Home Middle

ଆଜି ବାରାଣସୀ ଆସିବେ ମୋଦି

ବାରାଣସୀ,୨୩ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ତାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀ ବାରାଣସୀ ପରିଦର୍ଶନ କରିବେ। ସେ ଏଠାରେ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ମୂଳଦୁଆ ପକାଇବେ। ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଉତ୍ତରପ୍ରଦେଶ ସରକାର ବାରାଣସୀରେ ଏକ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ ନିର୍ମାଣ…

ଭାରତ, ଇସ୍ରାଏଲ, ୟୁଏଇ, ଆମେରିକା ମିଳିତ ମହାକାଶ ଉଦ୍ୟୋଗର କଲେ ଘୋଷଣା, ୱେବସାଇଟ ମଧ୍ୟ ଲଞ୍ଚ ହୋଇଛି

ନ୍ୟୁୟର୍କ,୨୩।୯: ଆଇ୨ୟୁ୨ ଗ୍ରୁପ ଅଫ ଇଣ୍ଡିଆ, ଇସ୍ରାଏଲ, ସଂଯୁକ୍ତ ଆରବ ଏମିରେଟ୍ସ ଏବଂ ଆମେରିକା ଏକ ନୂତନ ମିଳିତ ମହାକାଶ ଉଦ୍ୟୋଗ ଘୋଷଣା କରିଛନ୍ତି। ନୀତି ନିର୍ମାତା, ଅନୁଷ୍ଠାନ ଏବଂ ଉଦ୍ୟୋଗୀମାନଙ୍କ ପାଇଁ ଏହା ଏକ ସ୍ବତନ୍ତ୍ର ସ୍ଥାନ ଭିତ୍ତିକ ଉପକରଣ…

ବ୍ରାଜିଲ ପୋଲିସ ଅପରେଶନରେ ୬ ମୃତ୍ୟୁ, ଅପରାଧୀଙ୍କ ବିରୋଧରେ ଚାଲିଛି ମେଗା ଅପରେଶନ

ରିଓ ଡି ଜେନେରିଓ,୨୩।୯: ବ୍ରାଜିଲ ପୋଲିସ ସାଲଭାଡୋରରେ ଏକ ଅପରେଶନ ଆରମ୍ଭ କରି ଅତି କମରେ ୬ଜଣ ସନ୍ଦିଗ୍ଧଙ୍କୁ ନିହତ କରିଥିଲା। ସ୍ଥାନୀୟ ଗଣମାଧ୍ୟମରୁ ଏହି ସୂଚନା ମିଳିଛି। ସାଲଭାଡୋର ହେଉଛି ବାହିଆ ରାଜ୍ୟର ଆଞ୍ଚଳିକ ରାଜଧାନୀ, ଏଥିରେ ୨.୯ ନିୟୁତରୁ…

‘ହିନ୍ଦୁଙ୍କୁ ସର୍ବଦା ସ୍ବାଗତ’, ଖଲିସ୍ତାନୀଙ୍କ ଧମକ ପରେ ହିନ୍ଦୁଙ୍କୁ ସମର୍ଥନ ଜଣାଇଲେ ବିରୋଧୀ ନେତା

ଓଟାଓ୍ବା,୨୩।୯: କାନାଡାର ଖାଲିସ୍ତାନବାସୀଙ୍କୁ ଟାର୍ଗେଟ କରିଥିବା ହିନ୍ଦୁ ସମ୍ପ୍ରଦାୟ ସେଠାରେ ବିରୋଧୀ ଦଳର ନେତାଙ୍କ ସମର୍ଥନ ପାଇଛି। ସୂଚନାଯୋଗ୍ୟ, କାନାଡାର ବିରୋଧୀ ଦଳର ନେତା ତଥା କଞ୍ଜରଭେଟିଭ ପାର୍ଟି ନେତା ପିଏରେ ପୋଲିଭରେ ହିନ୍ଦୁମାନଙ୍କ ପ୍ରତି ଘୃଣାଭାବକୁ ନେଇ ଅସନ୍ତୋଷ ବ୍ୟକ୍ତ…

ଆଜି ପ୍ରଧାନମନ୍ତ୍ରୀଙ୍କ କାଶୀ ଗସ୍ତ, ପୂର୍ବାଞ୍ଚଳର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର କରିବେ ଶିଳାନ୍ୟାସ

ନୂଆଦିଲ୍ଲୀ,୨୩।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନିର୍ବାଚନମଣ୍ଡଳୀ ବାରାଣାସୀ ଗସ୍ତ କରିବେ। ରାଜାତାଲାବ ନିକଟ ଗଞ୍ଜାରୀରେ ପୂର୍ବାଞ୍ଚଳର ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମର ଶିଳାନ୍ୟାସ କରିବା ସହିତ ଏକ ସାଧାରଣ ସଭା ମଧ୍ୟ କରିବେ ଏବଂ ଆସନ୍ତା ବର୍ଷ ଲୋକ ସଭା…

ରାମନାଥଙ୍କ ଅଧ୍ୟକ୍ଷତାରେ ଆଜି ବସିବ ଏକ ଦେଶ, ଏକ ନିର୍ବାଚନ ବୈଠକ

ନୂଆଦିଲ୍ଲୀ,୨୩।୯: ଦେଶରେ ଏକକାଳୀନ ନିର୍ବାଚନ ହେବାର ସମ୍ଭାବନାକୁ ବିଚାର କରି ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଶନିବାର ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକରେ ସମ୍ଭାବନା ଉପରେ ଆଗକୁ ବଢିବାର ବାହ୍ୟରେଖା ସ୍ଥିର ହେବ। ଏହା ବ୍ୟତୀତ ନିର୍ବାଚନ…

ଦ୍ୱିତୀୟ ସର୍ବାଧିକ ଫଳପ୍ରଦ ଅଧିବେଶନ

ନୂଆଦିଲ୍ଲୀ,୨୩ା୯: ପାର୍ଲାମେଣ୍ଟର ସ୍ବତନ୍ତ୍ର ଅଧିବେଶନ ଅବସରରେ ଉଭୟ ଲୋକ ସଭା ଓ ରାଜ୍ୟ ସଭା ଧାର୍ଯ୍ୟ ସମୟଠାରୁ ଅଧିକ ସମୟ କାର୍ଯ୍ୟ କରିଛି। ସପ୍ତଦଶ ଲୋକସଭାର ଏହା ଏକମାତ୍ର ଅଧବବେଶନ, ଯେଉଁଠି ମୁଲତବୀ ଯୋଗୁ ନିମ୍ନ ସଦନର ସମୟ ଆଦୌ ବରବାଦ ହୋଇନାହିଁ।…

‘ମୁସଲମାନ ଆତଙ୍କବାଦୀ’ କହିଲେ ବିଧୁରୀ

ନୂଆଦିଲ୍ଲୀ,୨୩ା୯: ସଂସଦ ସ୍ବତନ୍ତ୍ର ଅଧିବେଶନରେ ଭାଜପାର ଲୋକ ସଭା ସଦସ୍ୟ ରମେଶ ବିଧୁରୀ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଏମ୍‌ପି କୁଅଁର ଦାନିସ ଅଲୀଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦୀୟ ହୋଇଛନ୍ତି। ନିମ୍ନ ସଦନରେ ଚନ୍ଦ୍ରୟାନ-୩ ମିଶନର ସଫଳତା ଉପରେ ଗୁରୁବାର…

ସୁପ୍ରିମକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ

ନୂଆଦିଲ୍ଲୀ,୨୩ା୯: ଜାତିଆଣ ହିଂସା ପ୍ରଭାବିତ ମଣିପୁରରେ ସମସ୍ତ ଉତ୍ସରୁ ଅସ୍ତ୍ରଶସ୍ତ୍ରକୁ ଉଦ୍ଧାର କରାଯାଇଥିବା ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିଛନ୍ତି। କେନ୍ଦ୍ର ଏବଂ ମଣିପୁର ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ଙ୍କ…

କୃଷ୍ଣ ଜନ୍ମଭୂମି-ଶାହି ଇଦ୍‌ଗା ପରିସର ସର୍ଭେରେ ହସ୍ତକ୍ଷେପ କରିବେନି ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୩ା୯: ମଥୁରା କୃଷ୍ଣ ଜନ୍ମଭୂମି-ଶାହି ଇଦ୍‌ଗା ମସ୍‌ଜିଦ ପରିସରର ସର୍ଭେ ପାଇଁ ଶ୍ରୀକୃଷ୍ଣ ଜନ୍ମଭୂମି ମୁକ୍ତି ନିର୍ମାଣ ଟ୍ରଷ୍ଟ ପକ୍ଷରୁ କରାଯାଇଥିବା ଆବେଦନରେ ହସ୍ତକ୍ଷେପ କରିବାକୁ ସୁପ୍ରିମକୋର୍ଟ ଶୁକ୍ରବାର ମନା କରିଦେଇଛନ୍ତି। ଶାହି ଇଦ୍‌ଗା ମସ୍‌ଜିଦ ସ୍ଥାନରେ ପୂର୍ବରୁ ହିନ୍ଦୁ ମନ୍ଦିର…

ଭାରତର ଭୁଲ୍‌ ମାନଚିତ୍ର ଦେଖାଇଲା ମୋଟୋଜିପି

ନୂଆଦିଲ୍ଲୀ,୨୩ା୯: ମୋଟରସାଇକେଲ ରେସିଂ ପ୍ରତିଯୋଗିତା ମୋଟୋଜିପି ଏହାର ସିଧାପ୍ରସାରଣ ବେଳେ ଭାରତର ଏକ ଭୁଲ୍‌ ମାନଚିତ୍ର ପ୍ରଦର୍ଶିତ କରିଥିବାରୁ ଶୁକ୍ରବାର ଏଥିପାଇଁ ଭୁଲ୍‌ ମାଗିଛି। ମୋଟୋଜିପି ଦେଖାଇଥିବା ମାନଚିତ୍ରରେ ଜମ୍ମୁ-କଶ୍ମୀର ଏବଂ ଲଦାଖ କେନ୍ଦ୍ରଶାସିତ ଅଞ୍ଚଳ ନ ଥିଲା। ଉକ୍ତ ସ୍ପୋଟର୍‌ସ ଲିଗ୍‌…

ବନ୍ଦେ ଭାରତ ରୁଟ୍‌ ପାର୍ଶ୍ୱରେ ବାଡ଼ ହେବ

ଚେନ୍ନାଇ,୨୩ା୯: ଆଗାମୀ ଦିନରେ ଅଧିକ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଚଳାଚଳ ପାଇଁ ରେଲ୍‌ଓ୍ବେ ଯୋଜନା କରୁତ୍ଛି। ଘଣ୍ଟାପ୍ରତି ୧୬୦ କିଲୋମିଟର ବେଗରେ ଯିବାକୁ ଥିବା ଏହି ଟ୍ରେନ୍‌ଠାରୁ ଲୋକ ଓ ଗୋରୁଗାଈଙ୍କୁ ବାହାରେ ରଖିବା ଲାଗି ରୁଟ୍‌ଗୁଡ଼ିକୁ ବାଡ଼ବନ୍ଦୀ କରିବା ପାଇଁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri