ଅଖିଳେଶଙ୍କୁ ବଡ଼ ଝଟକା: ମହା ସଚିବ ପଦରୁ ଦେଲେ ଇସ୍ତଫା ସ୍ବାମୀ ପ୍ରସାଦ ମୌର୍ଯ୍ୟ…
ଲକ୍ଷ୍ନୌ,୧୩।୨ : ଉତ୍ତରପ୍ରଦେଶର ପୂର୍ବତନ ସିଏମ ଏବଂ ଏସପି ସୁପ୍ରିମୋ ଅଖିଳେଶ ଯାଦବଙ୍କ ଉପରେ ଦଳୀୟ ନେତାମାନେ ଅସନ୍ତୋଷ ହେବାରେ ଲାଗିଛନ୍ତି। ବରିଷ୍ଠ ଏସପି ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ମଙ୍ଗଳବାର ଦଳର ଜାତୀୟ ମହା ସଚିବ ପଦରୁ ଇସ୍ତଫା ଦେଇ…
ପିଏମ ସୂର୍ଯ୍ୟ ଘର ମୁକ୍ତ ବିଦ୍ୟୁତ ଯୋଜନା ଆରମ୍ଭ: ମାସକୁ ମାଗଣାରେ ମିଳିବ ୩୦୦ ୟୁନିଟ ବିଜୁଳି…
ନୂଆଦିଲ୍ଲୀ,୧୩।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁକ୍ତ ବିଦ୍ୟୁତ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅନ୍ତର୍ଗତ ସରକାର ପ୍ରତି ମାସରେ ୩୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗାଇ ଏକ କୋଟି ଘରକୁ ଆଲୋକିତ…
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ମିଳିଲା ଜାତୀୟ ସ୍କଚ ଆୱାର୍ଡ
ଭୁବନେଶ୍ୱର,୧୩।୨: ସ୍ବାସ୍ଥ୍ୟସେବା କ୍ଷେତ୍ରରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାକୁ ମିଳିଛି ଜାତୀୟ ସ୍କଚ ଆୱାର୍ଡ଼ ୨୦୨୩ । ସ୍କଚ ଆୱାର୍ଡ଼ କର୍ତ୍ତୃପକ୍ଷଙ୍କ ଦାରା ନୂଆଦିଲ୍ଲୀ ସ୍ଥିତ ସମ୍ଭିଧାନ କ୍ଲବ ହଲରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟ ସରକାରଙ୍କ ତରଫରୁ ରାଜ୍ୟ ସ୍ବାସ୍ଥ୍ୟସେବା ପ୍ରତିଶ୍ରୁତି…
Paytm Payments Bank: ୟୁଜରଙ୍କ ପାଇଁ ଖୁସି ଖବର,ଆରବିଆଇ ଅନୁମତି ଦେଲେ ପେଟିମ ସହିତ କାମ କରିବାକୁ କହିଲା ଏହି ବ୍ୟାଙ୍କ…
ନୂଆଦିଲ୍ଲୀ,୧୩।୨ : ପେଟିଏମ ପେମେଣ୍ଟସ ବ୍ୟାଙ୍କ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିବାବେଳେ ଆକ୍ସିସ ବ୍ୟାଙ୍କ ପେଟିଏମ ପେମେଣ୍ଟ ବ୍ୟାଙ୍କ ପାଇଁ ଏକ ଲାଇଫ ଲାଇନ ସାଜିଛି। ଏହି ପ୍ରସଙ୍ଗରେ ଆକ୍ସିସ ବ୍ୟାଙ୍କ ଏମଡି ତଥା ସିଇଓ ଅମିତାଭ ଚୌଧୁରୀ କହିଛନ୍ତି…
ଏକ ଚୁକ୍ତିରୁ ହୋଇଛି ତେଜସ୍ବୀଙ୍କ ଜନ୍ମ, ମମତା ଦେଶ ପାଇଁ କଳଙ୍କ: କେନ୍ଦ୍ର ମନ୍ତ୍ରୀ…
ନୂଆଦିଲ୍ଲୀ,୧୩।୨ :ବିହାରରେ ଫ୍ଲୋର ଟେଷ୍ଟ ପୂର୍ବରୁ ଘଟିଥିବା ରାଜନୈତିକ ଉତ୍ତେଜନାକୁ ନେଇ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ ଭାଜପା ନେତା ଗିରିରାଜ ସିଂ ତେଜସ୍ବୀ ଯାଦବ ଏବଂ ତାଙ୍କ ପିତା ଲାଲୁ ପ୍ରସାଦ ଯାଦବଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି…
ମମତାଙ୍କ ପୋଲିସଙ୍କୁ ଲାଜ ନାହିଁ: କାହିଁକି ଏଭଳି କହିଲେ ଶୁଭେନ୍ଦୁ…
କୋଲକାତା,୧୩।୨ : ପଶ୍ଚିମବଙ୍ଗ ବିଧାନସଭାରେ ବିରୋଧୀ ଦଳର ନେତା ଶୁଭେନ୍ଦୁ ଅଧିକାରୀ ଭାଜପା ନେତା ବିକାଶ ସିଂଙ୍କ ଗିରଫଦାରୀକୁ ନେଇ ପୋଲିସ ବିଭାଗକୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୋଲିସ ଲଜ୍ଜାଜନକ କାର୍ଯ୍ୟ କରିଛି। ପୋଲିସଙ୍କୁ…
ଜୟପ୍ରଦାଙ୍କ ବିରୋଧରେ ଜାମିନ ବିହୀନ ଓ୍ବାରେଣ୍ଟ ଜାରି, ୨୭ ଫେବୃଆରୀ ସୁଦ୍ଧା କୋର୍ଟରେ ହାଜର ପାଇଁ ନିର୍ଦ୍ଦେଶ..
ମୁମ୍ବାଇ,୧୩।୨ : ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ମାମଲାରେ ଅଭିନେତ୍ରୀ ତଥା ରାମପୁର ଏମପି ଜୟାପ୍ରଦା ଅଡୁଆରେ ପଡ଼ିଛନ୍ତି। ଏଥର ମଧ୍ୟ ସେ ଶୁଣାଣି ପାଇଁ କୋର୍ଟରେ ପହଞ୍ଚି ନାହାନ୍ତି। ସପ୍ତମ ଥର ପାଇଁ କୋର୍ଟ ତାଙ୍କ ବିରୋଧରେ ଜାମିନ ବିହୀନ…
ଇଣ୍ଡିଆକୁ ବଡ଼ ଝଟକା: ଫ୍ଲୋର ଟେଷ୍ଟ ପରେ ବିଧାୟକ ମନୋଜଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ…
ପାଟନା,୧୩।୨ : ଗତ କିଛି ଦିନ ହେବ ବିହାର ରାଜନୀତିରେ ପ୍ରତିଦିନ କିଛି ନୂଆ ଘଟଣା ଘଟୁଛି। ଫ୍ଲୋର ଟେଷ୍ଟ ପରେ ମଙ୍ଗଳବାର ଏଠାରୁ ବଡ ଖବର ଆସୁଛି। ଏଠାରେ ହତ୍ୟା ମାମଲାରେ ସିପିଆଇ (ଏମଏଲ) ବିଧାୟକ ମନୋଜ ମଞ୍ଜିଲଙ୍କୁ ୨୦…
ସୁରକ୍ଷା ପାଇଁ ଲୋକଙ୍କୁ ଚନ୍ଦ୍ରଙ୍କୁ ପଠାଯିବ କି? ଆମେରିକା ଇସ୍ରାଏଲକୁ ବନ୍ଦ କରୁ ଅସ୍ତ୍ର ଯୋଗାଣ: ଅସନ୍ତୋଷ ବ୍ୟକ୍ତ କଲା ଇୟୁ…
ଓ୍ବାଶିଂଟନ,୧୩।୨ : ରାଫା ସହର ଉପରେ ଆକ୍ରମଣ ପରେ ସାରା ବିଶ୍ୱରୁ ଇସ୍ରାଏଲ ଉପରେ ଚାପ ପଡ଼ିବା ଆରମ୍ଭ କରିଛି। ୟୁଏଇର ବୈଦେଶିକ ନୀତି ମୁଖ୍ୟ ଜୋଶେପ ବୋରେଲ ଇସ୍ରାଏଲର ସହଯୋଗୀ ବିଶେଷ କରି ଆମେରିକା ଇସ୍ରାଏଲକୁ ଅସ୍ତ୍ରଶସ୍ତ୍ର ଯୋଗାଣ ବନ୍ଦ…
Kisan Andolan: ଡ୍ରୋନ ଉପରେ ଚାଷୀ କରୁଛନ୍ତି ପଥର ମାଡ଼, ଶମ୍ଭୁ ବର୍ଡରରେ ସ୍ଥିତି ଅଣାୟତ୍ତ…
ଚଣ୍ଡିଗଡ଼,୧୩।୨ : କୃଷକଙ୍କ ଦିଲ୍ଲୀ ଚଲୋ ଅଭିଯାନକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଟିକିରି ସୀମାକୁ ସମ୍ପୂର୍ଣ୍ଣ ସିଲ କରିଛି। ବ୍ୟାରିକେଡ ମାଧ୍ୟମରେ ଦିଲ୍ଲୀ ଅଭିମୁଖେ ଉଭୟ ରାସ୍ତା ବନ୍ଦ ରହିଛି। କୃଷକମାନଙ୍କୁ ଦିଲ୍ଲୀ ଯିବାକୁ ରୋକିବା ପାଇଁ ଦିଲ୍ଲୀ ପୋଲିସ…
Lok Sabha Elections 2024: ଦିଲ୍ଲୀରେ କଂଗ୍ରେସକୁ ଗୋଟିଏ ଆସନ ଦେବାକୁ କହିଲା ଏଏପି…
ନୂଆଦିଲ୍ଲୀ,୧୩।୨ : ଆମ ଆଦମୀ ପାର୍ଟି(ଏଏପି)ର ରାଜନୈତିକ ବ୍ୟାପାର କମିଟି (ପିଏସି) ର ବୈଠକ ଶେଷ ହୋଇଛି। ସନ୍ଦୀପ କହିଛନ୍ତି ଲୋକସଭା ନିର୍ବାଚନରେ କଂଗ୍ରେସ ସହ ମିଳିତ ହୋଇ ଲଢ଼ିବା ଉପରେ ମୁଖ୍ୟ ଆଲୋଚନା ହୋଇଛି। ସେ କହିଛନ୍ତି ଦେଶର ସ୍ବାର୍ଥକୁ…
ନାମାଙ୍କନ ଦାଖଲକଲେ ରାଜ୍ୟସଭା ପ୍ରାର୍ଥୀ ଦେବାଶିଷ, ଶୁଭାଶିଷ
ଭୁବନେଶ୍ୱର,୧୩।୨: ବିଜେଡି ସୋମବାର ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା। ଏହି ଦୁଇ ପ୍ରାର୍ଥୀ ବିଜେଡି ସଭାପତି ତଥା ବାରବାଟୀ-କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଯୁବ ନେତା ଶୁଭାଶିଷ ଖୁଣ୍ଟିଆ ମଙ୍ଗଳବାର ନାମାଙ୍କନପତ୍ର ଦାଖଲ କରଛନ୍ତି। ଉଭୟ ପ୍ରଥମେ…
Archives


