Home Middle

କାନାଡା ନାଗରିକଙ୍କ ପାଇଁ ପୁଣି ଭିସା ସେବା ଆରମ୍ଭ କଲା ଭାରତ

ନୂଆଦିଲ୍ଲୀ,୨୨।୧୧: କାନାଡା-ଭାରତ ବିବାଦ ଗତ କିଛି ମାସ ମଧ୍ୟରେ ଗମ୍ଭୀର ଦିଗକୁ ଗତି କରୁଥିବାବେଳେ ବର୍ତ୍ତମାନ କିଛିଟା ସୁଧାର ଆସିଛି। ପ୍ରାୟ ଦୁଇମାସ ପରେ କାନାଡା ନାଗରିକଙ୍କ ପାଇଁ ପୁଣି ଥରେ ଇଲେକ୍ଟ୍ରୋନିକ ଭିସା ସେବା ଆରମ୍ଭ କରିଛି ଭାରତ। ତେବେ…

ଓପନ ଏଆଇକୁ ଫେରିଲେ ସାମ୍‌ ଅଲଟମ୍ୟାନ, କମ୍ପାନୀ ପକ୍ଷରୁ ସୂଚନା

ଓ୍ବାଶିଂଟନ୍‌,୨୨।୧୧: ବହିଷ୍କାର ହେବାର ସପ୍ତାହେ ନ ପୁରୁଣୁ ପୁଣି ଥରେ କମ୍ପାନୀକୁ ଫେରିଛନ୍ତି ଓପନଏଆଇର ସିଇଓ ସାମ୍‌ ଅଲଟମ୍ୟାନ। ଏନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ସାମ୍‌ ସିଇଓ ଓ ଗ୍ରେଗ୍‌ ବ୍ରାକମ୍ୟାନ ପ୍ରେସିଡେର୍ଟ ଭାବେ ପୁରି ଥରେ କମ୍ପାନୀକୁ ଫେରୁଛନ୍ତି।…

ଆମେରିକାରେ ବେଆଇନ ଭାବେ ରହୁଛନ୍ତି ୭.୨୫ ଲକ୍ଷ ଭାରତୀୟ, ପାଖରେ ନାହିଁ ଭିସା…

ଓ୍ବାଶିଂଟନ,୨୨।୧୧ : ପ୍ୟୁ ରିସର୍ଚ୍ଚ ସେଣ୍ଟର ଅନୁଯାୟୀ ପ୍ରାୟ ୭.୨୫ ଲକ୍ଷ ଭାରତୀୟ, ମେକ୍ସିକୋ ଏବଂ ଏଲ ସାଲଭାଡୋର ପରେ ଆମେରିକାର ବେଆଇନ ପ୍ରବାସୀଙ୍କ ମଧ୍ୟରେ ତୃତୀୟ ବୃହତ୍ତମ ଜନସଂଖ୍ୟା ପାଲଟିଛନ୍ତି। ୨୦୨୧ ସୁଦ୍ଧା ଦେଶର ୧୦.୫ ନିୟୁତ ଅନଧିକୃତ ପ୍ରବାସୀ…

କେଶ ରଙ୍ଗ, ୩ ଫଟୋ ଆଉ ୩ ପ୍ରଶ୍ନରୁ ୪୦ ବର୍ଷ ପରେ ସୁପ୍ରିମକୋର୍ଟ ନକଲି ପୋଷ୍ୟପୁତ୍ରଙ୍କୁ ଧରିଲେ…

ନୂଆଦିଲ୍ଲୀ,୨୨।୧୧ : ଆନ୍ଧ୍ରପ୍ରଦେଶର ଜଣେ ବ୍ୟକ୍ତି ୪୦ ବର୍ଷର କେସ ପରେ ଶେଷରେ ତାଙ୍କ ଜେଜେମା’ଙ୍କ ସମ୍ପତ୍ତି ଅଧିକାର ପାଇଛନ୍ତି। ଏହି ମାମଲା ଟ୍ରାଏଲ କୋର୍ଟରୁ ହାଇକୋର୍ଟ ଏବଂ ପରେ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଚାଲିଥିଲା। ପରିଶେଷରେ ସେ ନିଜ ଜେଜେମା’ଙ୍କ ନକଲି…

