Home Middle

କଂଗ୍ରେସ ଏଏପି କଳିରେ ଭାଜପାକୁ ଲାଭ!

ନୂଆଦିଲ୍ଲୀ,୨୦।୮: ଲୋକସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ଧୀରେ ଧୀରେ ଇଣ୍ଡିଆ ମେଣ୍ଟରେ ଫାଟ ଦେଖିବାକୁ ମିଳୁଛି। କଂଗ୍ରେସ ୨୪ ନିର୍ବାଚନରେ ଦିଲ୍ଲୀରେ ଏକା ଲଢିବା ନେଇ ଘୋଷଣା କରିବା ପରେ ଆମ ଆଦମୀ ପାର୍ଟି ଓ କଂଗ୍ରେସ ଭିତରେ ମତଭେଦ ଦେଖିବାକୁ…

ହରିକେନ୍‌ ହିଲାରୀ: ଦକ୍ଷିଣ କାଲିଫର୍ନିଆରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା…

କାଲିଫର୍ନିଆ,୨୦।୮ : ଝଡ଼ ହିଲାରୀ ବର୍ତ୍ତମାନ ଦକ୍ଷିଣ କାଲିଫର୍ନିଆରେ ଆତଙ୍କ ସୃଷ୍ଟି କରିଛି। ପ୍ରବଳ ବର୍ଷା ଓ ବନ୍ୟା ପରିସ୍ଥିତି ମଧ୍ୟରେ ଗଭର୍ନର ଗଭିନ ନ୍ୟୁଜମ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଝଡ଼ ହିଲାରୀର ପ୍ରଭାବରୁ ଲୋକଙ୍କୁ…

ରାଜୀବ ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ ମୋଦି…

ନୂଆଦିଲ୍ଲୀ,୨୦।୮ : ରବିବାର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ସାରା ଦେଶରେ ପାଳନ କରାଯାଉଛି। ଏହି ଅବସରରେ ତାଙ୍କୁ ସାରା ଦେଶରେ ସ୍ମରଣ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୯ ତମ ଜନ୍ମ ବାର୍ଷିକୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ…

ଚାଇନାରେ ବେକାରୀ ସମସ୍ୟା ଉତ୍କଟ: ଯୁବବର୍ଗଙ୍କୁ ଆଖିକୁ ରାତିରେ ନିଦ ନାହିଁ…

ବେଜିଂ,୨୦।୮ : ବିଶ୍ୱର ଦ୍ୱିତୀୟ ବୃହତ୍ତମ ଅର୍ଥବ୍ୟବସ୍ଥା ଚାଇନାରେ ଯୁବବର୍ଗମାନେ ବେରୋଜଗାର ହେବାରେ ଲାଗିଛନ୍ତି।ଏହା ଲୋକଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛିନ୍‌। ଏଥି ସହିତ ଯୁବକମାନଙ୍କ ମଧ୍ୟରେ ସେମାନଙ୍କ ଭବିଷ୍ୟତକୁ ନେଇ ଉତ୍ତେଜନା ଦେଖାଦେଇଛି। ଏହା ଯୋଗୁ ସେମାନଙ୍‌ ଆଖିରୁ ରାତିର…

ଇମ୍ରାନଙ୍କୁ ଦୁଇଟି ଅପଶନ ଦେଲା ପାକିସ୍ତାନ ଆର୍ମି, ରାଜନୀତି ଛାଡ ନାହିଁ ତ ମୃତ୍ୟୁ ଦଣ୍ଡ…

ଇସଲାମାବାଦ,୨୦।୮: ଜେଲରେ ବନ୍ଦ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ସମସ୍ୟା କମ ହେବାର ନଜର ଆସୁନାହିଁ। ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏବେ ପାକିସ୍ତାନ ସେନା(ଆର୍ମି) ଇମ୍ରାନଙ୍କୁ ଦୁଇଟି ବିକଳ୍ପ ଦେଇଛି। ସେନା କହିଛି ଆପଣ ରାଜନୀତି…

ହିନ୍ଦକୁଶ ଗ୍ୟାସିୟରରୁ ତରଳିଯିବ ୮୦ପ୍ରତିଶତ ବରଫ

ନୂଆଦିଲ୍ଲୀ,୨୦।୮: ଜଳବାୟୁ ପରିବର୍ତ୍ତନ ହେତୁ ବିଶ୍ୱର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଛି। ଶତାଦ୍ଦୀର ଶେଷ ସୁଦ୍ଧା ହିନ୍ଦୁକୁଶ ହିମାଳୟର ଥିବା ଗ୍ଲାସିୟରରୁ ପ୍ରାୟ ୮୦ପ୍ରତିଶତ ବରଫ ତରଳି ଯିବ। ଏହା ଭାରତ ସମେତ ଦକ୍ଷିଣ ଏସିଆର ଅନେକ ଅଞ୍ଚଳରେ ସାଂଘାତିକ ପ୍ରଭାବ…

ସଂଖ୍ୟାଲଘୁ ଛାତ୍ରବୃତ୍ତିରେ ୧୪୫ କୋଟିର ଦୁର୍ନୀତି: ୫୩ ପ୍ରତିଶତ ସଂସ୍ଥା ନକଲି…

ନୂଆଦିଲ୍ଲୀ,୨୦।୮ : ସଂଖ୍ୟାଲଘୁ ଛାତ୍ରବୃତ୍ତିରେ ୧୪୫ କୋଟିର ଦୁର୍ନୀତି ହୋଇଛି। ଦେଶର ୩୪ ଟି ରାଜ୍ୟର ୧୦୦ ଟି ଜିଲାରେ କରାଯାଇଥିବା ଅନୁସନ୍ଧାନରେ ନକଲି ହିତାଧିକାରୀ, କେବଳ କାଗଜ ପତ୍ରରେ ଥିବା ପ୍ରତିଷ୍ଠାନ ଏବଂ ଛଦ୍ମନାମ ସହିତ ବ୍ୟାଙ୍କ ଆକାଉଣ୍ଟ ଅନେକ…

ପୀଡିତ ଶିଶୁଙ୍କ ସୁରକ୍ଷା ସମ୍ମାନ ଫେରାଇବା ବିନା ନ୍ୟାୟିକ ପ୍ରଣାଳୀ ଖାଲି ବାକ୍ୟାଂଶର ଏକ ଭ୍ରମ: ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୨୦।୮ : ସୁପ୍ରିମକୋର୍ଟ କହିଛନ୍ତି ପ୍ରାରମ୍ଭିକ ଭୟ କିମ୍ବା ଆଘାତ କେବଳ ଶିଶୁଙ୍କ ବିରୋଧରେ ହୋଇଥିବା ଅପରାଧରେ କ୍ଷତ ନୁହେଁ। ପରବର୍ତ୍ତୀ ଦିନରେ ସମର୍ଥନ ଏବଂ ସାହାଯ୍ୟ ଅଭାବରୁ ଏହି ଭୟ ଆହୁରି ବଢ଼ିଯାଇଥାଏ। ପୀଡିତଙ୍କୁ ସମାଜକୁ ଫେରାଇ ଆଣିବା ପରେ…

ମୋଦି ସରକାରଙ୍କ ଦ୍ୱାରା ଲଦାଖରେ କରାଯାଇଥିବା ବିକାଶକୁ ଲୋକଲୋଚନକୁ ଆଣିବା ପାଇଁ ରାହୁଲଙ୍କୁ ଧନ୍ୟବାଦ: କରେନ ରିଜିଜୁ

ନୂଆଦିଲ୍ଲୀ,୨୦।୮: କଂଗ୍ରେସ ଏମପି ରାହୁଲ ଗାନ୍ଧୀ ସୋସିଆଲ ମିଡିଆରେ ଲଦାଖ ଗସ୍ତର କିଛି ଫଟୋ ପୋଷ୍ଟ କରିଛନ୍ତି। ଫଟୋରେ ରାହୁଲଙ୍କୁ ବାଇକ୍‌ ରାଇଡିଂ କରୁଥିବାର ଦେଖିବାକୁ ମିଳିଛି। ତେବେ ଏହାକୁ ନେଇ ରାହୁଲଙ୍କୁ କଟାକ୍ଷ କରିଛି ଭାଜପା। Thanks to Rahul…

ପ୍ରବଳ ଉତ୍ତାପ ଗରିବଙ୍କ ସ୍ମୃତି ଶକ୍ତିକୁ ଦୁର୍ବଳ କରୁଛି, ତାତି ଲହରରେ ଶକ୍ତିହୀନ ହେଉଛି ଜ୍ଞାନ ସ୍ନାୟୁ…

ଓ୍ବାଶିଂଟନ,୨୦।୮ : ଅତ୍ୟଧିକ ଉତ୍ତାପ ବିଶେଷ କରି ବୃଦ୍ଧ ଏବଂ ଦାରିଦ୍ର୍ୟରେ ଜୀବନଯାପନ କରୁଥିବା ଲୋକଙ୍କ ସ୍ମୃତି ଶକ୍ତିକୁ ଦୁର୍ବଳ କରୁଛି । ଏନଓ୍ବାଇୟୁ ସ୍କୁଲ ଅଫ ଗ୍ଲୋବାଲ ପବ୍ଲିକ ହେଲଥ୍‌ର ଅନୁସନ୍ଧାନକାରୀଙ୍କ ଦ୍ୱାରା ପରିଚାଳିତ ଏକ ଅଧ୍ୟୟନରେ ଏହା ପ୍ରକାଶ…

ପୁଣି ଡରାଇଲାଣି କରୋନା, ସଂକ୍ରମଣ ବଢିଲେ କାମ ଦେବନି ଟିକା

ନୂଆଦିଲ୍ଲୀ,୨୦।୮: ବୈଜ୍ଞାନିକମାନେ ଦେଶରେ କରୋନା ଭୂତାଣୁର ଏକ ନୂଆ ଭାରିଆଣ୍ଟ ଚିହ୍ନଟ କରିଛନ୍ତି। ଏହି ଭାରିଆଣ୍ଟର ନାମ ବିଏ.୨.୮୬। ଏହି ଭାରିଆଣ୍ଟକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ଜୁଲାଇ ଶେଷରୁ ବର୍ତ୍ତମାନ ପର୍ଯ୍ୟନ୍ତ ଚାରୋଟି ଦେଶରେ ଏହି…

ହିନ୍ଦୀରେ ନାମ ଉଚ୍ଚାରଣ କରିବା କଷ୍ଟକର, ଅପରାଧିକ ଆଇନ ସଂସ୍କାର ବିଲ ନେଇ ଚିଦାମ୍ବରମଙ୍କ କଟାକ୍ଷ…

ନୂଆଦିଲ୍ଲୀ,୨୦।୮ : କେନ୍ଦ୍ର ସରକାରଙ୍କ ଦ୍ୱାରା ଲୋକସଭାରେ ଉପସ୍ଥାପିତ ହୋଇଥିବା ଅପରାଧିକ ଆଇନ ସଂସ୍କାର ବିଲରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ ଏକ ଜିବି ନେଇଛନ୍ତି। ଆପଣଙ୍କୁ କହିବାକୁ ଗଲେ କେନ୍ଦ୍ର ସରକାର ତିନୋଟି ବିଲ ଆଗତ କରିଛନ୍ତି, ଯାହା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri