ସ୍ଲୋଭାକିଆରେ ହୋଇପାରେ ରୁଷିଆ ସମର୍ଥିତ ସରକାର, ରବର୍ଟ ଫିକୋ ଚତୁର୍ଥଥର ପାଇଁ ହେବେ ପ୍ରଧାନମନ୍ତ୍ରୀ
ବ୍ରାତିସ୍ଲାଭା,୩।୧୦: ୟୁରୋପୀୟ ଦେଶ ସ୍ଲୋଭାକିଆରେ ସାଧାରଣ ନିର୍ବାଚନର ଫଳାଫଳ ଆସିଛି ଏବଂ ସୃଷ୍ଟି ହେଉଥିବା ପରିସ୍ଥିତି ଅନୁଯାୟୀ ସ୍ଲୋଭାକିଆରେ ଏକ ମିଳିତ ସରକାର ଗଠନ ହେବ ଏବଂ ରୋବର୍ଟ ଫିକୋଙ୍କ ନେତୃତ୍ୱରେ ପରବର୍ତ୍ତୀ ସରକାର ଗଠନ ହୋଇପାରିବ। ସୂଚନାଯୋଗ୍ୟ ଯେ ରୋବର୍ଟ…
ନଅ ଦିନର ଉତ୍ସବ ସହ ନ୍ୟୁ ଜର୍ସିରେ ହେବ ଅକ୍ଷରଧାମ ମନ୍ଦିରର ଉଦଘାଟନ. ମୋଦି-ସୁନକ ଜଣାଇଲେ ଅଭିନନ୍ଦନ
ଓ୍ବାଶିଂଟନ,୩।୧୦: ନ୍ୟୁ ଜର୍ସିର ରୋବିନ୍ସଭିଲେ ସହରରେ ଖୁବ ଶୀଘ୍ର ଅକ୍ଷରଧାମ ମନ୍ଦିର ଖୋଲିବାକୁ ଯାଉଛି। ଏହାର ନିର୍ମାଣ ଶେଷ ହୋଇଛି। ଅକ୍ଟୋବର ୮ରେ ଏହି ମନ୍ଦିର ଉଦଘାଟନ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ସମସ୍ତେ ଉତ୍ସାହିତ ଅଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି…
ଦେଶ ବାହାରେ ଆମ୍ବେଦକରଙ୍କ ସବୁଠାରୁ ବଡ ପ୍ରତିମା
ଓ୍ବାଶିଂଟନ,୩।୧୦: ଭାରତ ବାହାରେ ଭାରତୀୟ ସମ୍ବିଧାନର ସ୍ଥପତି ଡକ୍ଟର ଭୀମ ରାଓ ଆମ୍ବେଦକରଙ୍କ ସବୁଠାରୁ ବଡ ପ୍ରତିମୂର୍ତ୍ତି ଉନ୍ମୋଚିତ ହେବାକୁ ପ୍ରସ୍ତୁତ। ଅକ୍ଟୋବର ୧୪ରେ ଆମେରିକାର ମେରିଲ୍ୟାଣ୍ଡରେ ଏହା ଉନ୍ମୋଚିତ ହେବ ବୋଲି ଆୟୋଜକମାନେ କହିଛନ୍ତି। ଏହି ୧୯ଫୁଟ ପ୍ରତିମୂର୍ତ୍ତିକୁ ଷ୍ଟାଚ୍ୟୁ…
ନାଇଜରରେ ସନ୍ଦିଗ୍ଧ ଜିହାଦୀଙ୍କ ଆକ୍ରମଣରେ ୨୯ ସେନାଙ୍କ ମୃତ୍ୟୁ, ୩ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା
ଅବୁଜା,୩।୧୦: ନାଇଜରରେ ସନ୍ଦିଗ୍ଧ ଜିହାଦୀମାନଙ୍କ ଆକ୍ରମଣରେ ନାଇଜେରିଆର ସେନାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାକୁ ନେଇ ଉଦବେଗ ପ୍ରକାଶ କରି ପ୍ରତିରକ୍ଷା ମନ୍ତ୍ରଣାଳୟ ତିନି ଦିନିଆ ରାଷ୍ଟ୍ରୀୟ ଶୋକ ସମୟ ଘୋଷଣା କରିଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଆହୁରି ସୂଚନା ଦେଇଛି ଯେ…
