Home Middle

ସ୍ତ୍ରୀଙ୍କ ଶ୍ୟାମଳ ତ୍ୱଚାକୁ ନେଇ ମନ୍ତବ୍ୟ ଦେଲେ ସ୍ବାମୀଙ୍କୁ ଅପରାଧୀ କୁହାଯିବ: ହାଇକୋର୍ଟ…

ରାୟପୁର,୨୬।୧୨ : ଛତିଶଗଡ ହାଇକୋର୍ଟ କହିଛନ୍ତି ଯେ ଶ୍ୟାମଳ ତ୍ୱଚାର ମହିଳାମାନଙ୍କୁ ଅନେକ ସମୟରେ ବିଭିନ୍ନ ସମୟରେ କଟାକ୍ଷ କରାଯାଇଥାଏ। ଏପରି କରିବାରେ ସମାଜର ଭୂମିକା ରହିଛି। ଏଭଳି ମନୋଭାବକୁ ପରିବର୍ତ୍ତନକରାଯିବା ଜରୁରୀ। ଏହା ଜରଙ୍କର ବ୍ୟକ୍ତିଗତ ଅଧିକାର ତଥା ମୌଳିକ…

ସ୍ବାମୀଙ୍କ ପାଇଁ ବ୍ରତ ଉପବାସ ଲାଗି ସ୍ତ୍ରୀଙ୍କୁ ବାଧ୍ୟ କରାଯାଇ ପାରିବ ନାହିଁ: ହାଇକୋର୍ଟ…

ନୂଆଦିଲ୍ଲୀ,୨୬।୧୨ : ଦିଲ୍ଲୀ ହାଇକୋର୍ଟ ଏକ ମାମଲାର ବିଚାର କରି ରାୟ ଦେଇଛନ୍ତି ଯେ କରଓ୍ବା ଚୌଥ ପାଳନ ନ କରିବା ଜଣେ ବ୍ୟକ୍ତିଙ୍କର ନିର ଇଛା ଉପରେ ନିର୍ଭର କରେ। ଏହା ନିଷ୍ଠୁରତା ନୁହେଁ କିମ୍ବା ବୈବାହିକ ସମ୍ପର୍କ ଭାଙ୍ଗିବା…

ଭାରତରେ ଇସ୍ରାଏଲ ଦୂତାବାସରେ ବିସ୍ପୋରଣରେ କାହାର ହାତ? ଇରାନର ନୁହେଁ ତ !…

ନୂଆଦିଲ୍ଲୀ,୨୬।୧୨ : ଭାରତର ରାଜଧାନୀ ଦିଲ୍ଲୀରେ ମଙ୍ଗଳବାର  ଥିବା ଇସ୍ରାଏଲ ଦୂତାବାସରେ ବିସ୍ଫୋରଣ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ସୂଚନାନୁସାରେ, ଏହି ବିସ୍ଫୋରଣ ଇସ୍ରାଏଲ ଦୂତାବାସ ପଛରେ ଥିବା ଏକ ଖାଲି ପ୍ଲଟରେ ଘଟିଛି। ବର୍ତ୍ତମାନ ଏହି ବିସ୍ଫୋରଣ ପଛରେ କିଏ…

ଫେସବୁକ-ଇନଷ୍ଟାଗ୍ରାମ-ଏକ୍ସକୁ ସରକାରଙ୍କ ଚେତାବନୀ, ସୁଧୁରି ଯାଅ ନ ହେଲେ ଭୋଗିବ ଦଣ୍ଡ…

ନୂଆଦିଲ୍ଲୀ,୨୬।୧୨ : ସୋସିଆଲ ମିଡିଆ ପ୍ଲାଟଫର୍ମରେ ସମ୍ପ୍ରତି ଡିପଫେକ ଭିଡିଓ ଚିନ୍ତାର କାରଣ ପାଲଟିଛି। ଯେଉଁଥିରେ ଅନ୍ୟର ଚେହେରା ଅନ୍ୟର ଶରୀର ଉପରେ ଲଗା ହୋଇପାରୁଛି। ଏଭଳି ଭିଡିଓରୁ ସତ୍ୟକୁ ଚିହ୍ନିବା ଏବଂ କଷ୍ଟସାଧ୍ୟ ହୋଇପଡ଼ିଛି। ସରକାର ଏହା ଉପରେ ଅସନ୍ତୋଷ…

ମନା କଲେ ଫସିବେ, ଗଲେ ବି ଫସିବେ, ନିମନ୍ତ୍ରଣ ଦେଇ ହରଡଘଣାରେ ପକାଇଲା ଭାଜପା, ଦ୍ୱନ୍ଦରେ କଂଗ୍ରେସ…

ଅଯୋଧ୍ୟା,୨୬।୧୨ : ଆସନ୍ତା ବର୍ଷ ଜାନୁଆରୀ ୨୨ ତାରିଖ ଐତିହାସିକ ହେବାକୁ ଯାଉଛି। ସମଗ୍ର ଦେଶ ଏହା ଉପରେ ନଜର ରଖିଛି। ଏହି ଦିନ ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହ ଆୟୋଜିତ ହେଉଛି। ଏଥିପାଇଁ ଅତିଥିମାନଙ୍କୁ ନିମନ୍ତ୍ରଣ…

ନୂଆବର୍ଷର ଭେଟି: ଜାନୁୟାରୀ ୫ରୁ ନୀଳଗିରିରୁ ଗଡିବ ମେମୁ ଟ୍ରେନ

ନୀଳଗିରି,୨୬।୧୨: ନୂଆବର୍ଷରେ ଉପହାର ପାଇବେ ନୀଳଗିରିବାସୀ । ଆଗାମୀ ଜାନୁଆରୀ ମାସ ୫ ତାରିଖରେ ନୀଳଗିରରୁ ଗଡିବ ପାସେଞ୍ଜର ଟ୍ରେନ । ଜାନୁଆରୀ ୫ରୁ ନୀଳଗିରି ଗୋପୀନାଥପୁରରେ ଯାତ୍ରୀବାହୀ ଟ୍ରେନ ଗଡିବାକୁ ଯାଉଛି । ପ୍ରଥମେ ୩ଟି ମେମୁ ଟ୍ରେନ ଗଡ଼ିବା…

ରାହୁଲ-ସୋନିଆ-ୟେଚୁରୀ: ଶ୍ରୀରାମଙ୍କ ପାଖକୁ ଯିବେ କିଏ? ପ୍ରଭୁ ଯାହାଙ୍କୁ ଡାକିବେ ସେ ଆସିବେ କହିଲା ଭାଜପା…

ଅଯୋଧ୍ୟା,୨୬।୧୨ : ଶ୍ରୀରାମ ମନ୍ଦିରରେ ରାମ ଲାଲାଙ୍କର ପ୍ରାଣ ପ୍ରତିଷ୍ଠା ସମୟ ପାଖେଇ ଆସୁଥିବାରୁ ଶାସକ ଦଳ ଏବଂ ବିରୋଧୀ ଦଳ ମଧ୍ୟରେ ବାକ୍‌ ଯୁ୍‌ଦ୍ଧ ତୀବ୍ର ହେବାରେ ଲାଗିଛି। ଲୋକସଭା ନିର୍ବାଚନ ପୂର୍ବରୁ ରାମ ମନ୍ଦିର ପୁଣି ଏକ ରାଜନୈତିକ…

ନୂଆବର୍ଷ ପାଇଁ ଗାଇଡଲାଇନ: ରାତି ୧୨ଟା ୩୦ ପରେ ବନ୍ଦ ହୋଇଯିବ ହୋଟେଲ, ବାର

ଭୁବନେଶର,୨୬।୧୨: ଆଇ କେଇଟା ଦିନ ପରେ ବିଦାୟ ନେବ ୨୦୨୩। ଆରମ୍ଭ ହେବ ନୂଆବର୍ଷ ୨୦୨୪। ନୂଆ ବର୍ଷକୁ ଧୁମ ଧାମରେ ପାଳିବା ପାଇଁ ଏବେ ଠୁ ଯୁବପିଢି ପ୍ଲ୍‌ାନିଂ କରିସାରିଲେଣି। ଏହି ପରିପ୍ରେକ୍ଷୀରେ ସୁରକ୍ଷାକୁ ଦୃଷ୍ଟିରେ ରଖି ନୂଆବର୍ଷ ପାଇଁ…

ବାଂଲାଦେଶରେ କମୁଛି ହିନ୍ଦୁଙ୍କ ଜନସଂଖ୍ୟା, କାରଣ ଏସବୁ ନୁହେଁ ତ?…

ଢାକା,୨୬।୧୨ : ଭାରତର ପଡୋଶୀ ବନ୍ଧୁ ଦେଶ ବାଂଲାଦେଶରେ ହିନ୍ଦୁମାନଙ୍କର ଜନସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି। ବିଶ୍ୱବ୍ୟାପୀ ହିନ୍ଦୁମାନଙ୍କର ଜନସଂଖ୍ୟା ୧୨୦ କୋଟି। ସେଥିମଧ୍ୟରୁ ୧୧୦ କୋଟି ଭାରତରେ ବାସ କରନ୍ତି। ହିନ୍ଦୁ ଜନସଂଖ୍ୟାରେ ବାଂଲାଦେଶ ତୃତୀୟ ସ୍ଥାନରେ ରହିଛି।…

ଦେବତାଙ୍କୁ ଖୁସି କରିବା ଲାଗି ଆଙ୍ଗୁଳି କାଟୁଥିଲେ ପ୍ରାଚୀନ ମଣିଷ, ଅଧ୍ୟୟନରୁ ସ୍ପଷ୍ଟ

ନୂଆଦିଲ୍ଲୀ,୨୬।୧୨:ବର୍ତ୍ତମାନ ବଡି ମୋଡିଫିକେଶନକୁ ନେଇ ଅନେକ ମାମଲା ସାମ୍ନାକୁ ଆସୁଛି। ଭିନ୍ନ ଦେଖାଯିବାକୁ ଲୋକ ଓଠରେ ଲିପ ଫିଲର କରି ଓଠକୁ ମୋଟା କରିବା ସହ ଆକର୍ଷଣୀୟ କରୁଛନ୍ତି ତ କିଏ ନିଜ ଜିଭକୁ ଦି ଭାଗ କରୁଛନ୍ତି ତ କେହି…

ଓଢଣା ତଳେ ଗୁଟଖା ଖାଉଛନ୍ତି ବୋହୂ, ଅଭିଯୋଗ ନେଇ ଥାନାରେ ପହଞ୍ଚିଲେ ଶାଶୁଘର ଲୋକ

ଆଗ୍ରା,୨୬।୧୨: ଉତ୍ତର ପ୍ରଦେଶ ଆଗ୍ରାସ୍ଥିତ ପରାମର୍ଶ କେନ୍ଦ୍ରରେ ଏକ ଅଜବ ମାମଲା ଦେଖିବାକୁ ମିଳିଛି। ନୂଆବୋହୂର ଗୁଟଖା ଖାଇବା ନିଶା ଦେଖି ଶାଶୁଘରେ ଚହଳ ପଡିଛି। ସ୍ଥିତି ଏମିତି ଯେ ଛାଡପତ୍ର ଯାଏଁ କଥା ପହଞ୍ଚିଲାଣି। ସ୍ବାମୀ ସମେତ ଶାଶୁଘର ଲୋକ…

୨୦୨୪ ନିର୍ବାଚନ ଜିତିବା ନୁହେଁ ସହଜ: କଂଗ୍ରେସ ସାମ୍ନାରେ ରହିଛି ବଡ଼ ଚ୍ୟାଲେଞ୍ଜ…

ନୂଆଦିଲ୍ଲୀ,୨୬।୧୨ : ଲୋକସଭା ନିର୍ବାଚନ ପାଖେଇ ଆସୁଛି। ଏହାକୁ ଦୃଷ୍ଟିରେ ରଖି ରାଜନୈତିକ ଦଳମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ୨୦୨୪ ନିର୍ବାଚନ ଜିତିବା ପାଇଁ ବିଭିନ୍ନ ରଣନୀତି ଆପଣେଇବା ଆରମ୍ଭ କରିଛି। ତେବେ ଦଳ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri