Home Middle

ମଙ୍ଗଳ ଗ୍ରହରେ ଅନୁଭୂତ ହେଲା ସବୁଠାରୁ ଶକ୍ତିଶାଳୀ ଭୂକମ୍ପ

ଓ୍ବାଶିଂଟନ୍‌,୧୯।୧୦: ଭୂକମ୍ପ! ଏହି ନାଁ ଶୁଣିଲେ ସମସ୍ତଙ୍କ ମନରେ ଛନକା ପଶେ। ନିକଟରେ ଆଫଗାନିସ୍ତାନରେ ଭୂକମ୍ପ କିପରି ପ୍ରଳୟ ରଚିଥିଲା ଆପଣ ନିଶ୍ଚେ ଜାଣିଥିବେ। ଯେଉଁଥିରେ ହଜାର ହଜାର ନିରୀହ ଲୋକଙ୍କ ଅକାଳରେ ଜୀବନ ଯାଇଛି। ତେବେ କେବଳ ଆଫଗାନିସ୍ତାନ ନୁହେଁ…

ଇସ୍ରାଏଲ ପୋଲିସ-ବନ୍ଦୀଙ୍କ ପାଇଁ ଭାରତରେ ତିଆରି ହୁଏ ୟୁନିଫର୍ମ, ଯୁଦ୍ଧ ପାଇଁ ଆସିଛି ଲକ୍ଷ ଲକ୍ଷ ଅର୍ଡର

ନୂଆଦିଲ୍ଲୀ,୧୯।୧୦: ଇସ୍ରାଏଲ ଓ ହମାସ ମଧ୍ୟରେ ବିବାଦ କ୍ରମାଗତ ତୀବ୍ର ହେବାରେ ଲାଗିଛି। ବର୍ତ୍ତମାନ ଏହି ଯୁଦ୍ଧରେ ଇରାନ ମଧ୍ୟ ସାମିଲ ହୋଇଛି। ଇରାନ ବର୍ତ୍ତମାନ ଖୋଲାଖୋଲି ଭାବେ ହମାସକୁ ସମର୍ଥନ କରିଛି। ତେବେ ଏହି ଯୁଦ୍ଧରେ ଇସ୍ରାଏଲ ସମେତ ଅନେକ…

ଯୁବତୀମାନେ ଯୌନ ଇଚ୍ଛାକୁ ନିୟନ୍ତ୍ରଣ କରିବା ଉଚିତ, ୧୬ ବର୍ଷରୁ ଅଧିକ ବୟସ୍କଙ୍କ ଶାରୀରିକ ସମ୍ପର୍କକୁ ଅପରାଧ ଶ୍ରେଣୀରୁ ହଟାଯାଉ: ହାଇକୋର୍ଟ…

କୋଲକାତା,୧୯।୧୦ : କୋଲକାତା ହାଇକୋର୍ଟ କହିଛନ୍ତି କିଶୋରୀ ବାଳିକାମାନେ ଦୁଇ ମିନିଟର ଆନନ୍ଦ ପରିବର୍ତ୍ତେ ସେମାନଙ୍କର ଯୌନ ଇଚ୍ଛାକୁ ନିୟନ୍ତ୍ରଣ କରିବା ଉଚିତ ଏବଂ କିଶୋର ବାଳକମାନେ ଯୁବତୀ ଏବଂ ମହିଳାଙ୍କୁ ସମ୍ମାନ ଦେବା ଜରୁରୀ। ପ୍ରୋଭାତ ପୁରକେତ ବନାମ ଷ୍ଟେଟ…

ହିଜବୁଲ୍ଲ ଅସ୍ତିତ୍ୱକୁ ନଷ୍ଟ କରିବା ପାଇଁ ଆଇଡିଏଫ ନେଇଛି ପଣ: ଲେବାନନର ଲଞ୍ଚିଂ ପ୍ୟାଡରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌

ଜେରୁଜେଲମ,୧୯।୧୦: ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଦୀର୍ଘ ୧୩ଦିନ ଧରି ଜାରି ରହିଛି। ବୁଧବାର ଲେବାନନ ପରିସରରେ ହିଜବୁଲ୍ଲ ଆତଙ୍କବାଦୀ ସଂଗଠନ ମିଲିଟାରି ଟାର୍ଗେଟ ଉପରେ ଇସ୍ରାଏଲ ସେନା ବିମାନ ଆକ୍ରମଣ କରିଥିଲା। ତେବେ ଏହି ଆକ୍ରମଣ ଜାରି ରହିଛି। ହିଜବୁଲ୍ଲ…

ଆମ୍ବ, ତରଭୁଜ ଆଉ ଦେଖିବାକୁ ମିଳିବନି, କମୁଛି ପରାଗ ସଙ୍ଗମ, ଭାରତ ପାଇଁ ସଙ୍କଟ…

ଲଣ୍ଡନ,୧୯।୧୦ : ଜଳବାୟୁ ପରିବର୍ତ୍ତନ ଏବଂ ଚାଷ ଜମି ବ୍ୟବହାରରେ ପରିବର୍ତ୍ତନ ଯୋଗୁ ପରାଗ ସଙ୍ଗମରେ ସହାୟତା କରୁଥିବା କୀଟପତଙ୍ଗଙ୍କ ସଂଖ୍ୟା ୬୧.୧ ପ୍ରତିଶତ ହ୍ରାସ ପାଇଛି। ଏହି କାରଣରୁ ଆମ୍ବ, ତରଭୁଜ, କଫି ଏବଂ କୋକୋ ଭଳି ଟ୍ରପିକାଲ ଫସଲ…

ଚଳିତବର୍ଷ ଉତ୍ପାଦନ ହେବ ୩୨.୯୬କୋଟି ଟନ ଶସ୍ୟ: କୃଷି ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୯।୧୦: ଚଳିତ ବର୍ଷ ଦେଶରେ ଫସଲ ରେକର୍ଡ ସ୍ତରରେ ଉତ୍ପାଦନ ହେବାର ଆଶଙ୍କା ରହିଛ। ଏନେଇ କୃଷି ମନ୍ତ୍ରଣାଳୟ ସୂଚନା ଦେଇଛି। ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଆକଳନ ଅନୁଯାୟୀ, ୨୦୨୧-୨୨ରେ ଶସ୍ୟ ଉତ୍ପାଦନ ୩୧.୫୬କୋଟି ଟନ ହୋଇଥିଲା। କିନ୍ତୁ ଚଳିତବର୍ଷ ଅର୍ଥାତ୍‌…

ଗର୍ଭାଶୟ କର୍କଟ ରୋଗୀ ସହରରେ ଅଧିକ ଦିନ ରହୁଛନ୍ତି ଜୀବିତ, ଗୁଜରାଟ ଆଗରେ…

ମୁମ୍ବାଇ,୧୯।୧୦ : କର୍କଟ ଚିକିତ୍ସା ଦେଶର ସବୁ ସ୍ଥାନରେ ସମାନ ନୁହେଁ। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ୱାରା ହୋଇଥିବା ଏକ ଅଧ୍ୟୟନ ରିପୋର୍ଟରେ ଏହା ପ୍ରକାଶ ପାଇଛି, ଗର୍ଭାଶୟ କର୍କଟ ରୋଗୀମାନେ ଗ୍ରାମାଞ୍ଚଳ ଅପେକ୍ଷା ସହରରେ ଅଧିକ…

ଇରାକର ମିଳିତ ସୈନ୍ୟବାହିନୀଙ୍କ ତିନୋଟି ଡ୍ରୋନକୁ ନଷ୍ଟ କଲା ଆମେରକାର ସେଣ୍ଟକମ

ଓ୍ବାଶିଂଟନ୍‌,୧୯।୧୦: ଇରାକରେ ଆମେରିକା ସୈନ୍ୟଙ୍କୁ ଟାର୍ଗେଟ କରୁଥିବା ତିନୋଟି ଡ୍ରୋନକୁ ନଷ୍ଟ କରାଯାଇଛି। ଏନେଇ ଆମେରିକାର ସେଣ୍ଟ୍ରାଲ କମାଣ୍ଡ (CENTCOM) ସୂଚନା ଦେଇଛି। ପଶ୍ଚିମ ଇରାକରେ ଆମେରିକାର ସୈନ୍ୟମାନେ ଏହି ଡ୍ରୋନ ସହିତ ଲଢୁଥିବାବେଳେ ମିଳିତ ସୈନ୍ୟବାହିନୀ ସାମାନ୍ୟ ଆହତ ହୋଇଛନ୍ତି।…

ଗାଜାକୁ ଜରୁରୀକାଳୀନ ସୁବିଧା ପହଞ୍ଚାଇବ ଆମେରିକା

ଗାଜା,୧୯।୧୦: ଇସ୍ରାଏଲ-ହାମାସ ଯୁଦ୍ଧ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି। ଗତ ୧୩ଦିନ ଧରି ଗାଜା ଷ୍ଟ୍ରିପ ରଣକ୍ଷେତ୍ରରେ ପରିଣତ ହୋଇଛ। ଇସ୍ରାଏଲ ଗାଜାରେ ଜରୁରୀକାଳୀନ ସୁବିଧା ପହଞ୍ଚାଇବାକୁ କଟକଣା ଲଗାଇଛି। ଏହି କାରଣରୁ ବିଦ୍ୟୁତ, ଇନ୍ଧନ, ଖାଦ୍ୟସାମଗ୍ରୀ ଓ ଜଳ…

ଶାବକର ମୃତ୍ୟୁ ପରେ ମା’ହାତୀର ତାଣ୍ଡବ, ୨ ଜଣଙ୍କୁ ଦଳି ମାରିଲା…

କୋଲକାତା,୧୯।୧୦ : ପଶ୍ଚିମବଙ୍ଗର ଝାଡଗ୍ରାମ ଜିଲାରେ ଶାବକ ମୃତ୍ୟୁରେ ପାଗଳ ଭଳି ହୋଇ ମା’ ହାତୀ ତାଣ୍ଡବ ରଚିଛି। କ୍ରୋଧିତ ମା’ ହାତୀ ୨ ଜଣଙ୍କୁ ଦଳି ମାରି ଦେଇଛି। ବନ ଅଧିକାରୀ କହିଛନ୍ତି ନୟାଗ୍ରାମର ଚନ୍ଦବିଲା ଜଙ୍ଗଲ ନିକଟରେ ଥିବା…

ଫୁଟପାଥରେ ଯାଉଥିବା ୫ ଲୋକଙ୍କୁ ଧକ୍କା ଦେଲା କାର, ଭିଡ଼ିଓ ଭାଇରାଲ…

ବେଙ୍ଗାଲୁରୁ,୧୯।୧୦ : କର୍ନାଟକର ମାଙ୍ଗାଲୁରୁରେ ହିଟ ଓ ରନ ମାମଲା ସାମ୍ନାକୁ ଆସିଛି। ବୁଧବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଏଠାରେ ଏକ ଫୁଟପାଥରେ ଯାଉଥିବା ପାଞ୍ଚ ଜଣଙ୍କୁ ଦ୍ରୁତ ଗତିରେ ଆସୁଥିବା କାର ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଜଣେ…

ଡାକ୍ତରଖାନା କାନ୍ଥରେ ରକ୍ତର ଛିଟା, ବହୁ ଲୋକଙ୍କ ହାତଗୋଡ ନାହିଁ, ପଡି ରହିଛି ମୁଣ୍ଡ ନ ଥିବା ମୃତଦେହ…

ଜେରୁଜେଲମ, ୧୯।୧୦: ଗାଜାର ଅଲ-ଅହଲି ଡାକ୍ତରଖାନା ଉପରେ ଆକ୍ରମଣ ପରେ ଏହା ପରିସରରେ ମୃତଦେହ ଏଣେତେଣେ ପଡ଼ିଥିବାର ଦେଖିବାକୁ ମିଳିଛି। ଆହତ ଲୋକମାନେ ଯନ୍ତ୍ରଣାରେ ଚିତ୍କାର କରୁଛନ୍ତି। କାହାର ହାତ ନାହିଁ, କାହାର ଗୋଠ ନାହିଁ। ଦେହ ସାରା ଖଣ୍ଡିଆ ଖାବରା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?