ଫେବୃଆରୀରେ ରେକର୍ଡ ଭାଙ୍ଗିବ ଖରା, ବୈଜ୍ଞାନିକ ଦେଲେ ସତର୍କ ସୂଚନା

ଲଣ୍ଡନ,୧୭ା୨: ଫେବୃଆରୀରେ ସବୁଠୁ ଅଧିକ ଗରମ ହେବ। ପାଣିପାଗ ବିଜ୍ଞାନୀମାନେ କହିଛନ୍ତି, ଫେବୃଆରୀରେ ସମସ୍ତ ପୁରୁଣା ଉତ୍ତାପ ରେକର୍ଡ ଭାଙ୍ଗିପାରେ। ଏଥିପାଇଁ ସେମାନେ ମନୁଷ୍ୟକୃତ ଗ୍ଲୋବାଲ ଓ୍ବାର୍ମିଂକୁ ଦାୟୀ କରିଛନ୍ତି, ଯେଉଁଥିପାଇଁ ପୃଥିବୀରେ ତଥା ସମୁଦ୍ରରେ ତାପମାତ୍ରା ବୃଦ୍ଧି ପାଉଛି।

ଏକ ରିପୋର୍ଟ ଅନୁସାରେ, ବର୍ଷର ଏହି ମାସ ସବୁଠାରୁ କମ୍‌। ଏହି ମାସ ଏବେଠୁ ତାପମାତ୍ରା ଏତେ ବୃଦ୍ଧି ପାଇଲାଣି ଯେ, ଜଳବାୟୁ ଚାର୍ଟ ନୂଆ ଅଞ୍ଚଳରେ ପ୍ରବେଶ କରୁଛି। ବିଶେଷକରି ସମୁଦ୍ର ପୃଷ୍ଠର ତାପମାତ୍ରା ପାଇଁ, ଯାହା ବୃଦ୍ଧି ପାଇଛି ଯେ, ପରିବର୍ତ୍ତନ କିପରି ଘଟୁଛି ବିଶେଷଜ୍ଞ ପର୍ଯ୍ୟବେକ୍ଷକମାନେ ବୁଝାଇବାକୁ ଚେଷ୍ଟା କରୁଛନ୍ତି।

ଗ୍ରହ ଦ୍ରୁତ ଗତିରେ ଗରମ ହେଉଛି। ଆମେ ସମୁଦ୍ରର ତାପମାତ୍ରାରେ ଦ୍ରୁତ ବୃଦ୍ଧି ଦେଖୁଛୁ, ଯାହା ଜଳବାୟୁରେ ଉତ୍ତାପର ବୃହତ୍ତମ ଭଣ୍ଡାର ଅଟେ। ପୂର୍ବ ସମୁଦ୍ର ପୃଷ୍ଠର ତାପମାତ୍ରା ରେକର୍ଡଗୁଡିକ ୨୦୨୩ରେ ଭାଙ୍ଗିଗଲା ଏବଂ ବର୍ତ୍ତମାନ ୨୦୨୪ରେ ଆହୁରି ଅଧିକ ହେବ। ତେବେ ଏହା ପଛର କାରଣ ବୁଝିବା ପାଇଁ ଅନୁସନ୍ଧାନ କରାଯାଉଛି।

ବରେଲି ଆର୍ଥ ବୈଜ୍ଞାନିକ ଜେକେ ହାଉସଫାଦରଙ୍କ ଅନୁଯାୟୀ, ଜାନୁଆରୀ, ଡିସେମ୍ବର, ନଭେମ୍ବର, ଅକ୍ଟୋବର, ସେପ୍ଟେମ୍ବର, ଅଗଷ୍ଟ, ଜୁଲାଇ, ଜୁନ୍‌ ଏବଂ ମେ’ ପରେ ମାନବିକତା ରେକର୍ଡ ହୋଇଥିବା ଇତିହାସରେ ସବୁଠାରୁ ଉତ୍ତପ୍ତ ଫେବୃଆରୀକୁ କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡିରେ ସପ୍ତାହେ ଲାଗି ରହିଛି ବର୍ଷା: ହସୁଛି ଧାନ-ହଳଦୀ କ୍ଷେତ

ଦାରିଙ୍ଗବାଡି, ୨୨।୭ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲଜ ଅଞ୍ଚଳରେ ରଥଯାତ୍ରା ପୂର୍ବ ରାତିଠାରୁ ଲାଗିରହିଛି। ବର୍ଷା ମଝିରେ ମଝିରେ ବର୍ଷା କମିଲେ ମଧ୍ୟ ପାଗ…

ଶପିଂ ମଲରେ ଭୟାବହ ଅଗ୍ନିକାଣ୍ଡ: ଲକ୍ଷାଧିକ ଟଙ୍କାର ଜିନିଷ ଜଳିପୋଡ଼ି ଛାରଖାର

ଝାରସୁଗୁଡା, ୨୨।୭(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡା ସରବାହାଲ ରୋଡ଼ସ୍ଥିତ ଭି ଆର୍ଟ ଶପିଂ ମଲ ଏବଂ ଶଙ୍କର ଅଳଙ୍କାର ଦୋକାନରେ ବୁଧୁବାର ଭୋରରୁ ଭୟାବହ ଅଗ୍ନିକାଣ୍ଡ ଘଟିଛି I…

ସୋନମ ୱାଙ୍ଗଚୁକଙ୍କ ପାଇଁ ନ୍ୟୁୟର୍କଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ପ୍ରଦର୍ଶନ, ଭାରତ ସରକାରଙ୍କୁ କଲେ ବଡ଼ ଅପିଲ୍‌

ନୂଆଦିଲ୍ଲୀ,୨୨।୭: ଆମେରିକାସ୍ଥିତ ଏକ ଅଧିକାର ଗ୍ରୁପର କର୍ମକର୍ତ୍ତାମାନେ ଆମରଣ ଅନଶନ କରୁଥିବା ସୋନମ ୱାଙ୍ଗଚୁକଙ୍କ ପ୍ରତି ଏକଜୁଟତା ଜାହିର କରିବା ପାଇଁ ନ୍ୟୁୟର୍କ ଏବଂ ସାନ ହୋଜେରେ…

ଭଟାପଲାକୁ ନୂତନ ଗ୍ରାମ ପଞ୍ଚାୟତ ମାନ୍ୟତା ଦାବି ଜୋରଦାର: ଲିଖିତ ଦାବିପତ୍ର ଦାଖଲ

କର୍ଲାମୁଣ୍ଡା,୨୨।୭(ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଭଟାପଲାକୁ ସୱତନ୍ତ୍ର ଗ୍ରାମ ପଞ୍ଚାୟତର ମାନ୍ୟତା ପ୍ରଦାନ କରିବା ଦାବିରେ ଅଞ୍ଚଳବାସୀଙ୍କ ସୱର ଦିନକୁ ଦିନ ଜୋରଦାର ହେଉଛି। ଦୀର୍ଘଦିନ…

ଅଧରାତିରେ ହଠାତ୍‌ ୱାଙ୍ଗଚୁକଙ୍କୁ ଭେଟିବାକୁ ଗଲେ ଜେପି ନଡ୍ଡା: ବଢିଲା…

ନୂଆଦିଲ୍ଲୀ,୨୨।୭: ଜଳବାୟୁ କର୍ମୀ ଏବଂ ବୈଜ୍ଞାନିକ ସୋନମ ୱାଙ୍ଗଚୁକଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲରୁ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ…

ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କା ଚୋରି: ସୁନା-ରୁପା ବି ଛାଡ଼ିଲେନି

କେସିଙ୍ଗା,୨୨।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବସହର ୱାର୍ଡ ନ.୩ରେ ଅମ୍ବାଜି ଏଜେନ୍ସି ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତକାଲି ରାତିରେ ତାଲା ଭାଙ୍ଗି ଲକ୍ଷ ଲକ୍ଷ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଆନ୍ଦୋଳନ, ଇସ୍ତଫା ଦାବି ଉପରେ ଆସିଲା ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଥମ ବଡ଼ ବୟାନ, କହିଲେ ଏମିତି… ରାଜନୀତି ହଲଚଲ

ନୂଆଦିଲ୍ଲୀ,୨୨।୭: କଂଗ୍ରେସ ସାଂସଦ ତଥା ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ବାସଭବନ ବାହାରେ ଧାରଣା ପ୍ରଦର୍ଶନକୁ ନେଇ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri