Home Middle

ଯେଉଁଠି କଂଗ୍ରେସ ରହିବ ସେଠାରେ ବିକାଶ ହେବ ନାହିଁ: ମୋଦି

ରାୟପୁର,୨।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଛତିଶଗଡ଼ର କାଂକେରରେ ଭାଜପାର ଏକ ସାଧାରଣ ସଭାରେ ସମ୍ବୋଧିତ କରିଛନ୍ତି। ରାଜ୍ୟର ଶାସକ କଂଗ୍ରେସକୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଯେଉଁଠାରେ ଏହି ଦଳ ଉପସ୍ଥିତ ଅଛନ୍ତି ସେଠାରେ ବିକାଶ ହୋଇପାରିବ…

ନୂଆ ଇତିହାସ ଲେଖିଲେ ବିରାଟ କୋହଲି

ମୁମ୍ବାଇ,୨।୧୧: ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଉଥିବା ଦିନିକିଆ ବିଶ୍ୱକପ ୨୦୨୩ର ଏକ ମ୍ୟାଚରେ ବିରାଟ କୋହଲି ତାଙ୍କ ବ୍ୟାଟ ସହିତ ଏକ ନୂଆ ଇତିହାସ ଲେଖିଛନ୍ତି। ସେ ୱାଙ୍ଖେଡେ ଷ୍ଟାଡିୟମରେ ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ସ୍ବତନ୍ତ୍ର…

ଫେବୃୟାରୀ ୧୧ରେ ପାକିସ୍ତାନରେ ନିର୍ବାଚନ

ଇସଲାମାବାଦ,୨ା୧: ପାକିସ୍ତାନରେ ନିର୍ବାଚନକୁ ନେଇ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଦେଶର ନିର୍ବାଚନ ଆୟୋଗ ସାଧାରଣ ନିର୍ବାଚନ ପାଇଁ ତାରିଖ ସ୍ଥିର କରିଛନ୍ତି। ଫେବୃୟାରୀ ୧୧ରେ ପାକିସ୍ତାନରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ଦେଶର ନିର୍ବାଚନ ଆୟୋଗ ଏନେଇ ଗୁରୁବାର ସୁପ୍ରିମକୋର୍ଟଙ୍କୁ…

ଦୁଇ ଜିଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତି କଲା ବିଜେଡି

ଭୁବନେଶ୍ୱର,୨ା୧୧: କେନ୍ଦ୍ରାପଡ଼ା ଏବଂ ଭଦ୍ରକ ଜିଲା ପାଇଁ ଗୁରୁବାର ପର୍ଯ୍ୟବେକ୍ଷକ ନିଯୁକ୍ତି କରିଥିବା ବିଜୁ ଜନତା ଦଳ ପକ୍ଷରୁ ଏକ ପ୍ରେସ୍‌ ରିଲିଜ୍‌ ଜରିଆରେ ସୂଚନା ଦିଆଯାଇଛି। ଖବର ଅନୁଯାୟୀ, ବିଜେଡି ପକ୍ଷରୁ କେନ୍ଦ୍ରାପଡ଼ା ଜିଲା ପାଇଁ ପ୍ରତାପ ଜେନାଙ୍କୁ ଦାୟିତ୍ୱ…

ଟସ ଜିତିଲା ଶ୍ରୀଲଙ୍କା, ବୋଲିଂ ନିଷ୍ପତ୍ତି…

ମୁମ୍ବାଇ,୨।୧୦: ମହାରାଷ୍ଟ୍ରର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ବିଶ୍ୱକପ ୨୦୨୩ର ୩୩ତମ ମ୍ୟାଚ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଛି। ଶ୍ରୀଲଙ୍କା ଅଧିନାୟକ କୁଶଳ ମେଣ୍ଡିସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱରେ…

ପିଲାଙ୍କୁ ମା’ଙ୍କ ଠାରୁ ଛଡାଇ ନେଲେ ବାପାଙ୍କ ବିରୋଧରେ ହୋଇ ପାରିବନି ଅପହରଣ ମାମଲା: ହାଇକୋର୍ଟ…

ମୁମ୍ବାଇ,୨।୧୧ : ମା’ଙ୍କର ହେପାଜତରେ ଥିବା କୌଣସି ପିଲାଙ୍କୁ ବାପା ଛଡ଼ାଇ ନେଲେ, ତା’ହେଲେ ତାଙ୍କ ବିରୋଧରେ ଅପହରଣ ମାମଲା ହେବ କି ନାହିଁ, ସେ ନେଇ ବମ୍ବେ ହାଇକୋର୍ଟ ଏହା ଉପରେ ଏକ ବଡ଼ ରାୟ ପ୍ରଦାନ କରିଛନ୍ତି। ବମ୍ବେ…

ପାଠପଢ଼ା ବନ୍ଦ, ୨୨ ଲକ୍ଷରୁ ଅଧିକ ପିଲାଙ୍କର ସ୍କୁଲରୁ କଟିଲା ନାମ, ୭୫ ପ୍ରତିଶତରୁ କମ ଉପସ୍ଥାନ ଥିଲେ ମିଳିବନି ବୋର୍ଡ ପରୀକ୍ଷା ଆଡମିଟ କାର୍ଡ…

ପାଟନା,୨।୧୧ : ଶିକ୍ଷା ବିଭାଗର କଠୋର ପ୍ରଭାବ ବର୍ତ୍ତମାନ ବିହାରରେ ଦେଖିବାକୁ ମିଳିଛି। ବିଦ୍ୟାଳୟ ଆସୁ ନ ଥିବା ଛାତ୍ରୀଛାତ୍ରଙ୍କ ବିରୋଧରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ କେ.କେ ପାଠକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଏକାସାଙ୍ଗରେ ଦୁଇଟି ସ୍ଥାନରେ ନାମଲେଖା କରିବା…

ନିଃସ୍ବାର୍ଥପର ମନୋଭାବ ଥିଲେ ସରୋଗେସିକୁ ଦିଆଯିବ ଅନୁମତି, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ଥିରୁଭାନନ୍ତପୁରମ,୨।୧୧ : ନିଃସ୍ବାର୍ଥପର ଏବଂ ଆର୍ଥିକ ଲାଭ ନ ଥିବା କ୍ଷେତ୍ରରେ ସରୋଗେସି ପାଇଁ ଅନୁମତି ପ୍ରଦାନ କରାଯାଇ ପାରିବ ବୋଲି କେରଳ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ଏନେଇ ସରୋଗେସି ମା’ଙ୍କୁ ପଚରାଉଚରା କରିବାକୁ କୋର୍ଟ ପୋଲିସକୁ…

ପାକିସ୍ତାନରେ ଲାଗିଲା ଏମରଜେନ୍ସି

ଇସଲାମବାଦ,୨।୧୧: ପାକିସ୍ତାନରେ ଲାଗିଛି ଏମରଜେନ୍ସି। କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ପାକିସ୍ତାନର ଲାହୋର ସହରରେ ପ୍ରଦୂଷଣ ସମସ୍ୟା ସହରବାସୀଙ୍କ ସମେତ ସରକାରଙ୍କର ମୁଣ୍ଡବିନ୍ଧାର କାରଣ ସାଜିଛି। ଏଥିପାଇଁ ଲାହୋରର ହାଇକୋର୍ଟ ପାକିସ୍ତାନ ସରକାରଙ୍କ ଉପରେ କ୍ଷୁବ୍ଧ ହୋଇଛନ୍ତି। ଏଥିଯୋଗୁ ସରକାର…

ଆମେଠିରୁ ହାରିବା ପାଇଁ ଟଙ୍କା ନେଇଥିଲେ ରାହୁଲ!

ନୂଆଦିଲ୍ଲୀ,୨।୧୧: ଅଲ ଇଣ୍ଡିଆ ମଜଲିସ-ଇ-ଇନ୍ତେହାଦୁଲ ମୁସଲିମ(ଏଆଇଏମଆଇଏମ) ସଭାପତି ଅସଦୁଦ୍ଦିନ ଓଓ୍ବେସି କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କ ଅଭିଯୋଗକୁ ଟାର୍ଗେଟ କରିଛନ୍ତି। ଏଆଇଏମଆଇଏମ ଭାଜପା ଠାରୁ ଟଙ୍କା ନେଉଥିବା ରାହୁଲ ଅଭିଯୋଗ କରିଥିଲେ। ଏହାକୁ ନେଇ ପ୍ରତି ଆକ୍ରମଣ କରିଛନ୍ତି ଓଓ୍ବେସି। ସେ…

‘ଆମର ଉଦ୍ଦେଶ୍ୟ ଅପହରଣ ନୁହେଁ, କେବଳ ହତ୍ୟା’

ତେଲ୍‌ ଅଭିଭ୍‌,୨ା୧୧: ଇସ୍ରାଏଲ ଏବଂ ହମାସ୍‌ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଏକ ରିପୋର୍ଟ ଅନୁଯାୟୀ, ଇସ୍ରାଏଲର କିବୁତଜ୍‌ କଫର ଅଜାଙ୍କୁ ଲୁଟ୍‌ କରିବାରେ ସମ୍ପୃକ୍ତ ହମାସ୍‌ ଆତଙ୍କବାଦୀ କହିଛନ୍ତି, ତାଙ୍କର ଉଦ୍ଦେଶ୍ୟ କେବଳ ହତ୍ୟା କରିବା ଏବଂ ଅପହରଣ ନୁହେଁ।…

ଆମ କଥା ପୁଣିଥରେ କରନ୍ତୁ ବିଚାର, ସମଲିଙ୍ଗୀ ବିବାହ ରିଭ୍ୟୁ ପିଟିଶନ ସୁପ୍ରିମ୍‌କୋର୍ଟରେ ଦାଖଲ…

ନୂଆଦିଲ୍ଲୀ,୨।୧୧ : ସମଲିଙ୍ଗୀ ବିବାହ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଏକ ସମୀକ୍ଷା ଆବେଦନ (ରିଭ୍ୟୁ ପିଟିଶନ) କରାଯାଇଛି। ଅକ୍ଟୋବର ୧୭ରେ ସୁପ୍ରିମକୋର୍ଟ ଦେଇଥିବା ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ନଭେମ୍ବର ୧ ରେ ଏହି ଆବେଦନ କରାଯାଇଥିଲା ଯେଉଁଥିରେ ସମଲିଙ୍ଗୀ ଦମ୍ପତିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?