Home Middle

ମାଳଦ୍ୱୀପ ଛାଡନ୍ତୁ ଭାରତୀୟ ସୈନିକ, ଭାରତକୁ ନାଲିଆଖି ଦେଖାଇଲେ ମାଳଦ୍ୱୀପର ନୂଆ ରାଷ୍ଟ୍ରପତି ମହମ୍ମଦ ମୋଇଜୁ

ନୂଆଦିଲ୍ଲୀ, ୨୮।୧୦: ନବ ନିର୍ବାଚିତ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୋଇଜୁ ଭାରତୀୟୂ ସେନାଙ୍କୁ ଦ୍ୱୀପ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ଜାରି କରି ସେ କହିଛନ୍ତି, ମାଳଦ୍ୱୀପ ଏବେ ସ୍ବାଧୀନ। ବେଜିଂ ଓ ନୂଆଦିଲ୍ଲୀ ମାଳଦ୍ୱୀପକୁ ସୁରକ୍ଷା ବଢାଇବା ଦରକାର ନାହିଁ।…

୫୧ ହଜାର ଲୋକଙ୍କୁ ମିଳିବ ସରକାରୀ ଚାକିରି, ଏହିଦିନ ମୋଦି ବାଣ୍ଟିବେ ନିଯୁକ୍ତି ପତ୍ର

ନୂଆଦିଲ୍ଲୀ,୨୭।୧୦: କେନ୍ଦ୍ରରେ ମୋଦି ସରକାରଙ୍କ ଅଧୀନରେ ଯୁବକମାନେ ରୋଜଗାରର ସୁଯୋଗ ପାଇଛନ୍ତି। ଏହି କ୍ରମରେ, ପୁଣି ଥରେ ୫୧ ହଜାର ଲୋକ ସରକାରୀ ଚାକିରି ପାଇବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ୫୧,୦୦୦ ରୁ ଅଧିକ ନିଯୁକ୍ତି…

ଡିଜେ ଜକି ଭାବେ କାମ କରୁଥିଲେ ଜଷ୍ଟିସ ଡି ଓ୍ବାଇ ଚନ୍ଦ୍ରଚୂଡ

ନୂଆଦିଲ୍ଲୀ,୨୭।୧୦: ଦେଶର ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି ଓ୍ବାଇ ଚନ୍ଦ୍ରଚୂଡ। ତାଙ୍କ ଖଣ୍ଡପୀଠର ପ୍ରତିଟି ମାମଲାରେ ନିଜର ସ୍ବତନ୍ତ୍ର ରାୟ ଶୁଣାଇ ଦେଶରେ ଚର୍ଚ୍ଚିତ ଚେହେରା ପାଲଟିଛନ୍ତି। ପ୍ରତିଟି ମାମଲାର ତାଙ୍କର ସ୍ବତନ୍ତ୍ର ଆଭିମୁଖ୍ୟକୁ ସମସ୍ତେ ପସନ୍ଦ କରନ୍ତି। ତାହେଲେ ଆପଣ…

ପ୍ରଦୂଷଣ ବଢାଉଛି ଚିନ୍ତା: ଶୀଘ୍ର ଯୁବତୀ ହେଉଛନ୍ତି କିଶୋରୀ

ନୂଆଦିଲ୍ଲୀ, ୨୭।୧୦: ପ୍ରତିବର୍ଷ ଚିନ୍ତା ବଢାଉଛି ପ୍ରଦୂଷଣ। ବଢୁଥିବା ବାୟୁ ପ୍ରଦୂଷଣ ଯୋଗୁ ବିଶ୍ୱରେ ଲକ୍ଷ ଲକ୍ଷ ଲୋକ ମୃତ୍ୟୁମୁଖରେ ପଡୁଛନ୍ତି। ପ୍ରଦୂଷଣ ସଂସ୍ପର୍ଶରେ ଆସିବା ଯୋଗୁ ଶିଶୁ ଠାରୁ ବୁଢା ଯାଏଁ ଅସଂଖ୍ୟ ଅଚିହ୍ନା ରୋଗରେ ପୀଡିତ ହେଉଛନ୍ତି। ନିକଟରେ…

କେଉଁ ଦେଶରେ ମିଳିଥାଏ ଅଧିକ ଦରମା, ଭାରତ ଠାରୁ ପଛରେ ଋଷିଆ…

ଭଲ ଚାକିରି ସହ ଆପଣ ଦରମାର ପ୍ୟାକେଜ ଦେଖିଥା’ନ୍ତି। ଏପରିକି ଲୋକଙ୍କୁ ଦେଶରେ ଭଲ ପ୍ୟାକେଜର ଦରମା ନ ମିଳିଲେ ସେମାନେ ବିଦେଶରେ ଭଲ ଦରମା ପାଇବା ପାଇଁ ସ୍ବିଚ୍‌ କରନ୍ତି। ଦରମା କଥା ଏଥିପାଇଁ ଏଠାରେ ଉଲ୍ଲେଖ କରୁଛୁ କି,…

୨୦୨୪ ନିର୍ବାଚନ ପୂର୍ବରୁ ଭୋଟର ଆଇଡି ସଂଶୋଧନ କରିବାର ଶେଷ ସୁଯୋଗ, ଜାଣନ୍ତୁ କେଉଁ ତାରିଖ ପର୍ଯ୍ୟନ୍ତ କରିପାରିବେ ଆବେଦନ

ଭୁବନେଶ୍ୱର,୨୭/୧୦: ରାଜ୍ୟରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଶୁକ୍ରବାର(ଅକ୍ଟୋବର ୨୭) ଠାରୁ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ସୂଚନା ଦେଇଛନ୍ତି। ନୂତନ ଭୋଟର ଆଇଡି ଏବଂ ସଂଶୋଧନ…

ନୂଆ ଗ୍ରୀନ୍‌କାର୍ଡ ପାଇଁ ଆବେଦନ ଘୋଷଣା, ଉପକୃତ ହେବେ ହଜାର ହଜାର ଭାରତୀୟ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭ା୧୦: ହ୍ବାଇଟ୍‌ ହାଉସ କମିଶନ ଗ୍ରୀନକାର୍ଡ ଆବେଦନ ପ୍ରକ୍ରିୟାର ପ୍ରାରମ୍ଭିକ ପର୍ଯ୍ୟାୟରେ ନିଯୁକ୍ତି ପ୍ରାଧିକରଣ ଡକ୍ୟୁମେଣ୍ଟକୁ ସୁପାରିସ କରିଛନ୍ତି। ଆମେରିକାର ଭାରତୀୟମାନେ ସେମାନଙ୍କ ଗ୍ରୀନ୍‌କାର୍ଡକୁ ଅପେକ୍ଷା କରିଛନ୍ତି, ହ୍ବାଇଟ୍‌ ହାଉସ୍‌ କମିଶନ ଆବେଦନ ପ୍ରକ୍ରିୟାକରଣ ପ୍ରଣାଳୀର ପ୍ରାଥମିକ ପର୍ଯ୍ୟାୟରେ ଏକ ନିଯୁକ୍ତି…

୨୧ ଦିନରେ ଯୁଦ୍ଧ: ୮୫୦୦ରୁ ଅଧିକ ହରାଇଲେଣି ପ୍ରାଣ, ଜାଣନ୍ତୁ ଏ ପର୍ଯ୍ୟନ୍ତ ଘଟିଥିବା ପୂରା ଘଟଣା ସମ୍ପର୍କରେ…

ଜେରୁଜେଲମ୍‌,୨୭ା୧୦: ହମାସ୍‌-ଇସ୍ରାଏଲ ମଧ୍ୟରେ ଲାଗିଥିବା ଯୁଦ୍ଧ ଇତିମଧ୍ୟରେ ୨୧ ଦିନରେ ପହଞ୍ଚିଛି। ତଥାପି ଏହା ବନ୍ଦ ହେବାର ନାଁ ନେଉନି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୁଦ୍ଧ ଯୋଗୁ ଉଭୟ ପକ୍ଷଙ୍କ ୮୫୦୦ରୁ ଅଧିକ ଲୋକ ପ୍ରାଣ ହରାଇସାରିଲେଣି। ଅକ୍ଟୋବର ୭ରେ ହମାସ୍‌…

ଟସ୍‌ ଜିତି ପାକିସ୍ତାନର ବ୍ୟାଟିଂ ନିଷ୍ପତ୍ତି

ଚେନ୍ନାଇ,୨୭।୧୦: ବିଶ୍ୱକପର ୨୬ ତମ ମ୍ୟାଚରେ ପାକିସ୍ତାନ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚେନ୍ନାଇର ଏମ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯାଉଛି। ପାକିସ୍ତାନ ଅଧିନାୟକ ବାବର ଆଜାମ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆମନ୍ତ୍ରଣ ପାଇଁ ଦକ୍ଷିଣ ଆଫ୍ରିକା ବୋଳିଂ…

ଚମକିଲେ ଓଡ଼ିଆ ପୁଅ: ପ୍ରମୋଦଙ୍କୁ ସ୍ବର୍ଣ୍ଣ

ହାଙ୍ଗଝୋ, ୨୭।୧୦: ଦକ୍ଷତା ଏବଂ ନିଷ୍ଠାର ଏକ ରୋମାଞ୍ଚକ ପ୍ରଦର୍ଶନରେ ପ୍ରଖ୍ୟାତ ପାରା-ବ୍ୟାଡ୍‌ମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଏସିଆନ ପାରା ଗେମ୍ସରେ ଶୁକ୍ରବାର ପୁରୁଷ ଏକକ ଏସ୍‌ଏଲ୍‌-୩ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହି ବିଜୟ ପ୍ରମୋଦଙ୍କ ପାଇଁ ଏକ ଐତିହାସିକ…

୫୮ ବର୍ଷର ପୁରୁଣା ନିୟମ ଲାଗୁ କଲେ ସରକାର, ଦ୍ୱିତୀୟ ବିବାହ କଲେ ହରାଇବାକୁ ପଡିବ ଚାକିରି

ଗୁଆହାଟୀ,୨୭।୧୦: ଆସାମ ସରକାର ୫୮ ବର୍ଷ ପୂର୍ବେ ଏକ ନିୟମକୁ ତତ୍କାଳୀନ ପ୍ରଭାବ ପକାଇ ସରକାରୀ କର୍ମଚାରୀଙ୍କ ଦ୍ୱିତୀୟ ବିବାହ ଉପରେ ରୋକ ଲଗାଇଛନ୍ତି। ଗୁରୁବାର ତତ୍କାଳୀନ ପ୍ରଭାବରୁଲାଗୁ କରାଯାଇଥିବା ଏହି ନିୟମ ଅନୁଯାୟୀ ଚେତାବନୀ ଦିଆଯାଇଛି କି, ଏହି ନିୟମ…

ଭାରତୀୟ ମୋବାଇଲ କଂଗ୍ରେସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୭।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଗତି ମଇଦାନରେ ଭାରତ ମଣ୍ଡପମ ଠାରେ ସପ୍ତମ ଭାରତୀୟ ମୋବାଇଲ କଂଗ୍ରେସ-୨୦୨୩ର ଉଦଘାଟନ କରିଛନ୍ତି। ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ଦେଶର ଶିକ୍ଷାନୁଷ୍ଠାନଗୁଡ଼ିକୁ ୧୦୦ ‘୫ଜି ୟୁଜ୍‌ କେସ ଲ୍ୟାବସ’ ପ୍ରଦାନ କରିବେ। ଅକ୍ଟୋବର ୨୭…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri