Home Middle

ଟମାଟୋ ପରେ ଏବେ ପିଆଜ ଦାମ ୧୦୦ ଟଙ୍କା ମୁହାଁ…

ନୂଆଦିଲ୍ଲୀ,୯।୮ : ଗତ ଏକ ମାସ ଧରି ଟମାଟୋର ମୂଲ୍ୟ ଲୋକଙ୍କ ବଜେଟକୁ ବିଗାଡ଼ି ଦେଇଛି। ଟମାଟୋ ମୂଲ୍ୟ ବର୍ତ୍ତମାନ କିଲୋଗ୍ରାମ ପିଛା ୨୦୦ଟଙ୍କାରେ ସ୍ଥିର ରହିଛି। କିନ୍ତୁ ପିଆଜ ଦର ବୃଦ୍ଧି ଯୋଗୁ ଏବେ ଲୁହ ବୋହିବା ଆରମ୍ଭ ହୋଇଛି।…

ଦୁର୍ଘଟଣା ଦେଖି ବାଟରେ ଅଟକିଲେ ରାହୁଲ, ଆହତଙ୍କ ହସ୍ପିଟାଲ ପଠାଇ ଗଲେ ସଂସଦ…

ନୂଆଦିଲ୍ଲୀ,୯।୮ : ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ସଂସଦରେ ପହଞ୍ଚିଛନ୍ତି। ଅବଶ୍ୟ, 10 ଜାନପଥ ଛାଡିବା ପରେ ହଠାତ ତାଙ୍କ ଦଳ କିଛି ଦୂରରେ ଅଟକି ଯାଇଥିଲା। ରାସ୍ତାରେ ଦୁର୍ଘଟଣାରେ ଆହତ ହୋଇଥିବା…

ଆୟୁଷ୍ମାନ ଭାରତ ଯୋଜନା ନେଇ ସିଏଜି ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ, ଗୋଟିଏ ମୋବାଇଲ ନମ୍ବରରେ ଲକ୍ଷ ଲକ୍ଷ ଲୋକଙ୍କ ପଞ୍ଜିକରଣ…

ନୂଆଦିଲ୍ଲୀ,୯।୮ : କମ୍ପ୍ଟ୍ରୋଲର ଏବଂ ଅଡିଟର ଜେନେରାଲ ଅଫ ଇଣ୍ଡିଆ(ସିଏଜି) ର ଏକ ରିପୋର୍ଟରେ ଆୟୁଷ୍ମାନ ଭାରତ-ପ୍ରଧାନ ମନ୍ତ୍ର ୀ ଜନ ଆରୋଗ୍ୟ ଯୋଜନା ବିଷୟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରକାଶ ପାଇଛି। ଯେଉଁଥିରେ କୁହାଯାଇଛି ଏହି ଯୋଜନାର ପ୍ରାୟ ୭.୫ ଲକ୍ଷ…

ଅଧିକାରୀଙ୍କ ନିଖୋଜ କୌଣସି ଆଶ୍ଚର୍ଯ୍ୟଜନକ ଘଟଣା ନୁହେଁ! ଚାଇନାର ରଣନୀତିରେ ପରିବର୍ତ୍ତନ…

ବେଜିଂ,୯।୮ : ଉଚ୍ଚ ପଦବୀର ଅଧିକାରୀମାନେ ଚାଇନାରେ କ୍ରମାଗତ ଭାବରେ ଅଦୃଶ୍ୟ ହେଉଛନ୍ତି। ଏଭଳି ପରିସ୍ଥିତିରେ ଏହା ସ୍ପଷ୍ଟ ହୋଇଯାଇଛି କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନା (ସିସିପି) ଏହାର ରଣନୀତି ବଦଳାଉଛି। ତେବେ ପିପୁଲ୍ସ ଲିବରେଶନ ଆର୍ମି ରକେଟ ଫୋର୍ସ ର…

ଫିଲିପାଇନ୍ସର ମିଣ୍ଡାନାଓରେ ଭୂକମ୍ପ ଝଟ୍‌କା

ମନେଲା,୯।୮: ଫିଲିପାଇନ୍ସର ମିଣ୍ଡାନାଓରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ୫.୪ ତୀବ୍ରତାରେ ମିଣ୍ଡାନାଓ ଥରି ଉଠିଛି। ତେବେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ। ସୂଚନାନୁସାରେ ଭୂକମ୍ପ ଭୂମି ଠାରୁ ୧୦କି.ମି ଗଭୀରରେ କେନ୍ଦ୍ରୀଭୂତ ହୋଇଥିଲା।

ବାବ୍ରି ଭଙ୍ଗା ହେବା ପୂର୍ବରୁ ମୁଁ ନରସିଂହ ରାଓ ସରକାରଙ୍କୁ ଭାଜପା ଉପରେ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଥିଲି: ଶରଦ ପାଓ୍ବାର…

ମୁମ୍ବାଇ,୯।୮ : ଏନସିପି ମୁଖ୍ୟ ଶରଦ ପାୱାର ପ୍ରକାଶ କରିଛନ୍ତି ୍‌ ଯେତେବେଳେ ରାମଜନ୍ମଭୂମି ଆନ୍ଦୋଳନ ବୃଦ୍ଧି ପାଇବାରେ ଲାଗଥିଲା, ସେତେବେଳେ ମୁଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କୁ ବାବ୍ରି ମସଜିଦରେ କିଛି ଘଟିବ ନାହିଁ ବୋଲି ଭାଜପାର ପ୍ରତିଶ୍ରୁତିକୁ…

ଚାଇନାର ପ୍ରବଳ ବନ୍ୟାରେ ବେହାଲ ରାଜଧାନୀ: ୩୩ମୃତ୍ୟୁ, ୧୮ ନିଖୋଜ

ବେଜିଂ,୯।୮: ଗତ କିଛି ଦିନ ହେବ ଚାଇନାରେ ପ୍ରବଳ ବର୍ଷା ଯୋଗୁ ଲୋକଙ୍କ ଜୀବନ ର୍ଦୁଃବିସହ ହୋଇପଡିଛି। ତେବେ ବେଜିଂର ଦକ୍ଷିଣ-ପଶ୍ଚିମ ଜୁଜୋଉରେ ବନ୍ୟାଜଳ କମିବା ଆରମ୍ଭ ହୋଇଛି। ବନ୍ୟା ଜଳ କମିଲେ ମଧ୍ୟ ବନ୍ୟା ପରର ପରିସ୍ଥିତି ବୃଦ୍ଧି ପାଉଛି।…

ତାଇଓ୍ବାନ ନିକଟରେ ଚାଇନାର ୧୧ର ଯୁଦ୍ଧ ବିମାନ-୫ ଯୁଦ୍ଧପୋତ…

ତାଇପେ,୯।୮ : ଚାଇନା ଏବଂ ତାଇୱାନ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ନିଜର ବିସ୍ତାରବାଦୀ ନୀତି ଅନୁଯାୟୀ ଚାଇନା କ୍ରମାଗତ ଭାବରେ ତାଇୱାନ ଉପରେ ଚାପ ପକାଉଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୋମବାରରୁ ମଙ୍ଗଳବାର ମଧ୍ୟରେ ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ୧୧…

ପାକିସ୍ତାନରେ ରାଜନୈତିକ ଷଡ଼ଯନ୍ତ୍ର: ଇମ୍ରାନଙ୍କ ବିନା ନିର୍ବାଚନ ପାଇଁ ଶୀଘ୍ର ଭଙ୍ଗ ହେବ ସଂସଦ…

ଇସଲାମାବାଦ,୯।୮ : ବୁଧବାର ପାକିସ୍ତାନର ସଂସଦ ଭଙ୍ଗ ହେବାକୁ ଯାଉଛି। ଏହା ପରେ ନିର୍ବାଚନକୁ ତଦାରଖ କରିବା ପାଇଁ ଏକ ମଧ୍ୟବର୍ତ୍ତୀକାଳୀନ ସରକାର ଆରମ୍ଭ ହେବ। ଯେଉଁଥିରେ ଦେଶର ଲୋକପ୍ରିୟ ରାଜନେତା ଇମ୍ରାନ ଖାନ ସାମିଲ ହେବେ ନାହିଁ। ଗତ ବର୍ଷ…

ଭିଏତନାମା ଗସ୍ତ କରିବେ ବାଇଡେନ

ଓ୍ବାଶିଂଟନ୍‌,୯।୮: ଆମେରିକା ରାଷ୍ଟ୍ରପତି ଜୋ ବାଇଡେଡ଼ ଭିଏତନାମା ଗସ୍ତ କରିବାକୁ ଯାଉଛନ୍ତି। ସେ କହିଛନ୍ତି, ଭିଏତନାମ ଆମେରିକା ସହ ସମ୍ପର୍କ ବଢାଇବାକୁ ଚାହୁଁଛି ଏବଂ ଏକ ପ୍ରମୁଖ ଅଂଶୀଦାର ହେବାକୁ ଚେଷ୍ଟା କରୁଛି। ତେଣୁ ଦୁଇ ଦେଶର ସମ୍ପର୍କକୁ ମଜବୁତ କରିବା…

ଭାଜପା କାର୍ଯ୍ୟାଳୟରୁ ଭାରତ ମାତା ମୂର୍ତ୍ତି ହଟିଲା…

ଚେନ୍ନାଇ,୯।୮ : ତାମିଲନାଡୁର ବ୍ରିଧୁନଗର ଜିଲାର ଭାଜପା କାର୍ଯ୍ୟାଳୟରୁ ଭାରତ ମାତାଙ୍କର ନୂତନ ସ୍ଥାପିତ ପ୍ରତିମୂର୍ତ୍ତିକୁ ହଟାଇ ଦିଆଯାଇଛି। ପୋଲିସ ଏବଂ ରାଜସ୍ବ ଅଧିକାରୀଙ୍କ ଏହି ପଦକ୍ଷେପ ଶାସକ ଡିଏମକେ ଏବଂ ଭାଜପା ମଧ୍ୟରେ ଏକ ନୂଆ ରାଜନୈତିକ ତିକ୍ତତା ସୃଷ୍ଟି…

ୟୁକ୍ରେନ ସୋଭିଏତ ଯୁଗର ପ୍ରତୀକ ବଦଳାଇଲା, ହାତୁଡ଼ି ଏବଂ ଦା ମାତୃଭୂମି ସ୍ମାରକ ହଟିଲା…

କିଭ୍‌,୯।୮ : ୟୁକ୍ରେନ ସୋଭିଏତ ଯୁଗର ପ୍ରତୀକଗୁଡ଼ିକୁ ନଷ୍ଟ କରିଦେଇଛି। ସୋଭିଏତ୍ ଯୁଗର ପ୍ରତୀକକୁ କିଭର ଏକ ପାହାଡ ସ୍ମାରକୀରୁ ହଟାଇଛି। ଏଠାରେ ଥିବା ହାତୁଡ଼ି ଏବଂ ଦା ପ୍ରତୀକ ବଦଳରେ ଏକ ତ୍ରିଶୁଳ ପ୍ରତୀକ ସ୍ଥାପନ କରାଯାଇଛି। ୟୁକ୍ରେନ ମାତୃଭୂମି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri