ସିଙ୍ଘମ ଭଳି ଫିଲ୍ମ ସମାଜକୁ ବିପଜ୍ଜନକ ବାର୍ତ୍ତା ଦେଇଥାଏ: ହାଇକୋର୍ଟ ବିଚାରପତି…
ମୁମ୍ବାଇ,୨୩।୯ : ବମ୍ବେ ହାଇକୋର୍ଟର ବିଚାରପତି ଗୌତମ ପଟେଲ ସିଙ୍ଘମ ଭଳି ଚଳଚ୍ଚିତ୍ର୍ମରେ ଦେଖାଯାଇଥିବା ପୋଲିସର ନାୟକ ପ୍ରତିଛବିକୁ ସମାଲୋଚନା କରି କହିଛନ୍ତି ଏଭଳି ଚଳଚ୍ଚିତ୍ରଗୁଡିକ ସମାଜକୁ ଏକ ବିପଜ୍ଜନକ ବାର୍ତ୍ତା ଦେଇଥାଏ। ସେ କହିଛନ୍ତି ଏଭଳି ଚଳଚ୍ଚିତ୍ରଗୁଡ଼ିକ ନ୍ୟାୟିକ ପ୍ରକ୍ରିୟାକୁ…
ଇଂଲଣ୍ଡର ଏକ ଘରୋଇ ଜେଲ୍କୁ ସ୍ଥାନାନ୍ତରିତ ହେଲେ ନିରବ ମୋଦି
ଇଂଲଣ୍ଡ,୨୩।୯: ପଳାତକ ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଇଂଲଣ୍ଡର ଏକ ଘରୋଇ ଜେଲକୁ ସ୍ଥାନାନ୍ତର କରାଯାଇଛି। ବ୍ରିଟେନର ଏହା ସବୁଠାରୁ ବଡ ଏବଂ ଜନଗହଳିପୂର୍ଣ୍ଣ କାରାଗାର। ଏହାପୂର୍ବରୁ ତାଙ୍କୁ ଦକ୍ଷିଣ-ପଶ୍ଚିମ ଲଣ୍ଡନର ୱାଣ୍ଡସ୍ବର୍ଥ ଜେଲରେ ରଖାଯାଇଥିଲା। ଯେଉଁଠାରୁ ଆତଙ୍କବାଦୀ ଡାନିଏଲ ଖଲିଫଙ୍କୁ…
କେନ୍ଦ୍ର ସରକାରଙ୍କ ଏକକୋଟି କର୍ମଚାରୀ-ପେନସନଭୋଗୀଙ୍କର ବଢ଼ିବ ୪ ପ୍ରତିଶତ ଡିଏ-ଡିଆର…
ନୂଆଦିଲ୍ଲୀ,୨୩।୯ : କେନ୍ଦ୍ର ସରକାରଙ୍କ ପ୍ରାୟ ଏକ କୋଟି କର୍ମଚାରୀ ଏବଂ ପେନସନଭୋଗୀ ଜୁଲାଇ ୧ ରୁ ୪ ପ୍ରତିଶତ ଡିଏ-ଡିଆର ବୃଦ୍ଧି ଉପହାର ପାଇବେ। ନ୍ୟାଶନାଲ କାଉନସିଲ (ଜେସିଏମ) କର୍ମକର୍ତ୍ତା ବୈଠକରେ ଓପିଏସ ପ୍ରସଙ୍ଗ ଉଠାଇଥିବା ଅଲ ଇଣ୍ଡିଆ ପ୍ରତିରକ୍ଷା…
ପାକିସ୍ତାନରେ ବଢ଼ିବ ବିଦ୍ୟୁତ ଶୁଳ୍କ, ଉପଭୋକ୍ତାଙ୍କ ଉପରେ ୧୬୦ ଶହ କୋଟିର ଅତିରିକ୍ତ ବୋଝ…
ଇସଲାମାବାଦ,୨୩।୯ : ତ୍ରୟମାସିକ ସମନ୍ବୟ ପାଇଁ ପାକିସ୍ତାନର ଜାତୀୟ ବିଦ୍ୟୁତ ଶକ୍ତି ନିୟାମକ ପ୍ରାଧିକରଣ (ଏନଇପିଆରଏ) ୟୁନିଟ ପିଛା ୩.୨୮ ପାକିସ୍ତାନୀ ଟଙ୍କା ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛି। ପାକିସ୍ତାନୀ ଚ୍ୟାନେଲ ଏଆରଓ୍ବାଇ ନ୍ୟୁଜ ଏହି ସୂଚନା ଦେଇଛି। ପ୍ରାପ୍ତ ସୂଚନା…
ଇଭିଏମକୁ ଟାମ୍ପରିଂ କରିବା ସହଜ, ପୁଣି ଫେରୁ ବାଲାଟ ପେପର: କଂଗ୍ରେସ…
ନୂଆଦିଲ୍ଲୀ,୨୩।୯ : ଦେଶରେ ୨୦୨୪ ନିର୍ବାଚନକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇସାରିଛି। ଏହି ସମୟରେ କଂଗ୍ରେସ ଏମପି ମନୀଷ ତିୱାରୀ ଆସନ୍ତା ଲୋକସଭା ନିର୍ବାଚନରେ ବାଲାଟ ପେପର ବ୍ୟବହାର ପାଇଁ ସ୍ବର ଉତ୍ତୋଳନ କରିଛନ୍ତି। ଇଭିଏମ ବ୍ୟବହାର ବିରୋଧରେ ସେ ନିଜର…
ସହଜ ଭାଷାରେ ଆଇନଗତ ଡ୍ରାଫ୍ଟ ପ୍ରସ୍ତୁତ କରିବେ ସରକାର,ସାଧାରଣ ଲୋକ ବୁଝିବା ଉଚିତ ବୋଲି କହିଲେ ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୨୩।୯ : ଶନିବାର ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ତାଙ୍କ ସରକାର ସରଳ ଏବଂ ଭାରତୀୟ ଭାଷାରେ ଆଇନ ପ୍ରସ୍ତୁତ କରିବାକୁ ଗମ୍ଭୀରତାର ସହ ବିଚାର କରୁଛନ୍ତି। ଅନ୍ତର୍ଜାତୀୟ ଆଇନଜୀବୀ ସମ୍ମିଳନୀକୁ ଉଦଘାଟନ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି…
କାନାଡାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିଷମ: ଚାରିଆଡୁ ଗୁଳିମାଡ, ହାତବାନ୍ଧି ବସିଛି ପୋଲିସ
ଅଟାଓ୍ବା,୨୩।୯: ଭାରତ କାନାଡା ବିବାଦ ଚରମରେ ପହଞ୍ଚିଛି। ଚାପା ଅସନ୍ତୋଷ ମଧ୍ୟରେ ଦୁଇଦେଶର ବିବାଦ ଘନେଇବାରେ ଲାଗିଛି। ତେବେ ଏହାରି ଭିତରେ ସୂଚନା ମିଳିଛି କି କାନାଡାରେ ଆଇନ ଶୃଙ୍ଖଳା ପରିସ୍ଥିତି ଧୀରେଧୀରେ ବିଗିଡବାରେ ଲାଗିଛି। ଦେଶରେ ଅର୍ଥନୈତିକ ଅଚଳାବସ୍ଥା ଜାରି…
ବାଦଲ ଫଟା ବର୍ଷାରେ ନାଗପୁର ଉବୁଟୁବୁ…
ନାଗପୁର,୨୩।୯: ଶୁକ୍ରବାର ରାତିରେ ନାଗପୁରରେ ବାଦଲ ଫଟା ବର୍ଷା ଯୋଗୁ ସାରା ସହର ବନ୍ୟା ଜଳରେ ଉବୁଟୁବୁ ହେବାରେ ଲାଗିଛି। ତଳିଆ ଅଞ୍ଚଳର ଲୋକମାନଙ୍କୁ ସୁରକ୍ଷିତ ଭାବେ ଆଶ୍ରୟ ସ୍ଥଳକୁ ନେବା ପାଇଁ ପ୍ରଶାସନ ଏନଡିଆରଏଫ ଏବଂ ଏସଡିଆରଏଫ ଟିମକୁ ନିୟୋଜିତ…
ମଣିପୁର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା, ଆଜିଠୁ ସର୍ବସାଧାରଣଙ୍କ ପାଇଁ ଇଣ୍ଟରନେଟ୍ ସେବା ଆରମ୍ଭ
ଇମ୍ଫାଲ,୨୩।୯: ମଣିପୁରରେ ଚାଲିଥିବା ହିଂସା ମଧ୍ୟରେ ମୁଖ୍ୟମନ୍ତ୍ରୀ ଏନ୍ ବିରେନ ସିଂ ସାଧାରଣ ଜନତାଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ଆଜି ଅର୍ଥାତ୍ ୨୩ ସେପ୍ଟେମ୍ବରରୁ ଜନସାଧାରଣଙ୍କ ପାଇଁ ଇଣ୍ଟରନେଟ୍ ସେବା ଆରମ୍ଭ କରିବାକୁ ସିଏମ ସିଂ ଘୋଷଣା କରିଛନ୍ତି। ରାଜ୍ୟରେ…
ଭାରତ-ପ୍ରଶାନ୍ତ ମହାସାଗରରେ ଚାଇନାକୁ ଟାର୍ଗେଟ କରିବାକୁ ପ୍ରସ୍ତୁତି, ଏହି ସ୍ବତନ୍ତ୍ର ସମ୍ମିଳନୀର ଆୟୋଜନ କରିବ ଭାରତୀୟ ସେନା
ନୂଆଦିଲ୍ଲୀ,୨୩।୯: ଆସନ୍ତା ସପ୍ତାହରେ ଭାରତୀୟ ସେନା ଭାରତ-ପ୍ରଶାନ୍ତ ମହାସାଗରୀୟ ଦେଶର ସେନା ମୁଖ୍ୟଙ୍କ ଦୁଇ ଦିନିଆ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛି। ଏହି ସମ୍ମିଳନୀରେ ଭାରତ-ପ୍ରଶାନ୍ତ ମହାସାଗରରେ ଚାଇନାର ବୃଦ୍ଧି କାର୍ଯ୍ୟକଳାପ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉପରେ ଆଲୋଚନା କରାଯିବ। ‘ଇଣ୍ଡୋ-ପାସିଫିକ ଆର୍ମି…
ସିଗାରେଟ ଉପରେ ପ୍ରତିବନ୍ଧକ ଲଗାଇ ପାରନ୍ତି ଋଷି ସୁନକ
ଲଣ୍ଡନ,୨୩।୯: ବ୍ରିଟେନରେ ଏବେ ସିଗାରେଟ ଉପରେ ପ୍ରତିବନ୍ଧକ ଲାଗିପାରେ। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ ଦ ଗାର୍ଡିଆନ କହିଛି ଯେ ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏମିତି ପ୍ରତିବନ୍ଧକ ଲଗାଇବା ଉପରେ ବିଚାର କରୁଛନ୍ତି, ଯାହା ଫଳରେ ଅଗାମୀ ପିଢି…
ଆମେରିକାର ଚେତାବନୀ, ବାଂଲାଦେଶ ନିର୍ବାଚନକୁ ‘ଦୁର୍ବଳ’ କରିବାକୁ ଚେଷ୍ଟା କରୁଥିବା ବ୍ୟକ୍ତିଙ୍କ ଭିଜା ଉପରେ ଲାଗିବ ପ୍ରତିବନ୍ଧକ
ଢାକା,୨୩।୯: ଦକ୍ଷିଣ ଏସିଆ ଦେଶରେ ହେବାକୁ ଥିବା ଗଣତାନ୍ତ୍ରିକ ନିର୍ବାଚନ ପ୍ରକ୍ରିୟାରେ ବାଧା ସୃଷ୍ଟି କରୁଥିବା ବା ଏହାକୁ ଦୁର୍ବଳ କରିବାକୁ ଚେଷ୍ଟା କରୁଥିବା ବାଂଲାଦେଶୀ ନାଗରିକଙ୍କ ଉପରେ ଭିସା ପ୍ରତିବନ୍ଧକ ଲଗାଇବାକୁ ଆମେରିକା ପଦକ୍ଷେପ ନେଉଛି ବୋଲି ଚେତାବନୀ ଦେଇଛି।…
Archives


