ଇସ୍ତଫା ଦେଲେ ନୀତିଶ, ସଂଧ୍ୟାରେ ନେବେ ଶପଥ
ପାଟନା,୨୮।୧: ଇସ୍ତଫା ଦେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆଲକରଙ୍କୁ ସାକ୍ଷାତ କରି ନୀତିଶ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହାପୂର୍ବରୁ ସେ ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ବିଧାୟକ ଓ ବରିଷ୍ଠ ନେତାଙ୍କୁ ସାକ୍ଷାତ କରିଥିଲେ।…
ପ୍ରଥମଥର ମାନିଲା ପାକିସ୍ତାନ, ବେଲୁଚିସ୍ତାନ ମାଗୁଛି ସ୍ବାଧୀନତା
ଇସଲାମାବାଦ,୨୮ା୧: ପାକିସ୍ତାନ ଇତିହାସରେ ପ୍ରଥମଥର ପାଇଁ କୌଣସି ରାଜନୈତିକ ନେତା ସ୍ବୀକାର କରିଛନ୍ତି ଯେ, ବେଲୁଚିସ୍ତାନର ଲୋକମାନେ ସ୍ବାଧୀନତା ଦାବି କରୁଛନ୍ତି। ପାକିସ୍ତାନର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅନଓ୍ବରୁଲ ହକ୍ କାକର ସ୍ବୀକାର କରିଛନ୍ତି ଯେ, ବେଲୁଚିସ୍ତାନର ଲୋକମାନେ କେବଳ ପାକିସ୍ତାନ ଉପରେ…
୩୩ ଚାଇନା ବିମାନ ଆମକୁ ଘେରି ରହିଛି: ତାଇଓ୍ବାନର ଅଭିଯୋଗ…
ତାଇପେ,୨୮।୧ : ନିଜର ବିସ୍ତାରବାଦୀ ନୀତି ଯୋଗୁ ଚାଇନା ପ୍ରାୟତଃ ହେଡଲାଇନରେ ରହିଥାଏ। ଏଭଳି ମନୋଭାବ ଯୋଗୁ ନିଜର ପଡୋଶୀ ଦେଶମାନଙ୍କ ସହିତ ଚାଇନାର ସମ୍ପର୍କ ମଧ୍ୟ ଭଲ ନାହିଁ। ଏହି ସମୟରେ ତାଇୱାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବଡ ଦାବି…
ବିହାର ରାଜନୀତି ଧରପଗଡ: ଶାହାଙ୍କ ତେଲଙ୍ଗାନା ଗସ୍ତ ରଦ୍ଦ, ହୋଇପାରେ ବଡ ଘୋଷଣା
ନୂଆଦିଲ୍ଲୀ,୨୮।୧: ବିହାରରେ ରାଜନୈତିକ ପାଣିପାଗ ବଦଳିବାରେ ଲାଗିଛି। ଭାଜପା ଓ ଜେଡିୟୁ ମଧ୍ୟରେ ମେଣ୍ଟ ନେଇ ପ୍ରସ୍ତୁତି ଚାଲିଥିବାବେଳେ ପାର୍ଟି ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି। ଏପଟେ ଭାଜପା ବିହାରରେ ସହଯୋଗୀ ଦଳ ଦ୍ୱାରା ବଳ ଗୋଟାଇବାରେ ଲାଗିପଡିଛି। ଲୋକ ଜନଶକ୍ତି…
କଟକଣାକୁ ବେଖାତିର: ପୁଣି କ୍ରୁଜ କ୍ଷେପଣାସ୍ତ୍ର ନିକ୍ଷେପ କଲେ କିମ୍…
ପ୍ୟୋଙ୍ଗୟାଙ୍ଗ,୨୮।୧ : ଆମେରିକା, ଦକ୍ଷିଣ କୋରିଆ ଏବଂ ଜାପାନ ସହ ତିକ୍ତତା ମଧ୍ୟରେ ଉତ୍ତର କୋରିଆ ପୁଣି ଥରେ କ୍ରୁଜ କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ରବିବାର ଦିନ ଦକ୍ଷିଣ କୋରିଆର ସୈନ୍ୟବାହିନୀ କହିଛି ଉତ୍ତର କୋରିଆ ପୂର୍ବ ସାମରିକ ବନ୍ଦରରୁ ଅନେକ…
ବାଲୁଚଙ୍କ ଉପରେ ଅତ୍ୟାଚାର: ଉଦ୍ବେଗ ପ୍ରକାଶ କଲା ଆମେରିକା…
ଓ୍ବାଶିଂଟନ,୨୮।୧ : ଆମେରିକାର ସାଂସଦ ବ୍ରାଡ ଶେରମାନ ପାକିସ୍ତାନର ବାଲୁଚିସ୍ତାନରେ ଲୋକଙ୍କ ପ୍ରତି ହେଉଥିବା ହିଂସା ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି ବାଲୁଚିସ୍ତାନରେ ନିଖୋଜ ତଥା ହତ୍ୟାକୁ ପାକିସ୍ତାନ ବନ୍ଦ କରିବା ଉଚିତ। ସେ ବାଲୁଚିସ୍ତାନ ଏବଂ ସିନ୍ଧ ଅଞ୍ଚଳର…
ଅତ୍ୟଧିକ ଖୁଚୁରା ଋଣ ବ୍ୟାଙ୍କିଙ୍ଗ ସେକ୍ଟର ପାଇଁ ପାଲଟିବ ଚିନ୍ତାର କାରଣ, ଚେତାବନୀ ଦେଲା ଆରବିଆଇର
ନୂଆଦିଲ୍ଲୀ,୨୭।୧: ଭାରତର ବଢୁଥିବା ଖୁଚୁରା ଋଣ ବ୍ୟାଙ୍କିଙ୍ଗ ସେକ୍ଟର ପାଇଁ ଚିନ୍ତାର କାରଣ ପାଲଟିପାରେ। ବ୍ୟାଙ୍କ ଏବଂ ଅଣ-ବ୍ୟାଙ୍କିଙ୍ଗ ସଂସ୍ଥା(NBFC)ଗୁଡ଼ିକର କୌଣସି ବନ୍ଧକ ବିନା ଋଣ ଅଭିବୃଦ୍ଧି ବାର୍ଷିକ ହାରରେ ୨୫-୩୦% ବୃଦ୍ଧି ପାଇଛି, ମୁଖ୍ୟତ କ୍ରେଡିଟ୍ କାର୍ଡ, ଦୀର୍ଘ ସ୍ଥାୟୀ…
ବ୍ରିଟେନରେ ଆମେରିକା ଆଣବିକ ଅସ୍ତ୍ରଶସ୍ତ୍ର ହେବ ମୁତୟନ, ହିରୋସୀମାଠାରୁ ୩ ଗୁଣା ଶକ୍ତିଶାଳୀ,ରୁଷିଆର ବଢ଼ିଲା ଚିନ୍ତା…
ଓ୍ବାଶିଂଟନ,୨୭।୧ : ଆମେରିକା ଏପରି ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛି ଯାହାକୁ ରୁଷିଆ ରାଷ୍ଟ୍ରପତି ବ୍ଲାଡିମୀର ପୁଟିନ ଆଦୌ ପସନ୍ଦ କରିବେ ନାହିଁ। ଏକ ରିପୋର୍ଟ ଅନୁଯାୟୀ, ରୁଷିଆର ବଢୁଥିବା ବିପଦ ମଧ୍ୟରେ ଆମେରିକା ୧୫ ବର୍ଷ ମଧ୍ୟରେ ପ୍ରଥମ ଥର…
ଡୁରାଣ୍ଡ ଲାଇନ: ପାକିସ୍ତାନକୁ ତାଲିବାନର ନାଲି ଆଖି, ଏହା କାଳ୍ପନିକ ବୋଲି କହିଲା…
କାବୁଲ,୨୭।୧ : ଆଫଗାନିସ୍ତାନ ଦଖଲ କରିଥିବା ତାଲିବାନ ସୀମା ବିବାଦକୁ ନେଇ ପାକିସ୍ତାନକୁ ନାଲି ଆଖି ଦେଖାଇଛି। ତାଲିବାନ ସରକାରର ସୀମା ତଥା ଆଦିବାସୀ ବ୍ୟାପାର ମନ୍ତ୍ରୀ ମଲ୍ଲିକ ନୁରୁଲ୍ଲା ନୁରି କହିଛନ୍ତି ପାକିସ୍ତାନ ସହିତ ଆଫଗାନିସ୍ତାନର କୌଣସି ସରକାରୀ ସୀମା…
ଚାଇନା ଆଗରେ ପୁଣି ହାତ ପାତିଲା ପାକିସ୍ତାନ: ଆମକୁ ଦିଅ ୨ ବିଲିୟନ ଡଲାର ଋଣ…
ଇସଲାମାବାଦ,୨୭।୧ : ଅର୍ଥନୈତିକ ସଙ୍କଟ ସହ ସଂଘର୍ଷ କରୁଥିବା ପାକିସ୍ତାନ ଏହାର ଘନିଷ୍ଠ ସହଯୋଗୀ ଚାଇନା ସମ୍ମୁଖରେ ସହାୟତା ପାଇଁ ହାତ ପାତିଛି। ବେଜିଂରୁ ପାକିସ୍ତାନ ଦୁଇ ବିଲିୟନ ଡଲାରର ଆର୍ଥିକ ସହାୟତା ଲୋଡିଛି। କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅନୱାର ଉଲ ହକ…
ତୈଳବାହୀ ଜାହାଜ ଉପରେ ପୁଣି ହୋଉଥି ଆକ୍ରମଣ: ଭାରତୀୟ ନୌସେନା ନେଲା କଡ଼ା ପଦକ୍ଷେପ…
ପ୍ରୟାଗରାଜ,୨୭।୧ : ଆଦନ ଗଲ୍ଫରେ ବ୍ରିଟିଶ ଚୈଳ ଟ୍ୟାଙ୍କର ଏମଭି ମାର୍ଲିନ ଲୁଆଣ୍ଡାରେ ଅଗ୍ନିକାଣ୍ଡ ପରେ ଭାରତୀୟ ନୌସେନା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ନୌସନା ଶନିବାର କହିଛି ଏମଭି ମାର୍ଲିନ ଲୁଆଣ୍ଡାରେ ଅଗ୍ନି ନିର୍ବାପକ କାର୍ଯ୍ୟରେ ସାହାଯ୍ୟ କରିବାକୁ ଏକ ଟିମ…
ଚାଉଳ-ଗହମ ପାଲଟିବ ଜହର: ଆଉ ୧୬ ବର୍ଷ ପରେ ଖାଇ ହେବ ନାହିଁ, ICAR ଦେଲା ଚେତାବନୀ…
ନୂଆଦିଲ୍ଲୀ,୨୭।୧ : ବର୍ତ୍ତମାନ ଦେଶରେ ଚାଉଳ ଏବଂ ଗହମରେ ପୁଷ୍ଟିକର ମୂଲ୍ୟର ଅଭାବ ରହିଛି। ଇଣ୍ଡିଆନ କାଉନସିଲ ଅଫ କୃଷି ଅନୁସନ୍ଧାନ (ଆଇସିଏଆର) ର ବୈଜ୍ଞାନିକମାନଙ୍କ ଦ୍ୱାରା ପରିଚାଳିତ ଏକ ଗବେଷଣାରୁ ଜଣାପଡିଛି ଉଚ୍ଚ ଅମଳକ୍ଷମ କିସମର ବିକାଶ ଉପରେ ଧ୍ୟାନ…
Archives


