Home Middle

ବିବାଦ ମଧ୍ୟରେ ନିଜ ମାଟିରୁ ଭାରତୀୟ ସେନାକୁ ଫେରାଇ ନେବାକୁ କହିଲା ମାଳଦ୍ୱୀପ

ନୂଆଦିଲ୍ଲୀ,୧୪।୧: ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ପୁଣି ଥରେ ଭାରତକୁ ନାଲି ଆଖି ଦେଖାଇଛନ୍ତି। ଚାଇନାରୁ ଫେରିବା ମାତ୍ରେ ୧୫ ମାର୍ଚ୍ଚ ପୂର୍ବରୁ ଭାରତ ଏହାର ସୈନ୍ୟ ମାଳଦ୍ଵୀପରୁ ଫେରାଇ ନେବାକୁ କହିଛନ୍ତି। ଏହାରୁ ପୂର୍ବରୁ ସେ କାହାର ନାଁ ନ…

ଶିବସେନାରେ ସାମିଲ ହେଲେ ମିଲିନ୍ଦ ଦେଓରା

ନୂଆଦିଲ୍ଲୀ,୧୪।୧: କଂଗ୍ରେସର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେବା ପରେ ମିଲିନ୍ଦ ଦେଓରା ରବିବାର ସିନ୍ଦେ ଦଳର ଶିବସେନାରେ ଯୋଗ ଦେଇଥିଲେ। ଏହି ସମୟ ମଧ୍ୟରେ ମୁମ୍ବାଇ କଂଗ୍ରେସର ବିଭିନ୍ନ ବିଭାଗର ଅଧିକାରୀମାନେ ମଧ୍ୟ ଶିବସେନାରେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ…

ପୁଣି ଆନ୍ଦୋଳନକୁ ଓହ୍ଲାଇବ ପ୍ରାଥମିକ ଶିକ୍ଷକ ସଂଘ

ଭୁବନେଶ୍ୱର,୧୪ା୧: ଆସନ୍ତା ୨୯ ତାରିଖରୁ ପ୍ରାଥମିକ ଶିକ୍ଷକ ସଂଘ ପୁଣି ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଦାବି ପୂରଣ ନେଇ ପୂର୍ବରୁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟିରେ ପ୍ରତିଶ୍ରୁତି ମିଳିଥିଲେ ହେଁ ଏପର୍ଯ୍ୟନ୍ତ ଦାବି ପୂରଣ ହୋଇନାହିଁ। ଜାନୁଆରୀ ୨୭…

ମାଇକ୍‌ ଲଗାଇ ୨ ଘଣ୍ଟା ଗାଳି ଦେବାକୁ ଇଚ୍ଛା ହେଉଛି, ଏସ୍‌ଡିଏମ୍‌ଙ୍କୁ ଏପରି ଅନୁରୋଧ କଲେ ବ୍ୟକ୍ତି, ଜାଣନ୍ତୁ କାରଣ…

ଲକ୍ଷ୍ନୌ,୧୪ା୧: ଉତ୍ତରପ୍ରଦେଶରୁ ଏକ ଆଶ୍ଚର୍ଯ୍ୟଜନକ ଖବର ଆସିଛି। ପ୍ରତାପଗଡ଼ର ଜଣେ ବ୍ୟକ୍ତି ମାଇକ୍‌ ଲଗାଇ ଖବରକାଗଜ କର୍ମଚାରୀଙ୍କୁ ଦୁଇ ଘଣ୍ଟା ଧରି ଗାଳି ଦେବା ପାଇଁ ଏସ୍‌ଡିଏମ୍‌ଙ୍କୁ ଅନୁରୋଧ କରିଛନ୍ତି। ଏକ ଖବରକାଗଜରେ ପ୍ରକାଶିତ ଆର୍ଟିକିଲ୍‌ରେ ଜମି ଜବରଦଖଲରେ ସମ୍ପୃକ୍ତ ଥିବା…

ମୋଇଜ୍ଜୁଙ୍କୁ ବଡ ଝଟ୍‌କା: ମେୟର ନିର୍ବାଚନରେ ଶାସକ ଦଳ ପରାଜିତ

ମାଲେ,୧୪।୧: ଭାର-ମାଳଦ୍ବୀପ ବିବାଦ ମଧ୍ୟରେ ମାଳଦ୍ୱୀପ ରାଷ୍ଟ୍ରପତିଙ୍କୁ ମିଳିଛି ବଡ ଝଟକା । ରାଜଧାନୀ ମାଲେ ମେୟର ନିର୍ବାଚନରେ ମହମ୍ମଦ ମୋଇଜ୍ଜୁଙ୍କ ପାର୍ଟିକୁ ବଡ ପରାଜୟ ମିଳିଛି। ନିର୍ବାଚନରେ ଭାରତ ସମର୍ଥିତ ଦଳ ମାଳଦ୍ୱୀପୟାନ ଡେମୋକ୍ରାଟିକ ପାର୍ଟି ବା ଏମଡିପିକୁ ପ୍ରଚଣ୍ଡ…

ଦିଲ୍ଲୀ ଏନ୍‌ସିଆର୍‌ରେ କୁହୁଡ଼ି ସହିତ ବାୟୁ ପ୍ରଦୂଷଣ ବୃଦ୍ଧି, GRAP-3 ପ୍ରତିବନ୍ଧକ ଲାଗୁ

ନୂଆଦିଲ୍ଲୀ,୧୪ା୧: ଦିଲ୍ଲୀ-ଏନ୍‌ସିଆର୍‌ରେ କୁହୁଡ଼ି ସହିତ ବାୟୁ ପ୍ରଦୂଷଣ ବୃଦ୍ଧି ହେତୁ ଗ୍ରେଡେଡ୍‌ ରେସ୍‌ପନ୍ସ ଆକ୍ସନ ପ୍ଲାନ୍‌ର ତୃତୀୟ ପର୍ଯ୍ୟାୟର ପ୍ରତିବନ୍ଧକ ତୁରନ୍ତ କାର୍ଯ୍ୟକାରୀ ହୋଇଛି। ଏହା ଅଧୀନରେ  ୮-ପଏଣ୍ଟ ଯୋଜନା କାର୍ଯ୍ୟକାରୀ ହେବ। ସେଥିମଧ୍ୟରୁ ବିଏସ୍‌-୩ ପେଟ୍ରୋଲ ଏବଂ ବିଏସ୍‌-୪ ଡିଜେଲ…

ଏକରୁ ବି ଅଧିକ କରିହେବ ବିବାହ, ହିନ୍ଦୁଙ୍କ ପାଇଁ ରହିଛି ଏହି ନିୟମ

ନୂଆଦିଲ୍ଲୀ,୧୪।୧: ଦେଶରେ ହିନ୍ଦୁମାନେ କେବଳ ଥରେ ବିବାହ କରିପାରିବେ ବୋଲି ପ୍ରାବଧାନ ରହିଛି। ଯଦି ପ୍ରଥମ ସ୍ତ୍ରୀ ଜୀବିତ ଥିବାବେଳେ ଦ୍ୱିତୀୟ ବିବାହ କରୁଛନ୍ତି ତେବେ ତାହା ଅପରାଧ ବୋଲି ଧରାଯାଏ। ତଥାପି, ଭାରତରେ ହିନ୍ଦୁଙ୍କୁ ଏକାଧିକ ବିବାହ କରିବାକୁ ଅନୁମତି…

ସୀମା ସଂଯୋଗକୁ ଆହୁରି ସୁଦୃଢ଼ କରିବେ ନେପାଳ-ଭାରତ

କାଠମାଣ୍ଡୁ/ନୂଆଦଲ୍ଲୀ,୧୪ା୧: ସୀମା ସଂଯୋଗକୁ ଆହୁରି ସୁଦୃଢ଼ କରିବା ପାଇଁ ନେପାଳ ଏବଂ ଭାରତ ଦ୍ୱିପାକ୍ଷିକ ଚୁକ୍ତି କାର୍ଯ୍ୟକାରୀ କରିବାକୁ ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି। ଅନଧିକୃତ ବାଣିଜ୍ୟର ମୁକାବିଲା ପାଇଁ ବାଣିଜ୍ୟ, ଗମନାଗମନ ଏବଂ ସହଯୋଗ ଉପରେ ଭାରତ-ନେପାଳ ଆନ୍ତଃରାଜ୍ୟ ସବ୍‌ କମିଟି…

ଆପଲ ସିଇଓ ଟିମ କୁକଙ୍କୁ କେତେ ମିଳେ ଦରମା ?

ଓ୍ବାଶିଂଟନ୍‌,୧୪।୧: ଦୁନିଆର ସବୁଠାରୁ ବଡ କମ୍ପାନୀ ଆପଲର ସିଇଓ ଟିମ କୁକୁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି। ଷ୍ଟିଭ ଜବ୍ସଙ୍କର ମୃତ୍ୟୁ ପରେ ଆପଲକୁ ସବୁ ଟେକ୍‌ କମ୍ପାନୀ ଠାରୁ ଶିଖରକୁ ନେବାକୁ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛିି । ନିକଟରେ ଏକ…

ପୁଣି କ୍ଷେପଣାସ୍ତ୍ର ମାଡ଼କଲା ଉତ୍ତର କୋରିଆ, ଜାପାନ-ଦକ୍ଷିଣ କୋରିଆ ହେଲେ ସତର୍କ

ସିଓଲ,୧୪ା୧: ଦକ୍ଷିଣ କୋରିଆ କହିଛି, ଉତ୍ତର କୋରିଆ ରବିବାର ଏହାର ପୂର୍ବ ଉପକୂଳରୁ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଜାପାନ କୋଷ୍ଟଗାର୍ଡଙ୍କ ଅନୁଯାୟୀ, ଏହା ଏକ ବଡ଼ କ୍ଷେପଣାସ୍ତ୍ର। ଉତ୍‌କ୍ଷେପଣ ପରେ ଜାପାନର ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଏହାକୁ ଜରୁରିକାଳୀନ ଚେତାବନୀ ବୋଲି କହିଥିବା…

ଏୟାରପୋର୍ଟ ରନଓ୍ବେ ତଳେ ଦିଆଯାଇଛି ୨ଜଣଙ୍କୁ କବର, ଅନ୍ଧବିଶ୍ୱାସ ନା ଅନ୍ୟ କାରଣ!

ସାଭାନା, ୧୪।୧: ଏୟାରପୋର୍ଟ ନିର୍ମାଣ ହେବା ପୂର୍ବରୁ ପ୍ରଥମେ ଜମି ଚିହ୍ନଟ କରାଯାଇ ପରେ ନିର୍ମାଣ କରାଯାଏ। ନିକଟରେ ଏପରି ଏକ ଏୟାରପୋର୍ଟ ବିଷୟରେ ଚର୍ଚ୍ଚା ହେଉଛି ଯେଉଁଠି ଏୟାରପୋର୍ଟ ନିର୍ମାଣ ହେବା ପୂର୍ବରୁ ୨ଜଣଙ୍କୁ ସେଠାରେ କବର ଦିଆଯାଇଛି। ଆମେରିକାର…

ରାହୁଲଙ୍କ ‘ଭାରତ ଯୋଡ଼ୋ’ ନ୍ୟାୟ ଯାତ୍ରା ପୂର୍ବରୁ କଂଗ୍ରେସକୁ ଝଟ୍‌କା, ଦଳରୁ ଇସ୍ତଫା ଦେଲେ ମିଲିନ୍ଦ ଦେଓରା

ମୁମ୍ବାଇ,୧୪।୧: ଆଗାମୀ ଲୋକ ସଭା ନିର୍ବାଚନର ଠିକ୍‌ ପୂର୍ବରୁ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ପୂର୍ବତନ ସାଂସଦ ମିଲିନ୍ଦ ଦେଓରା ଦଳରୁ ଇସ୍ତଫା ଦେଇଛନ୍ତି। ରବିବାର ସେ ନିଜ ‘ଏକ୍ସ’ ଆକାଉଣ୍ଟରେ ଏକ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ତେବେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri