ହମାସର ଚେତାବନୀ ପରେ ବି ଗାଜାରେ ଆକ୍ରମଣ ଜାରି, ରକେଟ ମାଡ କଲା ଇସ୍ରାଏଲ ସେନା
ଜେରୁଜେଲମ,୧୧।୧୨: ହମାସର ଚେତାବନୀ ପରେ ଇସ୍ରାଏଲ ସୋମବାର ଦକ୍ଷିଣ ଗାଜାର ମୁଖ୍ୟ ସହର ଉପରେ ଆକ୍ରମଣ ଜାରି ରଖିଛି। ପ୍ରକୃତରେ, ହମାସ କହିଥିଲା ଯେ ଯଦି କଏଦୀମାନଙ୍କୁ ମୁକ୍ତ କରିବାର ଦାବି ପୂରଣ ନହୁଏ ତେବେ କୌଣସି ଇସ୍ରାଏଲ ବନ୍ଧକ ଏହି…
ଜମ୍ମୁ-କଶ୍ମୀରରେ ବିଧାନସଭା ନିର୍ବାଚନ ରାସ୍ତା ସଫା: ସୁପ୍ରିମକୋର୍ଟ ଜାରି କଲେ ସମୟ ସୀମା…
ନୂଆଦିଲ୍ଲୀ,୧୧।୧୨ : ଜମ୍ମୁ-କଶ୍ମୀରରେ ଧାରା ୩୭୦କୁ ହଟାଇବା ଠିକ କି ନୁହେଁ ତାହା ଉପରେ ସୁପ୍ରିମକୋର୍ଟଙ୍କ ରାୟ ଆସିଛି। ପ୍ରଧାନ ବିଚାରପତି ଡି.ଓ୍ବାଇ.ଚନ୍ଦ୍ରଚୂଡ ଜମ୍ମୁ-କଶ୍ମୀରରୁ ଧାରା ୩୭୦ ହଟାଇବା ନେଇ କେନ୍ଦ୍ରର ନିଷ୍ପତ୍ତିକୁ ସମର୍ଥନ କରିଛନ୍ତି। ଏହା ବ୍ୟତୀତ ଜମ୍ମୁ-କଶ୍ମୀର ବିଧାନସଭା…
ଅନଲାଇନ ପ୍ରଚାର:୫ ରାଜ୍ୟର ନିର୍ବାଚନରେ ରାଜନୈତିକ ଦଳ ଖର୍ଚ୍ଚ କରିଛନ୍ତି କୋଟି କୋଟି ଟଙ୍କା…
ନୂଆଦିଲ୍ଲୀ,୧୧।୧୨ : ଦେଶର ରାଜନେତିକ ଦଳ ପ୍ରଚାରରେ ଲକ୍ଷ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଏବଂ ମିଜୋରାମରେ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ସମୟରେ ନଭେମ୍ବର ମାସରେ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ରାଜନୈତିକ…
ୟୁରୋପ ପହଞ୍ଚିଲା ନୂଆ ଚାଇନା ଭାଇରସ, ବ୍ରିଟିଶ ବୈଜ୍ଞାନିକ କହିଲେ ଏହା କୋଭିଡର ହିଁ ରୂପ
ଆମଷ୍ଟାରଡମ,୧୧।୧୨: ଚାଇନାରେ ବହୁ ସଂଖ୍ୟକ ଶିଶୁ ଅସୁସ୍ଥ ହେବା ପରେ ନିମୋନିଆର ଲକ୍ଷଣ ଥିବା ଏକ ନୂତନ ଜୀବାଣୁ ୟୁରୋପରେ ମଧ୍ୟ ପହଞ୍ଚିଲାଣି। ଏହି ସମୟରେ, ୟୁକେ ମେଡିକାଲ ସାଇନ୍ସ ଏବଂ ଚେଷ୍ଟର ମେଡିକାଲ ସ୍କୁଲର ପ୍ରୋଗ୍ରାମ ଲିଡ ଡକ୍ଟର ଗୌରେଥ…
ଅନୁଚ୍ଛେଦ ୩୭୦ ରଦ୍ଦ ସମ୍ପୂର୍ଣ୍ଣ ଠିକ: ସୁପ୍ରିମକୋର୍ଟ…
ନୂଆଦିଲ୍ଲୀ,୧୧।୧୨: ଅନୁଚ୍ଛେଦ ୩୭୦ ରଦ୍ଦ କରିବାକୁ କେନ୍ଦ୍ରର ନିଷ୍ପତ୍ତିର ସାମ୍ବିଧାନିକ ବୈଧତା ଉପରେ ସୋମବାର ସୁପ୍ରିମକୋର୍ଟ ଏହାର ରାୟ ପ୍ରଦାନ କରି କହିଛନ୍ତି ଏହା ସମ୍ପୂର୍ଣ୍ଣ ଠିକ ନିଷ୍ପତ୍ତିି। ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ ଚନ୍ଦ୍ରଚୂଡଙ୍କ ନେତୃତ୍ୱରେ ଗଡିତ ପାଞ୍ଚଜଣିଆ ବିଚାରପତିଙ୍କ…
ପିଲାଙ୍କ ମା’ମାନେ କରିବେ ମଧ୍ୟାହ୍ନ ଭୋଜନ ଯାଞ୍ଚ: ସରକାରଙ୍କ କଡ଼ା ନିର୍ଦ୍ଦେଶ…
ଶିମଲା,୧୧।୧୨ : ପ୍ରତିଷ୍ଠା ହେବାକୁ ଥିବା କ୍ଲଷ୍ଟର ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଦ୍ୟର ଯାଞ୍ଚ ପେଇଁ ପିଲାମାନଙ୍କର ମା’ ଏବଂ ମହିଳା ମଣ୍ଡଳଙ୍କ ସହାୟତାରେ ନିଆଯିବ। ଏନେଇ ହିମାଚଳ ପ୍ରଦେଶରେ ସରକାର କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି। ୩୦୦ରୁ ୫୦୦ ମିଟର…
କେବଳ ଦେଶଭକ୍ତ ଦେଲେ ଭୋଟ, ମାତ୍ର ୨୭ ପ୍ରତିଶତ ମତଦାନ…
ହଂକଂ,୧୧।୧୨ : ହଂକଂରେ ହୋଇଥିବା ଜିଲା ପରିଷଦ ପାଇଁ ମତଦାନ ରବିବାର ହୋଇଥିଲା। ଏହି ନିର୍ବାଚନରେ କେବଳ ୨୭.୫୪ ପ୍ରତିଶତ ମତଦାନ ହୋଇଥିଲା, ଯାହା ହଂକଂ ଇତିହାସରେ ସର୍ବନିମ୍ନ ଭୋଟ ପ୍ରତିଶତ ଅଟେ। ଏତେ କମ ଭୋଟ ପ୍ରତିଶତ ହେବାର କାରଣ…
କାହା ମୁଣ୍ଡରେ ସୁନା କଳସ, କିଏ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ, କଳ୍ପନାଜଳ୍ପନା ଜାରି…
ଭୋପାଳ,୧୧।୧୨ : ଭାରତୀୟ ଜନତା ପାର୍ଟି (ଭାଜପା) ବିଧାୟକ ଦଳ ବୈଠକ ସୋମବାର ଅନୁଷ୍ଠିତ ହେବାକୁ ଯାଉଛି। ଭାଜପା ରାଜ୍ୟ ସଭାପତି ସମସ୍ତ ନିର୍ବାଚିତ ବିଧାୟକଙ୍କୁ ରାଜ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ହେବାକୁ ଆମନ୍ତ୍ରଣ କରିଛନ୍ତି। ନିମନ୍ତ୍ରଣ ପତ୍ରରେ ଦିଆଯାଇଥିବା ସୂଚନା ଅନୁଯାୟୀ…
ମହିଳାଙ୍କ ଉପରେ ଏସିଡ ଆକ୍ରମଣ: ଦେଶର ଏହି ସହରରେ ସର୍ବାଧିକ…
ନୂଆଦିଲ୍ଲୀ,୧୧।୧୨ : ମହିଳାମାନଙ୍କ ଉପରେ ଏସିଡ ଆକ୍ରମଣର ଅଧିକାଂଶ ଘଟଣା ବେଙ୍ଗାଲୁରୁରେ ଘଟିଛି। ନ୍ୟାଶନାଲ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ଦ୍ୱାରା ପ୍ରକାଶିତ ରିପୋର୍ଟରୁ ଜଣାପଡିଛି ଗତ ବର୍ଷ ଦେଶରେ ମହିଳାଙ୍କ ଉପରେ ଏସିଡ ଆକ୍ରମଣର ସର୍ବାଧିକ ମାମଲା ପଞ୍ଜିକୃତ ହୋଇଥିଲା।…
୨୫ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଧରିନେଲା ଶ୍ରୀଲଙ୍କା ନୌସେନା, ସ୍ବଦେଶ ଫେରିବା ଲାଗି ଜୟଶଙ୍କରଙ୍କୁ ଚିଠି…
କଲମ୍ବୋ,୧୧।୧୨ : ଶ୍ରୀଲଙ୍କା ନୌସେନା ୨୫ ଜଣ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଅଟକ ରଖି ସେମାନଙ୍କ ଦୁଇଟି ଡଙ୍ଗା ଜବତ କରିଛି। ଶ୍ରୀଲଙ୍କା ;ନସେନା କହିଛି ଶନିବାର ରାତିରେ ଗିରଫ ହୋଇଥିବା ମତ୍ସ୍ୟଜୀବୀମାନେ ବେଆଇନ ଭାବେ ଭାରତୀୟ ସାମୁଦ୍ରିକ ସୀମା ବାହାରେ ମାଛ…
ମଦ ନା ମହାଦେବ
ନୂଆଦିଲ୍ଲୀ,୧୧ା୧୨(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ଝାଡ଼ଖଣ୍ଡର ରାଜ୍ୟ ସଭା ସାଂସଦ ଧୀରଜ ପ୍ରସାଦ ସାହୁଙ୍କ ସମ୍ପର୍କୀୟମାନଙ୍କ ମାଲିକାନାରେ ଥିବା ମଦଭାଟିଗୁଡ଼ିକରୁ ୩୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବାହାରିସାରିଲାଣି। ୨୦୧୮ ମେ’ରେ ଧୀରଜ ଉଚ୍ଚ ସଦନ ପାଇଁ କଂଗ୍ରେସରୁ ପୁନଃ ପ୍ରତିଦ୍ୱନ୍ଦ୍ୱିତା ବେଳେ ନିର୍ବାଚନ…
ଅନୁଚ୍ଛେଦ ୩୭୦ ପୁଣି ହେବ ଲାଗୁ, କହିଲେ ଗୁଲାମ ନବୀ…
ଶ୍ରୀନଗର,୧୧।୧୨: ଜମ୍ମୁ-କଶ୍ମୀରର ଅନ୍ୟ ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗୁଲାମ ନବୀ ଆଜାଦ ଆଶା ପ୍ରକଟ କରିଛନ୍ତି ଅନୁଚ୍ଛେଦ ୩୭୦ ରଦ୍ଦ ମାମଲାରେ ସୁପ୍ରିମକୋର୍ଟ ନିଷ୍ପତ୍ତି ଲୋକଙ୍କ ସପକ୍ଷରେ ଦେବେ। ଯେତେବେଳେ ଜମ୍ମୁ-କଶ୍ମୀରର ପୂର୍ବ ରାଜ୍ୟକୁ ସ୍ବତନ୍ତ୍ର ମାନ୍ୟତା ଦେଉଥିବା ଅନୁଚ୍ଛେଦ ୩୭୦…
Archives


