Home Middle

ନିର୍ବାଚନୀ ରାଜନୀତିରୁ ସନ୍ନ୍ୟାସ ନେଲେ ଜିତନରାମ

ପାଟନା,୨ା୧୦: ହିନ୍ଦୁସ୍ତାନୀ ଆଓ୍ବାମ ମୋର୍ଚ୍ଚା (ଏଚ୍‌ଏଏମ୍‌)ର ପୃଷ୍ଠପୋଷକ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାନ୍‌ଝି ନିର୍ବାଚନୀ ରାଜନୀତିରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ତାଙ୍କୁ ୭୯ ବର୍ଷ ହେଲାଣି। ତେଣୁ ସେ ୨୦୨୪ ଲୋକ ସଭା ନିର୍ବାଚନ ଲଢ଼ିବେ ନାହିଁ…

ସ୍ବାଧୀନତା ପୂର୍ବରୁ ଜନ୍ମ, ପ୍ରଥମ ଥର ଭୋଟ ଦେବେ

ରାୟପୁର,୨ା୧୦: ଗଣତନ୍ତ୍ରକୁ ଭାରତୀୟ ସମ୍ବିଧାନର ମୌଳିକ ବୈଶିଷ୍ଟ୍ୟ ରୂପେ ସ୍ବୀକୃତି ମିଳିଥିଲେ ମଧ୍ୟ ମତଦାନ ଏକ ମୌଳିକ ଅଧିକାର ନୁହେଁ। ଛତିଶଗଡ଼ର ୩ ଜଣ ବରିଷ୍ଠ ନାଗରିକ ଦେଶ ସ୍ବାଧୀନତା ପୂର୍ବରୁ ଜନ୍ମ ହୋଇଥିଲେ ବି କେବେ ଭୋଟ ଦେଇନାହାନ୍ତି। ଛତିଶଗଡ଼…

ଦୂତାବାସ ଚଳାଇପାରିଲାନି ଆଫଗାନିସ୍ତାନ

ନୂଆଦିଲ୍ଲୀ,୨ା୧୦ : ଦେଶର ସ୍ବାର୍ଥ ପାଇଁ କାର୍ଯ୍ୟ କରିବାରେ ବିଫଳତା ଏବଂ କର୍ମଚାରୀ ଓ ସମ୍ବଳ ଅଭାବ ଦର୍ଶାଇ ନୂଆଦିଲ୍ଲୀସ୍ଥିତ ଆଫଗାନିସ୍ତାନୀ ଦୂତାବାସ ରବିବାର ଏହାକୁ ବନ୍ଦ ଘୋଷଣା କରିଛି। ତତ୍ତ୍ୱାବଧାରକ କ୍ଷମତା ବଳରେ ଭାରତ ଉକ୍ତ ଦୂତାବାସକୁ ନିଜ ନିୟନ୍ତ୍ରଣକୁ…

ଜୟଶଙ୍କର ହେଉଛନ୍ତି ଆଧୁନିକ ଭାରତ-ଆମେରିକା ସମ୍ପର୍କର ସ୍ଥପତି: ବାଇଡେନ ପ୍ରଶାସନ

ନ୍ୟୁୟର୍କ,୨।୧୦: ଆମେରିକାର ଅଧିକାରୀମାନେ ଭାରତୀୟ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କରଙ୍କୁ ପ୍ରଶଂସା କରିଛନ୍ତି। ବାଇଡେନ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ତାଙ୍କୁ ଆଧୁନିକ ଆମେରିକା-ଭାରତ ସମ୍ପର୍କର ସ୍ଥପତି ଏବଂ ଭାରତ ଏବଂ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜଭୁତ କରିବାରେ ଜୟଶଙ୍କର ଏକ…

ୟୁକ୍ରେନକୁ ସମର୍ଥନ କରିବା ପାଇଁ ପଛଘୁଞ୍ଚା ଦେବ ନାହିଁ ଆମେରିକା: ବାଇଡେନ

ଓ୍ବାଶିଂଟନ୍‌,୨।୧୦: ଆମେରିକା ଏବଂ ୟୁକ୍ରେନ ମଧ୍ୟରେ ବଢୁଥିବା ଘନିଷ୍ଠତା କାହାକୁ ଅଛପା ନାହିଁ। ଆମେରିକା ୟୁକ୍ରେନ ସର୍ବଦା ପ୍ରତି ପ୍ରତିବଦ୍ଧ ରହିଛି। ଆମେରିକା ରାଷ୍ଟ୍ରପତି କହିଛନ୍ତି, ୟୁକ୍ରେନକୁ ସମର୍ଥନ କରିବା ପାଇଁ ୱାଶିଂଟନ ପଛଘୁଞ୍ଚା ଦେବ ନାହିଁ। ଆମେରିକାର ସଂସଦରେ ସ୍ବଳ୍ପ…

ଟ୍ରିପଲ ମର୍ଡର: ପୋଲିସର ଛାନଭିନ୍‌

ଭବାନୀପାଟଣା,୧।୧୦(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଧୀନ ଶଙ୍କରପଲା ଗ୍ରାମରେ ଟ୍ରିପଲ ମର୍ଡର ଘଟିଛି। କେତେଜଣ ଦୁର୍ବୃତ୍ତ ୩ ଜଣଙ୍କୁ ହତ୍ୟା କରି ଫେରାରା ଥିବା ଜଣାପଡିଛି । ମୃତକ ହେଲେ ଶଙ୍କରପଲା ଗ୍ରାମର ରାଏମତି ମାଝୀ ଓ…

