Home Middle

ଜାତିଗତ ଭେଦଭାବ ଉପରେ ପ୍ରତିବନ୍ଧକ ଲଗାଇବାରେ ଫ୍ରେସ୍ନୋ ହେଲା ଦ୍ୱିତୀୟ ସହର…

ଫ୍ରେସ୍ନୋ ,୨।୧୦ : ଜାତିଗତ ଭେଦଭାବକୁ ନିଷିଦ୍ଧ କରିଥିବା କାଲିଫର୍ନିଆର ଫ୍ରେସ୍ନୋ ଆମେରିକାର ଦ୍ୱିତୀୟ ସହର ହୋଇପାରିଛି। ମ୍ୟୁନିସିପାଲିଟି କୋଡରେ ଦୁଇଟି ନୂତନ ବର୍ଗ ଯୋଡିବାକୁ ଏକ ପ୍ରସ୍ତାବକୁ ନଗର ପରିଷଦ ସର୍ବସମ୍ମତି କ୍ରମେ ଅନୁମୋଦନ କରିଛି। ଫେବୃଆରୀରେ, ସିଆଟେଲ ଦେଶର…

ଗ୍ଲୋବାଲ ଶିକ୍ଷକ ପୁରସ୍କାର-୨୦୨୩ ରେ ଶ୍ରେଷ୍ଠ ୫୦ରେ ଦୁଇଜଣ ଭାରତୀୟ…

ନୂଆଦିଲ୍ଲୀ,୨।୧୦ : ପଶ୍ଚିମବଙ୍ଗର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଦୀପ ନାରାୟଣ ନାୟକ ଏବଂ ଆନ୍ଧ୍ରପ୍ରଦେଶର ଇଂଲିଶ ଶିକ୍ଷକ ହରି କୃଷ୍ଣ ପଟାଚାରୁ ଗ୍ଲୋବାଲ ଶିକ୍ଷକ ପୁରସ୍କାର-୨୦୨୩ ପାଇଁ ମନୋନୀତ ହୋଇଥିବା ଶ୍ରେଷ୍ଠ ୫୦ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ୟୁନେସ୍କୋ ସହଯୋଗରେ…

ଟ୍ରୁଡୋଙ୍କୁ ସମାଲୋଚନା କଲେ ଏଲନ ମସ୍କ…

ଓ୍ବାଶିଂଟନ, ୨।୧୦: ସ୍ପେସ ଏକ୍ସ ପ୍ରତିଷ୍ଠାତା ତଥା ଦୁନିଆର ଅନ୍ୟତମ ଧନୀ ଶିଳ୍ପପତି ଏଲନ ମସ୍କ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କୁ ସମାଲୋଚନା କରିଛନ୍ତି। ମସ୍କ ଟ୍ରୁଡୋଙ୍କୁ ଲୋକଙ୍କ ବାକ ସ୍ବାଧୀନତାକୁ ଦମନ କରିଥିବା ଅଭିଯୋଗ କରିଛି। ବାସ୍ତବରେ, କାନାଡା ସରକାରଙ୍କ…

ରାଜଘାଟରେ ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ,୨।୧୦: ଆଜି ସମଗ୍ର ଦେଶ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ ପାଳନ କରୁଛି। ଦିଲ୍ଲୀର ରାଜଘାଟରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏହି ଅବସରରେ ଅନେକ ସେଲିବ୍ରିଟି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଦେବାକୁ ଆସୁଛନ୍ତି। ସେହି କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବିଶ୍ୱକପ୍‌ରେ ଦୁଇ ଦ୍ୱିଶତକ

ଦିନିକିଆ କ୍ରିକେଟ ପୁରୁଷ ବିଶ୍ୱକପ୍‌ର ତ୍ରୟୋଦଶ ସଂସ୍କରଣକୁ ଆଉ ମାତ୍ର ୩ ଦିନ ବାକି ରହିଛି। ବିଶ୍ୱକପରେ ସ୍କୋର କରିବାର ଅତିରିକ୍ତ ଚାପ ସର୍ବଦା ଖେଳାଳିଙ୍କ ଉପରେ ରହିଥାଏ। ଏହି ଚାପ ସତ୍ତ୍ୱେ ଅନେକ ଖେଳାଳି ସଫଳତାର ସହ ରନ୍‌ ସ୍କୋର…

ଓଡ଼ିଶା ବାଳିକା ଦଳକୁ ବ୍ରୋଞ୍ଜ ପଦକ

ଭୁବନେଶ୍ୱର, ୨।୧୦ (ତପନ ସ୍ବାଇଁ): ଜାତୀୟ ରୋଲବଲ୍‌ରେ ଓଡ଼ିଶା ପ୍ରତିଯୋଗୀମାନେ ପୁଣି ଚମକ ଦେଖାଇଛନ୍ତି। ଚେନ୍ନାଇରେ ଅନୁଷ୍ଠିତ ୧୩ଶ ଜାତୀୟ ୧୧ ବର୍ଷରୁ କମ୍‌ ରୋଲବଲ୍‌ ଚାମ୍ପିୟନଶିପ୍‌ରେ ଓଡ଼ିଶା ବାଳିକା ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ଓଡ଼ିଶା ବାଳିକା ଦଳ…

ଭାରତୀୟ ମହିଳା ଦଳ ରନରଅପ୍‌

ଭୁବନେଶ୍ୱର, ୨।୧୦(ତପନ ସ୍ବାଇଁ): ଚାଇନିଜ୍‌ ତାଇପେରେ ରବିବାର ଶେଷ ହୋଇଥିବା ୧୮ ବର୍ଷରୁ କମ ଏସିଆ ରଗ୍‌ବୀ ଚାମ୍ପିୟନଶିପ୍‌ରେ ଭାରତୀୟ ମହିଳା ଦଳ ରୌପ୍ୟ ପଦକ ହାସଲ କରିଛି। ଭାରତ ଓ ଚାଇନିଜ୍‌ ତାଇପେ ମଧ୍ୟରେ ଫାଇନାଲ ହୋଇଥିଲା। ଏଥିରେ ଭାରତୀୟ…

ପରବିନ୍‌ଙ୍କୁ ଅଲିମ୍ପିକ୍ସ କୋଟା, ନିଖତଙ୍କୁ ବ୍ରୋଞ୍ଜ

ହାଙ୍ଗଝୋ,୨ା୧୦(ପି.ଟି.): ଏସିଆନ୍‌ ଗେମ୍ସ ୨୦୨୩ରେ ଭାରତୀୟ ବକ୍ସରଙ୍କ ଚମତ୍କାର ପ୍ରଦର୍ଶନ ଜାରି ରହିଛି। ରବିବାର ନିଖତ ଜରିନ୍‌ ବ୍ରୋଞ୍ଜ ପଦକ ହାସଲ କରିଥିବା ବେଳେ ପରବିନ୍‌ ହୁଦା ପ୍ୟାରିସ୍‌ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ୫୦ କିଗ୍ରା ଓଜନ ବର୍ଗରେ…

ଭାରତ ପଦକ ସଂଖ୍ୟା ୫୦ ଟପିଲା

ହାଙ୍ଗଝୋ,୨ା୧୦(ପି.ଟି.): ରବିବାର ଏସିଆନ୍‌ ଗେମ୍ସରେ ଭାରତୀୟ ଆଥଲେଟ ମାନେ ୩ ସ୍ବର୍ଣ୍ଣ ସହିତ ୧୫ ପଦକ ବିଜୟୀ ହୋଇଥିବା ବେଳେ ଓଡ଼ିଶା ଆଥଲେଟିକ୍ସ ହାଇ ପର୍ଫମାନ୍ସ ସେଣ୍ଟରରେ ଅଭ୍ୟାସ କରୁଥିବା ଜ୍ୟୋତି ୟାରାଜୀ ୧୦୦ ମିଟର ବାଧାଦୌଡରେ ଏକ ରୌପ୍ୟ ପଦକ…

ରେକର୍ଡ ପରିମାଣରେ ଜିଏସ୍‌ଟି ସଂଗ୍ରହ

ନୂଆଦିଲ୍ଲୀ,୨।୧୦: (ଅଭୟ ଦାଶ): ଚଳିତ ଆର୍ଥିକ ବର୍ଷର ୬ଷ୍ଠ ମାସରେ ରେକର୍ଡ ପରିମାଣର ସାମଗ୍ରୀ ଏବଂ ସେବା ଟିକସ (ଗୁଡ୍‌ସ ଆଣ୍ଡ ସର୍ଭିସ ଟ୍ୟାକ୍ସ ବା ଜିଏସଟି) ସଂଗ୍ରହ କରାଯାଇଛି ବୋଲି ରବିବାର ଅର୍ଥମନ୍ତ୍ରଣାଳୟ ପକ୍ଷରୁ ବିସ୍ତୃତ ଭାବେ ସୂଚନା ଦିଆଯାଇଛି।…

ଅଜୟ ମାକେନ୍‌ ହେଲେ କଂଗ୍ରେସ କୋଷାଧ୍ୟକ୍ଷ

ନୂଆଦିଲ୍ଲୀ,୨ା୧୦(ପି.ଟି.): ପଓ୍ବନ କୁମାର ବଂଶଲଙ୍କ ସ୍ଥାନରେ ବରିଷ୍ଠ କଂଗ୍ରେସ ନେତା ଅଜୟ ମାକେନ୍‌ଙ୍କୁ ଦଳର ନୂଆ କୋଷାଧ୍ୟକ୍ଷ ଭାବେ ରବିବାର ନିଯୁକ୍ତି ଦିଆଯାଇଛି। ରାଜସ୍ଥାନ ଦାୟିତ୍ୱରେ ଥିବା ମାକେନ୍‌ କିଛି ମାସ ପୂର୍ବରୁ ଦଳର ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ।…

ବସ୍ତର ବନ୍ଦ ଡାକରା ଦେଲା କଂଗ୍ରେସ

ନୂଆଦିଲ୍ଲୀ,୨ା୧୦ : ଛତିଶଗଡ଼ର ବସ୍ତର ଜିଲାରେ ଥିବା ଏନ୍‌ଏମ୍‌ଡିସି ନଗରନାର ଇସ୍ପାତ କାରଖାନାକୁ ଏକ ଘରୋଇ କମ୍ପାନୀକୁ ଦେଇଦେବା ପାଇଁ କେନ୍ଦ୍ର ସରକାର ଚକ୍ରାନ୍ତ ଚଳାଇଥିବା ଅଭିଯୋଗ କରି ଶାସକ କଂଗ୍ରେସ ପକ୍ଷରୁ ମଙ୍ଗଳବାର ବସ୍ତର ବନ୍ଦ ଡାକରା ଦିଆଯାଇଛି। ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri