Home Middle

ଫେବୃଆରୀରେ ଦୁଇଥର ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଭୁବନେଶ୍ୱର, ୨୮।୧: ଆସନ୍ତା ମାସରେ ଦୁଇଥର ଓଡ଼ିଶା ଗସ୍ତରେ ଆସି ପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୂର୍ବ ଘୋଷଣା ଅନୁଯାୟୀ ଫେବୃଆରୀ ୩ ତାରିଖରେ ଆଇଆଇଏମ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସ ଉଦଘାଟନ କରିବାକୁ ଦିନିକିଆ ଗସ୍ତରେ ଓଡ଼ିଶା ଆସିବେ। ଏହାରି ମଧ୍ୟରେ…

‘ମୁଁ ନୀତୀଶଙ୍କ ବିରୋଧରେ ଥିଲି, ଆଗକୁ ମଧ୍ୟ ରହିବି’

ପାଟନା,୨୮ା୧: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରବିବାର ସକାଳେ ରାଜ୍ୟପାଳ ରାଜେନ୍ଦ୍ର ଭି ଆର୍ଲେକରଙ୍କ ନିକଟରେ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।  ଆଜି ସନ୍ଧ୍ୟାରେ ନୀତୀଶ କୁମାର ପୁଣିଥରେ ଏନଡିଏ ସହିତ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଏହି ସମୟରେ…

ସୋମବାର ‘ପରୀକ୍ଷା ପେ ଚର୍ଚ୍ଚା’ କରିବେ ମୋଦି: ୨ କୋଟିରୁ ଅଧିକ ଛାତ୍ରୀଛାତ୍ର କରିଛନ୍ତି ପଞ୍ଜୀକରଣ…

ନୂଆଦିଲ୍ଲୀ,୨୮।୧ : ୨୯ ଜାନୁଆରୀ ୨୦୨୪ ସୋମବାର ପରୀକ୍ଷା ଉପରେ ଏକ ଆଲୋଚନା କାର୍ଯ୍ୟକ୍ରମ ଆୟୋଜିତ ହେବ। ୨ କୋଟିରୁ ଅଧିକ ଛାତ୍ରୀଛାତ୍ର, ଅଭିଭାବକ ଏବଂ ଶିକ୍ଷକ ଏହି ପରୀକ୍ଷା ପେ ଚର୍ଚ୍ଚା(ପିପିସି) କାର୍ଯ୍ୟକ୍ରମ ପାଇଁ ପଞ୍ଜୀକୃତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ପାରିଶ୍ରମିକ ମିଳିନି, ୧୨ଲକ୍ଷ ବାକି ଅଛି; ରାମଲଲାଙ୍କ ମୂର୍ତ୍ତି ତିଆରି କରିଥିବା ଅରୁଣ ଯୋଗୀରାଜଙ୍କୁ ନେଇ ଆସିଲା ବଡ ଅଭିଯୋଗ

ଅଯୋଧ୍ୟା,୨୮।୧: ଅଯୋଧ୍ୟା ରାମ ମନ୍ଦିରରେ ସ୍ଥାପନ ହୋଇଥିବା ରାମଲଲାଙ୍କ ମୂର୍ତ୍ତିକାର ଅରୁଣ ଯୋଗୀରାଜ ଏବେ ଖୁବ୍‌ ଚର୍ଚ୍ଚାରେ ଅଛନ୍ତି। ଗତ କିଛି ମାସ ମଧ୍ୟରେ ସେ ଦିନରାତି କାମ କରି ରାମଲଲାଙ୍କ ସୁନ୍ଦର କମନୀୟ ରୂପକୁ ଆକାର ଦେଇଛନ୍ତି। ଏହି ମୂର୍ତ୍ତିକୁ…

ମହାକୁମ୍ଭ-୨୦୨୫: ଶ୍ରଦ୍ଧାଳୁଙ୍କୁ ୫ ଟଙ୍କାରେ ଜଳଖିଆ, ୧୦ ଟଙ୍କାରେ ମିଳିବ ଭୋଜନ…

ପ୍ରୟାଗରାଜ,୨୮।୧ : ଆଗାମୀ ମହାକୁମ୍ଭ ୨୦୨୫ ପାଇଁ ଏକ ପରୀକ୍ଷାମୂଳକ ଭାବରେ ପ୍ରୟାଗର ସଙ୍ଗମ ଅଞ୍ଚଳରେ ମାଘ ମେଳା ୨୦୨୪ ଆୟୋଜିତ ହେଉଛି। ଆଗାମୀ ମହାକୁମ୍ଭ ପାଇଁ ବିଶ୍ୱ ସ୍ତରୀୟ ପ୍ରସ୍ତୁତି ଚାଲିଛି। ମେଳା ଅଞ୍ଚଳରେ ଶ୍ରଦ୍ଧାଳୁମାନଙ୍କୁ ମାତ୍ର ୫ଟଙ୍କାରେ ଜଳଖିଆ…

‘ଅଳିଆ ଏବେ ପୁଣି ଅଳିଆ ଗଦାକୁ ଗଲା’

ନୂଆଦିଲ୍ଲୀ,୨୮ା୧: ଅଳିଆ ଏବେ ପୁଣି ଅଳିଆ ଗଦାକୁ ଗଲା ବୋଲି ରବିବାର ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ଯାଦବଙ୍କ ଝିଅ ରୋହିଣୀ ଆଚାର୍ଯ୍ୟ ନୀତୀଶ କୁମାରଙ୍କୁ  କଟାକ୍ଷ କରିଛନ୍ତି। ନୀତୀଶ କୁମାର ବିହାରର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା…

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦେଶବାସୀଙ୍କୁ ଏକତା ସୂତ୍ରରେ ବାନ୍ଧିଲା: ମନ କି ବାତରେ ପ୍ରଧାନମନ୍ତ୍ରୀ…

ନୂଆଦିଲ୍ଲୀ,୨୮।୧ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ରେଡିଓ କାର୍ଯ୍ୟକ୍ରମ ’ମନ କି ବାତ’ର ୧୦୯ତମ ଏପିସୋଡ ମାଧ୍ୟମରେ ତଥା ଚଳିତ ବର୍ଷର ପ୍ରଥମ ସଂସ୍କରଣ ମାଧ୍ୟମରେ ଦେଶକୁ ସମ୍ବୋଧିତ କରିଛନ୍ତି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦି ରାମ…

ଜେଲ୍‌ରୁ ନିର୍ବାଚନ ଲଢିବେ ପାକିସ୍ତାନର ଏହି ତିନି ମହିଳା, ଶରିଫ ପରିବାରଙ୍କୁ ଦେବେ କଡା ଟକ୍କର

ଇସଲାମବାଦ,୨୮।୧: ସାଧାରଣ ନିର୍ବାଚନ ନେଇ ପାକିସ୍ତାନରେ ରାଜନୀତି ସରଗରମ। କାରଣ ମଇଦାନକୁ ଓହ୍ଲାଇଛନ୍ତି ଜେଲ୍‌ରେ ସଜା କାଟୁଥିବା ୩ ମହିଳା ନେତା। ପିଟିଆଇର ଏହି ମହିଳା ନେତାମାନେ ଜେଲ୍‌ରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି। ଯାହା ଏବେ ଜାତୀୟ ରାଜନୀତିକୁ ଚର୍ଚ୍ଚାର ଖୋରାକ…

ଏବେ ପିଲାମାନେ ବି କରିପାରିବେ ଟ୍ରେଡିଙ୍ଗ, ଏହି କମ୍ପାନୀ ଆରମ୍ଭ କଲା ଚିଲଡ୍ରେନ ଆକାଉଣ୍ଟ

ନୂଆଦିଲ୍ଲୀ,୨୮।୧: ଦେଶର ବଡ ଟ୍ରେଡିଙ୍ଗ କମ୍ପାନୀ ଜେରୋଧା ଏକ ନୂଆ ଘୋଷଣା କରିଛି। ଏଥର ଯୁବକ ଓ ବୟସ୍କଙ୍କ ପରି ପିଲାମାନେ ମଧ୍ୟ ଟ୍ରେଡିଙ୍ଗ କରିପାରିବେ। ସେମାନେ ବି ଶେୟାର ମାର୍କେଟରେ ଟଙ୍କା ନିବେଶ କରିପାରିବେ। ଜୋରାଧା ସୋସିଆଲ ମିଡିଆରେ ପୋଷ୍ଟ…

୨୮ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ଭାଜପା ପଦ୍ମରେ ରଙ୍ଗ ଦେଲେ ନୀତୀଶ…

ପାଟନା,୨୮।୧ : ବିହାର ସିଏମ ନୀତୀଶ କୁମାର ରବିବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହା ସହିତ ବିହାରରେ ଗ୍ରାଣ୍ଡ ଆଲାଇନ୍ସ ସହିତ ତାଙ୍କର ୧୮ ମାସର ମେଣ୍ଟ ଶେଷ କରିଛନ୍ତି। ଗତ ୯ ବର୍ଷରେ ନୀତୀଶ ୪ ଥର ଦଳବଦଳ…

୯ ବର୍ଷରେ ୪ ଥର ଦଳବଦଳ କରିଛନ୍ତି ନୀତୀଶ: ଏବେ ପୁଣି କଳ୍ପନାଜଳ୍ପନା ଜାରି…

ପାଟନା,୨୮।୧ : ବିହାର ସିଏମ ନୀତୀଶ କୁମାର ରବିବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହା ସହିତ ବିହାରରେ ଗ୍ରାଣ୍ଡ ଆଲାଇନ୍ସ ସହିତ ତାଙ୍କର ୧୮ ମାସର ମେଣ୍ଟ ଶେଷ କରିଛନ୍ତି। ପ୍ରକାଶ ଥାଉକି, ନୀତୀଶ ପୂର୍ବରୁ ଆରଜେଡି ଠାରୁ ତାଙ୍କର…

ରାହୁଲଙ୍କ ଜଣେ ଡୁପ୍ଲିକେଟ ଅଛନ୍ତି: ଭାରତ ଯୋଡୋ ନ୍ୟାୟ ଯାତ୍ରାରେ କରୁଛନ୍ତି କାମ, ହିମନ୍ତ ଆଣିଲେ ଅଭିଯୋଗ…

ଗୁଆହାଟୀ,୨୮।୧ : ଆସାମ ସିଏମ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ସେ ଖୁବ ଶୀଘ୍ର ରାହୁଲ ଗାନ୍ଧୀଙ୍କ ଡୁପ୍ଲିକେଟଙ୍କର ନାମ ଏବଂ ଠିକଣା ପ୍ରକାଶ କରିବେ। ଆସାମରେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଭାରତ ଯୋଡୋ ନ୍ୟାୟ ଯାତ୍ରା ସମୟରେ ରାହୁଲ ଗାନ୍ଧୀଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri