ନାୟବ ସିଂ ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ, ଆଜି ନେବେ ଶପଥ
ଚଣ୍ଡିଗଡ,୧୨।୩: ନାୟବ ସିଂ ସଇନି ହରିୟାଣାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଚୟନ ହୋଇଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ସେ ଶପଥଗ୍ରହଣ କରିବେ ବୋଲି ସୂଚନା ମିଳିଛି। ବସିଥିବା ଭାଜପା ବିଧାୟକ ଦଳ ବୈଠକରେ ନାୟବ ସିଂଙ୍କ ନାଁ ଉପରେ ମୋହର ବାଜିଛି। ମଙ୍ଗଳବାର…
ପଞ୍ଚାୟତିରାଜ ପ୍ରତିନିଧିଙ୍କ ପାରିତୋଷିକ, ଭତ୍ତା ବୃଦ୍ଧି: ଏଣିକି ସରପଞ୍ଚଙ୍କୁ ୧୦ ହଜାର, ନାଏବ ସରପଞ୍ଚଙ୍କୁ….
ଭୁବନେଶ୍ବର,୧୨।୩: ପଞ୍ଚାୟତିରାଜ ବ୍ୟବସ୍ଥାରେ କାର୍ଯ୍ୟରତ ପ୍ରତିନିଧିମାନଙ୍କ ପାରିତୋଷିକ, ଭତ୍ତା ରାଜ୍ୟ ସରକାର ମଙ୍ଗଳବାର ବୃଦ୍ଧି କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏପରି ବଡ଼ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣାନୁଯାୟୀ ସରପଞ୍ଚମାନଙ୍କୁ ପୂର୍ବରୁ ମାସିକ ୨୩୫୦ ଟଙ୍କା ମିଳୁଥିଲା ବେଳେ ଏବେ ସେମାନେ…
ରାଜ୍ୟ ସରକାରଙ୍କ ଘୋଷଣା: ମହିଳା କର୍ମଚାରୀଙ୍କୁ ମିଳିବ ୧୦ ଦିନ ଅଧିକ ଛୁଟି
ଭୁବନେଶ୍ୱର,୧୨।୩: ରାଜ୍ୟ ସରକାର ମହିଳା କର୍ମଚାରୀଙ୍କ ପାଇଁ ଖୁସିଖବର ଆଣିଛନ୍ତି। ମହିଳା ସରକାରୀ କର୍ମଚାରୀଙ୍କୁ ଅଧିକ ୧୦ ଦିନ ଛୁଟି ମିଳିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଘୋଷଣା କରିଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ କାର୍ଯ୍ୟରତ ମହିଳା କର୍ମଚାରୀମାନଙ୍କୁ…
କିଏ ସେହି ନାୟବ ସିଂ, ଯିଏ ହୋଇପାରନ୍ତି ହରିୟାଣାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ
ଚଣ୍ଡିଗଡ,୧୨।୩: ହରିୟାଣାରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ମନୋହର ଲାଲ ଖଟ୍ଟର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସହ ପୂରା କ୍ୟାବିନେଟ ଇସ୍ତଫା ଦେଇଥିବା ସୂଚନା ରହିଛି। ସୂଚନାନୁସାରେ, ନାୟବ ସିଂ ସୌନି ହରିୟାଣାର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରରନ୍ତି। ବାସ୍ତବରେ,…
ମୁଖ୍ୟମନ୍ତ୍ରୀ ଖଟ୍ଟରଙ୍କ ସମେତ ପୂରା କ୍ୟାବିନେଟ ଦେଲେ ଇସ୍ତଫା
ଚଣ୍ଡିଗଡ଼,୧୨।୩: ହରିୟାଣାରେ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଚଣ୍ଡିଗଡ଼ର ମୁଖ୍ୟମନ୍ତ୍ରୀ ବାସଭବନରେ ଏକ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଏବେ ଭାଜପାି (ହରିୟାଣା ଭାଜପା) ହରିୟାଣାରେ ନିଜେ ସରକାର ଗଠନ କରିବାକୁ ଯାଉଛି। ମନୋହର…
ଜେଲନସ୍କିଙ୍କ ଚିନ୍ତା ବଢାଇଲେ ଟ୍ରମ୍ଫ
ଓ୍ବାଶିଂଟନ,୧୨।୩: ଚଳିତ ବର୍ଷ ନଭେମ୍ବର ୫ରେ ହେବାକୁ ଥିବା ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ହେବାକୁ ଯାଉଛି। ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଆମେରିକା ଖୋଲାଖୋଲି ଭାବେ ୟୁକ୍ରେନ…
ଆଜି ଆସିପାରେ ଦ୍ୱିତୀୟ ତାଲିକା: ରାଏବରେଲୀ, ଆମେଠି ଉପରେ ହୋଇଛି ନିଷ୍ପତ୍ତି, ଆଶ୍ଚର୍ଯ୍ୟଜନକ ହେବ କଂଗ୍ରେସର ଦ୍ୱିତୀୟ ତାଲିକା
ନୂଆଦିଲ୍ଲୀ,୧୨।୩: ଆସନ୍ତା ଲୋକ ସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା କଂଗ୍ରେସ ଆଜି ଦ୍ୱିତୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିପାରେ। କଂଗ୍ରେସ ନିର୍ବାଚନ କମିଟି (ସିଇସି)ର ବୈଠକରେ ରାଜସ୍ଥାନ ଏବଂ ମଧ୍ୟପ୍ରଦେଶର ଲୋକ ସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ସ୍ଥିର…
ଓଡ଼ିଶାରେ ଭାଜପା ମେଣ୍ଟ କରିବ ନା ପ୍ରାର୍ଥୀ ଘୋଷଣା କରିବ, ବଢ଼ୁଛି…
ଭୁବନେଶ୍ୱର,୧୨।୩: ପ୍ରମୁଖ ରାଜନୈତିକ ଦଳ ନିର୍ବାଚନ ନେଇ ପ୍ରସ୍ତୁତି ଆରମ୍ଭ କରିଦେଲେଣି । ଭାଜପା ଓ କଂଗ୍ରେସ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଖୁବଶୀଘ୍ର ଭାଜପାର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ ପାଇପାରେ। ସୋମବାର ବିଳମ୍ବିତ ରାତି…
କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲା: ଓସେପାର ମେରିଟ୍ ଲିଷ୍ଟ ହାଇକୋର୍ଟରେ ଖାରଜ
କଟକ,୧୨।୩(କାର୍ତ୍ତିକ ସାହୁ): କନିଷ୍ଠ ଶିକ୍ଷକ ଚୟନ ଅନିୟମିତତା ମାମଲାରେ ଓସେପାର ମେରିଟ୍ ଲିଷ୍ଟ ମଙ୍ଗଳବାର ହାଇକୋର୍ଟରେ ଖାରଜ ହୋଇଯାଇଛି। ଏହାସହ ଜିଲାଓ୍ବାରୀ ମେରିଟ୍ ଲିଷ୍ଟ ମଧ୍ୟ ଖାରଜ କରିଦେଇଛନ୍ତି କୋର୍ଟ। ନିଯୁକ୍ତି ନିୟମାବଳୀ ଅନୁଯାୟୀ ସାନି ମେରିଟ୍ ଲିଷ୍ଟ ପ୍ରକାଶ କରିବାକୁ…
ମୁଁ ରେଳ ଟ୍ରାକରେ ମୋର ଜୀବନ ଆରମ୍ଭ କରିଛି: ମୋଦି
ନୂଆଦିଲ୍ଲୀ,୧୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଅନେକ ରେଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି। ଏଥିରେ ୧୦ଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ୍ ମଧ୍ୟ ସାମିଲ ଅଛି। ବର୍ତ୍ତମାନ ଭାରତୀୟ ରେଳ ପକ୍ଷରୁ ୪୧ ବନ୍ଦେ ଭାରତ ଏକ୍ସପ୍ରେସ୍…
ଭାଜପା-ଜେଜେପି ମେଣ୍ଟ ଭାଙ୍ଗିଲା: ନୂଆ ସରକାର ଗଠନ ସମ୍ଭବ
ଚଣ୍ଡିଗଡ,୧୨।୩: ଲୋକ ସଭା ନିର୍ବାଚନ ପୂର୍ବରୁ ହରିୟାଣାରେ ଭାଜପା-ଜେଜେପି ମିଳିତ ମେଣ୍ଟ ଭାଙ୍ଗିଯାଇଛି। ଏଭଳି ପରିସ୍ଥିତିରେ ଏକ ନୂତନ ସରକାର ଗଠନ ସମ୍ଭବ। ଆଜି ବିଧାନସଭା ପାର୍ଟି ବୈଠକରେ ଏହା ଘୋଷଣା କରାଯିବ। ଏହା ପରେ ଗ୍ରୁପ କ୍ୟାବିନେଟ ଇସ୍ତଫା ଦେବେ।…
ଓଡ଼ିଶାକୁ ମୋଦିଙ୍କ ଉପହାର: ଗଡ଼ିଲା ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍
ଭୁବନେଶ୍ୱର,୧୨।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ୍କୁ ଓଡ଼ିଶାବାସୀଙ୍କ ପାଇଁ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି। ଏହି ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଭୁବନେଶ୍ୱର-ବିଶାଖାପାଟଣା ମଧ୍ୟରେ ଚାଲିବ। ଏହି ଟ୍ରେନ ଖୋର୍ଦ୍ଧା ରୋଡ, ବ୍ରହ୍ମପୁର, ପଲାସା, ଶ୍ରୀକାକୁଲମ ରୋଡ…
Archives


