Home Middle

ଶିବରାଜଙ୍କୁ ଫୋନିକ୍ସ ପକ୍ଷୀ ହେବାର ଆବଶ୍ୟକତା ନାହିଁ: ଉମା…

ଭୋପାଳ,୧୪।୧୦ : ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ତାରିଖ ଘୋଷଣା ହେବା ମାତ୍ରେ ରାଜନୈତିକ ଦଳଗୁଡିକ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। କିନ୍ତୁ ବର୍ତ୍ତମାନ ଶିବରାଜଙ୍କ ଶ୍ରାଦ୍ଧ ସମ୍ପର୍କରେ ଟୁଇଟ ପରେ ରାଜ୍ୟ ରାଜନୀତିରେ ପରିବେଶ ଉଷ୍ଣ…

ରୁଷିଆକୁ ୟୁକ୍ରେନର ମୁହଁତୋଡ଼ ଜବାବ

କିଭ୍‌,୧୪ା୧୦: ଦୀର୍ଘଦିନ ଧରି ରୁଷିଆ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିଲେ ହେଁ ଥମିବାର ନାଁ ନେଉନି। ଉଭୟ ଉଭୟଙ୍କୁ କଡ଼ା ଜବାବ ଦେଇଚାଲିଛନ୍ତି। ୟୁକ୍ରେନ ଅଧିକାରୀମାନେ କହିଛନ୍ତି, ରୁଷିଆ ସୈନ୍ୟବାହିନୀର ନିରନ୍ତର ଆକ୍ରମଣ ଜାରିରହିଛି। ୟୁକ୍ରେନ ସହରର ଅବଦିଭିକା ଉପରେ ଲଗାତର ଆକ୍ରମଣ…

ରାଷ୍ଟ୍ରପତି ହେବା ପାଇଁ ବାଇଡେନଙ୍କ ପଥରେ ପୁଅ ପ୍ରତିବନ୍ଧକ, ସାମ୍ନାକୁ ଆସିଲା ଏହି କାରଣ

ଓ୍ବାଶିଂଟନ,୧୪ା୧୦ ଆସନ୍ତା ବର୍ଷ ଆମେରିକାରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନଙ୍କ ସମସ୍ୟା ବଢ଼ିପାରେ। ତାଙ୍କ ପୁଅ ହଣ୍ଟରଙ୍କ ପାଇଁ ହିଁ ବାଇଡେନଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ ବୋଲି ଏକ ସର୍ଭେରେ କୁହାଯାଇଛି। ଏହି ସର୍ଭେରେ ୩୫ ପ୍ରତିଶତ…

ପାକିସ୍ତାନ କ୍ରିକେଟ ଦଳଙ୍କୁ କାହିଁକି କଲ ସ୍ବାଗତ, ସଞ୍ଜୟ ରାଉତ ଭାଜପାକୁ କଲେ ଟାର୍ଗେଟ…

ମୁମ୍ବାଇ,୧୪।୧୦ : ଭାରତ ବିପକ୍ଷ ବିଶ୍ୱକପ ମ୍ୟାଚ ପୂର୍ବରୁ ପାକିସ୍ତାନ କ୍ରିକେଟ ଦଳକୁ ଉତ୍ସାହର ସହ ସ୍ବାଗତ କରାଯିବା ଉପରେ ପ୍ରତିକ୍ରିୟା ପ୍ରକାଶ କରି ଶନିବାର ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ଶାସକ ଭାଜପାକୁ କଡ଼ା ସମାଲୋଚନା କରି କହିଛନ୍ତି…

ଇସ୍ରାଏଲ-ହମାସ୍‌ ବିବାଦ ଭାରତରୁ ୟୁରୋପ ପର୍ଯ୍ୟନ୍ତ ପକାଇବ ପ୍ରଭାବ

ଜେରୁଜେଲମ୍‌,୧୪ା୧୦: ଥିଙ୍କ୍‌ ଟ୍ୟାଙ୍କ ଗ୍ଲୋବାଲ୍‌ ଟ୍ରେଡ୍‌ ରିସର୍ଚ୍ଚ ଇନିସିଏଟିଭ ଅନୁଯାୟୀ, ଜାରି ରହିଥିବା ଇସ୍ରାଏଲ-ହମାସ୍‌ ବିବାଦର ପରିଣାମ କେବଳ ଇସ୍ରାଏଲ ଏବଂ ଗାଜା ମଧ୍ୟରେ ସୀମିତ ନୁହେଁ। ଭାରତ ମଧ୍ୟ ପୂର୍ବ ୟୁରୋପର ଅର୍ଥନୈତିକ କରିଡର ପ୍ରକଳ୍ପରେ ବିଳମ୍ବ ଏବଂ ଜଟିଳତା…

ଭାରତ ପାଇଁ ବିଜୟ ଲକ୍ଷ୍ୟ ୧୯୨…

ଅହମଦାବାଦ,୧୪।୧୦ : ବିଶ୍ୱକପ ୨୦୨୩ର ୧୨ତମ ମ୍ୟାଚ ଗୁଜରାଟର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଭାରତ ପାକିସ୍ତାନ ମଧ୍ୟରେ ଖେଳାଯାଉଛି। ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତିି ନେଇଥିଲେ। ପାକିସ୍ତାନ ଦଳ ଅଧିନାୟକ ବାବର ଆଜମଙ୍କ…

ପୁଣି ଖୋଲିଲା ରଫା କ୍ରସିଂ ପଏଣ୍ଟ

ଜେରୁଜେଲମ,୧୪ା୧୦: ପୁଣି ଖୋଲିଛି ରଫା କ୍ରସିଂ ପଏଣ୍ଟ। ଇଜିପ୍ଟ ପାର୍ଶ୍ୱରେ ଥିବା ଜଣେ ଅଧିକାରୀ କହିଛନ୍ତି, ଗାଜାରୁ ଆସୁଥିବା ବିଦେଶୀମାନଙ୍କୁ ଶନିବାର ଅପରାହ୍ନରେ ଏହାକୁ ଖୋଲିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରଥମ ଅଧିକାରୀ କହିଛନ୍ତି, କ୍ରସିଂ ପଏଣ୍ଟ ଦେଇ ଗାଜାକୁ…

ଏବେ ମୋର କୋକେଇ ଉଠିବ ଅବା ଊତ୍ସବ ହେବ: ମରାଠା ସଂରକ୍ଷଣ ନେଇ ଜରାଙ୍ଗେ ଦେଲେ ଶିନ୍ଦେଙ୍କୁ ଚେତାବନୀ..

ମୁମ୍ବାଇ,୧୪।୧୦ : ମହାରାଷ୍ଟ୍ରରେ ମରାଠା ସଂରକ୍ଷଣ ଦାବି କରୁଥିବା ଜଣେ କାର୍ଯ୍ୟକର୍ତ୍ତା ମନୋଜ ଜରାଙ୍ଗେ ଶନିବାର ସରକାରଙ୍କ ବିରୋଧରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବେ ବୋଲି ଧମକ ଦେଇଛନ୍ତି। ଅକ୍ଟୋବର ୨୪ ପରେ ସରକାର ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ମରାଠା…

ଭାରତ-ପାକିସ୍ତାନ ମ୍ୟାଚ୍‌: ୧୦ସେକେଣ୍ଡରେ ୩୦ଲକ୍ଷ ବ୍ୟବସାୟ କରିବ ଡିଜନି-ହଟଷ୍ଟାର

ନୂଆଦିଲ୍ଲୀ,୧୪।୧୦: କ୍ରିକେଟ୍‌ପ୍ରେମୀଙ୍କ ଅପେକ୍ଷାର ହୋଇଛି ଅନ୍ତ। ଶନିବାର ଅର୍ଥାତ୍‌ ଆଜି ଭାରତ ପାକିସ୍ତାନ ମଧ୍ୟରେ ହାଇଭୋଲଟେଜ୍‌ର କ୍ରିକେଟ୍‌ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଏହି ମ୍ୟାଚରେ ଗ୍ରାଉଣ୍ଡ ଭିତରେ ପ୍ରାୟ ୧.୫୦ ଲକ୍ଷ ପ୍ରଶଂସକଙ୍କ ଛାତି ପ୍ରତି ସେକେଣ୍ଡରେ ଧକଧକ ହେବ। ତେବେ…

ଏ ନୁହେଁ ଆତ୍ମହତ୍ୟା, ସ୍ବପ୍ନର ମୃତ୍ୟୁ: ବିଆରଏସକୁ କଂଗ୍ରେସର କଡ଼ା ସମାଲୋଚନା…

ନୂଆଦିଲ୍ଲୀ,୧୪।୧୦ : କଂଗ୍ରେସ ପକ୍ଷରୁ ଶନିବାର ତେଲଙ୍ଗାନାର ବିଆରଏସ ସରକାରଙ୍କୁ କଡ଼ା ସମାଲୋଚନା କରାଯାଇଛ। ରାଜ୍ୟରେ ଜଣେ ୨୩ବର୍ଷ ବୟସ୍କା ମହିଳାଙ୍କ ଆତ୍ମହତ୍ୟା ସମ୍ପର୍କରେ ରାହୁଲ ଗାନ୍ଧୀ ଅଭିଯୋଗ କରିଛନ୍ତି ଏହା ଆତ୍ମହତ୍ୟା ନୁହେଁ ବରଂ ତାଙ୍କ ସ୍ବପ୍ନ,ଆଶା ଏବଂ ଆକାଂକ୍ଷାର…

ମହାକାଶରେ ରହିଛି ସୁନା-ରୁପାରେ ତିଆରି ଉଲ୍‌କାପିଣ୍ଡ, ସନ୍ଧାନ କରିବ ନାସାର ‘ସାଇକି ମିଶନ’

ଓ୍ବାଶିଂଟନ୍‌, ୧୪।୧୦: ନାସା ମହାକାଶଯାନ ‘ସାଇକି ମିଶନ’କୁ ଲଞ୍ଚ କରିଛି। ଏହି ମିଶନ ମାଧ୍ୟମରେ ଏକ ବିରଳ ଉଲକାପିଣ୍ଡର ସନ୍ଧାନ କରାଯିବ ଯେଉଁଥିରେ ବହୁମୂଲ୍ୟ ଧାତୁ ଥିବାର ସନ୍ଧାନ ମିଳିଛି। ଅଧିକାଂଶ ଆଷ୍ଟ୍ରଏଡଗୁଡିକ ପଥର ବା ବରଫଯୁକ୍ତ ହୋଇଥାଏ କିନ୍ତୁ ଏହା…

ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କ ଶପଥ ନେଇ ପ୍ରଶ୍ନ, ପିଆଇଏଲ ଉପରେ ୫ ଲକ୍ଷ ଜରିମାନା ଲଗାଇଲେ ସୁପ୍ରିମକୋର୍ଟ…

ନୂଆଦିଲ୍ଲୀ,୧୪।୧୦ : ସୁପ୍ରିମକୋର୍ଟ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ତ୍ରୁଟିପୂର୍ଣ୍ଣ ଶପଥକୁ ଚ୍ୟାଲେଞ୍ଜ କରି କରାଯାଇଥିବା ଆବେଦନ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆବେଦନ କରିଥିବା ବ୍ୟକ୍ତିଙ୍କ ଉପରେ ସର୍ବୋଚ୍ଚ ନ୍ୟାୟାଳୟ ୫ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ସୁପ୍ରିମକୋର୍ଟରେ ଏକ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri