ଆସିବାକୁ ଯାଉଛି ଇ-ସିମ ଯୁଗ, ଏହି ବଡ କମ୍ପାନୀର ସିଇଓ ଦେଲେ ସଙ୍କେତ
ନୂଆଦିଲ୍ଲୀ,୨୩।୧୧: ସ୍ମାର୍ଟଫୋନରେ ଡାଟା କନେକ୍ଟିଭିଟି ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ସିମ କାର୍ଡ। ସିମ କାର୍ଡ ଉପଭୋକ୍ତାମାନଙ୍କ ପରିଚୟ ଦେଇଥାଏ। ତେବେ ଟେକ୍ନୋଲୋଜିର ଅଗ୍ରଗତି ଯୋଗୁ ଅନେକ ପରିବର୍ତ୍ତନ ଘଟୁଛ। ବର୍ତ୍ତମାନ ଇ-ସିମର ଟ୍ରେଣ୍ଡ ଦେଖିବାକୁ ମିଳୁଛି। ଯାହା ବର୍ତ୍ତମାନ…
ରିକିଙ୍କ ସଙ୍ଗୀତରେ ପରିବେଶ
ସାରା ବିଶ୍ୱ ପାଇଁ ଜଳବାୟୁ ପରିବର୍ତ୍ତନ ଏବେ ଆହ୍ବାନ ସୃଷ୍ଟି କରିଛି। ଏହାର ମୁକାବିଲା କ୍ଷେତ୍ରରେ ଯୁବପିଢ଼ିଙ୍କର ବଡ଼ ଭୂମିକା ରହୁଛି। ସେମାନେ କିପରି ସଚେତନ ହୋଇ ଅନ୍ୟମାନଙ୍କୁ ଏ କ୍ଷେତ୍ରରେ ସହଭାଗୀ କରାଇବେ, ସେଥିପାଇଁ ‘ଧରିତ୍ରୀ’ ଆୟୋଜନ କରୁଛି ‘ଯୁବ…
ଭାରତ ବିଶ୍ୱକପ ହାରିଲା କାରଣ ମ୍ୟାଚ୍ ଇନ୍ଦିରା ଗାନ୍ଧୀଙ୍କ ଜନ୍ମଦିନରେ ଥିଲା: ହିମନ୍ତ ବିଶ୍ୱ ଶର୍ମା
ନୂଆଦିଲ୍ଲୀ,୨୨।୧୧: ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଦିନିକିଆ ବିଶ୍ୱକପ ହାରିଲା କାରଣ ପୂର୍ବତ୍ତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଜନ୍ମ ଦିବସରେ ମ୍ୟାଚ୍ ଥିଲା। ବୁଧବାର ଏପରି କହି କଂଗ୍ରେସକୁ ଜବାବ ଦେଇଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା। “ଲିଗ ପର୍ଯ୍ୟାୟରେ ଆମେ ସମସ୍ତ…
ଅକ୍ସିଜେନ, ଦଉଡ଼ି, ଷ୍ଟ୍ରେଚର ନେଇ ଟନେଲ ଭିତରକୁ ଗଲେ ଏନ୍ଡିଆର୍ଏଫ୍ ଟିମ୍
ଡେରାଡୁନ,୨୨ା୧୧: ୧୧ଦିନ ଧରି ଉତ୍କଳ ଟନେଲ୍ରେ ଫସି ରହିଥିବା ୪୧ ଶ୍ରମିକଙ୍କୁ ସ୍ଥାନାନ୍ତର କରିବା ଦିଗରେ ବୁଧବାର ରାତିରେ ଏକ ପ୍ରମୁଖ ବିକାଶ ସାମ୍ନାକୁ ଆସିଛି। ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ, ଏନ୍ଡିଆର୍ଏଫ୍ କର୍ମଚାରୀମାନେ ଉଦ୍ଧାର କାର୍ଯ୍ୟରେ ସହାୟତା କରିବା…
ଡିପ୍ଫେକ୍କୁ ନେଇ ଚିନ୍ତାପ୍ରକଟ କଲେ ମୋଦି
ନୂଆଦିଲ୍ଲୀ,୨୨।୧୧: ଜି-୨୦ ଭର୍ଚୁଆଲ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନେକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଡିପ୍ଫେକ୍କୁ ନେଇ ସେ ଚିନ୍ତାପ୍ରକଟ କରିଛନ୍ତି। ସେ କହିଛନ୍ତି, ଏଆଇର ନକାରାତ୍ମକ ବ୍ୟବହାରକୁ ନେଇ ସାରା ବିଶ୍ୱରେ ଚିନ୍ତା ବଢୁଛି। ଏଆଇର ବିଶ୍ୱସ୍ତରୀୟ…
ଚାଇନାରେ ମସ୍ଜିଦ୍ ବନ୍ଦ କରିବା ନେଇ ଜୋର୍ଦାର୍ ଅଭିଯାନ
ବେଜିଂ,୨୨ା୧୧: ଚାଇନାରେ ମସ୍ଜିଦ୍ ବନ୍ଦ ରହିଛି। ମସଜିଦ ବନ୍ଦ୍ ପାଇଁ ଚାଇନା ରାଷ୍ଟ୍ରପତି ଶି’ ଜିନ୍ପିଙ୍ଗ୍ ସରକାର ଅଭିଯାନକୁ ଜୋରଦାର କରିଛନ୍ତି। ଚାଇନା ଦୀର୍ଘବର୍ଷ ଧରି ଜିନ୍ଜିଆଙ୍ଗରେ ସଂଖ୍ୟାଲଘୁ ମୁସଲମାନମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଅଧିକ ଚାଇନିଜ ଦେଖାଯିବା ପାଇଁ…
ସୁଜାତା କାର୍ତ୍ତିକେୟନଙ୍କୁ ଆଉ ଏକ ବିଭାଗର ଅତିରିକ୍ତ ଦାୟିତ୍ୱ ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର,୨୨ା୧୧: ମିଶନ ଶକ୍ତି ବିଭାଗର ସଚିବ ସୁଜାତା ରାଉତ କାର୍ତ୍ତିକେୟନଙ୍କୁ ବୁଧବାର ରାଜ୍ୟ ସରକାର ଆଉ ଏକ ବିଭାଗର ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି। ୨୦୦୦ ମସିହା ବ୍ୟାଚ୍ ଆଇଏଏସ୍ ଅଫିସର ଶ୍ରୀମତୀ କାର୍ତ୍ତିକେୟନ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି…
ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ, ୨ ଅଧିକାରୀ ୨ ସୈନିକ ସହିଦ
ନୂଆଦିଲ୍ଲୀ,୨୨ା୧୧: ଜମ୍ମୁ-କଶ୍ମୀର ରଜୌରୀ ଜିଲାର କାଲାକୋଟ ଜଙ୍ଗଲରେ ଆତଙ୍କବାଦୀ ମାନଙ୍କ ସହିତ ଗୁଳିମାଡ଼ରେ ଦୁଇ ଅଧିକାରୀ ଏବଂ ଦୁଇ ସୈନିକ ସହିଦ ହୋଇଛନ୍ତି। ସମ୍ପୃକ୍ତ ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ଗୁଇନ୍ଦା ସୂତ୍ରରୁ ଖବର ପାଇଁ ଭାରତୀୟ ସେନା ଏବଂ ପୋଲିସ…
ବ୍ରିକ୍ସ ସଦସ୍ୟ ହେବା ପାଇଁ ଆବେଦନ କଲା ପାକିସ୍ତାନ, ଏହି ସଂଗଠନରେ ଆଉ ୬ ଦେଶ ବି ହେବେ ସାମିଲ
ଇସଲାମାବାଦ,୨୨ା୧୧: ବ୍ରିକ୍ସ ସଦସ୍ୟ ହେବା ପାଇଁ ପାକିସ୍ତାନ ଆବେଦନ କରିଛି। ଏହି ସଂଗଠନରେ ଆଉ ୬ଟି ଦେଶ ଯୋଗଦେବେ। ବ୍ରିକ୍ସ ୨୦୧୦ରେ ବ୍ରାଜିଲ, ରୁଷିଆ, ଭାରତ, ଚାଇନା ଏବଂ ଦକ୍ଷିଣ ଆଫ୍ରିକା ଦ୍ୱାରା ଗଠିତ ହୋଇଥିଲା। ଏହି ଦେଶର ପ୍ରଥମ ଅକ୍ଷରଗୁଡ଼ିକୁ…
ଇମ୍ରାନଙ୍କୁ ବଡ଼ ଆଶ୍ୱସ୍ତି ଦେଲେ ସୁପ୍ରିମକୋର୍ଟ
ଇସଲାମାବାଦ,୨୨ା୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ଙ୍କୁ ବୁଧବାର ପାକିସ୍ତାନର ସୁପ୍ରିମକୋର୍ଟଙ୍କଠାରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଗିରଫ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଜାମିନ ଆବେଦନକୁ ଗ୍ରହଣ କରାଯାଇଛି। ତାଙ୍କ ଓକିଲ କହିଛନ୍ତି ଯେ, ରାଜ୍ୟ ରହସ୍ୟ ଲିକ୍ ଅଭିଯୋଗରେ ଅନ୍ୟ…
ରାହୁଲଙ୍କ ଗାନ୍ଧୀଙ୍କ ବଢିପାରେ ଅଡ଼ୁଆ: ନିର୍ବାଚନ ଆୟୋଗଙ୍କ ଦ୍ୱାରସ୍ଥ ହେଲା ଭାଜପା
ନୂଆଦିଲ୍ଲୀ,୨୨।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟ ସମ୍ପର୍କରେ ଭାଜପା ବୁଧବାର ନିର୍ବାଚନ ଆୟୋଗରେ ଅଭିଯୋଗ କରିଛି। ଏହା ବ୍ୟତୀତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ବିରୋଧରେ ମଧ୍ୟ ଆୟୋଗର ଦ୍ୱାରସ୍ଥ ହୋଇଛି। କେନ୍ଦ୍ର…
ଜମ୍ମୁ-କଶ୍ମୀରରେ ଆତଙ୍କୀଙ୍କ ସହିତ ଏନକାଉଣ୍ଟରରେ ଦୁଇ ଯବାନ ସହିଦ
ନୂଆଦିଲ୍ଲୀ, ୨୨।୧୧: ବୁଧବାର ଜମ୍ମୁ କଶ୍ମୀରର ରଜୌରୀ ଜିଲାରେ ଆତଙ୍କବାଦୀଙ୍କ ସହ ହୋଇଥିବା ଏନକାଉଣ୍ଟରରେ ଦୁଇଜଣ ଯବାନ ସହିଦ ହୋଇଛନ୍ତି। ଧର୍ମସାଲ ବାଜିମାଲ ଅଞ୍ଚଳରେ ସେନା ଏବଂ ଜମ୍ମୁ କଶ୍ମୀର ପୋଲିସର ମିଳିତ ବାହିନୀ ସର୍ଚ୍ଚ ଅପରେସନ ସମୟରେ ଆତଙ୍କବାଦୀ ଏବଂ…
Archives