ଯଶସ୍ବୀ ଜୟସ୍ବାଲଙ୍କ ବିସ୍ଫୋରକ ଶତକ: ନେପାଳକୁ ୨୦୩ ରନ୍ର ଟାର୍ଗେଟ୍
ହାଙ୍ଗଝୋ,୩।୧୦: ଏସିଆନ ଗେମ୍ସ ୨୦୨୩ରେ ଭାରତ ଏବଂ ନେପାଳ ମଧ୍ୟରେ କ୍ୱାର୍ଟର ଫାଇନାଲ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ନେପାଳକୁ ୨୦୩ ରନ୍ର ଟାର୍ଗେଟ୍ ଦେଇଛି। ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୪…
ଚିକିତ୍ସା ବିଜ୍ଞାନରେ ନୋବେଲ ଜିତିଥିବା ୧୩ ତମ ମହିଳା ହେଲେ କାରିକୋ
ଷ୍ଟକହୋମ,୩।୧୦: ହଙ୍ଗେରୀ ଜନ୍ମିତ ୬୮ ବର୍ଷିୟ ଆମେରିକୀୟ ବୈଜ୍ଞାନିକ କ୍ୟାଟଲିନ କାରିକୋ, ମେଡିସିନରେ ନୋବେଲ ପୁରସ୍କାର ପାଇବାରେ ୧୩ତମ ମହିଳା ଅଟନ୍ତି। ବର୍ତ୍ତମାନ, ସେ ଜର୍ମାନ କମ୍ପାନୀ BioNTech ର ବରିଷ୍ଠ ଉପସଭାପତି ଅଟନ୍ତି, ଯାହାକି Pvider ସହିତକୋଭିଡ-୧୯ ଟିକା ପ୍ରସ୍ତୁତ…
ନିର୍ବାଚନକୁ ରୋକିବାକୁ ହେଉଛି ରାଜନୈତିକ ଆକ୍ରମଣ
ଓ୍ବାଶିଂଟନ,୩।୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅଡୁଆ କମ ହେବାର କୌଣସି ନାମ ନେଉନାହିଁ। ସୋମବାର ସକାଳେ ନ୍ୟୁୟର୍କ କୋର୍ଟରେ ହାଜର ହେବା ପାଇଁ ଡୋନାଲ୍ଡ ଟ୍ରମ୍ପ ପହଞ୍ଚିଥିଲେ। ହାଜର ହେବା ପରେ କୋର୍ଟରୁ ବାହାରକୁ ଆସି ସେ କହିଛନ୍ତି…
ଜାତି ଜନଗଣନା ଦାବି ଜୋର ଧରିଲା
ନୂଆଦିଲ୍ଲୀ/ପାଟନା,୩ା୧୦: ବିହାର ସରକାର ସୋମବାର ଜାତି ସର୍ଭେ ରିପୋର୍ଟ ପ୍ରକାଶ କରିବା ପରେ ଜାତୀୟ ସ୍ତରରେ ଜାତି ଓ ଜନଗଣନା ଦାବି ଜୋର ଧରିଛି। କଂଗ୍ରେସ ରିପୋର୍ଟକୁ ସ୍ବାଗତ କରିବା ସହ କେନ୍ଦ୍ର ସରକାର ଦେଶବ୍ୟାପୀ ଅନୁରୂପ ଜନଗଣନା ତୁରନ୍ତ ଆରମ୍ଭ…
କାଟାଲିନ କାରିକୋ, ଡ୍ରିୟୁ ଓ୍ବିସମ୍ୟାନଙ୍କୁ ମେଡିସିନରେ ନୋବେଲ ପୁରସ୍କାର
ଷ୍ଟକହୋମ/ସ୍ବିଡେନ,୨।୧୦: ଫିଜିଓଲୋଜି ବା ମେଡିସନରେ ୨୦୨୩ନୋବେଲ ପୁରସ୍କାର କାଟଲିନ କାରିକୋ ଏବଂ ଡ୍ରୁୟୁ ଓ୍ବିସମ୍ୟାନଙ୍କୁ ପ୍ରଦାନ କରାଯାଇଛି। ନ୍ୟୁକ୍ଲିଓସାଇଡ ଆଧାରିତ ପରିବର୍ତ୍ତନ ସହିତ ଜଡିତ ଆବିଷ୍କାର ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ତାଙ୍କର ଆବିଷ୍କାରଗୁଡିକ କୋଭିଡ-୧୯ ବିରୁଦ୍ଧରେ ପ୍ରଭାବଶାଳୀ…
ବିମାନ ଦୁର୍ଘଟଣାରେ ଭାରତୀୟ ଅରବପତି, ପୁଅ ସମେତ ୬ ମୃତ
ହରାରେ,୨।୧୦: ଜିମ୍ବାୱେରେ ବିମାନ ଦୁର୍ଘଟଣାରେ ଜଣେ ଭାରତୀୟ ବିଲିୟନେୟାର ଶିଳ୍ପପତି ଏବଂ ତାଙ୍କ ପୁଅଙ୍କ ସମେତ ୬ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାର ଶିକାର ହୋଇଥିବା ବିମାନଟି ଭାରତୀୟ ଶିଳ୍ପପତିଙ୍କ କମ୍ପାନୀର ଏକ ବ୍ୟକ୍ତିଗତ ବିମାନ ଥିଲା ଯାହା ଜିମ୍ବାୱେର ଦକ୍ଷିଣ-ପଶ୍ଚିମ…
ଏହି ଦିନ ଧ୍ୱଂସ ହେବ ପୃଥିବୀ, ତାରିଖ ଘୋଷଣା କଲା ନାସା
ଓ୍ବାଶିଂଟନ,୨ା୧୦: ଆପଣ ନିଶ୍ଚୟ ଅନେକ ଥର ପୃଥିବୀ ଧ୍ୱଂସ ହେବାର ଭବିଷ୍ୟବାଣୀ ଶୁଣିଥିବେ। ଅନେକ ପ୍ରାଚୀନ କ୍ୟାଲେଣ୍ଡର ଏବଂ ସଭ୍ୟତା ପୃଥିବୀ ଶେଷ ଘଟିବା ବିଷୟରେ ଭବିଷ୍ୟବାଣୀ କରିଛନ୍ତି। ତଥାପି ଏପର୍ଯ୍ୟନ୍ତ କୌଣସି ଭବିଷ୍ୟବାଣୀ ସତ ହୋଇଥିବାର ଦେଖାଯାଇନାହିଁ। ଏହି ଭବିଷ୍ୟବାଣୀଗୁଡ଼ିକ…
କୋର୍ଟ ରସାୟନ ବିଜ୍ଞାନ ଅବା ପରିବେଶ ବିଶେଷଜ୍ଞ ନୁହନ୍ତି: କୀଟନାଶକ ମାମଲାରେ ହାଇକୋର୍ଟଙ୍କ ମନ୍ତବ୍ୟ…
ପ୍ରୟାଗରାଜ,୨।୧୦ : ନିକଟରେ ଆହ୍ଲାବାଦ ହାଇକୋର୍ଟ କହିଛନ୍ତି ଇଥେଫନ (କୀଟନାଶକ) କୀଟନାଶକ ଆଇନ, ୧୯୮୬ ର ଧାରା ୩୮(୧) (ଖ) ଅନୁଯାୟୀ ଆବେଦନକାରୀଙ୍କ ଦ୍ୱାରା ଦାବି କରାଯାଇଥିବା ରିହାତି ମଧ୍ୟରେ ଅଛି କି ନାହିଁ ତାହା ସ୍ଥିର କରିବାକୁ କୋର୍ଟ ଏକ…
Archives


