ଇଣ୍ଡିଆ ମେଣ୍ଟ କଳି ପଦାରେ ପଡ଼ିଲା, ସିପିଆଇଏମ-ଟିଏମସି ମୁହାଁମୁହିଁ…
କୋଲକାତା,୪।୧୧ : ଭାରତରେ ହେବାକୁ ଥିବା ଲୋକସଭା ନିର୍ବାଚନରେଭାଜପାକୁ ଚ୍ୟାଲେଞ୍ଜ କରିବା ପାଇଁ ଗଠିତ ବିରୋଧୀ ମେଣ୍ଟ ଇଣ୍ଡିଆରେ ମତଭେଦର ଜାରି ରହିଛି। ସହଯୋଗୀ ଦଳଗୁଡିକ ଜାତୀୟ ନିର୍ବାଚନରେ ଏକାଠି ଲଢ଼ିବାକୁ ଇଚ୍ଛା ପ୍ରକାଶ କରୁଥିବାବେଳେ ଆଭ୍ୟନ୍ତରୀଣ ସ୍ତରରେ ବିବାଦ ଦେଖାଦେଇଛି।…
ଡିଏଲଏସ ନିୟମରେ ୨୧ ରନରେ ଜିତିଲା ପାକିସ୍ତାନ, ନ୍ୟୁଜିଲାଣ୍ଡ ପରାଜିତ…
ବେଙ୍ଗାଲୁରୁ,୪।୧୧: ତାମିଲନାଡୁର ଚେନ୍ନାଇର ଏମ.ଚିନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ର ୩୫ତମ ମ୍ୟାଚରେ ପାକିସ୍ତାନ ଡିଏଲଏସରେ ୨୧ ରନରେ ଜିତିଛି। ନ୍ୟୁଜିଲାଣ୍ଡ ପରାଜିତ ହୋଇଛି। ନ୍ୟୁଜିଲାଣ୍ଡ ୫୦ ଓଭରରେ ୬ ଓ୍ବିକେଟ ହରାଇ ୪୦୧ ରନ କରିଥିଲା। ଫଳାରେ ପାକିସ୍ତାନ ପାଇଁ…
ହମାସର ଲକ୍ଷ୍ୟ ଗାଜାରେ ଇସ୍ରାଏଲ ପାଇଁ ସମସ୍ୟା ସୃଷ୍ଟି: ୪୦ ହଜାର ଯୋଦ୍ଧା ସାମିଲ, ମାଟିତଳେ ସୁଡଙ୍ଗ ସହର…
ଜେରୁଜେଲମ,୪।୧୧ : ଗାଜା ଷ୍ଟ୍ରିପରେ ହମାସ ଟାର୍ଗେଟ ଉପରେ ଏୟାର ଷ୍ଟ୍ରାଇକ ସହିତ ଇସ୍ରାଏଲ ସେନା ମଧ୍ୟ ସ୍ଥଳ ଆକ୍ରମଣ କରୁଛି । ଏଠାରେ ହମାସ ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ଦାବି କରୁଛି। ପାଲେଷ୍ଟାଇନ ସମର୍ଥିତ ସଂଗଠନର ନେତୃତ୍ୱର ସୂତ୍ର…
ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅଣଦେଖା, ପୁଣି ଚାଲିଲା କ୍ଷମତା ଲଢ଼େଇ…
ବେଙ୍ଗାଲୁରୁ,୪।୧୧ : ଅଲ ଇଣ୍ଡିଆ କଂଗ୍ରେସ କମିଟି (ଏଆଇସିସି) ମହାସଚିବ ରଣଦୀପ ସୁରଜେୱାଲା ଦଳର ବିଧାୟକ, ନେତା ଓ ମନ୍ତ୍ରୀମାନଙ୍କୁ ଚେତାବନୀ ଦେଇଛନ୍ତି କର୍ନାଟକରେ କ୍ୟାବିନେଟ ପୁନର୍ଗଠନ ଏବଂ ନେତୃତ୍ୱ ପରିବର୍ତ୍ତନ ଭଳି ପ୍ରସଙ୍ଗରେ ଜନସାଧାରଣଙ୍କୁ ମତାମତ ନ ଦିଅନ୍ତୁ, ଯଦି…
ହମାସ୍ ମୁଖ୍ୟଙ୍କ ଘରେ କ୍ଷେପଣାସ୍ତ୍ର ମାଡ଼
ଜେରୁଜେଲମ୍,୪ା୧୧: ଇସ୍ରାଏଲ୍ ପ୍ରତିରକ୍ଷା ବାହିନୀ (ଆଇଡିଏଫ୍) ଶନିବାର ଗାଜାରେ ପାଲେଷ୍ଟାଇନ ଆତଙ୍କବାଦୀ ଗୋଷ୍ଠୀର ରାଜନୈତିକ ମୁଖ୍ୟ ଇସ୍ମାଇଲ୍ ହନିୟେଙ୍କ ଘରେ କ୍ଷେପଣାସ୍ତ୍ର ମାଡ଼ କରିଛି। ତେବେ ଆକ୍ରମଣ ସମୟରେ ଇସ୍ମାଇଲ ଘରେ ନ ଥିଲେ। ରିପୋର୍ଟରେ କୁହାଯାଇଛି ଯେ, ଉତ୍ତର ଗାଜାର…
ଇସ୍ରୋ ଅଧ୍ୟକ୍ଷ ହେବାକୁ ବାଧା ଦେଇଥିଲେ ସିଭନ, ଅଭିଯୋଗ ଆଣିଲେ ସୋମନାଥ…
ହାଇଦ୍ରାବାଦ,୪।୧୧ : ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ର ଅଧ୍ୟକ୍ଷ ଏସ ସୋମନାଥଙ୍କ ଦ୍ୱାରା ପ୍ରକାଶିତ ଏକ ଅଭିଯୋଗ ଆଲୋଡ଼ନ ସୃଷ୍ଟି କରିଛି। ସେ ତାଙ୍କ ପୁସ୍ତକରେ ପ୍ରକାଶ କରିଛନ୍ତି ଇସ୍ରୋର ପୂର୍ବତନ ମୁଖ୍ୟ କେ. ସିଭନ ତାଙ୍କୁ ସ୍ପେସ…
୨୧ରୁ ବିଧାନସଭାର ଶୀତକାଳୀନ ଅଧିବେଶନ
ଭୁବନେଶ୍ୱର,୪/୧୧: ନଭେମ୍ବର ୨୧ରୁ ବିଧାନସଭା ଶୀତକାଳୀନ ଅଧିବେଶନ ଆରମ୍ଭ ହେବ। ଏହା ଡିସେମ୍ବର ୩୦ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ବିଧାନସଭା ପରିଚାଳନା ପାଇଁ ବାଚସ୍ପତି ଖୁବ୍ଶୀଘ୍ର ସର୍ବଦଳୀୟ ବୈଠକ ଡକାଇ ପାରନ୍ତି ବୋଲି ସୂଚନାରୁ ଜଣାପଡ଼ିଛି।
ରନଓ୍ବେରେ ଚେତକ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ, ଜଣେ ମୃତ…
କୋଚି,୪।୧୧: ଶନିବାର କେରଳର କୋଚିସ୍ଥିତ ନାଭାଲ ଏୟାର ଷ୍ଟେଶନ ଆଇଏନଏସ ଗରୁଡର ରନୱେରେ ଏକ ଚେତକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି। ରିପୋର୍ଟ ଅନୁଯାୟୀ, ନିୟମିତ ଟ୍ରେନିଂ ଡ୍ରିଲ ସମୟରେ ଏହି ଦୁର୍ଘଟଣା ଘଟିଛି। ସୂତ୍ରରୁ ପ୍ରକାଶ ଦୁର୍ଘଟଣା ସମୟରେ ହେଲିକପ୍ଟରରେ ଦୁଇଜଣ…
ଇଂଲଣ୍ଡ ପାଇଁ ବିଜୟ ଲକ୍ଷ୍ୟ ୨୮୭ ରନ…
ଅହମଦାବାଦ,୪।୧୧: ଗୁଜରାଟର ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ବିଶ୍ୱକପ ୨୦୨୩ର ୩୬ତମ ମ୍ୟାଚ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଉଛି। ଇଂଲଣ୍ଡ ଅଧିନାୟକ ଜୋସ ବଟଲର ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକ ପ୍ୟାଟ କୁମିନ୍ସଙ୍କ…
୮୦ କୋଟି ଲୋକଙ୍କୁ ଦୀପାବଳି ଉପହାର ଦେଲେ ପ୍ରଧାନମନ୍ତ୍ରୀ, ୫ ବର୍ଷ ଯାଏ ମିଳିବ ମାଗଣା ରାଶନ
ନୂଆଦିଲ୍ଲୀ,୪/୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଦେଶର କୋଟି କୋଟି ଗରିବ ଲୋକଙ୍କୁ ଦୀପାବଳି ଉପହାର ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ମାଗଣା ରାଶନ ଯୋଜନା ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ୫ ବର୍ଷ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି।…
ଇମ୍ରାନଙ୍କ ନିକଟତମ ଫବାଦ ଚୌଧୁରୀ ଗିରଫ, ଅପହରଣ ଅଭିଯୋଗ ଆଣିଲେ ସ୍ତ୍ରୀ…
ଇସଲାମାବାଦ,୪।୧୧: ପାକିସ୍ତାନ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ଫୱାଦ ଚୌଧୁରୀଙ୍କୁ ଗିରଫ କରାଯାଇଛି। ଫୱାଦ ଚୌଧୁରୀଙ୍କ ସ୍ତ୍ରୀ ହିବା ଫୱାଦ ଚୌଧୁରୀ ତାଙ୍କ ଗିରଫଦାରୀକୁ ନିଶ୍ଚିତ କରିଛନ୍ତି। ପାକିସ୍ତାନ ଭିତ୍ତିକ ଜିଓ ନ୍ୟୁଜ ଶନିବାର ରିପୋର୍ଟ କରିଛି ଫୱାଦଙ୍କୁ ଗିରଫ କରାଯିବା ପରେ…
ପାକିସ୍ତାନ ଆଗରେ ୪୦୨ ରନ୍ର ବିଶାଳ ଟାର୍ଗେଟ୍ ରଖିଲା ନ୍ୟୁଜିଲାଣ୍ଡ
ବେଙ୍ଗାଲୁରୁ,୪।୧୧: ବେଙ୍ଗାଲୁରୁସ୍ଥିତ ଏମ୍. ଚିନ୍ନାସ୍ବାମୀ ଷ୍ଟାଡିୟମରେ ୨୦୨୩ କ୍ରିକେଟ୍ ବିଶ୍ୱକପ୍ର ଶନିବାର ଖେଳାଯାଇଥିବା ୩୫ତମ ମ୍ୟାଚ୍ରେ ପାକିସ୍ତାନ ଅଧିନାୟକ ବାବର ଆଜମ ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ…