ନାଇଟ୍‌ କ୍ଲବ୍‌ରେ ମୃତକଙ୍କ ପାଇଁ ୩ ଦିନିଆ ଶୋକ ଘୋଷଣା କଲେ ମେୟର

ମାଡ୍ରିଡ୍‌,୧ା୧୦: ଦକ୍ଷିଣ ପୂର୍ବ ସ୍ପେନର ମୁର୍ସିଆର ଏକ ନାଇଟ୍‌ କ୍ଲବରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୧ରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଅନେକ ଲୋକ ନିଖୋଜ ଅଛନ୍ତି। ଏହି ଦୁର୍ଘଟଣା ପରେ ନଗର ମେୟର…

କାହା ସହ ମେଣ୍ଟ କରିବେନି ମାୟାବତୀ

ଲକ୍ଷ୍ନୌ,୧।୧୦: ଲୋକ ସଭା ନିର୍ବାଚନ ପାଇଁ ବିଏସପି ସୁପ୍ରିମୋ ମାୟାବତୀ କୌଣସି ମିଳିତ ଦଳର ବା ମେଣ୍ଟର ଅଂଶ ହେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, ଭାଜପା ସରକାରଙ୍କୁ କେନ୍ଦ୍ରୀୟ ଶକ୍ତିରୁ ବହିଷ୍କାର କରିବା ପାଇଁ ବିରୋଧୀ ଦଳ ଇଣ୍ଡିଆ…

ପ୍ରତି ୧୦ ବର୍ଷରେ ସରକାର ବଦଳିବା ଜରୁରୀ: ଚିଦାମ୍ବରମ…

ନୂଆଦିଲ୍ଲୀ,୧।୧୦ : ମୁଦ୍ରାସ୍ଫୀତି, ମୂଲ୍ୟ ବୃଦ୍ଧି ଏବଂ ବେକାରୀ ସମ୍ପର୍କରେ କଂଗ୍ରେସ ଏମପି ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦାମ୍ବରମ ପୁଣିଥରେ କେନ୍ଦ୍ରର ଭାଜପା ସରକାରଙ୍କୁ କଡ଼ାସମାଲୋଚନା କରିଛନ୍ତି। ରାମେଶ୍ୱରମରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ସେ କହିଛନ୍ତି…

‘ମିଛ କଥା ଚଳିବ ନାହିଁ, ବର୍ତ୍ତମାନ ପରିବର୍ତ୍ତନ ଚାହୁଁଛି ତେଲଙ୍ଗାନା’

ହାଇଦ୍ରାବାଦ,୧ା୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତେଲଙ୍ଗାନାର ମହବୁବନଗରରେ ପହଞ୍ଚି ଏଠାରେ ଏକ ରାଲିରେ ସମ୍ବୋଧିତ କରିଛନ୍ତି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ଏବଂ ଭର୍ଚୁଆଲ  ମାଧ୍ୟମରେ ୧୩,୫୦୦କୋଟିରୁ ଅଧିକ ଟଙ୍କାର ଅନେକ ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ କରିଥିଲେ। ପ୍ରଧାନମନ୍ତ୍ରୀ…

ତେଲଙ୍ଗାନାକୁ ୧୩ ହଜାର ୫ଶହ କୋଟି ଟଙ୍କା ପରିଯୋଜନାର ଉପହାର ଦେଲେ ମୋଦି

ହାଇଦ୍ରାବାଦ,୧।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତେଲଙ୍ଗାନାର ମହବୁବନଗର ଜିଲାରେ ୧୩ ହଜାର କୋଟିରୁ ଅଧିକ ମୂଲ୍ୟର ବିକାଶମୂଳକ ପ୍ରକଳ୍ପର ଷଳାକର୍ପଣ ଓ ଶିଳାନ୍ୟାସ କରିଛନ୍ତି। ଏହି ସମୟରେ ସେ କହିଥିଲେ ଯେ ୨୦୧୪ରେ ଏଲପିଜି ସଂଯୋଗ ସଂଖ୍ୟା ପ୍ରାୟ ୧୪କୋଟି…

ନାଇଟ୍‌ କ୍ଲବ୍‌ରେ ଅଗ୍ନିକାଣ୍ଡ: ୬ ମୃତ, ୮ ନିଖୋଜ

ମାଡ୍ରିଡ,୧ା୧୦: ରବିବାର ଦକ୍ଷିଣ ପୂର୍ବ ସ୍ପେନ୍‌ର ମର୍ସିଆର ଏକ ନାଇଟ୍‌ କ୍ଲବ୍‌ରେ ଅଗ୍ନିକାଣ୍ଡ ଘଟିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୮ ଜଣଙ୍କ ପତ୍ତା ମିଳୁନି। ଏନେଇ ଜରୁରୀକାଳିନ ସେବା ପକ୍ଷରୁ କୁହାଯାଇଛି। ଅଗ୍ନିଶମ କର୍ମଚାରୀମାନେ ନିଆଁ ଲିଭାଇବା ପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri