Home Middle

କିଏ ହେବେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ, ସସପେନ୍ସ ଜାରି: ଶେଖାଓ୍ବତଙ୍କ ପରେ ବାବା ବାଲକନାଥଙ୍କୁ ଦିଲ୍ଲୀ ଡାକରା…

ନୂଆଦିଲ୍ଲୀ/ଜୟପୁର,୪।୧୨ : ରାଜସ୍ଥାନ ବିଧାନସଭା ନିର୍ବାଚନରେ ଚମତ୍କାର ବିଜୟ ପରେ, ବର୍ତ୍ତମାନ କିଏ ମୁଖ୍ୟମନ୍ତ୍ରୀ ହେବ ସେନେଇ ସସପେନ୍ସ ଜାରି ରହିଛି। ଭାଜପା ପକ୍ଷରୁ ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଚେହେରା ନେଇ କିଛି ପ୍ରଚାର କରି ନ ଥିଲା। ବର୍ତ୍ତମାନ ବିଜୟ…

ଇଣ୍ଡିଆ ମେଣ୍ଟରେ ପ୍ରେସର ପଲିଟିକ୍ସ ଆରମ୍ଭ…

ନୂଆଦିଲ୍ଲୀ,୪।୧୨ : ଚାରୋଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ପରେ ଇଣ୍ଡିଆ ମେଣ୍ଟରେ ପ୍ରେସର ପଲିଟିକ୍ସ ଆରମ୍ଭ ହୋଇଛି। ହିମାଚଳ ଏବଂ କର୍ଣ୍ଣାଟକରେ ବିଜୟ ଦ୍ୱାରା ଉତ୍ସାହିତ ହୋଇଥିବା କଂଗ୍ରେସ ହିନ୍ଦୀ ବେଲ୍ଟରେ ସଂପୂର୍ଣ୍ଣ କ୍ଷମତା ହରାଇଛି ଏବଂ ଇଣ୍ଡିଆ ଆଲିଆନ୍ସରେ…

୩ ରାଜ୍ୟରେ ପରାଜୟ ମାନେ ଆମେ ୨୦୨୪ରେ ସଫଳ ହେବୁ ନାହିଁ, ୨୦ ବର୍ଷ ତଳର ଉଦାହରଣ ଦେଇ ବୁଝାଇଲେ ଜୟରାମ ରମେଶ…

ନୂଆଦିଲ୍ଲୀ,୪।୧୨ : ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନ ବିଧାନସଭା ନିର୍ବାଚନ ଫଳାଫଳରେ ପରାଜୟର ସମ୍ମୁଖୀନ ହେବା ପରେ କଂଗ୍ରେସ ୨୦ ବର୍ଷ ତଳର ପୂର୍ବେ ସମାନ ପରିସ୍ଥିତିକୁ ମନେ ପକାଇ ଉଭୟ ଘଟଣାରେ ଐତିହାସିକ ସମାନତା ଖୋଜିବାକୁ ଚେଷ୍ଟା କରିଛି। ଏହି…

ମିଜୋରାମରେ ଖାତା ଖୋଲିଲା ଭାଜପା…

ଆଇଜଲ,୪।୧୨ : ମିଜୋରାମ ବିଧାନସଭା ନିର୍ବାଚନ ଫଳାଫଳ ପାଇଁ ଭୋଟ ଗଣନା ସୋମବାର ଆରମ୍ଭ ହୋଇଛି। ପ୍ରାରମ୍ଭିକ ଧାରାରେ ଏମଏନଏଫ ଅଗ୍ରଣୀ ହୋଇଛି। ମିଜୋରାମର ୪୦ ି ବିଧାନସଭା ଆସନରେ ମିଜୋ ନ୍ୟାଶନାଲ ଫ୍ରଣ୍ଟ, ଜୋରାମ ପିପୁଲ୍ସ ମୁଭମେଣ୍ଟ, କଂଗ୍ରେସ ଏବଂ…

ବାତ୍ୟା ରୂପ ନେଲା ‘ମିଗ୍‌ଜୋମ୍‌’: ଓଡ଼ିଶାକୁ ୩ଦିନ ଭାରି ବର୍ଷା

ଭୁବନେଶ୍ୱର,୪।୧୨(ଅନୁରାଧା ମହାରଣା): ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ରବିବାର ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେଇଛି। ଭାରତୀୟ ପାଣିପାଗ ବିଭାଗ(ଆଇଏମଡି)ର ସୂଚନାନୁସାରେ, ରବିବାର ସନ୍ଧ୍ୟା ୭ଟା ୪୫ ସୁଦ୍ଧା ଏହା ପୁଡୁଚେରୀଠାରୁ ପ୍ରାୟ ୨୪୦ କି.ମି. ପୂର୍ବ,…

ରାତିଅଧରେ ଥରିଲା ଫିଲିପାଇନ୍ସ , ଘରୁ ବାହାରକୁ ଦୌଡିଲେ ଶୋଇଥିବା ଲୋକେ…

ମାନିଲା,୪।୧୨ : ରବିବାର-ସୋମବାର ମଧ୍ୟରାତ୍ରିରେ ଫିଲିପାଇନ୍ସରେ ପୁଣି ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୮ ବୋଲି ମାପ କରାଯାଇଛି। ଜାତୀୟ ଭୂକମ୍ପ କେନ୍ଦ୍ର କହିଛି ରାତିଅଧ ପ୍ରାୟ ୧ଟା ୨୦ ସମୟରେ ଏହି ଭୂକମ୍ପ ଘଟିଛି। ଏହାର…

ଆଫଗାନୀଙ୍କ ପାଇଁ ତୋରଖମ ସୀମା ବନ୍ଦ କଲା ପାକିସ୍ତାନ…

ଇସଲାମାବାଦ,୪।୧୨ : ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ଥିବା ତୋରଖମ ସୀମା ଆଫଗାନିସ୍ତାନ ନାଗରିକଙ୍କ ପାଇଁ ବିନା ପାସପୋର୍ଟ ଏବଂ ବିନା ଲାଗି ବନ୍ଦ ହୋଇଯାଇଛି। ପାକିସ୍ତାନ ସରକାର ଆଫଗାନିସ୍ତାନ ପ୍ରବାସୀମାନଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଆଫଗାନିସ୍ତାନର…

ଚାଇନା ସାଗରରେ ଆମେରିକା ଯୁଦ୍ଧ ଜାହାଜର ବେଆଇନ ପ୍ରବେଶ ନେଇ ଉତ୍ତେଜନା…

ବେଜିଂ/ଓ୍ବାଶିଂଟନ,୪।୧୨: ସାମ୍ପ୍ରତିକ ସମୟରେ, ତାଇୱାନକୁ ନେଇ ଆମେରିକା ଏବଂ ଚାଇନା ମଧ୍ୟରେ ଦୂରତା ସୃଷ୍ଟି ହୋଇଛି। ଚାଇନା ସେନା ଦାବି କରିଛି ଏକ ଆମେରିକୀୟ ଯୁଦ୍ଧ ଜାହାଜ ଦକ୍ଷିଣ ଚାଇନା ସାଗରରେ ବେଆଇନ ଭାବେ ପ୍ରବେଶ କରିଛି। ସୋମବାର ଚାଇନା ସୈନ୍ୟବାହିନୀ…

ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନରେ ଭାଜପା ସରକାର; ତେଲଙ୍ଗାନାରେ କଂଗ୍ରେସ ସନ୍ତୁଷ୍ଟ

ନୂଆଦିଲ୍ଲୀ,୩।୧୨: ମଧ୍ୟପ୍ରଦେଶ, ଛତିଶଗଡ ଏବଂ ରାଜସ୍ଥାନ ନିର୍ବାଚନରେ କଂଗ୍ରେସ ଏକ ବଡ଼ ଧରଣର ପରାଜୟର ସମ୍ମୁଖୀନ ହୋଇଛି, ଯାହାକି ଆଗାମୀ ଲୋକ ସଭା ନିର୍ବାଚନ ପୂର୍ବରୁ ସେମିଫାଇନାଲ ଭାବରେ ଦେଖାଯାଉଛି। ହିନ୍ଦୀ ଭାଷା ରାଜ୍ୟ ମଧ୍ୟପ୍ରଦେଶରେ ଭାଜପା ସରକାର ଅକ୍ଷୁର୍ଣ୍ଣ ଥିବାବେଳେ…

ଅଷ୍ଟ୍ରେଲିଆ ହାତରୁ ମ୍ୟାଚ୍‌ ଛଡାଇ ଆଣିଲା ଭାରତ:ଶେଷ ଓଭରରେ ପଲଟିଗଲା ମ୍ୟାଚ୍‌

ବେଙ୍ଗାଲୁରୁ,୩।୧୨: ଅଷ୍ଟ୍ରେଲିଆ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜକୁ ଭାରତ ୪-୧ରେ ଜିତିଛି। ସିରିଜର ଶେଷ ମ୍ୟାଚ ଭାରତ ୬ ରନ୍‌ରେ ଜିତିଥିଲେ। ଅଷ୍ଟ୍ରେଲିଆ ଅଧିନାୟକ ମାଥ୍ୟୁ ୱେଡ ଟସ ଜିତି ବେଙ୍ଗାଲୁରୁ ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ବୋଲିଂ କରିବାକୁ…

ଆଜିର ବିଜୟ ଐତିହାସିକ, ମୋଦି କହିଲେ ଆଜି ‘ସବକା ସାଥ ସବକା ବିକାଶ’ର ବିଚାର ବିଜୟୀ ହୋଇଛି

ନୂଆଦିଲ୍ଲୀ,୩।୧୨: ମଧ୍ୟ ପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ଭାଜପା)ର ବହୁଳ ବିଜୟ ପରେ ପ୍ରଧାନମନ୍ତ୍ରୀ ନରନ୍ଦ୍ର ମୋଦି ଭାଜପା ମୁଖ୍ୟାଳୟ ପହଞ୍ଚିଥିଲେ। ସେଠାରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ…

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ କେସିଆର

ହାଇଦ୍ରାବାଦ,୩।୧୨: ତେଲଙ୍ଗାନା ବିଧାନସଭା ନିର୍ବାଚନରେ ପରାଜୟର ସମ୍ମୁଖୀନ ହେବା ପରେ ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ରବିବାର ରାଜ୍ୟପାଳଙ୍କ ନିକଟକୁ ତାଙ୍କର ଇସ୍ତଫା ପଠାଇଛନ୍ତି। ବିଆରଏସ କାର୍ଯ୍ୟନିର୍ବାହୀ ସଭାପତି ରାମା ରାଓ ଏହି ସୂଚନା ଦେଇଛନ୍ତି। ଏଥି ସହ ରାଜ ଭବନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri