ନୀତୀଶଙ୍କ ଭାଜପାକୁ ଯିବା ବାଟ ବନ୍ଦ: ବର୍ଷିଲେ ଶାହା…
ପାଟନା,୧୬।୯ : ଜି-୨୦ ବୈଠକରେ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ପରେ ବିହାର ରାଜନୀତିରେ ଉଷ୍ମତା ଏବଂ ଉତ୍ତେଜନା ସୃଷ୍ଟି କରିଥିଲା। ଏହି ଫଟୋର ରାଜନୈତିକ ଅର୍ଥ ଖୋଜାଯାଉଥିଲା। ଭାଜପା ଏବଂ ନୀତୀଶ କୁମାର ପୁଣି ଏକାଠି ହୋଇପାରିବେ…
୮୬ ବର୍ଷର ଯାତ୍ରା ଶେଷ: ମୁମ୍ବାଇରେ ବନ୍ଦ ହେଲା ଡବଲ ଡେକର ବସ ସେବା…
ମୁମ୍ବାଇ,୧୬।୯ : ମୁମ୍ବାଇର ପରିଚୟ ଭାବରେ ବିବେଚନା କରାଯାଉଥିବା ପୁରୁଣା ଡବଲ-ଡେକର୍ ବେଷ୍ଟ ବସ ଅବସର ନେବାକୁ ନିଷ୍ପତ୍ତି ନିଆଯାଇଛି। ଶୁକ୍ରବାର (ସେପ୍ଟେମ୍ବର ୧୫) ଠାରୁ ବେଷ୍ଟର ପୁରୁଣା ଡବଲ ଡେକର ବସ ସେବା ବନ୍ଦ ହୋଇଯାଇଛି । ଏହି ବସ…
ସିଭିଲ ମେଡିକାଲରେ ୩ମାସରେ ଗଲାଣି ୧୭୯ଶିଶୁଙ୍କ ଜୀବନ
ମୁମ୍ବାଇ,୧୬।୯: ମହାରାଷ୍ଟ୍ରର ଏକ ମେଡିକାଲରେ ୧୭୯ଶିଶୁଙ୍କର ମୃତ୍ୟୁ ଘଟିଛି। ରାଜ୍ୟର ନନ୍ଦୁରବର ଜିଲରେ ଗତ ତିନିମାସ ମଧ୍ୟରେ ଏକ ସିଭିଲ ମେଡିକାଲରେ ୧୭୯ ଶିଶୁ ପ୍ରାଣ ହରାଇଛନ୍ତି। ନନ୍ଦୁରବର ସିଏମଓ ଏମ ସାୱାନ କୁମାର କହିଛନ୍ତି, ଜୁଲାଇରୁ ବର୍ତ୍ତମାନ ସୁଦ୍ଧା ନନ୍ଦୁରବର…
୧୭ ବଲିଉଡ ସେଲିବ୍ରିଟିଙ୍କ ଉପରେ ଇଡ଼ି ନଜର…
ମୁମ୍ବାଇ,୧୬।୯ : ଅନଲାଇନ ବେଟିଂ ପ୍ଲାଟଫର୍ମ ମହାଦେବ ବୁକ ଆପର ପ୍ରମୋଟର ସୌରଭ ଚନ୍ଦ୍ରକର ଚଳିତ ବର୍ଷ ଫେବୃଆରୀରେ ଦୁବାଇରେ ବିବାହ କରିଥିଲେ। ଏହି ବିବାହ ଉତ୍ସବରେ ଯୋଗ ଦେଇଥିବା ୧୭ ଜଣ ସେଲିବ୍ରିଟିଙ୍କ ଉପରେ ଇଡି ନଜର ରହିଛି। ଇଡି…
ଔରଙ୍ଗାବାଦ-ଓସମାନାବାଦ ନାମ ପରିବର୍ତ୍ତନ ପାଇଁ ବିଜ୍ଞପ୍ତି ଜାରି କଲେ ଶିନ୍ଦେ…
ମୁମ୍ବାଇ,୧୬।୯ : ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ମହାରାଷ୍ଟ୍ର ସରକାର ଯଥାକ୍ରମେ ଔରଙ୍ଗାବାଦ ଏବଂ ଓସମାନାବାଦ ଜିଲାର ନାମକୁ ଛତ୍ରପତି ସମ୍ଭାଜୀନଗର ଏବଂ ଧରାଶିବରେ ପରିବର୍ତ୍ତନ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛନ୍ତି। ଶୁକ୍ରବାର ରାତିରେ ରାଜସ୍ବ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ…
ଲିବିୟା ସମୁଦ୍ରକୂଳରେ ୧୦୦କିମି ପର୍ଯ୍ୟନ୍ତ ଭାସୁଛି ମୃତଦେହ,ମହାମାରୀ ବ୍ୟାପିବା ଆଶଙ୍କା…
ତ୍ରିପୋଲି,୧୬।୯: ଲିବିୟାରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ସମୁଦ୍ର କୂଳରେ ୧୦୦ କିଲୋମିଟର ପର୍ଯ୍ୟନ୍ତ ମୃତଦେହଗୁଡ଼ିକ ଭାସୁଛି। ହଜାର ହଜାର ଲୋକ ନିଖୋଜ ଅଛନ୍ତି। ଫଳରେ ଲିବିଆରେ ବନ୍ୟା ପରେ ବର୍ତ୍ତମାନ ମହାମାରୀ ହେବାର ଆଶଙ୍କା ଦେଖାଦେଇଛି। ଲିବିୟାରେ ବନ୍ୟା ପରିସ୍ଥିତି ପରେ…
‘କଂଗ୍ରେସକୁ ଚନ୍ଦ୍ରୟାନରେ ବସାଇ ଚନ୍ଦ୍ରକୁ ପଠାଇଦେବୁ’, କାହିଁକି ଏମିତି କହିଲେ ଆସାମ ମୁଖ୍ୟମନ୍ତ୍ରୀ
ନୂଆଦିଲ୍ଲୀ,୧୬।୯: ମଧ୍ୟ ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନର ପ୍ରଚାର ଲାଗି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସରମା ଜବଲପୁର ପହଞ୍ଚିଛନ୍ତି। ଶନିବାର ସେ ସେଠାରେ ମିଡିଆ ସହ କଥା ହୋଇଛନ୍ତି। ଏହି ସମୟ ମଧ୍ୟରେ ସେ ୧୪ ଟିଭି ଆଙ୍କର୍…
ଗରିବୀରେ ବଞ୍ଚୁଛନ୍ତି ଭାରତର ୫କୋଟି ଶିଶୁ: ୟୁନିସେଫ୍
ନୂଆଦିଲ୍ଲୀ,୧୬।୯: ବିଶ୍ୱରେ ଦାରିଦ୍ର ସୀମାରେଖା ତଳେ ଥିବା ଲୋକଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ସମସ୍ତ ଉଦ୍ୟମ ସତ୍ତ୍ୱେ, ଲୋକମାନେ ପ୍ରତିଦିନ ୨.୧୫ ଡଲାର (୧୭୮ ଟଙ୍କା) ଆୟ କରି ଜୀବନ ବଞ୍ଚୁଛନ୍ତି। ବିଶ୍ୱ ବ୍ୟାଙ୍କ ଏବଂ ୟୁନିସେଫ…
ଘୁଞ୍ଚିଲା ବାଚସ୍ପତି ନିର୍ବାଚନ
ଭୁବନେଶ୍ୱର,୧୬।୯: ଦିନକ ପାଇଁ ଘୁଞ୍ଚିଲା ବାଚସ୍ପତି ନିର୍ବାଚନ । ନୂଆଁଖାଇକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ସେପ୍ଟେମ୍ବର ୨୧ରେ ବାଚସ୍ପତି ନିର୍ବାଚନ ପାଇଁ ସରକାର ପୂର୍ବର ତାରିଖ ଘୋଷଣା କରିଥିଲେ। ତେବେ ଏହାକୁ ୨୨ ତାରିଖକୁ…
ଭୋଟ ନ ଦେଲେ ବ୍ୟାଙ୍କ୍ ଆକାଉଣ୍ଟରୁ କଟିବ ୩୫୦ଟଙ୍କା!
ନୂଆଦିଲ୍ଲୀ,୧୬।୯: ମତଦାନ ପ୍ରତ୍ୟେକ ନାଗରିକଙ୍କର ଅଧିକାର। ତେବେ ଆଗକୁ ୨୪ ଲୋକସଭା ଓ ଚଳିତ ବର୍ଷ ବିଧାନସଭା ନିର୍ବାଚନ ଥିବାବେଳେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ମେସେଜ ଭାଇରାଲ ହେଉଛି। ଭାଇରାଲ ମେସେଜରେ କୁହାଯାଉଛି କି ଯଦି ଜଣେ ବ୍ୟକ୍ତି ଭୋଟ…
ଭାରତରେ ପେଟ୍ରୋଲ ଶସ୍ତା ହେବ କି ମହଙ୍ଗା ନିଷ୍ପତ୍ତି ନେବ ଆମେରିକା
ନୂଆଦିଲ୍ଲୀ/ଓ୍ବାଶିଂଟନ୍,୧୬।୯: ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବାରେ ଲାଗିଛି। ବିଶ୍ୱବଜାରରେ ତେଲ ଦର ପ୍ରାୟ ୯୪ ଡଲାର ଅର୍ଥାତ୍ ଭାରତୀୟ ମୂଲ୍ୟରେ ୭କୋଟି ୮୧୦.୪୯ ଟଙ୍କା ରହିଛି। ସେପ୍ଟେମ୍ବର ୧୫ରେ ଅନୁଷ୍ଠିତ ବାଣିଜ୍ୟ ଅଧିବେଶନ ବେଳେ ଏହାର ମୂଲ୍ୟ…
ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର, ଲିଟର ପିଛା ୩୩୧ଟଙ୍କାରେ ବିକ୍ରି ହେଉଛି ପେଟ୍ରୋଲ
ଇସଲାମବାଦ,୧୬।୯: ପଡୋଶୀ ଦେଶ ପାକିସ୍ତାନର ଅର୍ଥନୈତିକ ସ୍ଥିତି ଭୁଶୁଡିବାରେ ଲାଗିଛି। ଏହି ସମୟରେ ପେଟ୍ରୋଲ ଏବଂ ଡିଜେଲର ଦର ପୁଣି ବୃଦ୍ଧି ପାଇଛି। ଦେଶରେ ପେଟ୍ରୋଲ ଦର ୨୬.୦୨ଟଙ୍କା ବୃଦ୍ଧି ପାଇ ଲିଟର ପିଛା ୩୩୧.୩୮ ଟଙ୍କାରେ ପହଞ୍ଚିଛି। ସେହିପରି ଡିଜେଲ…
Archives


