ଲାଇଭ୍ ଶୋ’ରେ ବିଧା, ଗୋଇଠା ମରାମରି, ଭିଡିଓ ଦେଖିଲେ…
ଇସଲାମାବାଦ,୨୯ା୯: ପାକିସ୍ତାନ ମୁସ୍ଲିମ ଲିଗ୍-ନଓ୍ବାଜ (ପିଏମ୍ଏଲ୍ଏନ୍)ର ଜଣେ ନେତା ତଥା ପାକିସ୍ତାନ ତେହେରିକ-ଇ-ଇନ୍ସାଫ (ପିଟିଆଇ) ସହ ଜଡ଼ିତ ଜଣେ ବିଶିଷ୍ଟ ବ୍ୟକ୍ତି ଲାଇଭ୍ ଶୋ’ରେ ଧକ୍କା ଦେବା ପରେ ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲର ଏକ ଟିଭି ଷ୍ଟୁଡିଓ ଯୁଦ୍ଧକ୍ଷେତ୍ରରେ ପରିଣତ ହୋଇଥିଲା।…
୪୨% ପିଲା ଦିନକୁ ୪ ଘଣ୍ଟା ମୋବାଇଲରେ ବ୍ୟସ୍ତ
ନୂଆଦିଲ୍ଲୀ,୨୯ା୯ (ପି.ଟି.):୧୨ ବର୍ଷରୁ କମ୍ ଅନୂ୍ୟନ ୪୨ ପ୍ରତିଶତ ପିଲା ଦୈନିକ ୨ରୁ ୪ ଘଣ୍ଟା ସେମାନଙ୍କ ସ୍ମାର୍ଟ୍ଫୋନ୍ କିମ୍ବା ଟାବ୍ଲେଟ୍ରେ ବ୍ୟସ୍ତ ରହୁଥିବା ଏକ ସର୍ଭେରୁ ଜଣାପଡ଼ିଛି। ଅଧିକ ବୟସର ପିଲାମାନେ ଦିନକୁ ୪୭ ପ୍ରତିଶତ ସମୟ ସ୍ମାର୍ଟ୍ଫୋନ୍, ଟାବ୍ଲେଟ୍ରେ…
୧୫ ଜିଲାକୁ ଭୂମିକମ୍ପ ବିପଦ
ଭୁବନେଶ୍ୱର,୨୯ା୯(ଅନିଲ ଦାସ):ରାଜ୍ୟର ୧୫ ଜିଲାକୁ ଭୂମିକମ୍ପ ବିପଦ ରହିଛି। ସେହି ଜିଲାଗୁଡ଼ିକ ହେଲା ପୁରୀ, ଖୋର୍ଦ୍ଧା, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, ଯାଜପୁର, ଢେଙ୍କାନାଳ, ଅନୁଗୋଳ, ଦେବଗଡ଼, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ସୁନ୍ଦରଗଡ଼, ବାଲେଶ୍ୱର ଓ ମୟୂରଭଞ୍ଜ। କେନ୍ଦ୍ର ସରକାରଙ୍କ ଗୃହ ଓ…
ବିଶ୍ୱକପ୍ ପାଇଁ ଭାରତୀୟ ଦଳରେ ପରିବର୍ତ୍ତନ, ଅକ୍ଷରଙ୍କ ସ୍ଥାନରେ ସାମିଲ ହେଲେ ଅଶ୍ୱିନ
ନୂଆଦିଲ୍ଲୀ,୨୮।୯: ଭାରତୀୟ ଦଳ ପରିଚାଳନା ଏବଂ ବିସିସିଆଇ ବିଶ୍ୱକପ୍ ପାଇଁ ନିଜ ଦଳରେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛନ୍ତି। ଆହତ ଅକ୍ଷର ପଟେଲଙ୍କ ସ୍ଥାନରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ୧୫ ଜଣିଆ ଦଳରେ ସାମିଲ କରାଯାଇଛି। ଏସିଆ କପ୍ ସମୟରେ ଅକ୍ଷର ଆହତ ହୋଇଥିଲେ।…
୨ ଭାଜପା ବିଧାୟକ ବିଧାନସଭାରୁ ସସ୍ପେଣ୍ଡ
ଭୁବନେଶ୍ୱର,୨୮।୯(ସୁନିତ୍ ମିଶ୍ର): ବିଧାନସଭା ଅଧିବେଶନରେ ବାଚସ୍ପତିଙ୍କ ପୋଡିୟମ ଉପରକୁ ଡାଲି ଫିଙ୍ଗିବାରୁ ୨ ଭାଜପା ବିଧାୟକ ମୋହନ ମାଝୀ ଏବଂ ମୁକେଶ ମହାଲିଙ୍ଗଙ୍କୁ ଗୁରୁବାର ଗୃହରୁ ସସ୍ପେଣ୍ଡ କରିଛନ୍ତି ବାଚସ୍ପତି ପ୍ରମିଳା ମଲ୍ଲିକ। ବିଧାନସଭା ଅଧିବେଶନରେ ଗୃହର ମଧ୍ୟଭାଗକୁ ଚାଲିଆସି ଭାଜପା…
ଯଦି ଏଥର ଯାଞ୍ଚରେ କିଛି ନ ମିଳିଲା, ତେବେ କ’ଣ ପ୍ରଧାନମନ୍ତ୍ରୀ ଇସ୍ତଫା ଦେବେ: କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୨୮।୯: ବାସଭବନ ନବୀକରଣ ମାମଲାରେ ସିବିଆଇ ତଦନ୍ତକୁ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ୍ କରିଛନ୍ତି। କେଜ୍ରିଓ୍ବାଲ କହିଛନ୍ତି, ଯଦି ଏଥର କିଛି ତଦନ୍ତରେ ନ ମିଳେ ତେବେ କ’ଣ ପ୍ରଧାନମନ୍ତ୍ରୀ ଇସ୍ତଫା ଦେବେ। ଏହା…
ରମେଶ ବିଧୁରୀ-ଦାନିସ ଅଲି ବିବାଦକୁ ନେଇ ଆକ୍ସନ ମୁଡରେ ଓମ ବିର୍ଲା
ନୂଆଦିଲ୍ଲୀ,୨୮।୯: ନୂଆ ସଂସଦରେ ଅଶ୍ଳୀଳ ଭାଷାର ବ୍ୟବହାରକୁ ନେଇ ଲୋକ ସଭା ବାଚସ୍ପତି ଓମ ବିର୍ଲା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଭାଜପା ଏମପି ରମେଶ ବିଧୁରୀ ଏବଂ ବିଏସପି ଏମପି ଦାନିସ ଅଲିଙ୍କ ମଧ୍ୟରେ ବାକ୍ ଯୁଦ୍ଧ ମାମଲା ବର୍ତ୍ତମାନ ବିଶେଷାଧିକାର…
ରାଜସ୍ଥାନ-ତେଲଙ୍ଗାନା ଗସ୍ତ କରିବେ ନିର୍ବାଚନ କମିଶନ
ନୂଆଦିଲ୍ଲୀ,୨୮।୯: ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନ ରାଜ୍ୟ ଗସ୍ତରେ ଯାଇ ପ୍ରସ୍ତୁତିର ଆକଳନ କରୁଛନ୍ତି। ନିର୍ବାଚନ ହେବାକୁ ଥିବା ରାଜ୍ୟରେ ପ୍ରସ୍ତୁତିର ଆକଳନ ପାଇଁ ଶୁକ୍ରବାରଠାରୁ ରାଜସ୍ଥାନକୁ ତିନି ଦିନିଆ ଗସ୍ତରେ ଯିବେ। ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରବୀଣ…
ଅଗଷ୍ଟରେ କ୍ରେଡିଟ କାର୍ଡରେ କାରବାର ହୋଇଛି ୧.୫ଲକ୍ଷ କୋଟି ଟଙ୍କା
ନୂଆଦିଲ୍ଲୀ,୨୮।୯: ଭାରତରେ କ୍ରେଡିଟ କାର୍ଡର ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ସପିଂ ଠାରୁ ଆରମ୍ଭ କରି ଘର ଭଡା ଦେବା କାମ ମଧ୍ୟ କ୍ରେଡିଟ କାର୍ଡ ଦ୍ୱାରା ହୋଇପାରୁଛି। କ୍ରେଡିଟ କାର୍ଡ ମାଧ୍ୟମରେ ଲୋକମାନେ ଇଏମଆଇ ବି ଦେଉଛନ୍ତି।…
ଭାରତୀୟ ଦୂତାବାସ ଜାରି କଲା ୧୦ ଲକ୍ଷରୁ ଅଧିକ ଭିଜା, ୨୦୧୯ ତୁଳନାରେ ୨୦ ପ୍ରତିଶତରୁ ଅଧିକ ଆବେଦନ
ନୂଆଦିଲ୍ଲୀ,୨୮।୯: ଭାରତରେ ଆମେରିକାର ମିଶନ ୨୦୨୩ ରେ ୧ମିଲିୟନ ଅଣ-ପ୍ରବାସୀ ଭିଜା ଆବେଦନ ପ୍ରକ୍ରିୟାକରଣ ଲକ୍ଷ୍ୟକୁ ଅତିକ୍ରମ କରିଛି। ଆମେରିକାର ଦୂତାବାସ ଗୁରୁବାର ଘୋଷଣା କରିଛି ଯେ ଏହି ମିଶନ ୨୦୨୨ରେ ପ୍ରକ୍ରିୟାକୃତ ମୋଟ ମାମଲାକୁ ଅତିକ୍ରମ କରିସାରିଛି ଏବଂ ୨୦୧୯ରେ…
ଖୋଲାରେ ବିକ୍ରି ହେବନି ମିଠା: ଏଫଏସଏସଏଆଇ
ନୂଆଦିଲୀ,୨୮।୯: ପାର୍ବଣ ଋତୁ ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ, ଅତିଥି ଓ ବନ୍ଧୁବର୍ଗଙ୍କୁ ଚର୍ଚ୍ଚା ପାଇଁ ଲୋକେ ଘରେ ବିଭିନ୍ନ ପ୍ରକାର ଖାଦ୍ୟପଦାର୍ଥ, ମିଠା ପ୍ରସ୍ତୁତ କରିବେ। ଆଉ କିଛି ବାହାର ମିଠା ପ୍ରସ୍ତୁତ ହେଉଥିବା ଦୋକାନରୁ ମିଠା କିଣିବେ। ତେବେ…
ଆମେ ଗଠନ କରିବୁ ନୂଆ ମେଣ୍ଟ: ଏଆଇଏଡିଏମକେ…
ଚେନ୍ନାଇ,୨୮।୯ : ଆସନ୍ତା ଲୋକସଭା ନିର୍ବାଚନ ପାଇଁ ଆମେ ଏକ ନୂଆ ମିଳିତ ମେଣ୍ଟ ଗଠନ କରିବୁ ବୋଲି ପାଲାନିସାମିଙ୍କ ଦଳ ଏଆଇଏଡିଏମକେ କହିଛି। ଏଥିସହ ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏବଂ ତାଙ୍କ ପୁଅ ଉଦୟାନିଧି ଷ୍ଟାଲିନଙ୍କ ଅନୁଯାୟୀ ଭାରତୀୟ…
Archives


