Home Middle

ଏଆଇକୁ କଣ୍ଟ୍ରୋଲ କରିବାକୁ ହେବ ଆଇନ, ପ୍ରଥମଥର ରାଜି ହେଲା ୟୁରୋପୀୟ ୟୁନିଅନ

ନୂଆଦିଲ୍ଲୀ,୯।୧୨: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଆରମ୍ଭରେ ଯେତିକି ଆକର୍ଷଣୀୟ ଥିଲା, ତାହା ବର୍ତ୍ତମାନ ସମାନ ଭାବରେ ବିପଜ୍ଜନକ ହୋଇପଡିଛି। କେବଳ ଭାରତ ନୁହେଁ, ଆମେରିକା ସମେତ ବିଶ୍ୱର ଅନେକ ଦେଶ ଏଆଇ ଦ୍ୱାରା ଅସୁବିଧାରେ ପଡିଛନ୍ତି। ଏଆଇର ଲାଭ ଅଛି କିନ୍ତୁ…

‘ଜଳବାୟୁ ପରିବର୍ତ୍ତନ ସବୁଠାରୁ ବଡ ଚ୍ୟାଲେଞ୍ଜ’, ଇନଫିନିଟି ଫୋରମ ୨.୦ରେ କହିଲେ ମୋଦି

ନୂଆଦିଲ୍ଲୀ,୯।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଇନଫିନିଟି ଫୋରମ ୨.୦ର ଦ୍ୱିତୀୟ ସଂସ୍କରଣକୁ ସମ୍ବୋଧିତ କରିଛନ୍ତି। ଏହି ସମୟରେ ସେ ଇନଫିନିଟି ଫୋରମର ପ୍ରଥମ ସଂସ୍କରଣ ବିଷୟରେ ଉଲ୍ଲେଖ କରିଥିଲେ। ସେ କହିଥିଲେ ଯେ, ଡିସେମ୍ବର ୨୦୨୧ରେ ଆମେ ପ୍ରଥମ ଇନଫିନିଟି…

ମହୁଆଙ୍କ ଭଳି ଭାଜପାର ଏମପି ବି ହୋଇଥିଲେ ବହିଷ୍କାର, ସେତେବେଳେ ଆଡଭାନୀ କହିଥିଲେ…

ନୂଆଦିଲ୍ଲୀ,୯।୧୨: ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେବା ମାମଲାରେ ତୃଣମୂଳ କଂଗ୍ରେସ ଏମପି ମହୁଆ ମୋଇତ୍ରଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଛି। ତେବେ ଲୋକସଭାରୁ ବହିଷ୍କାର ହେବା ଘଟଣାରେ ମହୁଆ ପ୍ରଥମ ଏମପି ନୁହନ୍ତି। ୧୮ବର୍ଷ ପୂର୍ବେ ୨୦୦୫ ଡିସେମ୍ବର ୨୪ରେ…

ମାନବିକତା ପାଇଁ ଲଜ୍ୟା: ଗଳିତ ଅବସ୍ଥାରେ ଗାଜା ହସ୍ପିଟାଲରୁ ମିଳୁଛି ନବଜାତକଙ୍କ ମୃତଦେହ

ଜେରୁଜେଲମ,୯।୧୨: ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଅକଳ୍ପନୀୟ ମାନବିକ ବିପର୍ଯ୍ୟୟ ଆଣିଛି। ଗାଜାର ଅଲ ନସ୍ର ହସ୍ପିଟାଲର ଆଇସିୟୁରେ ନବଜାତ ଶିଶୁଙ୍କ ମୃତଦେହ ଗଳିତ ଅବସ୍ଥାରେ ମିଳିଛି। ଗାଜାର ଜଣେ ସାମ୍ବାଦିକ ଡାକ୍ତରଖାନାର ଏକ ଭିଡିଓ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ…

ଲେଡି ନକ୍ସଲ କମାଣ୍ଡରରୁ କ୍ୟାବିନେଟ ମନ୍ତ୍ରୀ

ହାଇଦ୍ରାବାଦ,୯।୧୨: ଲେଡି ନକ୍ସଲ କମାଣ୍ଡରୁ ରାଜନୀତି, ପୁଣି ୩ଥର ବିଧାୟକ ଆଉ ଏବେ କ୍ୟାବିନେଟ ମନ୍ତ୍ରୀ। ଯାହା ଏବେ ଚର୍ଚ୍ଚାର ଶିରୋନାମାରେ ରହିଛି। ସିଥାକା! ଯାହାଙ୍କ ପୁରା ନାଁ ହେଉଛି ଡାନ୍‌ସାରୀ ଅନସୂୟା ସିଥାକା। କିନ୍ତୁ ସିଥାକା ନାଁରେ ଖୁବ୍‌ ଜଣାଶୁଣା।…

ସୋନିଆଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୯।୧୨: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ତାଙ୍କର ୭୭ ତମ ଜନ୍ମଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭେଚ୍ଛା ଜଣାଇଛନ୍ତି। ସୋସିଆଲ ମିଡିଆ ଏକ୍ସ ମାଧ୍ୟମରେ ମୋଦି ତାଙ୍କର ସୁସ୍ଥ ଓ ଦୀର୍ଘ ଜୀବନ କାମନା କରିଛନ୍ତି। ଦୀର୍ଘ ଦିନ…

ରୁହନ୍ତୁ ସାବଧାନ, ବଜାରରେ ମିଳୁଛି ନକଲି ଚାଇନିଜ ରସୁଣ

ନୂଆଦିଲ୍ଲୀ/ଓ୍ବାଶିଂଟନ,୯।୧୨: ନକଲି ଚାଉଳ ଏବଂ ନକଲି ଅଣ୍ଡା ଭାରତୀୟ ବଜାରରେ ବିକ୍ରି ହେଉଥିବା ନେଇ ଦାବି ହୋଇସାରିଛି। ବର୍ତ୍ତମାନ ଯଦି କୁହାଯାଏ ଯେ ଆପଣଙ୍କ ରୋଷେଇ ଘରେ ରଖାଯାଇଥିବା ସୁନ୍ଦର ଧଳା ରସୁଣ ବାସ୍ତବ ନୁହେଁ କିନ୍ତୁ ନକଲି। ଜଣେ ଆମେରିକୀୟ…

ବିକଶିତ ଭାରତ ସଂକଳ୍ପ ଯାତ୍ରା: ସାମିଲ ହେଲେଣି କୋଟିଏରୁ ଅଧିକ

ନୂଆଦିଲ୍ଲୀ, ୯ା୧୨(ପିଆଇବି): ନଭେମ୍ବର ୧୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାଡ଼ଖଣ୍ଡର ଖୁଣ୍ଟିରେ ଶୁଭାରମ୍ଭ କରିଥିବା ବିକଶିତ ଭାରତ ସଂକଳ୍ପ ଯାତ୍ରା ସାରା ଦେଶରେ ନାଗରିକମାନଙ୍କ ସହ ସମ୍ପକର୍ର୍ ବୃଦ୍ଧି ଉଦ୍ଦେଶ୍ୟରେ ଏକ ପରିବର୍ତ୍ତନକାରୀ ଅଭିଯାନ ରୂପେ ଉଭା ହୋଇଛି। ଉଦ୍‌ଘାଟନର ମାସକ…

ବିଚାର ପୂର୍ବରୁ ଦୀର୍ଘଦିନ ଜେଲରେ ରଖାଯାଇପାରିବ ନାହିଁ

ନୂଆଦିଲ୍ଲୀ,୯ା୧୨: ବିଚାର ପୂର୍ବରୁ ଅଭିଯୁକ୍ତଙ୍କୁ ଦୀର୍ଘଦିନ ଜେଲରେ ରଖାଯାଇପାରିବ ନାହିଁ ବୋଲି ଦିଲ୍ଲୀ ଅବକାରୀ ନୀତି ସ୍ମାମ୍‌ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ କହିଛନ୍ତି। ଏହି ମାମଲା ସହ ସମ୍ପୃକ୍ତ ବିଶ୍ୱର ଅନ୍ୟତମ ବୃହତ୍‌ ମଦ କମ୍ପାନୀ ପେର୍‌ନୋଡ୍‌ ରିକାର୍ଡ ଇଣ୍ଡିଆର ବରିଷ୍ଠ…

ଅସ୍ତ୍ରବିରତିକୁ ନେଇ ବିଶ୍ୱ ବିଭାଜିତ

ଜେରୁଜେଲମ୍‌ ,୯ା୧୨: ଦକ୍ଷିଣ ଇସ୍ରାଏଲ୍‌ ଉପରେ ହମାସ୍‌ ଅକ୍ଟୋବର ୭ରେ ଆକ୍ରମଣ କରିଥିଲା। ଏହି ଆକ୍ରମଣକୁ ୨ ମାସ ପୂରିଥିବାବେଳେ ଜୋର୍ଡାନ ନଦୀ ଏବଂ ଭୂମଧ୍ୟସାଗର ମଧ୍ୟବର୍ତ୍ତୀ ଭୂଖଣ୍ଡରେ ଧ୍ୱଂସ ଓ ମୃତ୍ୟୁର ବିଭୀଷିକା ଲାଗି ରହିଛି। ହମାସ ଆତଙ୍କବାଦୀମାନେ ଦକ୍ଷିଣ…

ମର୍ଣ୍ଣିଂ କନସଲ୍ଟ ରେଟିଂରେ ମୋଦି ବିଶ୍ୱର ସବୁଠାରୁ ପପୁଲାର ନେତା ଲିଷ୍ଟର ଟପ୍‌ରେ

ନୂଆଦିଲ୍ଲୀ,୯।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମର୍ନିଂ କନସଲ୍ଟର ଗ୍ଲୋବାଲ ଲିଡର ଆପ୍ରୁଭାଲ ରେଟିଂ ଟ୍ରାକର ଉପରେ ପ୍ରାଧାନ୍ୟ ବିସ୍ତାର କରିଛନ୍ତି। ୭୬ପ୍ରତିଶତ ଅନୁମୋଦନ ସହିତ ବିଶ୍ୱର ୨୨ଲୋକପ୍ରିୟ ନେତାଙ୍କ ତାଲିକାରେସେ ଶୀର୍ଷରେ ଅଛନ୍ତି। ଏହି ତାଲିକାରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ,…

ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଭୟଙ୍କର ଅଗ୍ନୀକାଣ୍ଡ, ୧୪ ମୃତ, ୧୮ ଗୁରୁତର

ବାଗଦାଦ,୯।୧୨: ଇରାକର ଉତ୍ତର ସହର ଏରବିଲର ଏକ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଅଗ୍ନିକାଣ୍ଡରେ ଅତି କମରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮ଜଣ ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ଶୁକ୍ରବାର (8 ଡିସେମ୍ବର) ସାରେ ଘଟିଛି। ସୋରାନର ସ୍ବାସ୍ଥ୍ୟ ନିର୍ଦ୍ଦେଶାଳୟର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri