Home Middle

ପୁରୁଷଙ୍କ ପାଖରେ କମୁଛି ପ୍ରଜନନ କ୍ଷମତା: ପ୍ରାୟ ୧୮ ପ୍ରତିଶତ ବୟସ୍କ ହୋଇପାରୁ ନାହାନ୍ତି ବାପା

ମେଲବର୍ନ,୩।୧୧: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ(ଡବ୍ଲୁଏଚଓ) ରିପୋର୍ଟ କହୁଛି ଯେ ଛଅ ଦଶନ୍ଧି ମଧ୍ୟରେ ବିଶ୍ୱର ମୋଟ ପ୍ରଜନନ ହାର (ଟିଏଫଆର) ୫.୩ ରୁ ମାତ୍ର ୨.୩କୁ ହ୍ରାସ ପାଇଛି। ଏହାର ଅର୍ଥ ହେଉଛି, ଯେତେବେଳେ କି ୧୯୬୦ରେ ଜଣେ ମହିଳା ତାଙ୍କ…

‘ତୁମକୁ ବ୍ୟାଗରେ ପୁରାଇ ପଠାଇଦେବୁ’, ଇସ୍ରାଏଲ ସେନାଙ୍କୁ ଧମକାଇଲା ହମାସ

ଜେରୁଜେଲମ,୩।୧୧: ଲଗାତାର ୨୭ ଦିନ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଅକ୍ଟୋବର ୭ ରେ, ହମାସର ଯୋଦ୍ଧାମାନେ ହଠାତ୍‌ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲେ। ଏହା ପରେ ଇସ୍ରାଏଲ ଆନୁଷ୍ଠାନିକ ଭାବେ ଯୁଦ୍ଧ ଘୋଷଣା କଲା ଏବଂ…

ଅମିତ ଶାହାଙ୍କ ଉପରକୁ ଜୋତା ଫିଙ୍ଗିଲେ ଦିବ୍ୟାଙ୍ଗ ଯୁବକ

ନୂଆଦିଲ୍ଲୀ,୩।୧୧: କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ହରିୟାଣାର କର୍ଣ୍ଣଲରେ ପହଞ୍ଚିଛନ୍ତି। ମୁଖ୍ୟ ଅତିଥି ଭାବରେ ଏଠାରେ ସେକ୍ଟର ୪ର ଦଶହରା ଗ୍ରାଉଣ୍ଡରେ ଆୟୋଜିତ ଆନ୍ତୋଦୟ ମହାସମ୍ମିଳନୀରେ ଯୋଗ ଦେଇଥିଲେ। ଏହି ସମୟରେ ହରିୟାଣା ସରକାରଙ୍କ ନଅ ବର୍ଷର ବିକାଶ ଉପରେ…

ଚକ୍ରଧାରୀ ହେବେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି

କଟକ,୩ା୧୧(କାର୍ତ୍ତିକ ସାହୁ): ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ୍‌ ଚକ୍ରଧାରୀ ଶରଣ ସିଂ ନିଯୁକ୍ତ ହେବେ। ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି ଡି.ୱାଇ. ଚନ୍ଦ୍ରଚୁଡ଼, ବିଚାରପତି ସଞ୍ଜୟ କିଶାନ କାଉଲ୍‌, ବିଚାରପତି ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ କଲେଜିୟମ୍‌ ଜଷ୍ଟିସ୍‌…

ଧୂଆଁମୟ ରାଜଧାନୀ: ସ୍କୁଲ ବନ୍ଦ

ନୂଆଦିଲ୍ଲୀ,୩।୧୧: ଦେଶର ରାଜଧାନୀ ଦିଲ୍ଲୀର ବାୟୁ କ୍ରମାଗତ ଭାବେ ଖରାପ ହେବାରେ ଲାଗିଛି। ଦିଲ୍ଲୀର ଅନେକ ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ୪୨୨ରେ ପହଞ୍ଚିଛି। ଲୋକମାନେ ବିଷାକ୍ତ ବାୟୁ ନିଃଶ୍ୱାସ ନେବାକୁ ବାଧ୍ୟ ହେଉଛନ୍ତି। ପ୍ରଦୂଷଣକୁ ଏଡାଇବା ପାଇଁ ଡାକ୍ତରମାନେ…

ଦେଶର ସବୁଠୁ ବଡ଼ ଦାନବୀର: ଏତିକି ଟଙ୍କା ଦେଲେ ଦାନ

ନୂଆଦିଲ୍ଲୀ,୩।୧୧: ଦେଶର ଅଗ୍ରଣୀ ଆଇଟି କମ୍ପାନୀ ଏଚ୍‌ସିଏଲ୍‌ ଟେକ୍ନୋଲୋଜିର ପ୍ରତିଷ୍ଠାତା ତଥା ଚେୟାରମ୍ୟାନ ଶିବ ନାଦର ସବୁଠାରୁ ବଡ ଦାନବୀର ଭାବରେ ଉଭା ହୋଇଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷରେ ଶିବ ନାଦର ୨୦୨୪ କୋଟି ଟଙ୍କା ଦାନ କରିଛନ୍ତି, ଯାହା ପୂର୍ବ…

୨୦୨୩ କ୍ରିକେଟ ବିଶ୍ୱକପ୍‌: ସେମିଫାଇନାଲରେ ପ୍ରଥମ ଦଳ ଭାବେ ସ୍ଥାନ ପକ୍କା କଲା ଭାରତ

ମୁମ୍ବାଇ,୨।୧୧: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଖେଳାଯାଇଥିବା ୨୦୨୩ କ୍ରିକେଟ ବିଶ୍ୱକପ୍‌ର ୩୩ତମ ମ୍ୟାଚ୍‌ରେ ଭାରତ ଉଭୟ ବ୍ୟାଟିଂ ଏବଂ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ୩୦୨ ରନ୍‌ର ଐତିହାସିକ ବିଜୟ ହାସଲ କରିଛି। ଫଳରେ ଟିମ୍‌ ଇଣ୍ଡିଆ ପ୍ରଥମ ଦଳ…

ଶ୍ରୀଲଙ୍କା ଆଗରେ ୩୫୮ରନ୍‌ର ବିଶାଳ ଟାର୍ଗେଟ୍‌ ରଖିଲା ଭାରତ

ମୁମ୍ବାଇ,୨।୧୦: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ଖେଳାଯାଉଥିବା ୨୦୨୩ କ୍ରିକେଟ ବିଶ୍ୱକପ୍‌ର ୩୩ତମ ମ୍ୟାଚ୍‌ରେ ଶ୍ରୀଲଙ୍କା ଅଧିନାୟକ କୁଶଲ ମେଣ୍ଡିସ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଟିମ୍‌ ଇଣ୍ଡିଆ ବ୍ୟାଟିଂ କରି…

ଗାଜାରେ ଦିନକୁ ଦିନ ବୃଦ୍ଧି ପାଉଛି ଇସ୍ରାଏଲର ଆକ୍ରମଣ

ଜେରୁଜେଲମ୍‌,୨ା୧୧: ଇସ୍ରାଏଲ-ହମାସ୍‌ ମଧ୍ୟରେ ଚାଲିଥିବା ଯୁଦ୍ଧ ଆଜିକୁ ୨୭ ଦିନ ବିତିଲାଣି। ତଥାପି ଥମୁନି ଆକ୍ରମଣ। ଗାଜାରେ ଇସ୍ରାଏଲର ଆକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ହମାସ୍‌କୁ ହଟାଇବା ପାଇଁ ଇସ୍ରାଏଲ ଗାଜାରେ ବ୍ୟାପକ ଆକ୍ରମଣ କରିଚାଲିଛି। ଖାଦ୍ୟଠାରୁ ଆରମ୍ଭ…

ଗାଜାର ଜବାଲିଆ କ୍ୟାମ୍ପରେ ଆକ୍ରମଣ ପରେ ହସ୍ପିଟାଲରେ ଜେନେରେଟର ସେବା ବନ୍ଦ

ଜେରୁଜେଲମ,୨।୧୧: ଇସ୍ରାଏଲ-ହମାସ ଯୁଦ୍ଧ ହେବାର ୨୭ ଦିନ ବିତିଗଲାଣି । ଗାଜାରେ ଇସ୍ରାଏଲର କାର୍ଯ୍ୟ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ହମାସକୁ ହଟାଇବା ପାଇଁ ଇସ୍ରାଏଲ ଗାଜାରେ ବ୍ୟାପକ ଆକ୍ରମଣ କରିଛି। ଖାଦ୍ୟଠାରୁ ଆରମ୍ଭ କରି ବିଦ୍ୟୁତ ଏବଂ ଇଣ୍ଟରନେଟ…

ଯେଉଁଦିନ ନିର୍ବାଚନ ଫଳାଫଳ ଆସିବ ଜାଣିନି ମୁଁ ବାହାରେ ଥିବି କି ଜେଲ୍‌ରେ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୨ା୧୧: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ଗୁରୁବାର ଇଡି ପଚରାଉଚରା ପାଇଁ ଡକାଇଥିଲା। ଏହି ସମୟରେ ସେ ଇଡିରେ ହାଜର ହେବା ପରିବର୍ତ୍ତେ ମଧ୍ୟପ୍ରଦେଶର ସିଙ୍ଗ୍ରାଉଲିରେ ଏକ ରୋଡ୍‌ ଶୋ କରିଥିଲେ। ତାଙ୍କ ସହ…

ସଂସଦ ଭାଙ୍ଗିଦେଲେ ରାଷ୍ଟ୍ରପତି ଆଲେକଜାଣ୍ଡର ଭୁଭିକ, ଏହି ତାରିଖରେ ନିର୍ବାଚନ କରିବାକୁ ଅପିଲ

ବେଲଗ୍ରେଡ,୨।୧୧: ସର୍ବିଆର ରାଷ୍ଟ୍ରପତି ଆଲେକଜାଣ୍ଡାର୍‌ ଭୁଭିକ ସଂସଦ ଭଙ୍ଗ କରିଛନ୍ତି। ୧୭ ଡିସେମ୍ବରରେ ସ୍ଥାନୀୟ ନିର୍ବାଚନ ସହିତ ନୂତନ ସଂସଦକୁ ଭୋଟ ଦେବାକୁ ସେ ଆହ୍ବାନ କରିଛନ୍ତି। ଘରୋଇ ଏବଂ ୟୁରୋପୀୟ ୟୁନିଅନର ରାଜନୈତିକ ଚାପ ଯୋଗୁ ଦୁଇ ବର୍ଷରୁ କମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?