Home Middle

ଖୋଲା ଜିପ୍‌-ଭିଡଙ୍କ ମଧ୍ୟରେ ପ୍ରବେଶ: ମୋଦିଙ୍କ ନିର୍ବାଚନ ପ୍ରଚାରର ନୂଆ ଶୈଳୀ…

ନୂଆଦିଲ୍ଲୀ,୧।୧୦ : ଚଳିତ ବର୍ଷ ନଭେମ୍ବର-ଡିସେମ୍ବରରେ ପାଞ୍ଚଟି ରାଜ୍ୟ ମଧ୍ୟପ୍ରଦେଶ, ଛତିଶଗଡ, ତେଲେଙ୍ଗାନା, ରାଜସ୍ଥାନ ଏବଂ ମିଜୋରାମରେ ନିର୍ବାଚନ ଅନୁଷ୍ଠିତ ହେବ। ସମସ୍ତ ରାଜନୈତିକ ଦଳ ଏ ସମ୍ପର୍କରେ ପ୍ରଚାର ଆରମ୍ଭ କରିଛନ୍ତି। ଭୋଟରଙ୍କ ନିକଟରେ ପହଞ୍ଚିବା ପାଇଁ ସମସ୍ତ ପ୍ରୟାସ…

ଭିକ ମାଗିବାକୁ ବିଦେଶ ଯାତ୍ରା: ୧୬ ପାକିସ୍ତାନୀ ଭିକାରୀଙ୍କୁ ସାଉଦି ବିମାନରୁ କରାଗଲା ବାହାର, ମକ୍କାରେ କରୁଥିଲେ ପକେଟମାର…

ଇସଲାମାବାଦ,୧।୧୦ : ୧୯୪୭ ମସିହାରେ ଭାରତ ଠାରୁ ଅଲଗା ହୋଇ ପାକିସ୍ତାନ ଦାରିଦ୍ର୍ୟ ତଥା ଦୁଃଖ ସହ ସଂଘର୍ଷ କରୁଛି। ଗୋଟିଏ ପଟେ ପାକିସ୍ତାନ ଦ୍ୱାରା ପାଳିତ ଆତଙ୍କବାଦୀମାନେ ଦେଶ ପାଇ ସଙ୍କଟ ସୃଷ୍ଟି କରୁଥିବାବେଳେ ଅନ୍ୟ ପଟେ ପାକିସ୍ତାନ ଅନ୍ତର୍ଜାତୀୟ…

ଅଷ୍ଟ୍ରେଲିଆରେ ବ୍ୟାପିଛି ଜଙ୍ଗଲ ନିଆଁ

ସିଡନୀ,୧।୧୦: ଅଷ୍ଟ୍ରେଲିଆର ଦକ୍ଷିଣ-ପୂର୍ବ ରବିବାର ଲୁ ଦ୍ୱାରା ପ୍ରଭାବିତ ହୋଇଛି। ଏହି ଲୁ ଯୋଗୁଁ ଜଙ୍ଗଲରେ ନିଆଁ ଲାଗିବାର ଆଶଙ୍କା ବଢିଛି। ଜଙ୍ଗଲୀ ଅଗ୍ନିକାଣ୍ଡର ସମ୍ଭାବନାକୁ ସୀମିତ ରଖିବା ପାଇଁ ଅଧିକାରୀମାନେ ନ୍ୟୁ ସାଉଥ ୱେଲ୍ସ ରାଜ୍ୟର ବଡ଼ ଭାଗରେ ଅଗ୍ନି…

ଅଦିତି ଅଶୋକ ଏସୀୟ ଗେମ୍ସରେ ଇତିହାସ ସୃଷ୍ଟି କଲେ ଇତିହାସ: ପାଲଟିଲେ ଗଲ୍ଫରେ ପଦକ ଜିତିଥିବା ପ୍ରଥମ ଭାରତୀୟ ମହିଳା…

ହାଙ୍ଗଝୋ,୧।୧୦ : ଭାରତର ତାରକା ମହିଳା ଗଲ୍ଫର୍‌ ଅଦିତି ଅଶୋକ ଏସୀୟ ଗେମ୍ସରେ ଇତିହାସ ସୃଷ୍ଟି କରିଛନ୍ତି। ରବିବାର ସେ ଭାରତ ପାଇଁ ରୌପ୍ୟ ପଦକ ହାସଲ କରିଛନ୍ତି। ଅଦିତି ହେଉଛନ୍ତି ପ୍ରଥମ ଭାରତୀୟ ମହିଳା ଖେଳାଳି ଯିଏକି ଏସୀୟ ଖେଳ…

ସଂସଦରେ ଶଟଡାଉନ ଉପରେ ଭୋଟିଂ ପୂର୍ବରୁ ସାଂସଦ ଦବାଇଲେ ଫାୟାର ଆଲାର୍ମ, ସୃଷ୍ଟି ହେଲା ଭୟର ବାତାବରଣ

ଓ୍ବାଶିଂଟନ,୧।୧୦: ଆମେରିକାର ପ୍ରତିନିଧି ସଭାର ସଦସ୍ୟ ତଥା ଡେମୋକ୍ରାଟିକ ସାଂସଦ ଜମାଲ ବୋମନ ଶନିବାର ସରକାରୀ ଅର୍ଥ ବିଲ ଉପରେ ଭୋଟ ଦେବାର କିଛି ସମୟ ପୂର୍ବରୁ କାନନ ହାଉସ ଅଫିସ ବିଲ୍ଡିଂରେ ଫାୟାର ଆଲାର୍ମ ବଜାଇଥିଲେ, ଏହାପରେ ବୋମନଙ୍କ ଏହି…

ଭାରତ-ବାଂଲାଦେଶ ମଧ୍ୟରେ ଜେଡବ୍ଲ୍ୟୁଜିର ୧୫ତମ ବୈଠକ

ନୂଆଦିଲ୍ଲୀ/ଢାକା,୧ା୧୦: ଭାରତ ଏବଂ ବାଂଲାଦେଶ ମଧ୍ୟରେ ୧୫ତମ ଜେଡବ୍ଲ୍ୟୁଜି ବୈଠକ ବନ୍ଦର ପ୍ରତିବନ୍ଧକକୁ ହଟାଇବା, ବିସ୍ତୃତ ଅର୍ଥନୈତିକ ଭାଗିଦାରୀ ଚୁକ୍ତିନାମା (ସିଇପିଏ)ର ଶୁଭାରମ୍ଭ, ମାନାଙ୍କ ପାରସ୍ପରିକ ସ୍ବୀକୃତି, ବାଂଲାଦେଶକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ, ସଡ଼କ ଏବଂ ରେଳ ଭିତ୍ତିଭୂମି ବିକାଶ ତଥା…

ସ୍ବଚ୍ଛତା ଅଭିଯାନରେ ସାମିଲ ହେଲେ ଭାଜପା ନେତା…

ନୂଆଦିଲ୍ଲୀ,୧।୧୦ : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୪ତମ ଜନ୍ମ ବାର୍ଷିକୀ ପୂର୍ବରୁ ସାରା ଦେଶରେ ସ୍ବଚ୍ଛତା ଅଭିଯାନ ଜାରି ରହିଛି। ସ୍ବଚ୍ଛତା ଅଭିଯାନରେ ଭାଗ ନେବାକୁ ମନ୍ତ୍ରୀ, ନେତା ଏବଂ ସାଧାରଣ ଲୋକ ସକାଳୁ ଉତ୍ସାହର ସହିତ ଆଗକୁ ଆସୁଛନ୍ତି।…

ତୁର୍କୀରେ ବିସ୍ଫୋରଣ: ୨ ପୋଲିସ କର୍ମଚାରୀ ଆହତ

ଆଙ୍କାରା,୧ା୧୦: ତୁର୍କୀର ରାଜଧାନୀ ଆଙ୍କାରାଠାରେ ରବିବାର ଖୁବ୍‌ ଜୋରରେ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି। କିଛି ରିପୋର୍ଟରେ କୁହାଯାଇଛି, ଏହି ବିସ୍ଫୋରଣ ପରେ ଗୁଳି ବିନିମୟ ହୋଇଥିଲା। ତୁର୍କୀ ପ୍ରତିରକ୍ଷା ଅଧିକାରୀ କହିଛନ୍ତି, ଆଙ୍କାରାର ରାଜଧାନୀରେ ଥିବା ଏକ ବିଲ୍ଡିଂରେ ଗ୍ରେନେଡ୍‌…

ରାହୁଲ କେବଳ ମିଛ କହିଲେ: ଶିବରାଜ…

ଭୋପାଳ,୧।୧୦ : ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଏକ ନିର୍ବାଚନରାଲିରେ କଂଗ୍ରେସ ଏମପି ରାହୁଲ ଗାନ୍ଧୀଙ୍କୁ ତାଙ୍କମିଥ୍ୟା ବିବୃତ୍ତି ନେଇ କଡ଼ା ସମାଲୋଚନା କରିଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରି ମୁଖ୍ୟମନ୍ତ୍ରୀ ଶିବରାଜ ନିଜର ଅସନ୍ତୋଷ ବ୍ୟକ୍ତ କରି…

ପଶ୍ଚିମବଙ୍ଗରେ ଏଏପି-ଟିଏମସିର ବିରୋଧ ଯାତ୍ରା, ମନରେଗା ପ୍ରସଙ୍ଗ ନେଇ ଦାବି…

କୋଲକାତା,୧।୧୦ : ପଶ୍ଚିମବଙ୍ଗର ଆମ ଆଦମୀ ପାର୍ଟି (ଏଏପି) ଏକ ପ୍ରମୁଖ ସମସ୍ୟାର ସମାଧାନ ପାଇଁ ପ୍ରସ୍ତୁତ ହେଉଛି। ମନରେଗା (ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆକ୍ଟ) ପାଣ୍ଠି ରାଜ୍ୟକୁ ଛାଡିବାରେ ବିଳମ୍ବ ହୋଇଛି। ଏହାର ଜବାବା ପାଇଁ…

ମୋଦିଙ୍କ ନିର୍ବାଚନ ପ୍ରଚାରର ନୂଆ ଷ୍ଟାଇଲ

ନୂଆଦିଲ୍ଲୀ,୧।୧୦: ଚଳିତ ବର୍ଷ ନଭେମ୍ବର-ଡିସେମ୍ବରରେ ପାଞ୍ଚଟି ରାଜ୍ୟ (ମଧ୍ୟପ୍ରଦେଶ, ଛତିଶଗଡ, ତେଲଙ୍ଗାନା, ରାଜସ୍ଥାନ ଏବଂ ମିଜୋରାମ) ରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ସମସ୍ତ ରାଜନୈତିକ ଦଳ ଏ ସମ୍ପର୍କରେ ପ୍ରଚାର ଆରମ୍ଭ କରିଛନ୍ତି। ଭୋଟରଙ୍କ ନିକଟରେ ପହଞ୍ଚିବା ପାଇଁ ସମସ୍ତ…

ଇଣ୍ଡିଆ ମେଣ୍ଟ ସଙ୍କଟରେ: ସୁପ୍ରିମ୍‌କୋର୍ଟରେ ମୁହାଁମୁହିଁ ୨ ସହଯୋଗୀ…

ନୂଆଦିଲ୍ଲୀ,୧।୧୦ : ଆଗକୁ ୨୦୨୪ ଳୋକସଭା ନିର୍ବାଚନ। ଏଭଳି ସ୍ଥିତିରେ ଇଣ୍ଡିଆ ମେଣ୍ଟରେ ସବୁକିଛି ଠିକ ଚାଲି ନାହିଁ। ମେଣ୍ଟର ୨ ସହଯୋଗୀ ସୁପ୍ରିମକୋର୍ଟରେ ମୁହାଁମୁହିଁ ହୋଇଛନ୍ତି। ଫଳରେ ମେଣ୍ଟ ସଙ୍କଟରେ ରହିଛି। କର୍ନାଟକର ମୁଖ୍ୟମନ୍ତ୍ରୀ ସିଦ୍ଦରାମାୟା ଘୋଷଣା କରିଛନ୍ତି ପଡୋଶୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri