ଏହି ଦିନ ଧ୍ୱଂସ ହେବ ପୃଥିବୀ, ତାରିଖ ଘୋଷଣା କଲା ନାସା
ଓ୍ବାଶିଂଟନ,୨ା୧୦: ଆପଣ ନିଶ୍ଚୟ ଅନେକ ଥର ପୃଥିବୀ ଧ୍ୱଂସ ହେବାର ଭବିଷ୍ୟବାଣୀ ଶୁଣିଥିବେ। ଅନେକ ପ୍ରାଚୀନ କ୍ୟାଲେଣ୍ଡର ଏବଂ ସଭ୍ୟତା ପୃଥିବୀ ଶେଷ ଘଟିବା ବିଷୟରେ ଭବିଷ୍ୟବାଣୀ କରିଛନ୍ତି। ତଥାପି ଏପର୍ଯ୍ୟନ୍ତ କୌଣସି ଭବିଷ୍ୟବାଣୀ ସତ ହୋଇଥିବାର ଦେଖାଯାଇନାହିଁ। ଏହି ଭବିଷ୍ୟବାଣୀଗୁଡ଼ିକ…
କୋର୍ଟ ରସାୟନ ବିଜ୍ଞାନ ଅବା ପରିବେଶ ବିଶେଷଜ୍ଞ ନୁହନ୍ତି: କୀଟନାଶକ ମାମଲାରେ ହାଇକୋର୍ଟଙ୍କ ମନ୍ତବ୍ୟ…
ପ୍ରୟାଗରାଜ,୨।୧୦ : ନିକଟରେ ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଇଥେଫନ (କୀଟନାଶକ) କୀଟନାଶକ ଆଇନ, ୧୯୮୬ ର ଧାରା ୩୮(୧) (ଖ) ଅନୁଯାୟୀ ଆବେଦନକାରୀଙ୍କ ଦ୍ୱାରା ଦାବି କରାଯାଇଥିବା ରିହାତି ମଧ୍ୟରେ ଅଛି କି ନାହିଁ ତାହା ସ୍ଥିର କରିବାକୁ କୋର୍ଟ ଏକ…
କପଟୀଙ୍କର କରାଯିବ ପର୍ଦ୍ଦାଫାଶ: ଗାନ୍ଧୀ ଜୟନ୍ତୀରେ କଂଗ୍ରେସର ସଂକଳ୍ପ…
ନୂଆଦିଲ୍ଲୀ,୨।୧୦ : ଗାନ୍ଧୀ ଜୟନ୍ତୀ ଅବସରରେ ଦେଶର ସର୍ବ ପୁରାତନ ତଥା ଦୀର୍ଘତମ ଶାସକ ଦଳ କଂଗ୍ରେସ ଗାନ୍ଧୀଙ୍କ ପ୍ରତୀକ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ସମ୍ପୂର୍ଣ୍ଣ କପଟତାର ପର୍ଦ୍ଦାଫାଶ କରିବାକୁ ସଂକଳ୍ପ ନେଇଛି। ମିଥ୍ୟାରେ ଗାନ୍ଧୀଙ୍କ ପ୍ରତୀକ ଗ୍ରହଣ କରି ସେମାନେ…
ବିହାର ସରକାର ଜାରି କଲେ ଜାତି ଭିତ୍ତିକ ଜନଗଣନା ରିପୋର୍ଟ
ପାଟନା,୨।୧୦: ବିହାର ସରକାରଙ୍କ ଦ୍ୱାରା କରାଯାଇଥିବା ଜାତି ଭିତ୍ତିକ ଜନଗଣନା ରିପୋର୍ଟ ସୋମବାର ଅର୍ଥାତ୍ ଆଜି ପ୍ରକାଶ ପାଇଛି। ଏହି ରିପୋର୍ଟ ପ୍ରକାଶ କରିବାବେଳେ ବିହାର ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିବେକ କୁମାର ସିଂ କହିଛନ୍ତି ଯେ ବିହାରର…
ଉପରାଜ୍ୟପାଳ ହେବାକୁ ମୋର ଆଗ୍ରହ ନାହିଁ: ଗୁଲାମ ନବୀ…
ଶ୍ରୀନଗର,୨।୧୦ : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡେମୋକ୍ରାଟିକ ପ୍ରୋଗେସିଭ ଆଜାଦ ପାର୍ଟିର ଅଧ୍ୟକ୍ଷ ଗୁଲାମ ନବୀ ଆଜାଦ ତାଙ୍କୁ ଉପରାଜ୍ୟପାଳ କରାଯିବା ପ୍ରଶ୍ନର ଉତ୍ତର ଦେଇଛନ୍ତି। ଗୁଲାମ ନବୀ କହିଛନ୍ତି ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ହେବାକୁ ମୋର ଆଗ୍ରହ ନାହିଁ। ମୁଁ…
ଭାରତ ସରକାରଙ୍କ ପାଇଁ ବଡ ପ୍ରାଥମିକତା ରାଜସ୍ଥାନର ବିକାଶ: ମୋଦି
ଜୟପୁର,୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରାଜସ୍ଥାନର ଚିତ୍ତୋରଗଡରେ ୭୨୦୦ କୋଟି ଟଙ୍କା ମୂଲ୍ୟର ବିକାଶମୂଳକ ପ୍ରକଳ୍ପ ରାଜ୍ୟବାସୀଙ୍କୁ ପ୍ରଦାନ କରିଛନ୍ତି। ଏହି ସମୟରେ ସେ ଲୋକମାନଙ୍କୁ ସମ୍ବୋଧିତ କରିଥିଲେ। ଏକ ସାଧାରଣ ସଭାକୁ ସମ୍ବୋଧିତ କରିବାବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ…
ତୁର୍କୀ-କୁର୍ଦ୍ଦିସ୍ତାନ ବିବାଦ, ୪୫ ବର୍ଷ ଧରି ହୋଇନି ସମାଧାନ…
ଆଙ୍କରା,୨।୧୦ : ଏହାପୂର୍ବରୁ ସିରିଆ, ଇରାକ, ଇରାନ, ତୁର୍କୀ ଏବଂ ଆର୍ମେନିଆ ଭଳି ଦେଶ ଉସ୍ମାନିଆ ସାମ୍ରାଜ୍ୟର ଅଂଶ ଥିଲେ। ପ୍ରଥମ ବିଶ୍ୱଯୁଦ୍ଧରେ ଉସ୍ମାନିଆ ସାମ୍ରାଜ୍ୟ ପତନ ଘଟିବା ଦ୍ୱାରା ଏହି ଦେଶଗୁଡିକ ଅଲଗା ହୋଇଥିଲେ। ଏହି ଦେଶଗୁଡିକରେ କୁର୍ଦ୍ଦ ଲୋକମାନଙ୍କର…
ଆତ୍ମଘାତୀ ଆକ୍ରମଣ ପରେ ତୁର୍କୀ ବାୟୁସେନାର ଇରାକ ଉପରେ ବୋମାମାଡ଼…
ଆଙ୍କରା,୨।୧୦ : ତୁର୍କୀର ରାଜଧାନୀ ଆଙ୍କାରରେ ଆତ୍ମଘାତୀ ଆକ୍ରମଣ ପରେ ତୁର୍କୀ ଏହାର ପ୍ରତିଶୋଧ ନେଇଛି। ତୁର୍କୀ ବାୟୁସେନା ଇରାକରେ କୁର୍ଦ୍ଦ ବିଦ୍ରୋହୀଙ୍କ ଅନେକ ଶିବିର ଉପରେ ବୋମା ପକାଇଛି। ଏହି ବିସ୍ଫୋରଣରେ ବହୁ କୁର୍ଦ୍ଦ ବିଦ୍ରୋହୀଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।…
ପ୍ରାର୍ଥନା ସମୟରେ ଚର୍ଚ୍ଚର ଧସିଲା ଛାତ, ୭ ମୃତ…
ମେସ୍କିକୋ ସିଟି,୨।୧୦ : ସୋମବାର ମେକ୍ସିକୋର ତମଉଲିପାସ ରାଜ୍ୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଥିବା ଏକ ଚର୍ଚ୍ଚରେ ପ୍ରାର୍ଥନା ସଭା ସମୟରେ ଛାତଟି ହଠାତ ଧସିଯାଇ ଲୋକଙ୍କ ଉପରେ ପଡିଥିଲା। ଏହି ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ…
ଘାଟିରେ ଓଲଟିଲା ବସ୍
ମୋହନା,୨ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ କୁଡିକିମା ଗାଁ ନିକଟସ୍ଥ ଇନ୍ଦ୍ରପୁର ଘାଟିରେ ସୋମବାର ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଓଲଟି ପଡ଼ିବାରୁ ୧୫ ଜଣ ଆହତ ହୋଇଛନ୍ତି। ତେବେ ୭ଜଣ ଅବସ୍ଥା ଗୁରୁତର ରହିଛି। ସମସ୍ତ…
ଲସ ଆଞ୍ଜେଲସ ଖୋଲାଯାଉ ଭାରତୀୟ ବାଣିଜି୍ୟକ ଦୂତାବାସ: ମେୟର କୈରେନ…
ଲସ ଆଞ୍ଜେଲସ ,୨।୧୦ : ଆମେରିକାର ଦ୍ୱିତୀୟ ବୃହତ୍ତମ ସହର ତଥା ବିଶ୍ୱର ମନୋରଞ୍ଜନ ରାଜଧାନୀ ଲସ ଆଞ୍ଜେଲସର ମେୟର କୈରେନ ରୁଥ ବୈସ ଏକ ଭାରତୀୟ ବାଣିଜି୍ୟକ ଦୂତାବାସ ଖୋଲିବାକୁ ଅନୁରୋଧ କରିଛନ୍ତି। ନ୍ୟୁୟର୍କ, ସାନ ଫ୍ରାନ୍ସିସ୍କୋ, ଚିକାଗୋ, ହ୍ୟୁଷ୍ଟନ…
ପାଶ୍ଚାତ୍ୟରେ ବଢୁଛି ତାପମାତ୍ରା, ଡଲଫିନଙ୍କ ଜୀବନ ସଙ୍କଟରେ, ୭ ଦିନରେ ୧୦୦ରୁ ଅଧିକ ମୃତ…
ବ୍ରାସିଲିଆ,୨।୧୦ : ବ୍ରାଜିଲରେ ଚଳିତ ବର୍ଷ ରେକର୍ଡ ତାପମାତ୍ରାରେ ପହଞ୍ଚିଛି। ସାଧାରଣ ଲୋକଙ୍କ ସହିତ ପ୍ରାଣୀ ଏବଂ ପକ୍ଷୀମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତାପମାତ୍ରା ବୃଦ୍ଧି ଯୋଗୁ ପାଣିର ତାପମାତ୍ରା ବୃଦ୍ଧି ପାଇବା ଯୋଗୁ ମଧ୍ୟ ଫୁଟୁଛି, ଯେଉଁ କାରଣରୁ…

