Home Middle

ସେମିଫାଇନାଲରେ ବର୍ଷା ହେଲେ କେଉଁ ଦଳକୁ ମିଳିବ ଫାଇନାଲ୍‌ରେ ସ୍ଥାନ: ଜାଣନ୍ତୁ କ’ଣ ରହିଛି ଆଇସିସି ନିୟମ

ନୂଆଦିଲ୍ଲୀ,୧୨।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ସେମିଫାଇନାଲ ମ୍ୟାଚ ନଭେମ୍ବର ୧୫ରେ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ। ଗତ କ୍ରିକେଟ ଦିନିକିଆ ବିଶ୍ୱକପ ସେମିଫାଇନାଲ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚରେ ବର୍ଷା ହୋଇଥିଲା। ବର୍ଷା ହେତୁ ମ୍ୟାଚ ରିଜର୍ଭ ଡେ’କୁ…

ସେମିଫାଇନାଲ ପୂର୍ବରୁ ଷ୍ଟାର ଖେଳାଳି ଆହତ, ଚିନ୍ତାରେ ଟିମ୍‌…

ମୁମ୍ବାଇ,୧୨।୧୧ : ବିଶ୍ୱକପ ୨୦୨୩ ପାଇଁ ଚାରୋଟି ସେମିଫାଇନାଲିଷ୍ଟ ଦଳ ନିଶ୍ଚିତ ହୋଇଛନ୍ତି। ଭାରତ, ଦକ୍ଷିଣ ଆଫ୍ରିକା,ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲାଣ୍ଡ ସେମିଫାଇନାଲ ଖେଳିବେ। ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସେମିଫାଇନାଲ ୧୬ ନଭେମ୍ବରରେ କୋଲକାତାରେ ଖେଳାଯିବ। ବର୍ତ୍ତମାନ ଏହି ମ୍ୟାଚ…

ଟିମ ଇଣ୍ଡିଆର ଅଧା ଖେଳାଳି ହେବେ ବାହାର, ପରେ ଖେଳାଯିବ ବିଶ୍ୱକପ, ଅଧିନାୟକ ହେବେ ପରିବର୍ତ୍ତନ…

ନୂଆଦିଲ୍ଲୀ,୧୧।୧୧: ମିଶନ ବିଶ୍ୱକପରେ ଭାରତରେ ଚାଲିଥିବା ବିଶ୍ୱକପ ୨୦୨୩ରେ ଭାରତୀୟ ଦଳ ବର୍ତ୍ତମାନ ଖେଳୁଛି। ଟିମ ଇଣ୍ଡିଆ ସେମିଫାଇନାଲରେ ପ୍ରବେଶ କରିଛି ଏବଂ ବର୍ତ୍ତମାନ ଏହାର ଆଖି ୨୦୧୧ ଏବଂ ୧୯୮୩ର ଇତିହାସକୁ ପୁନରାବୃତ୍ତି କରିବା। କିନ୍ତୁ ଏହି ବିଶ୍ୱକପ ସହିତ…

ତୁରନ୍ତ ଯୁଦ୍ଧ ବନ୍ଦ ପାଇଁ ଇସ୍ରାଏଲକୁ ଆହ୍ବାନ

ଜେରୁଜେଲମ୍‌,୧୧ା୧୧: ହମାସ୍‌ ବିରୋଧରେ ଇସ୍ରାଏଲର ସଂଗ୍ରାମ ଜାରି ରହିଛି। ଏହି ସମୟରେ ସାଉଦି ଆରବ ଏବଂ ମୁସଲମାନ ଦେଶ ଗାଜାରେ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଆହ୍ବାନ ଦେଇଛନ୍ତି। ରିୟାଦରେ ମିଳିତ ଇସ୍‌ଲାମ-ଆରବ ଶିଖର ସମ୍ମିଳନୀରେ ଘୋଷଣା କରାଯାଇଛି ଯେ, ପାଲେଷ୍ଟାଇନ…

ହମାସକୁ କାହିଁକି ପରାଜିତ କରି ପାରୁନି ଇସ୍ରାଏଲ ?…

ଜେରୁଜେଲମ,୧୧।୧୧: ଇସ୍ରାଏଲ ଗତ ଏକ ମାସ ଧରି ହମାସ ସହିତ ଯୁଦ୍ଧ କରିଆସୁଛି। ୧୯୬୭ ମସିହାରେ ଛଅ ଦିନିଆ ଯୁଦ୍ଧରେ ଏକକାଳୀନ ତିନି ଦେଶକୁ ପରାସ୍ତ କରିଥିବା ଇସ୍ରାଏଲ ଏପର୍ଯ୍ୟନ୍ତ ହମାସ ଉପରେ ଜିତିବାରେ ସକ୍ଷମ ହୋଇ ନାହିଁ। ଯେତେବେଳେ ଇସ୍ରାଏଲ…

ଦେଶବାସୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଲେ ସୁନକ

ଲଣ୍ଡନ,୧୧ା୧୧: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଶନିବାର ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ସମସ୍ତ ଦେଶବାସୀଙ୍କର ଉଜ୍ଜ୍ୱଳ ଭବିଷତ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ୧୦ ଡାଉନିଂ ଷ୍ଟ୍ରିଟ୍‌ରୁ ଏହି ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ସୁନକ କହିଛନ୍ତି, ଦୀପାବଳି ପର୍ବ…

୯୩ ରନରେ ଜିତିଲା ଇଂଲଣ୍ଡ…

କୋଲକାତା,୧୧।୧୦: ପଶ୍ଚିମବଙ୍ଗର କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଉଥିବା ବିଶ୍ୱକପ ୨୦୨୩ର ୪୪ତମ ମ୍ୟାଚରେ ଇଂଲଣ୍ଡ ପାକିସ୍ତାନକୁ ୯୩ ରନରେ ପରାଜିତ କରିଛି। ଇଂଲଣ୍ଡ ଅଧିନାୟକ ଜୋସ ବଟଲର ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକ ବାବର ଆଜମଙ୍କ…

ଇଗଲ-ଶାଗୁଣାଙ୍କ ସହାୟତାରେ ମୃତଦେହ ଖୋଜୁଛି ଇସ୍ରାଏଲ, ଗୋଡରେ ଲଗାଯାଇଛି ଜିପିଏସ ଟ୍ରାକର…

ଜେରୁଜେଲମ,୧୧।୧୧ : ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧକୁ ୩୬ ଦିନ ବିତିଛି। ଅକ୍ଟୋବର ୭ ତାରିଖ ରାତିରେ ହମାସ ହଠାତ ଇସ୍ରାଏଲ ଉପରେ ୫ ହଜାରରୁ ଅଧିକ ବୋମା ମାଡ କରିଥିଲା। ଏହି କାରଣରୁ ୧୪୦୦ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଦୀପାବଳି ମୁହୁର୍ତ୍ତ ଟ୍ରେଡିଂ, ଘଣ୍ଟାକରେ କରିଦେବ ମାଲାମାଲ, କୋଟିପତି ହେବାର ସୁଯୋଗ…

ମୁମ୍ବାଇ,୧୧।୧୧ : ଶେୟାର ବଜାରରେ ଦୀପାବଳି ଅବସରରେ ମୁହୁର୍ତ୍ତ ଟ୍ରେଡିଂ କରାଯିବ। ଲୋକଙ୍କୁ ଏକ ଘଣ୍ଟାରେ କୋଟିପତି ହେବାର ସୁଯୋଗ ମିଳିବ। ହଁ ବାସ୍ତବରେ, ଦୀପାବଳି ମୁହୁର୍ତ୍ତ ଟ୍ରେଡିଂସେହି ସୁଯୋଗ ଦେଇଥାଏ। ରବିବାର ଦିନ ଷ୍ଟକ ବଜାରରେ ଟ୍ରେଡିଂ କରାଯିବ। ଭଲ…

କଂଗ୍ରେସ ଜ୍ୟୋତିରାଦିତ୍ୟଙ୍କୁ ସବୁକିଛି ଦେଇଥିଲା, କିନ୍ତୁ ସେ ସରକାରଙ୍କୁ କରିଥିଲେ କ୍ଷମତାଚ୍ୟୁତ: ଦିଗବିଜୟ…

ଭୋପାଳ,୧୧।୧୧ : ମଧ୍ୟପ୍ରଦେଶରେ ଭୋଟ ଦେବାକୁ ଏକ ସପ୍ତାହରୁ କମ ସମୟ ବାକି ଅଛି। ସମସ୍ତ ଦଳ ନିଜର ସମାବେଶକୁ ଜୋରଦାର କରିଛନ୍ତି। ଷ୍ଟାର ପ୍ରଚାରକମାନେ କ୍ରମାଗତ ଭାବରେ ବୈଠକ କରୁଛନ୍ତି। ଏହି ସମୟରେ ଗୁନାରେ ଏକ ସଭାରେ ପୂର୍ବତନ ମଧ୍ୟପ୍ରଦେଶର…

ବିଶ୍ୱାସ ନ ଥିଲା ମୋ ପୁଅଙ୍କୁ କରିବେ ରାଜ୍ୟ ସଭାପତି: ୟେଦୁରପ୍ପା…

ବେଙ୍ଗାଲୁରୁ,୧୧।୧୧ : କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭାରତୀୟ ଜନତା ପାର୍ଟି (ଭାଜପନ) ନେତା ବିଏସ ୟେଦୁରପ୍ପା ଶନିବାର କହିଛନ୍ତି ଦଳର ନେତାମାନେ ତାଙ୍କ ପୁଅ ବିଜୟେନ୍ଦ୍ରଙ୍କୁ ରାଜ୍ୟ ୟୁନିଟର ନୂତନ ସଭାପତି ଭାବରେ ବାଛିବେ ବୋଲି ମୁଁ କେବେ ଆଶା…

ପାକିସ୍ତାନ ପାଇଁ ବିଜୟ ଲକ୍ଷ୍ୟ ରନ ୩୩୮…

କୋଲକାତା,୧୧।୧୦: ପଶ୍ଚିମବଙ୍ଗର କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଉଥିବା ବିଶ୍ୱକପ ୨୦୨୩ର ୪୪ତମ ମ୍ୟାଚ ପାକିସ୍ତାନ ଏବଂ ଇଂଲଣ୍ଡ ମଧ୍ୟରେ ଖେଳାଯାଉଛି। ଇଂଲଣ୍ଡ ଅଧିନାୟକ ଜୋସ ବଟଲର ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଧିନାୟକ ବାବର ଆଜମଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?