ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଅନ୍ତର୍ଜାତୀୟ ଚେସ୍ ମହାସଂଘ ପରିଚାଳନା ବୋର୍ଡ ଉପାଧ୍ୟକ୍ଷ
ଭୁବନେଶ୍ୱର,୨୫ା୧୦: ଓଡ଼ିଶା ଗସ୍ତରେ ଆସିଥିବା ଅନ୍ତର୍ଜାତୀୟ ଚେସ୍ ମହାସଂଘ ପରିଚାଳନା ବୋର୍ଡର ଉପାଧ୍ୟକ୍ଷ ଡାନା ରିଜନିସ୍ ଓଜୋଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ରିଜନିସ-ଓଜୋଲା ଚେସ୍କୁ ଏକ ବୌଦ୍ଧିକ କ୍ରୀଡ଼ା ଭାବରେ ଲୋକପ୍ରିୟ କରିବା ଏବଂ…
ବିଶ୍ୱକପ୍ ଇତିହାସରେ ସବୁଠୁ ବିଜୟ ହାସଲ କଲା ଅଷ୍ଟ୍ରେଲିଆ
ନୂଆଦିଲ୍ଲୀ,୨୫।୧୦: ବିଶ୍ୱକପ ୨୦୨୩ର ୨୪ତମ ମ୍ୟାଚରେ ଅଷ୍ଟ୍ରେଲିଆ ନେଦରଲାଣ୍ଡକୁ ୩୦୯ ରନ୍ରେ ପରାସ୍ତ କରିଛି। ବୁଧବାର ଅଷ୍ଟ୍ରେଲିଆ ଚମତ୍କାର ପ୍ରଦର୍ଶନ କରି ଏକପାଖିଆ ବିଜୟ ହାସଲ କରିଛି। ଦିନିକିଆ ବିଶ୍ୱକପ ଇତିହାସରେ ରନ ଦୃଷ୍ଟିରୁ ଏହା ସବୁଠାରୁ ବଡ ବିଜୟ। ଏହାପୂର୍ବରୁ…
ଆଉ ୫୩ ଓଏଏସ୍ ଅଫିସରଙ୍କ ବଦଳି
ଭୁବନେଶ୍ୱର,୨୫ା୧୦: ରାଜ୍ୟ ସରକାର ଓଏଏସ୍ ଅଫିସରଙ୍କୁ ବଦଳି କରିଛନ୍ତି। ଗତ ୭ ଦିନ ମଧ୍ୟରେ ଜିଲାସ୍ତରରେ କାର୍ଯ୍ୟରତ ମୋଟ୍ ୨୫୦ଜଣ ଓଏଏସ୍ ଅପିସରଙ୍କ ବଦଳି ହୋଇସାରିଛି। ଏବେ ଆଉ ୫୩ ଜଣଙ୍କୁ ବଦଳି କରାଯାଇଥିବା ବିଜ୍ଞପ୍ତିରୁ ପ୍ରକାଶ ପାଇଛି। ରାଜସ୍ବ ଓ…
କାନାଡାରେ ଆସନ୍ତାକାଲିଠାରୁ ଭିଜା ସେବା ଆରମ୍ଭ କରିବ ଭାରତ
ଓଟାଓ୍ବା,୨୫ା୧୦: କାନାଡାବାସୀଙ୍କ ପାଇଁ ଭାରତ ଭିଜା ସେବା ଆରମ୍ଭ କରିବ। ଗୁରୁବାରଠାରୁ ଏହା ଜାରି କରିବ ବୋଲି କାନାଡାର ହାଇ କମିଶନ ବୁଧବାର କହିଛନ୍ତି। ସେପ୍ଟେମ୍ବର ୨୧ରୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ଏହି ସେବା ବନ୍ଦ ହେବାର ଏକ ମାସ ପରେ…
‘ଆହୁରି ଅନେକ କିଛି ହାସଲ କରିବାକୁ ବାକି ଅଛି’
ଲଣ୍ଡନ,୨୫ା୧୦: ଭାରତୀୟ ବଂଶୋଭବ ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବରେ ଏକ ବର୍ଷ ପୂରଣ କରିଛନ୍ତି। ଗତବର୍ଷ ଆଜିର ଦିନରେ ସୁନକ ପ୍ରଧାନମନ୍ତ୍ରୀ ପଦ ପାଇଁ ଉତ୍ଥାନ ପତ୍ତନ ଏବଂ ବିଶ୍ୱସ୍ତରୀୟ ଚ୍ୟାଲେଞ୍ଜ ମଧ୍ୟରେ ୧୦ ଡାଉନିଂ ଷ୍ଟ୍ରିଟ୍ରେ ଦାୟିତ୍ୱ ଗ୍ରହଣ…
ଜାନୁୟାରୀ ୨୨ରେ ଉଦ୍ଘାଟନ ହେବ ଅଯୋଧ୍ୟା ରାମ ମନ୍ଦିର, ପ୍ରଧାନମନ୍ତ୍ରୀ ହେବେ ସାମିଲ
ନୂଆଦିଲ୍ଲୀ,୨୫।୧୦: ଅଯୋଧ୍ୟାରେ ନିର୍ମିତ ଭବ୍ୟ ଶ୍ରୀରାମ ମନ୍ଦିରର ଉଦ୍ଘାଟନ ଜାନୁୟାରୀ ୨୨ରେ ହେବ। ଅପରାହ୍ନ ୧୨.୩୦ ମିନିଟ୍ରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ସ୍ବତନ୍ତ୍ର ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉପସ୍ଥିତ ରହିବେ। ଏନେଇ ବୁଧବାର ରାମଜନ୍ମ ଭୂମି…
ନଭେମ୍ବର ପହିଲାରୁ ଏସବୁ ବଡ଼ ପରିବର୍ତ୍ତନ, ବ୍ୟବସାୟୀଙ୍କ ପାଇଁ ସତର୍କ ସୂଚନା ଜାରି…
ନୂଆଦିଲ୍ଲୀ,୨୫।୧୦ : ପ୍ରତ୍ୟେକ ମାସ କିଛି ପରିବର୍ତ୍ତନ ସହିତ ଆରମ୍ଭ ହୋଇଥାଏ। ଆଗକୁ ନଭେମ୍ବର ମାସ ଆରମ୍ଭ ହେବ। ନଭେମ୍ବର ପହିଲାଠାରୁ ବ୍ୟବସାୟ ସମ୍ବନ୍ଧୀୟ କ୍ଷେତ୍ରରେ କେତେକ ପରିବର୍ତ୍ତନ ଦେଖିବାକୁ ମିଳିବ। ଯାହା ସାଧାରଣ ଲୋକଙ୍କ ଉପରେ ସିଧାସଳଖ ପ୍ରଭାବ ପକାଇବ।…
ଇସ୍ରାଏଲୀଙ୍କୁ ହୁଏନି ସହଜରେ ରୋଗ, ବଞ୍ଚନ୍ତି ୧୦୦ବର୍ଷ…
ନୂଆଦିଲ୍ଲୀ,୨୫।୧୦ : ହେଲଦି ଡାଇଟ ସହ ହେଲଦି ଏକ୍ସରସାଇଜ ଫିଟ୍ ରହିବାର ମୂଳମନ୍ତ୍ର। ସୁଷମ ଖାଦ୍ୟ ଖାଇବା ସହ ପ୍ରତିଦିନ ବ୍ୟାୟାମ କଲେ କୌଣସି ରୋଗ ପାଖ ମାଡେ ନାହିଁ। ବୈଜ୍ଞାନିକଙ୍କ ଅନୁଯାୟୀ, ପ୍ରତିଦିନ ଯୋଗ ପ୍ରାଣାୟମ କରିବା ଦ୍ୱାରା ମଣିଷର…
ଦୀପାବଳି ପୂର୍ବରୁ ଚାଷୀଙ୍କ ପାଇଁ ଖୁସି ଖବର, ସରକାରଙ୍କ ପକ୍ଷରୁ ବଡ଼ ଘୋଷଣା…
ନୂଆଦିଲ୍ଲୀ,୨୫।୧୦ : କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଦୀପାବଳି ପୂର୍ବରୁ ଦେଶର ଚାଷୀଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ବୁଧବାର କହିଛନ୍ତି କେନ୍ଦ୍ର ସରକାର ସାର ଉପରେ ଗୋଟିଏ ଟଙ୍କା ମଧ୍ୟ ବୃଦ୍ଧି କରିବେ ନାହିଁ।…
୮ନୂଆ ଭାଇରସ ଆବିଷ୍କାର କଲା ଚାଇନା, କରୋନା ପରି ବ୍ୟାପିପାରେ ସଂକ୍ରମଣ
ବେଜିଂ,୨୫।୧୦: ୩ବର୍ଷ ପୂର୍ବରୁ କରୋନା ମହାମାରୀ ନିଜର କରାଳ ରୂପ ଦେଖାଇ ସାରିଛି। କରୋନାର ମୃତ୍ୟୁ ତାଣ୍ଡବରେ କୋଟି କୋଟ ଅଦିନରେ ଝଡି ପଡିଛନ୍ତି। ତେବେ କରୋନାର ସୃଷ୍ଟିକର୍ତ୍ତା ଚାଇନାକୁ ଯେତେଥର ଦାୟୀ କରାଗଲେ ମଧ୍ୟ ସେ ଏହି ସତ୍ୟକୁ ସବୁବେଳେ…
ବିଜୁଳି କାଟ୍-ଚିକିତ୍ସା ଠପ୍: ୪୮ଘଣ୍ଟାରେ ମୃତ ସହରରେ ପରିଣତ ହେବ ଗାଜା
ଗାଜା,୨୫।୧୦: ଇସ୍ରାଏଲ-ହମାସ ଯୁଦ୍ଧକୁ ୧୮ଦିନ ବିତିଯାଇଥିବାବେଳେ ଏହା ଥମିବାର କୌଣସି ସମ୍ଭାବନା ଦେଖାଯାଉ ନାହିଁ। ଏତେଦିନ ମଧ୍ୟରେ ଗାଜାକୁ ଖାଦ୍ୟ, ଜଳ ଓ ବିଦ୍ୟୁତ ସେବାକୁ ବନ୍ଦ କରାଯାଇଛି। ଜରୁରୀକାଳୀନ ସେବା ପହଞ୍ଚୁଥିଲେ ମଧ୍ୟ ତାହା ସମୁଦ୍ରକୁ ଶଙ୍ଖେ ବୋଲି କୁହାଯାଉଛି।…
ରାହୁଲ ନେଲେ ସତ୍ୟପାଲଙ୍କ ଇଣ୍ଟରଭ୍ୟୁ, ଦେଖନ୍ତୁ ଶେୟାର ହୋଇଥିବା ଭିଡିଓ…
ନୂଆଦିଲ୍ଲୀ,୨୫।୧୦ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଜମ୍ମୁ-କଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ସହ ହୋଇଥିବା ସାକ୍ଷାତକାରର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ରିପୋର୍ଟ ଅନୁଯାୟୀ, ରାହୁଲ ଗାନ୍ଧୀ ପୁଲୱାମା ଆକ୍ରମଣ, ଜମ୍ମୁ-କଶ୍ମୀରର ସ୍ଥିତି ଏବଂ ଆଦାନୀ ସମ୍ପର୍କରେ…
Archives