ଗୁଗଲ ଆଣୁଛି ନୂଆ ଫିଚର୍‌ ‘କ୍ୟୁବ’, ଚିହ୍ନଟ ହେବ ସ୍କାମ ଆପ

ନୂଆଦିଲ୍ଲୀ,୨୨।୧୧:ଗୁଗଲ ଲଞ୍ଚ କରିବାକୁ ଯାଉଛି ଏକ ନୂଆ ଫିଚର୍ସ। ଯାହାର ନାଁ ରହିଛି କ୍ୟୁବ୍ସ (Cubes)। ଏହି ଫିଚର ଦ୍ୱାରା ସ୍ମାର୍ଟଫୋନ, ଟାବଲେଟ ୟୁଜର ଏହାକୁ ଡାସ୍‌ବୋର୍ଡ ଭଳି ବ୍ୟବହାର କରିପାରିବେ। ଯେଉଁଠାରେ ଉପଭୋକ୍ତାମାନେ ସେମାନଙ୍କ ହ୍ୟାଣ୍ଡସେଟରେ କେତେ କ୍ୟାଟେଗୋରି ଏବଂ…

ଶେୟାରଧାରକ ନୁହନ୍ତି ମାଲିକ: ସୋନିଆ-ରାହୁଲଙ୍କ ବିରୋଧରେ ଇଡି ଚଢ଼ାଉ ନେଇ ବିବାଦ ଘନେଇଲା…

ନୂଆଦିଲ୍ଲୀ,୨୨।୧୧ : ମନି ଲଣ୍ଡରିଂ ମାମଲାରେ ଆସୋସିଏଟେଡ ଜର୍ନାଲ ଲିମିଟେଡ (ଏଜେଏଲ) ଏବଂ ୟଙ୍ଗ ଇଣ୍ଡିଆନର ସମ୍ପତ୍ତିକୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ (ଇଡି) ସଂଲଗ୍ନ କରିବା ପରେ ବିବାଦ ଆହୁରି ଘନେଇବାରେ ଲାଗିଛି। ବିରୋଧୀ ଦଳର ନେତାମାନେ କ୍ରମାଗତ ଭାବରେ ଭାଜପା ସରକାର…

ଟ୍ରକ-ଅଟୋ ଧକ୍କା: ୮ ଛାତ୍ର ଆହତ, ଭିଡିଓ ଭାଇରାଲ…

ହାଇଦ୍ରାବାଦ,୨୨।୧୧ : ଆନ୍ଧ୍ରପ୍ରଦେଶର ବିଶାଖାପାଟନମରେ ଏକ ଅଟୋ ଦ୍ରୁତ ଗତିରେ ଆସୁଥିବା ଟ୍ରକ ସହିତ ଧକ୍କା ହୋଇଛି। ଅଟୋରେ ଯାତ୍ରା କରୁଥିବା ଆଠ ଜଣ ସ୍କୁଲ ଛାତ୍ର ଗୁରୁତର ଆହତ ହୋଇଛନ୍ତି। ଘଟଣାସ୍ଥଳରେ ଉପସ୍ଥିତ ଲୋକମାନେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନେଇଥିଲେ।…

ଦିଲ୍ଲୀ ଉପରେ ନୂଆ ବିପଦ: ୬ ମାସ ଧରି ହସ୍ପିଟାଲରେ ଅଭାବ ଏଚଆଇଭି ଟେଷ୍ଟ କିଟ୍‌…

ନୂଆଦିଲ୍ଲୀ,୨୨।୧୧ : ଜାତୀୟ ରାଜଧାନୀ ଦିଲ୍ଲୀର କେତେକ ଡାକ୍ତରଖାନା ଏବଂ ଇଣ୍ଟିଗ୍ରେଟେଡ କାଉନସେଲିଂ ଆଣ୍ଡ ଟେଷ୍ଟିଂ ସେଣ୍ଟର (ଆଇସିଟିସି)ରେ ଗତ ୬ ମାସ ଧରି ଏଚଆଇଭି ନିଶ୍ଚିତକରଣ ଟେଷ୍ଟ କିଟ ଅଭାବର ସମ୍ମୁଖୀନ ହୋଇଛି। ଏହି ଅଭାବ ଯେଉଁମାନେ ଏହି ସଂକ୍ରମଣରେ…

ଭାଜପା ଚକ୍ରବ୍ୟୁହରେ କଂଗ୍ରେସର ୩ ଅଭିମନ୍ୟୁ…

ଜୟପୁର,୨୨।୧୧ : ପ୍ରତି ପାଞ୍ଚ ବର୍ଷରେ ରାଜସ୍ଥାନରେ କ୍ଷମତା ପରିବର୍ତ୍ତନର ଧାରା ଦେଖାଦେଇଛି। ଏଥର ମଧ୍ୟ ଲାଗୁଛି ଏହି ପରମ୍ପରା ଜାରି ରହିବ। ବର୍ତ୍ତମାନ ରାଜ୍ୟରେ ନିର୍ବାଚନ ପ୍ରଚାର ବନ୍ଦ ହେବା ପାଇଁ ମାତ୍ର କିଛି ଘଣ୍ଟା ବାକି ଅଛି। ଏହା…

ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ, ଡାକ୍ତର-ଶିକ୍ଷକ-କନଷ୍ଟେବଳ ନିଲମ୍ବିତ…

ଶ୍ରୀନଗର,୨୨।୧୧ : ଆତଙ୍କବାଦୀ କାର୍ଯ୍ୟକଳାପ ବିରୋଧରେ କଡା ପଦକ୍ଷେପ ଲାଗୁ କରିବାକୁ ଜମ୍ମୁ-କଶ୍ମୀର ସରକାର ପ୍ରମୁଖ ପଦକ୍ଷେପ ନେଇଛନ୍ତି। ଆତଙ୍କବାଦୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ ହୋଇଛି। ଜଣେ ଡାକ୍ତର, ଶିକ୍ଷକ ଏବଂ କନଷ୍ଟେବଳଙ୍କ ସମେତ ୪ ଜଣ ଆତଙ୍କବାଦୀ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା…

କୋର୍ଟରେ ହାଜର ହେବାକୁ ଡେରି ହେବାରୁ ପୋଲିସକର୍ମୀଙ୍କୁ ଘାସ କାଟିବାକୁ ନିର୍ଦ୍ଦେଶ ଦେଲେ ମାଜିଷ୍ଟ୍ରେଟ

ମୁମ୍ବାଇ,୨୨।୧୧: କୋର୍ଟରେ ପହଞ୍ଚିବାକୁ ଡେରି ହେବାରୁ ପୋଲିସ କର୍ମୀଙ୍କୁ ମିଳିଲା ଦଣ୍ଡ। କୋର୍ଟର ମାଜିଷ୍ଟ୍ରେଟ ତାଙ୍କୁ ଘାସ କାଟିବା ନିର୍ଦ୍ଦେଶ ଦେଇଥିଲେ। ଏପରି ଘଟଣା ଘଟିଛି ମହାରାଷ୍ଟ୍ରର ପରଭଣେ ଜିଲାରେ। ସେଠାକାର ମାନବତ ପୋଲିସ ଷ୍ଟେଶନର ଜଣେ କନେଷ୍ଟବଳ ଓ ହେଡ୍‌…

ଇସ୍ରାଏଲ -ହମାସ ମଧ୍ୟରେ ଯୁଦ୍ଧବିରାମ, ଗାଜାରେ ବନ୍ଦୀ ହୋଇଥିବା ୫୦ଜଣ ବନ୍ଧକଙ୍କ ବଦଳରେ ୪ ଦିନ ବନ୍ଦ ରହିବ ଯୁଦ୍ଧ

ଜେରୁଜେଲମ,୨୨।୧୧: ମଧ୍ୟ ପୂର୍ବରେ ଇସ୍ରାଏଲ ଏବଂ ଗାଜା ଷ୍ଟ୍ରିପ ଉପରେ ଶାସନ କରୁଥିବା ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ ଏବେ ବନ୍ଦ ହେବାକୁ ଯାଉଛି। ଅକ୍ଟୋବରରୁ ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ବୁଧବାର ଇସ୍ରାଏଲ ସରକାର ହମାସ ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?