ଆଗକୁ ଦୀପାବଳି: ପୁଣି ଶସ୍ତା ହେଲା ସୁନା, ରୁପା
ନୂଆଦିଲ୍ଲୀ,୨୮।୯: ଯଦି ଆପଣ ସୁନା ଓ ରୁପା ଶସ୍ତା ଦାମରେ କିଣିବାକୁ ଚାହୁଁଛନ୍ତି ତେବେ ବଡ ଖବର ଆସିଛି। ସୁନା ଓ ରୁପା ଦର ହ୍ରାସ ପାଇଛି। ପାର୍ବଣକୁ ନେଇ ଗତ ଦୁଇ ମାସ ମଧ୍ୟରେ ସୁନା ଦରରେ ୨୪୦୦ଟଙ୍କା ହ୍ରାସ…
ପ୍ରଧାନମନ୍ତ୍ରୀ-ଶାହା ବିଧାନସଭା ନିର୍ବାଚନ ଲଢ଼ିଲେ ବି ଗଡ଼ ବଞ୍ଚାଇବା ହେବ କଷ୍ଟକର: କଂଗ୍ରେସ…
ଭୋପାଳ,୨୮।୯ : କଂଗ୍ରେସର ଜନ ଆକ୍ରୋଶ ଯାତ୍ରା ମଧ୍ୟପ୍ରଦେଶର ଟିକମଗଡରେ ପହଞ୍ଚିଛି। ସହରର ଅନେକ ସ୍ଥାନରେ କଂଗ୍ରେସ କର୍ମୀମାନେ ଯାତ୍ରାର ଦାୟିତ୍ୱରେ ଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅରୁଣ ଯାଦବଙ୍କୁ ସ୍ବାଗତ କରିଛନ୍ତି। ସହର ଭ୍ରମଣ ପରେ ଗାନ୍ଧୀ ଛକରେ ଏକ…
ୟୁକ୍ରେନଙ୍କୁ ସାହାଯ୍ୟ ଦେବା ସପକ୍ଷରେ ନୁହେଁ ରାମସ୍ବାମୀ
ଓ୍ବାଶିଂଟନ,୨୮।୯: ଆମେରିକାର ରାଷ୍ଟ୍ରପତି ପ୍ରାର୍ଥୀ ବିବେକ ରାମସ୍ବାମୀ ଏବେ ଆଲୋଚକଙ୍କ ଟାର୍ଗେଟକୁ ଆସିଯାଇଛନ୍ତି। ଯେତେବେଳେ ସେ ରିପବ୍ଲିକାନ ପାର୍ଟି ବିତର୍କ ସମୟରେ କହିଥିଲେ ଯେ ସେ ୟୁକ୍ରେନକୁ ଆର୍ଥିକ ସହାୟତା ଦେବା ବିରୁଦ୍ଧରେ ଅଛନ୍ତି ଏବଂ ରୁଷିଆ ବିରୋଧରେ ଯୁଦ୍ଧରେ ସେ…
ପୁଣି ବଢିବ ଅଡୁଆ: ଲାଲୁଙ୍କ ବିରୋଧରେ ଦେଓଘର ଟ୍ରେଜେରୀ ମାମଲାରେ ସିବିଆଇର ନୂଆ ତଥ୍ୟ
ରାଞ୍ଚି,୨୮।୯: ରାଷ୍ଟ୍ରୀୟ ଜନତା ଦଳର ସଭାପତି ଲାଲୁ ପ୍ରସାଦ ଯାଦବଙ୍କ ଅଡୁଆ ପୁଣି ବଢିବାରେ ଲାଗିଛି। ଦେବଘର ଟ୍ରେଜେରୀ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଲାଲୁ ପ୍ରସାଦଙ୍କ ଦଣ୍ଡ ବୃଦ୍ଧି ଦାବିରେ ଝାଡଖଣ୍ଡ ହାଇକୋର୍ଟରେ ଶୁଣାଣି ଚାଲିଛି। ସିବିଆଇ ଦ୍ୱାରା ଦାଖଲ…
ଆମେରକା ସାଂସଦ ଇଲହାନଙ୍କ ଭାରତ ବିରୋଧୀ ମନ୍ତବ୍ୟ ଉପରେ କଡା ଜବାବ ଦେଲେ ପ୍ରିୟଙ୍କା ଚର୍ତୁବେଦୀ
ନୂଆଦିଲୀ,୨୮।୯: ଆମେରିକାର କଂଗ୍ରେସ ସାଂସଦ ଇଲହାନ ଓମାର ବିଭିନ୍ନ ପ୍ରସଙ୍ଗରେ ଭାରତ ବିରୋଧୀ ଆଭିମୁଖ୍ୟ ପାଇଁ ଜଣାଶୁଣା। ବର୍ତ୍ତମାନ ସେ ଭାରତ-କାନାଡା ବିବାଦ ଉପରେ ମନ୍ତବ୍ୟ ରଖିଛନ୍ତି। ଶିଖ ବିଚ୍ଛିନ୍ନତାବାଦୀ ନେତା ହାର୍ଦ୍ଦିକ ସିଂ ନିଜ୍ଜାରଙ୍କ ହତ୍ୟା ମାମଲାରେ ତଦନ୍ତ ପାଇଁ…
ରୁଷିଆର ୩୪ ଡ୍ରୋନ୍ ନଷ୍ଟ କଲା ୟୁକ୍ରେନ
କିଭ୍,୨୮ା୯: ୟୁକ୍ରେନର ବାୟୁସେନା ରୁଷିଆର ୪୪ ଡ୍ରୋନ୍ ମଧ୍ୟରୁ ୩୪ ଡ୍ରୋନ୍ ନଷ୍ଟ କରିଦେଇଥିବା ଗୁରୁବାର କହିଛି। ତେବେ ଆଞ୍ଚଳିକ ଅଧିକାରୀ କହିଛନ୍ତି, ଏହି ଆକ୍ରମଣରେ ମେହି ମୃତାହତ ହୋଇନାହାନ୍ତି। ଏହି ଆକ୍ରମଣକୁ ରୋକିବା ପାଇଁ ଯୁଦ୍ଧ ବିମାନ, ଆଣ୍ଟି-ଏୟାରକ୍ରାଫ୍ଟ ମିସାଇଲ…
ମିଳିଲା ଅଷ୍ଟମ ମହାଦେଶ, ସୂଚନା ଦେଲେ ବୈଜ୍ଞାନିକ
ଓ୍ବାଶିଂଟନ,୨୮ା୯: ଆମେ ପୂର୍ବରୁ ଜାଣିଛେ ବିଶ୍ୱରେ ୭ଟି ମହାଦେଶ ରହିଛି। ଯଥା ଏସିଆ, ୟୁରୋପ, ଆଫ୍ରିକା, ଅଷ୍ଟ୍ରେଲିଆ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା ଏବଂ ଆଣ୍ଟାର୍କଟିକା। ମାତ୍ର ଭୂବିଜ୍ଞାନୀଙ୍କର ଏକ ଛୋଟ ଦଳ ବିଶ୍ୱର ଅଷ୍ଟମ ମହାଦେଶ ଆବିଷ୍କାର କରିଛନ୍ତି, ଯାହାର…
ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ୪ ଆଶାୟୀ…
ଭୋପାଳ,୨୮।୯ : ମଧ୍ୟପ୍ରଦେଶରେ ଆଗକୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ତେବେ ରାଜ୍ୟରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହ୍ବାନଙ୍କ ପ୍ରତି ଅସନ୍ତୋଷ ନିଜ ଦଳରେ ବଢ଼ିବାରେ ଲାଗିଛି। ରାଜ୍ୟରେ ସରକାର ଗଢ଼ିବାର କାର୍ଯ୍ୟ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ପ୍ରଦାନ କରାଯାଇଛି। ଶାହା…
ପାଇଲଟଙ୍କୁ ପରାଜିତ କରିବା ପାଇଁ ଭାଜପାର ବଡ ଷଡଯନ୍ତ୍ର
ଜୟପୁର,୨୮।୯: ଲୋକସଭାରେ ବିଏସପି ସାଂସଦ ଡାନିଶ ଅଲିଙ୍କୁ ଭାଜପା ସାଂସଦ ରମେଶ ବିଧୁରୀ ଅଶାଳୀନ ମନ୍ତବ୍ୟ ଦେଇଥିଲେ, ଯାହାକୁ ନେଇ ଜାତୀୟ ରାଜନୀତିରେ ଚର୍ଚ୍ଚା ଲାଗି ରହିଛି। ତେବେ ଏହି ବିବାଦ ଭିତରେ ବିଧୁରୀଙ୍କୁ ଆସନ୍ତା ରାଜସ୍ତାନ ବିଧାନସଭା ନିର୍ବାଚନ ପାଇଁ…
ଗେମିଂ ପରେ ଏବେ କଣ୍ଟେଟ କ୍ରିଏଟରଙ୍କୁ ବଡ଼ ଝଟକା: ଲାଗିବ ୧୮ ପ୍ରତିଶତ ଜିଏସଟି…
ନୂଆଦିଲ୍ଲୀ,୨୮।୯ : ଗୁଗୁଲ ଏବଂ ଫେସବୁକ ପରି ଏଡେକ କମ୍ପାନୀଗୁଡିକ ଉପରେ ଆଗାମୀ ଦିନରେ ଆର୍ଥିକ ବୋଝ ବୃଦ୍ଧି ପାଇପାରେ। କାରଣ ସେଣ୍ଟ୍ରାଲ ବୋର୍ଡ ଅଫ ଡାଇରେକ୍ଟ ଟ୍ୟାକ୍ସ (ସିବିଆଇସି)ର ବିଜ୍ଞପ୍ତି ଅନୁଯାୟୀ ଅନଲାଇନ ରୋଜଗାର କରୁଥିବା ସମସ୍ତ କମ୍ପାନୀରୁ ୧୮…
ଦିଲ୍ଲୀର ଫ୍ଲାଏଓଭର, ଆଇଏସବିଟିରେ ଭାରତ ବିରୋଧି ସ୍ଲୋଗାନ ଲେଖିଲେ ଖଲିସ୍ତାନୀ ଆତଙ୍କବାଦୀ ପନ୍ନୁ, ସୋସିଆଲ ମିଡିଆରେ କଲେ ଭିଡିଓ ଜାରି
ନୂଆଦିଲ୍ଲୀ,୨୮।୯: ଖଲିସ୍ତାନ ଆଙ୍କବାଦୀ ନିଜ୍ଜରକୁ ନେଇ ଭାରତ ଏବଂ କାନାଡା ମଧ୍ୟରେ ସମ୍ପର୍କ ଚରମ ସୀମାରେ ପହଞ୍ଚିଛି। ଖଲିସ୍ତାନୀ ଆତଙ୍କବାଦୀ ତଥା ଶିଖ୍ ଫର ଜଷ୍ଟିସର ମୁଖ୍ୟ ଗୁରୁପତୱନ୍ତ ସିଂ ପନ୍ନୁ କ୍ରମାଗତ ଭାବରେ ଭାରତ ବିରୋଧରେ ବିଭିନ୍ନ ମନ୍ତବ୍ୟ ଦେଉଛନ୍ତି।…
ପୁରୁଷ ଶୁଟିଂରେ ଭାରତକୁ ସ୍ବର୍ଣ୍ଣ ପଦକ…
ହାଙ୍ଗଝୋ,୨୮।୯ : ଏସିଆନ ଗେମ୍ସ ୨୦୨୩ ର ୫ ଦିନରେ ଭାରତ ଏକ ରୌପ୍ୟ ପଦକ ସହିତ ଆରମ୍ଭ କରିଛି। ମଣିପୁରର ରୋଶିବିନା ଦେବୀ ମାର୍ଶଲ ଆର୍ଟରେ ରୌପ୍ୟ ପଦକ ଜିତିଥିଲେ। ତାଙ୍କଠାରୁ ସ୍ବର୍ଣ୍ଣ ପଦକ ଆଶା କରାଯାଉଥିଲା, କିନ୍ତୁ ସେ…
Archives


