ଷ୍ଟେଶନରେ ଏକ…
ସ୍ଥିର ହେଲା ନଓ୍ବାଜ ଶରିଫଙ୍କ ପାକିସ୍ତାନ ଫେରିବା ତାରିଖ
ଇସଲାମାବାଦ,୧୭।୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ସ୍ବଦେଶ ଫେରିବେ। ଏବେ ଏହାର ତାରିଖ ସ୍ଥିର ହୋଇଥିବା ଜଣାପଡିଛି। ନଓ୍ବାଜଙ୍କ ଭାଇ ଶେହବାଜ ଶରିଫ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି କି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ଆସନ୍ତା…
ଯୋରନ୍ଦା ଉତ୍ସବ ମୁଖର, ଲାଗିହେଲା ନବାନ୍ନ ଭୋଗ
ଢେଙ୍କାନାଳ,୧୭ା୯(ରତନ ନାୟାର): ଢେଙ୍କାନାଳ ଜିଲା ବିଶ୍ୱ ପ୍ରସିଦ୍ଧ ଧର୍ମପୀଠ ମହିମା ଗାଦି ଯୋରନ୍ଦାରେ ନବାନ୍ନ ଉତ୍ସବ ରବିବାର ପାଳିତ ହୋଇଯାଇଛି। ନବାନ୍ନ ଉତ୍ସବ ପାଇଁ ଯୋରନ୍ଦାରେ ଜିଲାର ବିଭିନ୍ନ ଅଞ୍ଚଳ ସମେତ ମୟୂରଭଞ୍ଜ, କଟକ, ଜଗତସିଂହପୁର, କେନ୍ଦୁଝର, ଅନୁଗୋଳ, ସମ୍ବଲପୁର ଆଦି…
‘ପିଏମ୍ ବିଶ୍ୱକର୍ମା ଯୋଜନା’ ଲଞ୍ଚ୍ କଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧୭।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ‘ପିଏମ୍ ବିଶ୍ୱକର୍ମା ଯୋଜନା’ ଯୋଜନା ଆରମ୍ଭ କରିଛନ୍ତି। ଦିଲ୍ଲୀର ଦ୍ୱାରକାସ୍ଥିତ ‘ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ ଆଣ୍ଡ ଏକ୍ସପୋ ସେଣ୍ଟର’ (ଆଇଆଇସିସି) ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏହି ଯୋଜନା ଆରମ୍ଭ କରାଯାଇଥିଲା। ଏହି ଅବସରରେ…
ବଜ୍ରପାତରେ ଚାଲିଗଲା ୧୩ ଗୋରୁଙ୍କ ଜୀବନ
ଢେଙ୍କାନାଳ,୧୭ା୯(ରତନ ନାୟାର): ଢେଙ୍କାନାଳ ଜିଲା ସଦର ବ୍ଲକ ଆରଦା ଗ୍ରାମରେ ରବିବାର ମଧ୍ୟାହ୍ନରେ ବଜ୍ରପାତ ଘଟି ୧୩ଟି ଗୋରୁଙ୍କ ମୃତ୍ୟୁ ହୋଇଛି। ବର୍ଷା ହେଉଥିବା ବେଳେ ଗୋରୁପଲ ଏକ ପଡ଼ିଆ ନିକଟରେ ଥିବା ଗଛ ତଳେ ଆଶ୍ରୟ ନେଇଥିଲେ। ଏହି ସମୟରେ…
ଲିବ୍ୟା ବନ୍ୟାପ୍ରପୀଡ଼ିତଙ୍କ ନିକଟରେ ପହଞ୍ଚିଲା ୨୦ ଟନ୍ ସହାୟତା ସାମଗ୍ରୀ
ଡେର୍ନା,୧୭ା୯: ଲିବ୍ୟାରେ ବନ୍ୟା ଯୋଗୁ ଅନେକ ଲୋକ ପ୍ରାଣ ହରାଇଛନ୍ତି। ହଜାର ହଜାର ଲୋକଙ୍କ ମୃତଦେହ ମିଳିଛି। ଅନେକ ଲୋକ ନିଖୋଜ ବି ଅଛନ୍ତି। ଏହି ସମୟରେ, ଅନ୍ତର୍ଜାତୀୟ ସହାୟତା ସାମଗ୍ରୀ ଲିବ୍ୟାରେ ପହଞ୍ଚିବା ଆରମ୍ଭ କରିଛି। ରବିବାର ଡେର୍ନା ସହରରେ…
ସ୍ତ୍ରୀଙ୍କୁ ଛାଡ଼ପତ୍ର ଦେଲେ ଗୁଗ୍ଲର ସହ-ପ୍ରତିଷ୍ଠାତା
ନ୍ୟୁୟର୍କ,୧୭ା୯: ଗୁଗ୍ଲର ସହ-ପ୍ରତିଷ୍ଠାତା ସର୍ଗେ ବିନ୍ ତାଙ୍କ ସ୍ତ୍ରୀ ନିକୋଲ ଶାନହନଙ୍କୁ ଛାଡ଼ପତ୍ର ଦେଇଛନ୍ତି। ପ୍ରକୃତରେ ତାଙ୍କ ସ୍ତ୍ରୀ ଏବଂ ଟେସଲା ମାଲିକ ତଥା ଗୁଗ୍ଲ ସିଇଓ ଏଲନ ମସ୍କଙ୍କ ସହ ସମ୍ପର୍କ ଥିବା ନେଇ ଚର୍ଚ୍ଚା ହୋଇଥିଲା। ଏହା ପରେ…
ଇତିହାସ ପାଲଟିଲା ଲଣ୍ଡନର ଇଣ୍ଡିଆ କ୍ଲବ…
ଲଣ୍ଡନ,୧୭।୯ : ଭାରତୀୟ ସ୍ବାଧୀନତା ସଂଗ୍ରାମର ଇତିହାସ ସହ ଜଡିତ ଏକ ଅଧ୍ୟାୟ ୧୭ ସେପ୍ଟେମ୍ବରରେ ଶେଷ ହୋଇଛି। ଲଣ୍ଡନ ସ୍ଥିତ ‘ଇଣ୍ଡିଆ କ୍ଲବ’ ରବିବାର ସବୁଦିନ ପାଇଁ ବନ୍ଦ ହୋଇଯାଇଛି। ଏହି କ୍ଲବ ଲଣ୍ଡନରେ ଥାଇପାରେ, କିନ୍ତୁ ଏହାର ମୂଳ…
ସଂସଦର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ କଂଗ୍ରେସର ଦାବି, ମହିଳା ସଂରକ୍ଷଣ ବିଲ ପାସ କରନ୍ତୁ ମୋଦି ସରକାର
ହାଇଦ୍ରାବାଦ,୧୭।୯: କଂଗ୍ରେସ ଦଳ ଆଗାମୀ ଲୋକ ସଭା ଏବଂ ରାଜ୍ୟ ସଭା ନିର୍ବାଚନ ପାଇଁ ମନ୍ଥନ ଆରମ୍ଭ କରି ଦେଇଛନ୍ତି। ନବ ଗଠିତ କଂଗ୍ରେସ କାର୍ଯ୍ୟ କମିଟିର ଦୁଇ ଦିନିଆ ବୈଠକର ଦ୍ୱିତୀୟ ଦିନରେ ନେତାଙ୍କ ମଧ୍ୟରେ ଅନେକ ପ୍ରସଙ୍ଗ ଉପରେ…
ବିଭିନ୍ନ ଦେଶରେ ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖୁଛନ୍ତି ଜାତିସଂଘ ଶାନ୍ତି ସେନା, ସନ୍ତାନ ପାଳନ ପାଇଁ ସଂଘର୍ଷ କରୁଛନ୍ତି ପୀଡ଼ିତା ମା’, ୪୬୩ ପୈତୃକ ଦାବି ମାମଲା ପଞ୍ଜୀକୃତ…
ଜେନେଭା,୧୭।୯ : ଜାତିସଂଘ ଦ୍ୱାରା ପଠାଯାଇଥିବା ଶାନ୍ତି ସେନାଙ୍କ ଯୋଗୁଁ ସାରା ବିଶ୍ୱରେ ଶହ ଶହ ମହିଳା ଓ ବାଳିକା ଗର୍ଭବତୀ ହୋଇ ନିଜ ପିଲାମାନଙ୍କୁ ବଂଚାଇବା ପାଇଁ ଏକାକୀ ସଂଘର୍ଷ କରୁଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଜାତିସଂଘର ଶାନ୍ତି ରକ୍ଷାକାରୀଙ୍କ…
୧୬୮ ମୂଷା ଧରିବା ପାଇଁ ରେଳବାଇରେ ୬୯ ଲକ୍ଷ ଟଙ୍କା ଲୁଟ…
ନୂଆଦିଲ୍ଲୀ,୧୭।୯ : ଉତ୍ତର ରେଳବାଇ ରାଗରୁ ମୁକ୍ତି ପାଇବା ପାଇଁ ସମସ୍ତ ଉଦ୍ୟମ କରିଛି ଏବଂ ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ରେଳବାଇ ଏକ ମୂଷା ଧରିବା ପାଇଁ ୪୧ ହଜାର ଟଙ୍କା ଖର୍ଚ୍ଚ…
ଆମ ସହ ମୁହାଁମୁହିଁ ହେଲେ ତୁମ ପିଲା ଅନାଥ ହୋଇଯିବେ: ଅନନ୍ତନାଗ ଏନକାଉଣ୍ଟର ନେଇ କେନ୍ଦ୍ରମନ୍ତ୍ରୀଙ୍କ ମନ୍ତବ୍ୟ…
ନୂଆଦିଲ୍ଲୀ,୧୭।୯ : କଶ୍ମୀରର ଅନନ୍ତନାଗରେ ଚାଲିଥିବା ଏନକାଉଣ୍ଟର ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଶତ୍ରୁ ଦେଶମାନଙ୍କୁ ଏକ ବଡ଼ ଚେତାବନୀ ଦେଇଛନ୍ତି। ମାଇକ୍ରୋ ବ୍ଲଗିଂ ସାଇଟ ଏକ୍ସରେ ଅନନ୍ତନାଗରେ ସାମରିକ ଅପରେକ୍ଶନ ଉପରେ ଏକ ପୋଷ୍ଟ ରିଟୁଇଟ କରି ସେ…
Archives


