Home Middle

କୋହଲିଙ୍କ ପାଖରେ ସୁବର୍ଣ୍ଣ ସୁଯୋଗ, ଭାଙ୍ଗିପାରନ୍ତି ସଚିନ, ଗାଭାସ୍କରଙ୍କ ରେକର୍ଡ

ନୂଆଦିଲ୍ଲୀ,୧୫।୧: ଜାନୁଆରୀ ୨୫ରୁ ଇଂଲଣ୍ଡ ବିପକ୍ଷ ୫ ଟେଷ୍ଟ ସିରିଜରେ ଟିମ ଇଣ୍ଡିଆର ଏକ ନମ୍ବର ବ୍ୟାଟର୍‌ ବିରାଟ କୋହଲି ଅନେକ ବଡ଼ ରେକର୍ଡ ସୃଷ୍ଟି କରିବାର ସୁଯୋଗ ରହିଛି। ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରେ ୨୦୦୦ ରନ୍‌ ପୂରଣ କରିବା…

ରାଷ୍ଟ୍ରପତି ପୁଟିନ୍‌ଙ୍କ ସହ ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୧୫।୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସହ ଫୋନରେ କଥା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ନିଜେ ତାଙ୍କ ଅଫିସିଆଲ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରି ଏହି ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ରାଷ୍ଟ୍ରପତି ପୁଟିନ୍‌ଙ୍କ…

ମୋଦି ସରକାରଙ୍କ ୯ ବର୍ଷରେ ଦାରିଦ୍ର୍ୟରୁ ବାହାରିଛନ୍ତି ୨୫ କୋଟି, ନୀତି ଆୟୋଗ ରିପୋର୍ଟରେ ଦାବି

ନୂଆଦିଲ୍ଲୀ,୧୫।୧: ୨୦୧୩-୧୪ରୁ ୨୦୨୨-୨୩ ପର୍ଯ୍ୟନ୍ତ ନଅ ବର୍ଷ ମଧ୍ୟରେ ୨୪.୮୨ କୋଟି ଲୋକ ବହୁମୁଖୀ ଦାରିଦ୍ର୍ୟରୁ ବାହାରିଛନ୍ତି। ନୀତି ଆୟୋଗ ସୋମବାର ଏକ ରିପୋର୍ଟରେ ଏହି ଦାବି କରିଛି। ଏହି ସମୟରେ ଉତ୍ତରପ୍ରଦେଶ, ବିହାର ଏବଂ ମଧ୍ୟପ୍ରଦେଶରେ ବହୁମୁଖୀ ଦାରିଦ୍ର୍ୟର ସବୁଠାରୁ…

ରାମମନ୍ଦିରରେ ସ୍ଥାପିତ ହେବ ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ରାମଲାଲାଙ୍କ ପ୍ରତିମୂର୍ତ୍ତି

ନୂଆଦିଲ୍ଲୀ,୧୫।୧: ପ୍ରସିଦ୍ଧ ଶିଳ୍ପୀ ଅରୁଣ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ରାମଲାଲାଙ୍କ ପ୍ରତିମୂର୍ତ୍ତିକୁ ଚୟନ କରାଯାଇଛି। ଶ୍ରୀ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ ଏହା ନିଶ୍ଚିତ କରିଛନ୍ତି। ଏହି ମୂର୍ତ୍ତିର ଓଜନ ୧୫୦ ରୁ ୨୦୦…

ରାଜ୍ୟବାସୀଙ୍କ ସୁଖ, ସମୃଦ୍ଧି କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫ା୧: ଆଜି ସାରା ରାଜ୍ୟରେ ପାଳନ ହେଉଛି ପବିତ୍ର ମକର ସଂକ୍ରାନ୍ତି। ଏହି ଉପଲକ୍ଷେ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିରେ ପରିପୂର୍ଣ୍ଣ ହେଉ…

ବିଶ୍ୱବ୍ୟାପୀ ୪୦% ଚାକିରି ଖାଇଯିବ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ଆଗକୁ ଆସୁଛି କଠିନ ସମୟ: ଆଇଏମ୍ଏଫ୍ ମୁଖ୍ୟ

ନୂଆଦିଲ୍ଲୀ,୧୫।୧: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ବିଭିନ୍ନ କାର୍ୟ୍ୟକୁ ସରଳ କରିବା ସହିତ ବିଶ୍ୱର ଅଭିବୃଦ୍ଧି ପାଇଁ “ବିପୁଳ ସୁଯୋଗ” ପ୍ରଦାନ କରୁଛି। କିନ୍ତୁ ସମାନ ସମୟରେ ଏଆଇ ବିଶ୍ୱବ୍ୟାପୀ ଚାକିରି ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଛି। ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି(ଆଇଏମ୍ଏଫ୍) ମୁଖ୍ୟ…

ଆଜି ସେନା ଦିବସ: କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୫ା୧: ଜାନୁଆରୀ ୧୫ ତାରିଖ ଅର୍ଥାତ୍‌ ଆଜି ସେନା ଦିବସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତ ସେନା କର୍ମଚାରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। Salute to the bravery and selfless sacrifices of the Army personnel, veterans…

ପୁଣି ଐତିହାସିକ ଉଚ୍ଚତା ଛୁଇଁଲା ଶେୟାର ବଜାର, ପ୍ରଥମ ଥର ୭୩,୦୦୦ ପାର କଲା ସେନସେକ୍ସ

ନୂଆଦିଲ୍ଲୀ,୧୫।୧: ସୋମବାର ଶେୟାର ବଜାର ଖୋଲିବା ମାତ୍ରେ ନୂଆ ରେକର୍ଡ କରିଛି ସେନସେକ୍ସ। ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସଇ) ସୁଚକାଙ୍କ ସେନ୍ସେକ୍ସ ପ୍ରଥମ ଥର ପାଇଁ ୭୩ ହଜାର ପଏଣ୍ଟ ଅତିକ୍ରମ କରିଛି। ସେହିପରି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(ଏନଏସଇ)ର ନିଫ୍ଟି ମଧ୍ୟ ସର୍ବକାଳୀନ…

ଜାନୁଆରୀରେ ପୁଣି ବଢିପାରେ କରୋନା ସଂକ୍ରମଣ, ଚାଇନାରେ ବଢୁଛି ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା

ବେଜିଂ,୧୫।୧: ଚାଇନାର ହସ୍ପିଟାଲଗୁଡ଼ିକରେ ଜ୍ୱର କ୍ଲିନିକ ପରିଦର୍ଶନ କରୁଥିବା ରୋଗୀଙ୍କ ସଂଖ୍ୟା ନୂଆ ବର୍ଷ ପରଠାରୁ ହ୍ରାସ ପାଇଛି। ତେବେ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଚାଇନାର ସ୍ବାସ୍ଥ୍ୟ ଅଧିକାରୀ ରବିବାର କହିଛନ୍ତି ଯେ ଜାନୁଆରୀରେ ଚାଇନାରେ କୋଭିଡ -୧୯ ସଂକ୍ରମଣ ମହାମାରୀ…

ଭାରତ ସହ ବିବାଦ ମଧ୍ୟରେ ମାଲଦ୍ୱୀପ ସହ ବନ୍ଧୁତା କରିବାକୁ ଚାହୁଁଛି ଚାଇନା, କେନ୍ଦ୍ରକୁ ସାବଧାନ କରାଇଲେ ଥରୁର

ନୂଆଦିଲ୍ଲୀ,୧୫।୧: ଚାଇନା ଏବେ ମାଲଦ୍ୱୀପର ନିକଟତର ହେବା ମଧ୍ୟରେ ଭାରତ ସହ ବିବାଦ ବଢିବାରେ ଲାଗିଛି। ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଭାରତକୁ ନିଜର ସୈନ୍ୟ ପ୍ରତ୍ୟାହାର କରିବାକୁ କହିଛନ୍ତି। ଏହି ସମୟରେ କଂଗ୍ରେସ ଏମପି ଶଶି ଥରୁର କହିଛନ୍ତି ଯେ…

ଆଜିଠୁ ବରଗଡ଼ରେ କଂସ ମହାରାଜଙ୍କ ରାଜୁତି

ବରଗଡ଼,୧୫।୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ସୋମବାରରୁ ଆରମ୍ଭ ହେବ । ଦୀର୍ଘ ୧୧ଦିନ ଧରି ଏହି ମହୋତ୍ସବ ହେବ ଏବଂ ଏହି ସମୟ ଅବଧିରେ ବରଗଡ଼ରେ କଂସ ରାଜୁତି ଚାଲିବ। ବରଗଡ଼ ସହର ମଥୁରାନଗରୀ ଏବଂ…

ଦୁଇ କାର୍‌ ମୁହାଁମୁହିଁ: ୬ ଜଣଙ୍କ ଜୀବନ ଗଲା, ୫ ଗୁରୁତର

ଜୟପୁର,୧୫ା୧: ରାଜସ୍ଥାନର ସିକର ଜିଲାର ରାଜପଥରେ ଦୁଇଟି କାର୍‌ ପରସ୍ପର ସହ ମୁହାଁମୁହିଁ ଧକ୍କା ହେବାରୁ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ ସୂଚନାନୁସାରେ, ଏହି ଘଟଣା ରବିବାର ସହରର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri