ମୁକ୍ତି ଆଶାରେ ପଣବନ୍ଦୀ
ଦୋହା/ଗାଜା ସିଟି/ ଜେରୁଜେଲମ୍,୨୨ା୧୧: ଅକ୍ଟୋବର ୭ରେ ଯୁଦ୍ଧ ଆରମ୍ଭ ପରଠୁ ହମାସ୍ ଆତଙ୍କବାଦୀମାନେ ପଣବନ୍ଦୀ କରି ରଖିଥିବା ଲୋକଙ୍କୁ ଖୁବ୍ଶୀଘ୍ର ମୁକ୍ତ କରିପାରନ୍ତି। ଏନେଇ ହମାସ୍ ଓ ଇସ୍ରାଏଲ ମଧ୍ୟରେ କାତାର ମଧ୍ୟସ୍ଥତା କରୁଛି। ସନ୍ଧି ନିକଟତର ହୋଇଥିବା ହମାସ୍ ନେତା…
ଦାଉଦ କହିଥିଲେ ସେଥିପାଇଁ ମୋଦି-ଯୋଗୀଙ୍କୁ ଜୀବନରେ ମାରିବାକୁ ଧମକ ଦେଇଥିଲି: ସ୍ବୀକାର କଲେ ଅଭିଯୁକ୍ତ…
ମୁମ୍ବାଇ,୨୧।୧୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପ୍ରତି ବିପଦ ଥିବା ଘଟଣାରେ ଏକ ବିପଜ୍ଜନକ ପର୍ଦ୍ଦାଫାଶ ହୋଇଛି। ଧରାପଡିଥିବା କାମ୍ରାନ ନାମକ ଅଭିଯୁକ୍ତ ଦାବି କରିଛନ୍ତି ଏହି କାମ ତାଙ୍କୁ ବିଦେଶରେ ବସିଥିବା କୁଖ୍ୟାତ…
ବଳାତ୍କାର କିଭଳି କରିବେ ଜଣେ ଲୋକ, ଆବଶ୍ୟକ ୨-୩ ଜଣ: କଂଗ୍ରେସ ନେତାଙ୍କ ବିବାଦୀୟ ଅଡିଓ ଭାଇରାଲ…
ବେଙ୍ଗାଲୁରୁ,୨୧।୧୧ : ଦକ୍ଷିଣ ଅଭିନେତ୍ରୀ ତ୍ରିଶା କୃଷ୍ଣନଙ୍କ ବିଷୟରେ ଅଭିନେତା ମନସୁର ଅଲି ଖାନଙ୍କ ବିବାଦୀୟ ବକ୍ତବ୍ୟ ପରେ କର୍ନାଟକର ଜଣେ କଂଗ୍ରେସ ନେତା ବିବାଦକୁ ଆସିଛନ୍ତି। ଜଣେ ବଳାତ୍କାର ପୀଡିତା ଏବଂ ସାହାଯ୍ୟ ମାଗୁଥିବା ତାଙ୍କ ଶ୍ୱଶୁରଙ୍କୁ ଗାଳିଗୁଲଜ କରିବା…
ଭାରତକୁ ୩-୦ ଗୋଲରେ ପରାଜିତ କଲା କତାର…
ଭୁବନେଶ୍ୱର,୨୧।୧୧ : ଫିଫା ବିଶ୍ୱକପ ୨୦୨୬ ଯୋଗ୍ୟତା ପର୍ଯ୍ୟାୟର ଦ୍ୱିତୀୟ ରାଉଣ୍ଡରେ କତାରର ଶ୍ରେଷ୍ଠ ଖେଳ ପ୍ରଦର୍ଶନ ସହିତ ଭାରତୀୟ ଫୁଟବଲ ଦଳ ପରାସ୍ତ ହୋଇଛି। ଓଡ଼ିଶାର ଭୁବନେଶ୍ୱରର କଳିଙ୍ଗା ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ କତାର ସୁନୀଲ ଛତ୍ରୀଙ୍କ ନେତୃତ୍ୱାଧୀନ ଭାରତୀୟ…
ବିଶ୍ୱକପ ପରାଜୟ ଭୁଲିବା ପାଇଁ କର୍ମଚାରୀଙ୍କୁ ଛୁଟି ଦେଲା କମ୍ପାନୀ
ଚଣ୍ଡିଗଡ,୨୧।୧୧:ବିଶ୍ୱକପ ଫାଇନାଲ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ଶୋଚନୀୟ ଭାବେ ପରାଜିତ ହୋଇଥିଲା। ରୋହିତ ବାହିନୀଙ୍କ ଏହି ପରାଜୟ ୧୪୦କୋଟି ଭାରତୀୟଙ୍କ ହୃଦୟ ଭାଙ୍ଗି ଦେଇଥିଲା। ଗତ ଦୁଇଦିନ ଧରି ସାରା ଦେଶ କୋହ ସମ୍ଭାଳି ପାରୁ ନ ଥିବାବେଳେ ଗୁରୁଗ୍ରାମ ସ୍ଥିତ…
ସୋନିଆ-ରାହୁଲଙ୍କୁ ଇଡିର ଝଟ୍କା: ୟଙ୍ଗ ଇଣ୍ଡିଆ-ଏଜେଏଲର ୭୫୧ କୋଟି ଟଙ୍କାର ସମ୍ପତ୍ତି ଜବତ…
ନୂଆଦିଲ୍ଲୀ,୨୧।୧୧ : ନ୍ୟାଶନାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଙ୍କଠାରୁ ଏକ ଝଟକା ପାଇଛନ୍ତି। ଅନୁସନ୍ଧାନକାରୀ ଏଜେନ୍ସି ଆସୋସିଏଟେଡ ଜର୍ନାଲ ଲିମିଟେଡ (ଏଜେଏଲ) ଏବଂ ୟଙ୍ଗ ଇଣ୍ଡିଆର ୭୫୧.୯ କୋଟି ଟଙ୍କାର ସମ୍ପତ୍ତି…
UGC NET 2023: ବଦଳିବ ସବୁ ବିଷୟର ସିଲାବସ, ବୈଠକରେ ନିଷ୍ପତ୍ତି…
ନୂଆଦିଲ୍ଲୀ,୨୧।୧୧ : ୟୁଜିସି ନେଟ ପାଇଁ ପ୍ରସ୍ତୁତ ଛାତ୍ରୀଛାତ୍ରମାନଙ୍କ ପାଇଁ ସିଲାବସ ସମ୍ବନ୍ଧୀୟ ଏକ ଖବର ବାହାରିଛି। ୟୁଜିସି ନେଟର ସମସ୍ତ ୮୩ ବିଷୟର ସିଲାବସ ପରିବର୍ତ୍ତନ ହେବ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ଏହି ନିଷ୍ପତ୍ତି ନେଇଛି। ୬ ବର୍ଷ…
ଅଶ୍ଳୀଳ ଫିଲ୍ମ ଦେଖାଇଛନ୍ତି ଉପ-ମୁଖ୍ୟମନ୍ତ୍ରୀ: ଅଭିଯୋଗ ପରେ ରାଜନୀତିରେ ଉଷ୍ଣତା…
ବେଙ୍ଗାଲୁରୁ,୨୧।୧୧ : ଅଶ୍ଳୀଳ ଚଳଚ୍ଚିତ୍ର ପ୍ରଦର୍ଶନକୁ ନେଇ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ବାମୀ ଏବଂ ବର୍ତ୍ତମାନର ଉପ-ମୁଖ୍ୟମନ୍ତ୍ରୀ ଡି.କେ ଶିବକୁମାରଙ୍କ ମଧ୍ୟରେ ବିବାଦ ଲାଗି ରହିଛି। ବାସ୍ତବରେ କୁମାରସ୍ବାମୀ ଅଭିଯୋଗ କରିଛନ୍ତି ଶିବକୁମାର ଅଶ୍ଳୀଳ ଚଳଚ୍ଚିତ୍ର…
କରୋନାରେ ମରନ୍ତୁ ଲୋକେ, ଲକଡାଉନ ହେବନି, ସୁନକଙ୍କ ଗୁପ୍ତ ଡାଏରୀରେ ଉଲ୍ଲେଖ ଥିବା ଦାବି…
ଲଣ୍ଡନ,୨୧।୧୧ : ବ୍ରିଟିଶ ପ୍ରଧାନମନ୍ତ୍ରୀ ଋଷି ସୁନକ କରୋନା ମହାମାରୀ ପରିସ୍ଥିତିର ମୁକାବିଲାକୁ ନେଇ ବିବାଦରେ ଛନ୍ଦି ହୋଇପଡିଛନ୍ତି। ବାସ୍ତବରେ, ଏଠାରେ ଏକ ପ୍ୟାନେଲ ଦୀର୍ଘ ଦିନ ଧରି କରୋନା ମହାମାରୀ ପରିସ୍ଥିତିର ମୁକାବିଲା ପାଇଁ ଅନୁସନ୍ଧାନ କରିଆସୁଛି। ପ୍ୟାନେଲ ଦାବି…
ପୀଡିତାଙ୍କୁ ମାସେ ଭିତରେ କର ବିବାହ: ବଳାତ୍କାରୀଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ…
ବେଙ୍ଗାଲୁରୁ,୨୧।୧୧ : କର୍ନାଟକରେ ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ହାଇକୋର୍ଟଙ୍କର ଏକ ବଡ ନିଷ୍ପତ୍ତି ଆସିଛି। କୋର୍ଟ ଏହି ମାମଲାକୁ ଖାରଜ କରିଦେଇଛନ୍ତି। ପ୍ରକାଶ ଥାଉକି, ଏହି ମାମଲାରେ ଅଭିଯୁକ୍ତ ଯୁବକ ଜଣକ ପୀଡିତା ନାବାଳିକାଙ୍କୁ ବିବାହ କରିବା ପାଇଁ ମଧ୍ୟ…
ରାଜଭବନରେ କରାଯାଉଛି ଗୁପ୍ତଚରୀ: ମମତା ସରକାରଙ୍କ ବିରୋଧରେ ରାଜ୍ୟପାଳଙ୍କ ଅଭିଯୋଗ…
କୋଲକାତା,୨୧।୧୧ : ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦ ବୋଷ ରାଜ୍ୟ ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ମଙ୍ଗଳବାର କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର ରାଜଭବନ ଉପରେ ଗୁପ୍ତଚରୀ କରୁଛନ୍ତି। ଏସମ୍ପର୍କରେ ତାଙ୍କ ପାଖରେ ନିର୍ଭରଯୋଗ୍ୟ ସୂଚନା ରହିଛି।…
ଭୁଲ ବିଜ୍ଞାପନ ଦେଇ ଭ୍ରମିତ କର ନାହିଁ: ପତଞ୍ଜଳିକୁ ସୁପ୍ରିମ୍କୋର୍ଟଙ୍କ ତାଗିଦ…
ନୂଆଦିଲ୍ଲୀ,୨୧।୧୧ : ଆଧୁନିକ ଔଷଧ ଏବଂ ଟିକାକରଣ ବିରୋଧରେ ପତଞ୍ଜଳି ଆୟୁର୍ବେଦର ବିଜ୍ଞାପନରେ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କୌଣସି ବିଭ୍ରାନ୍ତିକର ଭୁଲ ବିଜ୍ଞାପନ କିମ୍ବା ମିଥ୍ୟା ଦାବି ନ କରିବାକୁ କୋର୍ଟ ପତଞ୍ଜଳିଙ୍କୁ କହିଛନ୍ତି। ଏଭଳି କଲେ ଜରିମାନା ଲାଗୁ…
Archives


