Home Middle

ମଧ୍ୟ ପ୍ରାଚ୍ୟ ସଙ୍କଟ: ମୁତୟନ ହେବେ ୨,୦୦୦ ଆମେରିକା ସୈନ୍ୟ…

ଜେରୁଜେଲମ୍‌୧୭।୧୦ : ହମାସ ଇସ୍ରାଏଲ ବିବାଦ ମଧ୍ୟରେ ଆମେରିକା ସୁରକ୍ଷା ମନ୍ତ୍ରଣାଳୟ ପେଣ୍ଟାଗନ କହିଛି ଶାନ୍ତି ଶୃଙ୍ଖଳା ବ୍ୟହତ ହେବାର ଅଶଙ୍କା ଥିବାରୁ ଆମେରିକା ୨,୦୦୦ ଯବାନଙ୍କୁ ଇସ୍ରାଏଲ ବିଭିନ୍ନ ଅଞ୍ଚଳରେ ମୁତୟନ କରିଛି। ଆମେରିକା ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ…

ଛୋଟ ପିଲା ଶିଖିବେନି ବିଦେଶୀ ଭାଷା: ଇରାନ ଲାଗୁ କଲା ପ୍ରତିବନ୍ଧକ…

ତେହେରାନ,୧୭।୧୦ : ଇରାନ ସରକାର ଛୋଟ ପିଲାଙ୍କର ବିଦେଶୀ ଭାଷା ଶିକ୍ଷା ଉପରେ ରୋକ ଲଗାଇଛନ୍ତି। ସରକାର କହିଛନ୍ତି ଏହା ଦ୍ୱାରା ଛୋଟ ପିଲାଙ୍କ ଜାତୀୟତା ବୋଧ ହଜି ଯାଉଛି। ଏହା ଦେଶ ପାଇଁ ଭଲ ନୁହେଁ। ଦେଶରେ ଥିବା କିଣ୍ଡରଗାର୍ଟେନ୍ସ…

ଇସ୍ରାଏଲର ଏୟାର ଷ୍ଟ୍ରାଇକ୍‌ରେ ହମାସର ଆଉଜଣେ ଟପ୍‌ କମାଣ୍ଡର ନିହତ

ଗାଜା,୧୭।୧୦: ଇସ୍ରାଏଲ-ହମାସ ଯୁଦ୍ଧ ନିକଟ ଭବିଷ୍ୟତରେ ଥମିବାର ସମ୍ଭାବନା ନାହିଁ। ଏଥିରେ ହଜାର ହଜାର ନୀରିହ ଲୋକଙ୍କ ହତ୍ୟା ହମାସ କରୁଥିବାବେଳେ ଇସୟାଏଲ ମଧ୍ୟ ରକ୍ତମୁଖା ହୋଇଛି। ସୋମବାର ହମାସର ଜଣେ କମାଣ୍ଡରଙ୍କ ହତ୍ୟା କରିବା ପରେ ମଙ୍ଗଳବାର ଆଉ ଜଣଙ୍କର…

ଆତଙ୍କବାଦ ବିରୋଧରେ ଲଢ଼େଇ: ୫ ଦେଶ ସହ ହାତ ମିଳାଇଲା ଭାରତ…

ନୂଆଦିଲ୍ଲୀ,୧୭।୧୦ : ଆତଙ୍କବାଦ ତଥା ଡ୍ରଗ କାରବାରର ମୁକାବିଲା କରିବା ତଥା ସାଇବର ବିପଦରୁ ରକ୍ଷା କରିବା ପାଇଁ ରଣନୈତିକ ସହଯୋଗ ତଥା ଯୋଗାଯୋଗକୁ ସୁଦୃଢ଼ କରିବା ପାଇଁ ଭାରତ ମଙ୍ଗଳବାର ଏସୀୟ ଦେଶଗୁଡିକ ସହ ହାତ ମିଳାଇଛି। କାଜାଖସ୍ତାନ ଦ୍ୱାରା…

୧୪ଦେଶ ସହ ପାକିସ୍ତାନର ସମରାଭ୍ୟାସ

ଇସଲାମବାଦ,୧୭।୧୦: ପଡୋଶୀ ଦେଶ ପାକିସ୍ତାନ ୧୪ଟି ଦେଶ ସହ ମିଶି ସମରାଭ୍ୟାସ ଆରମ୍ଭ କରିଛି। ପିଏଏଫ ଅର୍ଥାତ ପାକିସ୍ତାନ ବାୟୁସେନା ଦ୍ୱାରା ଆୟୋଜିତ ସମରାଭ୍ୟାସରେ ଚାଇନା-ସାଉଦି ଆରବ ସମେତ ୧୪ଟି ଦେଶର ବାୟୁସେନା ଅଂଶଗ୍ରହଣ କରିଛନ୍ତ। ଏହି ସମରାଭ୍ୟାସ ମାଧ୍ୟମରେ ପିଏଏଫ…

ଶାହାଙ୍କ ପୁଅ କ‘ଣ କରୁଛନ୍ତି: ଭାଜପାକୁ ଆଇନା ଦେଖାଇଲେ ରାହୁଲ…

ଆଇଜଲ,୧୭।୧୦ : କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ନିଜର ମିଜୋରାମ ନିର୍ବାଚନୀ ପ୍ରଚାର ସମୟରେ ଭାଜପାକୁ ଟାର୍ଗେଟ କରିଛନ୍ତି। ଭାଜପା ଅନ୍ୟ ରାଜନୈତିକ ଦଳଗୁଡ଼ିକ ଉପରେ ବଂଶବାଦ ରାଜନୀତିର ଆରୋପ ଲଗାଉଥିବାବେଳେ ଏବେ ରାହୁଲ ଏନେଇ ଭାଜପାକୁ ଆଇନା ଦେଖାଇଛନ୍ତି।…

ମହଙ୍ଗା ହେଲା ସୁନା, ରୁପା

ନୂଆଦିଲ୍ଲୀ,୧୭।୧୦: ଦୀପାବଳି ସୁଦ୍ଧା ସୁନା ଦର ୧୦ ଗ୍ରାମ ପିଛା ୬୧ ହଜାର ଟପିପାରେ । ଏ ନେଇ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ସେହିପରି ରୁପାର କେଜି ପିଛା ଦାମ ୭୫ ହଜାର ଟଙ୍କା ହୋଇଯାଇପାରେ। ଦୀପାବଳି ପର୍ବ ପୂର୍ବରୁ ଧନ…

ଦକ୍ଷିଣ ଆଫ୍ରିକା ପାଇଁ ବିଜୟ ଲକ୍ଷ୍ୟ ୨୪୬ ରନ…

ଧର୍ମଶାଳା,୧୭।୧୦ : ବିଶ୍ୱକପ ୨୦୨୩ର ୧୫ ତମ ମ୍ୟାଚ ହିମାଚଳପ୍ରଦେଶର ଧର୍ମଶାଳାର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳା ଯାଉଛି। ଟସ ଜିତି ଦକ୍ଷିଣ ଆଫ୍ରିକା ଅଧିନାୟକ ଟେମ୍ବା ବେଭୁମା ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବାବେଳେ ନେଦରଲାଣ୍ଡ ଦଳ ବ୍ୟାଟିଂ ଅଧିନାୟକ ସ୍କଟ…

ଭାଜପା-ଆରଏସଏସ, ଏମଏନଏଫ-ଜେଡପିଏମ ସହ ଲଢ଼ିବୁ ଆମେ: ରାହୁଲ…

ନୂଆଦିଲ୍ଲୀ,୧୭।୧୦ : କଂଗ୍ରେସ ପକ୍ଷରୁ ମିଜୋରାମରେ ଶାସକ ମିଜୋ ନ୍ୟାଶନାଲ ଫ୍ରଣ୍ଟ (ଏମଏନଏଫ) ଏବଂ ବିରୋଧୀ ଜୋରାମ ପିପୁଲ୍ସ ମୁଭମେଣ୍ଟ (ଜେଡପିଏମ)ଙ୍କୁ କଡ଼ା ସମାଲୋଚନା କରାଯାଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ଶାସକ ଏବଂ ବିରୋଧି ଭାରତୀୟ ଜନତା ପାର୍ଟି…

ଇସ୍ରାଏଲ-ହମାସ ଯୁଦ୍ଧରେ ସାମିଲ ହେବ ଆମେରିକା, ପ୍ରସ୍ତୁତ ହେଲେଣି ଆମେରିକୀୟ ସୈନ୍ୟ

ଓ୍ବାଶିଂଟନ୍‌,୧୭।୧୦: ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ତେବେ ଅନ୍ତର୍ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଜଣେ ପ୍ରତିରକ୍ଷା ଅଧିକାରୀଙ୍କ ଅନୁଯାୟୀ, ହମାସ ବିରୋଧରେ ଇସ୍ରାଏଲକୁ ସମ୍ଭାବ୍ୟ ସହାୟତା ପାଇଁ ମଧ୍ୟ-ପୂର୍ବରେ ୨ହଜାର ଆମେରିକୀୟ ସୈନ୍ୟଙ୍କୁ ନିୟୋଜନ କରାଯାଇଛି।…

ବିଧାୟକ ଅଯୋଗ୍ୟତା ମାମଲା: ମହାରାଷ୍ଟ୍ର ବାଚସ୍ପତିଙ୍କ ପାଇଁ ଶେଷ ସୁଯୋଗ…

ନୂଆଦିଲ୍ଲୀ,୧୭।୧୦ : ବିଧାୟକଙ୍କ ଅଯୋଗ୍ୟତା ଆବେଦନ ଉପରେ ନିଷ୍ପତ୍ତି ପାଇଁ ମହାରାଷ୍ଟ୍ର ବିଧାନସଭା ବାଚସ୍ପତି ରାହୁଲ ନାର୍ଭେକର ଧାର୍ଯ୍ୟ କରିଥିବା ସମୟକୁ ନେଇ ସୁପ୍ରିମକୋର୍ଟ ସନ୍ତୁଷ୍ଟ ନୁହଁନ୍ତି। ଯଥାଶୀଘ୍ର ଏହି ମାମଲାରେ ନିଷ୍ପତ୍ତି ନେବାକୁ କୋର୍ଟ କହିଛନ୍ତି। ସଲିସିଟର ଜେନେରାଲ ତୁଷାର…

ମୋଦି ରାଜନୀତିରୁ ଅବସର ଗ୍ରହଣ କରିବା ଉଚିତ: କଂଗ୍ରେସ…

ନୂଆଦିଲ୍ଲୀ,୧୭।୧୦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ ଲୋକଙ୍କ ସମସ୍ୟାକୁ ଅଣଦେଖା କରୁଥିବା ନେଇ କଂଗ୍ରେସ ଅଭିଯୋଗ କରିଛନ୍ତି। ମଙ୍ଗଳବାର କଂଗ୍ରେସ ଅତ୍ୟାବଶ୍ୟକ ଦ୍ରବ୍ୟର ଆକାଶଛୁଆଁ ମୂଲ୍ୟକୁ ଦର୍ଶାଇ କେନ୍ଦ୍ରକୁ ଟାର୍ଗେଟ କରିଛି। ଦଳ ଦାବି କରିଛି ମୂଲ୍ୟ ବୃଦ୍ଧି ଯୋଗୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri