Home Middle

ଚାଇନାର ଶେୟାର ବଜାର ଭୁଶୁଡ଼ିବାରେ ଲାଗିଛି…

ବେଜିଂ,୨୯।୧ : ୨୦୨୧ ଠାରୁ ଆରମ୍ଭ ହୋଇଥିବା ଚାଇନାର ଷ୍ଟକ ମାର୍କେଟର ଅବନତି ଜାରି ରହିଛି। ଏହି ହ୍ରାସକୁ ରୋକିବା ପାଇଁ ଚାଇନା ସରକାର କରିଥିବା ସମସ୍ତ ଉଦ୍ୟମ ମଧ୍ୟ ବିଫଳ ହୋଇଛନ୍ତି। ଫଳସ୍ବରୂପ, ଚାଇନାର ଷ୍ଟକ ମାର୍କେଟ ସଙ୍କଟରେ ପଡ଼ିଛି।…

୧୫ ରାଜ୍ୟର ୫୬ ରାଜ୍ୟସଭା ଆସନ ପାଇଁ ଫେବୃଆରୀ ୨୭ରେ ମତଦାନ…

ନୂଆଦିଲ୍ଲୀ,୨୯।୧ : ଫେବୃଆରୀ ୨୭ ରେ ଦେଶର ୧୫ ରାଜ୍ୟର ୫୬ ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ନାମାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖ ଫେବୃଆରୀ ୧୫ ରହିଛି।…

ଦୁନିଆର ସବୁଠୁ ବଡ଼ କମ୍ପାନୀ ବିକିବ ଚାଇନା

ବେଜିଂ,୨୯ା୧: ଚାଇନା ଉପରେ ଏକ ଦୁଃଖର ପାହାଡ଼ ପଡ଼ିଛି। ପ୍ରଥମେ ଷ୍ଟକ୍‌ ମାର୍କେଟରେ ଦ୍ରୁତ ହ୍ରାସ ହେତୁ କୋଟି କୋଟି ଟଙ୍କା ନିବେଶକ ନଷ୍ଟ ହେଲା। ବର୍ତ୍ତମାନ ରିଅଲ ଇଷ୍ଟେଟ୍‌ ବଜାରରୁ ଖରାପ ଖବର ଆସୁଛି । ଫଳରେ ଦୁନିଆର ସବୁଠୁ…

Pariksha Pe Charcha 2024: ପିଲାଙ୍କ ରିପୋର୍ଟ କାର୍ଡକୁ ଭିଜିଟିଂ କାର୍ଡ.ନ କରନ୍ତୁ, କହିଲେ ମୋଦି…

ନୂଆଦିଲ୍ଲୀ,୨୯।୧ : ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଲାମାନଙ୍କୁ ପରୀକ୍ଷା ଚାପରୁ ମୁକ୍ତି ପାଇବାକୁ ପରାମର୍ଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପିଲାମାନଙ୍କୁ ଗୁରୁମନ୍ତ୍ରା ପ୍ରଦାନ କରିଛନ୍ତି। ମାତାପିତାମାନେ ସେମାନଙ୍କ ପିଲାମାନଙ୍କର ପ୍ରଦର୍ଶନ ଏବଂ ରିପୋର୍ଟ…

ଖାଲି ପଡିଥିବା ଓଡ଼ିଶାର ୩ ରାଜ୍ୟ ସଭା ଆସନ ପାଇଁ ତାରିଖ ଘୋଷଣା

ଭୁବନେଶ୍ୱର,୨୯।୧: ଓଡ଼ିଶାର ଖାଲି ପଡିଥିବା ୩ ରାଜ୍ୟ ସଭା ଆସନ ପାଇଁ ନିର୍ବାଚନ ପାଇଁ ସୋମବାର ତାରିଖ ଘୋଷଣା କରିଛନ୍ତି ନିର୍ବାଚନ କମିଶନ। ନିର୍ବାଚନ ପାଇଁ ଫେବ୍ରୁଆରୀ ୮ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଫେବ୍ରୁଆରୀ ୧୫ ନାମାଙ୍କନ ପତ୍ର ଦାଖଲର ଶେଷ…

ବିଗିଡ଼ିଥିବା ସମ୍ପର୍କକୁ ସଜାଡ଼ିବା ପାଇଁ ଇରାନ-ପାକିସ୍ତାନ ପ୍ରସ୍ତୁତ

ଇସଲାମାବାଦ,୨୯ା୧: ନିକଟରେ ଇରାନ ଏବଂ ପାକିସ୍ତାନ ମଧ୍ୟରେ ଆରମ୍ଭ ହୋଇଥିବା ଯୁଦ୍ଧ ପରେ ଇରାନର ବୈଦେଶିକ ମନ୍ତ୍ରୀ ପାକିସ୍ତାନରେ ପହଞ୍ଚିଛନ୍ତି। ଇରାନର ବୈଦେଶିକ ମନ୍ତ୍ରୀ ହୋସେନ ଅମୀର-ଅବ୍‌ଦୁଲ୍ଲାହିୟାନ ସୋମବାର ତାଙ୍କ ପାକିସ୍ତାନୀ ପ୍ରତିପକ୍ଷ ଜଲିଲ ଅବ୍ବାସ ଜିଲାନୀଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା…

ରାହୁଲ ଭାଜପାର ବଡ଼ ଷ୍ଟାର ପ୍ରଚାରକ: କହିଲେ ହିମନ୍ତ…

ଗୁଆହାଟୀ,୨୯।୧ : ଗତ କିଛି ଦିନ ହେବ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏବଂ କଂଗ୍ରେସ ମଧ୍ୟରେ ଚାଲିଥିବା ଆରୋପ ପ୍ରତ୍ୟାରୋପ ଜାରି ରହିଛି। କଂଗ୍ରେସ ହିମନ୍ତଙ୍କୁ ଦେଶର ସବୁଠାରୁ ଦୁର୍ନୀତିଗ୍ରସ୍ତ ମୁଖ୍ୟମନ୍ତ୍ରୀ ବୋଲି କହୁଥିବାବେଳେ ସେ କଂଗ୍ରେସକୁ ପୁଣି…

ଦାୟିତ୍ୱ ନେଲେ ସଞ୍ଜୀବ ପଣ୍ଡା

ଭୁବନେଶ୍ୱର,୨୯ା୧: ପୋଲିସ କମିଶନର ଭାବେ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି ଆଇପିଏସ୍‌ ଅଫିସର ସଞ୍ଜୀବ ପଣ୍ଡା। ୧୯୯୪ ବ୍ୟାଚ୍‌ର ଏହି ଆଇପିଏସ୍‌ ଅଫିସର ପୂର୍ବରୁ କ୍ରାଇମବ୍ରାଞ୍ଚ ଏଡିଜି ଥିଲେ। ଆଜି କମିଶନରେଟ୍‌ ପୋଲିସ କାର୍ଯ୍ୟାଳୟରେ ପହଞ୍ଚି ସେ ପୂର୍ବତନ ପୋଲିସ କମିଶନର…

ଲକ୍ଷେ ଟଙ୍କାର କ୍ୟାପ ପିନ୍ଧି ନିର୍ବାଚନ ପ୍ରଚାର କଲେ ନଓ୍ବାଜ…

ଇସଲାମାବାଦ,୨୯।୧ : ଆସନ୍ତା ମାସରେ ହେବାକୁ ଥିବା ସାଧାରଣ ନିର୍ବାଚନ ପାଇଁ ପାକିସ୍ତାନରେ ପ୍ରଚାର ଚାଲିଛି। କ୍ଷମତାକୁ ଆସିବା ପାଇଁ ଜଣେ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ବିବେଚନା କରାଯାଉଥିବା ନୱାଜ ସରିଫ ମଧ୍ୟ କ୍ରମାଗତ ଭାବେ ରାଲି କରୁଛନ୍ତି। ନିକଟରେ ପୂର୍ବତନ…

ଜେନେରାଲ ପ୍ରାର୍ଥୀଙ୍କୁ ଦିଆ ଯିବନି SC, ST, OBC ସିଟ: UGC ଦେଲା ସ୍ପଷ୍ଟୀକରଣ…

ପ୍ରୟାଗରାଜ,୨୯।୧ : ସଂରକ୍ଷଣ ସମ୍ବନ୍ଧରେ ଜାରି ବିବାଦୀୟ ନିର୍ଦ୍ଦେଶାବଳୀ ଉପରେ ୟୁଜିସି ସ୍ପଷ୍ଟୀକରଣ ଦେଇଛି। ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ରଦ୍ଦକୁ ବିରୋଧ କରାଯିବା ପରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ନିଜର ଆଭିମୁଖ୍ୟ ବଦଳାଇଛନ୍ତି। ୟୁଜିସି କହିଛି କୌଣସି ସଂରକ୍ଷିତ ବର୍ଗ (ଏସସି,…

ୟୁକ୍ରେନର ୩୩୨ କୋଟି ଚୋରାଇ ନେଲେ ଚୋର, କିଣାଯାଇଥାନ୍ତା ଗୋଳା-ବାରୁଦ…

କିଭ,୨୯।୧ : ୟୁକ୍ରେନ ଏବଂ ରୁଷିଆ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଯୁଦ୍ଧରେ ଉଭୟ ଦେଶର ଧନଜୀବନର ବିପୁଳ କ୍ଷତି ଘଟିଛି। ୟୁକ୍ରେନରେ ଯୁଦ୍ଧ ଦ୍ୱାରା ହୋଇଥିବା କ୍ଷୟକ୍ଷତି ସହିତ ଚୋରମାନେ ଦେଶର ରାଜକୋଷ ମଧ୍ୟ ଚୋରି କରିଛନ୍ତି। ଚୋରମାନେ ଦେଶରୁ…

Indian Army Fitness Policy: ସେନାରେ ବଢୁଛି ମେଦବହୁଳଙ୍କ ସଂଖ୍ୟା, ନିଆଯିବ କଡ଼ା ପଦକ୍ଷେପ…

ନୂଆଦିଲ୍ଲୀ,୨୯।୧ : ପରିବର୍ତ୍ତିିତ ଜୀବନ ଶୈଳୀ ଯୋଗୁ ଅଧିକାରୀଙ୍କ ମଧ୍ୟରେ ଶାରୀରିକ ମାନ ହ୍ରାସକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଏକ ନୂତନ ଫିଟନେସ ନୀତି ଆପଣେଇଛି। ଏହି ନୂତନ ନୀତି ଅନୁଯାୟୀ ସାମରିକ ଅଧିକାରୀମାନଙ୍କୁ ଏକ ନୂତନ ପରୀକ୍ଷା ଦେବାକୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri