ଅଡୁଆ କଲାଣି ମାଞ୍ଜାସୂତା
କଟକ,୧୪ା୧(କାର୍ତ୍ତିକ ସାହୁ)ଓଡ଼ିଆ ସଂସ୍କୃତିର ମହାନ୍ ପର୍ବ ମକର ସଂକ୍ରାନ୍ତିରେ ଗୁଡ଼ି ଉଡ଼ାଇବାର ପରମ୍ପରା ରହିଆସିଛି। ଏହି ଉପଲକ୍ଷେ ବଜାରରେ ବିକ୍ରି ହେଉଥିବା ରଙ୍ଗବେରଙ୍ଗର ଗୁଡ଼ି ଯୁବବର୍ଗଙ୍କୁ ଆକୃଷ୍ଟ କରୁଛି। କାହା ଗୁଡ଼ି କେତେ ଉଚ୍ଚକୁ ଯିବ ତାହାକୁ ନେଇ ପ୍ରତିଦ୍ୱନ୍ଦ୍ୱିତା। ଗୁଡ଼ି…
ଭାଜପାରେ ୩ ଗୋଷ୍ଠୀ
ନିମାପଡ଼ା, ୧୪।୧ (ରଞ୍ଜନ ପଟ୍ଟନାୟକ): ପୁରୀ ଜିଲା ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି, ଭାଜପା ଓ କଂଗ୍ରେସରେ ଟିକେଟ ଆଶାୟୀଙ୍କ ସଂଖ୍ୟା ବଢ଼ିଚାଲିଛି। ଯଦି ଭାଜପା କଥା ଦେଖାଯାଏ, ଏଠାରେ ତିନି ଗୋଷ୍ଠୀ ସକ୍ରିୟ ଥିବା ଦୃଷ୍ଟିଗୋଚର ହେଉଛି। ଦଳର ପୂର୍ବତନ ରାଜ୍ୟ…
ଏଆଇ ଦେବ ପାଣିପାଗ ସୂଚନା
ନୂଆଦିଲ୍ଲୀ,୧୪।୧(ପି.ଟି.)ଭାରତୀୟ ପାଣିପାଗ ବିଭାଗ (ଆଇଏମ୍ଡି) ପ୍ରତିଷ୍ଠାର ୧୫୦ତମ ବାର୍ଷିକୀ ପାଳନ କରିବାକୁ ଯାଉଥିବାବେଳେ ପାଗ ସମ୍ପର୍କିତ ସମ୍ପୂର୍ଣ୍ଣ ଠିକ୍ ପୂର୍ବାନୁମାନ ମଡେଲ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଏବଂ ତ୍ୱରିତ୍ ସୁପର କମ୍ପ୍ୟୁଟରର ଉପଯୋଗ ନେଇ ଯୋଜନା କରୁଛି। ଆଇଏମ୍ଡିର…
ଅପହଞ୍ଚ ଓ୍ବାନ୍କାର୍ଡ
ଭୁବନେଶ୍ୱର,୧୪ା୧(ଅନିଲ ଦାସ)କୋଭିଡ୍ ମହାମାରୀ ସମୟରେ ଶ୍ରମିକଙ୍କ ହିତକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୦୨୦ ଜୁନ୍ ୧ରୁ ସମଗ୍ର ଦେଶରେ ଓ୍ବାନ୍ ନେଶନ, ଓ୍ବାନ୍ ରାଶନ କାର୍ଡ (ଓଏନ୍ଓଆର୍ସି) ବ୍ୟବସ୍ଥା କାର୍ଯ୍ୟକାରୀ କରିଛନ୍ତି। ଏହି ବ୍ୟବସ୍ଥା ଅନୁଯାୟୀ ନିଜ ଗାଁ ଛାଡ଼ି…
ସାତକୋଶିଆରେ ବଢ଼ିଛି କୁମ୍ଭୀର ସଂଖ୍ୟା, କମିଛନ୍ତି ପକ୍ଷୀ
ଅନୁଗୋଳ,୧୩ା୧(ଅମିତ କୁମାର ସାମଲ): ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟର ଟିକରପଡ଼ା ମହାନଦୀ ଗଣ୍ଡରେ ଚଳିତବର୍ଷ କୁମ୍ଭୀର ଓ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଗତ ୬ରୁ ୯ ଯାଏ ହୋଇଥିବା କୁମ୍ଭୀର ଓ ଗତ ୧୦ ତାରିଖରେ ଶେଷ ହୋଇଥିବା…
ବ୍ରିଟେନ୍ ରାଷ୍ଟ୍ରଦୂତଙ୍କ ପିଓକେ ଗସ୍ତକୁ ନେଇ ଭାରତ ଖପ୍ପା, ବିଦେଶ ମନ୍ତ୍ରଣାଳୟ କହିଲା- ଏଭଳି ପଦକ୍ଷେପ ଆମ ସୀମାନ୍ତ ଅଖଣ୍ଡତାର ଉଲ୍ଲଂଘନ
ନୂଆଦିଲ୍ଲୀ,୧୩।୧: ପାକିସ୍ତାନରେ ବ୍ରିଟେନ୍ ରାଷ୍ଟ୍ରଦୂତ ଜାନେ ମାରିଅଟ୍ଙ୍କ ପିଓକେ(ପାକିସ୍ତାନ ଅଧିକୃତ କଶ୍ମୀର) ଯାତ୍ରାକୁ ନେଇ ଭାରତ ଆପତ୍ତି ଉଠାଇଛି। ଏଭଳି ଆଭିମୁଖ୍ୟ ଭାରତର ସଂପ୍ରଭୂତା ଏବଂ ସୀମାନ୍ତ ଅଖଣ୍ଡତାକୁ ଉଲ୍ଲଘଂନ କରିବା ସହ ସମାନ ବୋଲି ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ କହିଛି।…
ଅଯୋଧ୍ୟା ଯିବ ୩ ଟ୍ରକ୍ ଲଡୁ, ପ୍ରସ୍ତୁତିରେ ଲାଗିଛନ୍ତି ୧୦୦ କାରିଗର
ଭୋପାଳ,୧୩ା୧: ଅଯୋଧ୍ୟାରେ ଭଗବାନ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଆସନ୍ତା ୨୨ ତାରିଖରେ ଆୟୋଜିତ ହେବାକୁ ଯାଉଛି। ଏହି ସମାରୋହରେ ମଧ୍ୟପ୍ରଦେଶର ଉଜେନରୁ ବାବା ମହାକାଳଙ୍କ ଲଡୁ ପ୍ରସାଦ ଅଯୋଧ୍ୟାକୁ ପଠାଯାଉଛି। ପ୍ରସାଦ ପାଇଁ ଲଡୁ ତିଆରି କରୁଥିବା କାରିଗରଙ୍କ…
ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ୮ମ ସମନ ପଠାଇଲା ଇଡ଼ି, ହାଜର ନହେଲେ ବଢ଼ିପାରେ ଅଡ଼ୁଆ
ରାଞ୍ଚି,୧୩।୧: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ଙ୍କୁ ପୁଣି ସମନ ପଠାଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)। ଜମି ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ତାଙ୍କୁ ପୂର୍ବରୁ ୭ଥର ସମନ କରାଯାଇଥିଲା। ଏବେ ପୁଣି ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ତାଙ୍କୁ ନୂଆ…
ବଡ଼ଧରଣର ଅଗ୍ନିକାଣ୍ଡ: ଜଳିଗଲା ୬ ମହଲା କୋଠା
ମୁମ୍ବାଇ,୧୩ା୧: ମୁମ୍ବାଇର ଡୋମ୍ବିଭଲିରେ ଥିବା ଏକ ବହୁ ମହଲା କୋଠାରେ ବଡ଼ଧରଣର ଅଗ୍ନିକାଣ୍ଡ ଘଟି ୬ ମହଲା ଜଳିଯାଇଛି। ଡୋମ୍ବିଭଲି ଲୋଢା ଫେଜ୍-୨ ଖୋନା ଏଷ୍ଟ୍ରେଲା ଟାଓ୍ବାରରେ ଏହି ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ଛଅ ମହଲା କୋଠା ଜଳିଯାଇଛି। ନିଆଁ ଲାଗିବା…
କୋଇଲା ଖଣିରେ ଅଘଟଣ: ୧୦ ମୃତ, ୬ ନିଖୋଜ
ବେଜିଂ,୧୩ା୧: ଚାଇନାର ହେନାନ ପ୍ରଦେଶର ଏକ କୋଇଲା ଖଣିରେ ଦୁର୍ଘଟଣା ପରେ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ନିଖୋଜ ଅଛନ୍ତି। ଶନିବାର ସକାଳେ ସ୍ଥାନୀୟ ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। କୋଇଲା ଏବଂ ବିସ୍ଫୋରଣ ଯୋଗୁ ଏହି…
ଭଡାଘରେ ରହୁଥିଲେ ଶୀଘ୍ର ହୋଇଯିବେ ବୁଢା, ଗବେଷଣାରୁ ହେଲା ଖୁଲାସା
ନୂଆଦିଲ୍ଲୀ,୧୩।୧: ନିଜ ପରିବାର ପାଇଁ ନୂଆଘର କିଣିବା ସମସ୍ତଙ୍କ ପାଇଁ ସମ୍ଭବ ହୋଇ ନ ଥାଏ। କିଛିଜଣଙ୍କର ସେଇ ଡ୍ରିମ ହାଉସ ସ୍ବପ୍ନରେ ବସା ବାନ୍ଧିନିଏ। ବ୍ୟକ୍ତିଟିଏ ନିଜ ମନ ପସନ୍ଦର ଘରଟିଏ କିଣିବା ପାଇଁ ଜୀବନଯାକର ଧନ ସାଇତି ରଖିଥାଏ।…
ମଣିଷକୁ ଜିଅନ୍ତା ଚୋବାଇଦେଲା Piranhas ମାଛ, ଉଦ୍ଧାର ହେଲା କେବଳ କଙ୍କାଳ
ରୋଣ୍ଡାନିଆ,୧୩।୧: ଦୁନିଆରେ ମଣିଷକୁ ସର୍ବାହାରୀ ପ୍ରାଣୀ ବୋଲି କୁହାଯାଇଥାଏ। କେବଳ ନିରାମିଷ ନୁହେଁ ମଣିଷ ଆମିଷ ମଧ୍ୟ ଭକ୍ଷଣ କରିଥାଏ। ଆମିଷ ମଧ୍ୟରେ ମାଛ-ମାଂସ ଠାରୁ ଆରମ୍ଭ କରି ଅଣ୍ଡା, ଚିଙ୍ଗୁଡି ଓ କଙ୍କଡା ଆଦିକୁ ସମାଜ ଆହାର ଭାବେ ଗ୍ରହଣ…
Archives


