ନବୀନ ନିବାସରେ ସରିଲା ବୈଠକ, ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ ଅପେକ୍ଷା
ଭୁବନେଶ୍ୱର,୬ା୩: ବୁଧବାର ଅପରାହ୍ନରେ ନବୀନ ନିବାସରେ ଦଳର ବରିଷ୍ଠ ନେତାମାନଙ୍କୁ ନେଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଡାକିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକ ଇତିମଧ୍ୟରେ ଶେଷ ହୋଇଛି। ଉକ୍ତ ବୈଠକରେ ୨୦ରୁ ଅଧିକ ବିଜେଡି ନେତା ଉପସ୍ଥିତ ଥିଲେ। ଉକ୍ତ ବୈଠକରେ ମନ୍ତ୍ରୀ…
ଲାଲୁଙ୍କୁ ମୋଦିଙ୍କ କଡ଼ା ଟିପ୍ପଣୀ
ନୂଆଦିଲ୍ଲୀ,୬ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ବେଟିୟାଠାରେ ଏକ ସାଧାରଣ ସଭାରେ ବୁଧବାର ସମ୍ବୋଧିତ କରି କହିଛନ୍ତି, ଜଙ୍ଗଲ ରାଜକୁ ବିହାରକୁ ଆଣିଥିବା ପରିବାର ବିହାରର ଯୁବକମାନଙ୍କର ସବୁଠାରୁ ବଡ଼ ଅପରାଧୀ। ଜଙ୍ଗଲ ରାଜର ଦାୟୀ ପରିବାର ବିହାରର ଲକ୍ଷ ଲକ୍ଷ…
ହତ୍ୟା ମାମଲାରେ ୫ ଜଣଙ୍କୁ ଫାଶୀ
କେନ୍ଦୁଝର,୬ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ୍ ବୁଧବାର ବହୁ ଚର୍ଚ୍ଚିତ ଘଷିପୁରା ନିର୍ବାଚନ ମଣ୍ଡଳୀ ଧକୋଠା ଗାଁର ରାମଚନ୍ଦ୍ର ବେହେରା ହତ୍ୟା ମାମଲାର ଶୁଣାଣି କରି ୫ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁ ଦଣ୍ଡାଦେଶ ଦେଇଛନ୍ତି।…
୧୫ବର୍ଷ ପରେ ପୁଣି ମେଣ୍ଟ! ସେତେବେଳେ ଏମିତି ହୋଇଥିଲା ମେଣ୍ଟ ସରକାର
ଭୁବନେଶ୍ୱର,୬।୩: ପୁଣି ହେବ BJD-BJP ମେଣ୍ଟ! ଏକାଠି ନିର୍ବାଚନ ଲଢିବେ ବିଜୁ ଜନତା ଦଳ ଓ ଭାରତୀୟ ଜନତା ପାର୍ଟି। ଯଦିଓ ୩ଦିନ ତଳେ ଉଭୟ ଭାଜପା ଓ ବିଜେଡି ଏଭଳି ଚର୍ଚ୍ଚାକୁ ଆନୁଷ୍ଠାନିକ ଭାବେ ଖଣ୍ଡନ କରିଥିଲେ। ମାତ୍ର ଆଜିର…
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ନବୀନ କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ମେ’ ପହିଲାରୁ ମିଳିବ ଚିକିତ୍ସା ସୁବିଧା
ଭୁବନେଶ୍ୱର,୬।୩(ଅସମାପିକା ସାହୁ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ରାଜ୍ୟରେ ବିଏସ୍କଓ୍ବୋଇ ନବୀନ କାର୍ଡର ଶୁଭାରମ୍ଭ କରିଛନ୍ତି। ନିୟମିତ ସରକାରୀ କର୍ମଚାରୀ ଓ ଆୟକର ଦେଉଥିବା ଲୋକଙ୍କୁ ଛାଡି ସମସ୍ତ ଗାଁ ଗହଳିର ଲୋକେ ଏହି ସୁବିଧା ପାଇବେ। ଆଜିଠାରୁ ଏହି କାର୍ଡ…
International Women’s Day 2024: ଓଡିଶା ରାଜନୀତିରେ ମହିଳାଙ୍କ ଦବ୍ଦବା, ଏମାନେ ହେଉଛନ୍ତି…
ଭୁବନେଶ୍ୱର, ୬।୩: ଏବେ ନୁହେଁ ଓଡିଶା ସ୍ବତନ୍ତ୍ର ରାଜ୍ୟ ପାଇବା ପୂର୍ବରୁ ମହିଳାମାନେ ରାଜ୍ୟ ରାଜନୀତିରେ ପ୍ରଭାବ ବିସ୍ତାର କରିଛନ୍ତି। ଆଜି ବି ପ୍ରତ୍ୟେକ ଦଳରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଇଛି। ରାଜନୀତିରେ ବଡ ବଡ ପଦବୀରେ ରହି ସେମାନେ ଗୁରୁ…
ନବୀନ ଡାକିଲେ ବୈଠକ, ନବୀନ ନିବାସକୁ ବରିଷ୍ଠ ନେତାଙ୍କୁ ଡାକରା
ଭୁବନେଶ୍ୱର,୬।୩: ଭାଜପା ରାଜ୍ୟ ନେତୃତ୍ୱଙ୍କୁ ଦିଲ୍ଲୀ ଡାକରା ପରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ୩ଟା ୩୦ମିନିଟରେ ନବୀନ ନିବାସରେ ବିଜେଡି ଦଳର ବୈଠକ ବସିବା ନେଇ ସୂଚନା ରହିଛି । ଦଳର ବରିଷ୍ଠ ନେତାମାନଙ୍କୁ…
କାଲି ଆସିଥିଲେ ମୋଦି, ଆଜି ରାଜ୍ୟ ଭାଜପା ନେତାଙ୍କୁ ଦିଲ୍ଲୀ ଡାକରା, ମେଣ୍ଟ ନେଇ ହେବ କି ଚର୍ଚ୍ଚା!
ଭୁବନେଶ୍ୱର,୬।୩: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ। ଏନେଇ ଭାଜପା ରାଜ୍ୟ ନେତୃତ୍ୱଙ୍କୁ ଦିଲ୍ଲୀ ଡାକରା ହୋଇଛି। ରାଜ୍ୟ ସଭାପତି, ସଙ୍ଗଠନ ସମ୍ପାଦକ ସହ କୋର୍ କମିଟିର କିଛି ନେତା ଏବେ ଦିଲ୍ଲୀ ଗସ୍ତରେ ଅଛନ୍ତି। ଦଳର ଶୀର୍ଷନେତା ଦିଲ୍ଲୀରୁ ଏନେଇ ଡାକରା…
ରାହୁଲ ଗାନ୍ଧୀ ଆମେଠିରୁ ନିର୍ବାଚନ ଲଢିବେ ନା ନାହିଁ? ଦିଲ୍ଲୀରେ ବୈଠକ କରି ଫେରିଥିବା ବରିଷ୍ଠ ନେତା କଲେ ସ୍ପଷ୍ଟ
ନୂଆଦିଲ୍ଲୀ,୬।୩: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆମେଠିରୁ ଲୋକ ସଭା ନିର୍ବାଚନ ଲଢିବେ। ଏନେଇ ଆମେଠି ଜିଲା କଂଗ୍ରେସ ସଭାପତି ଦାବି କରିଛନ୍ତି। ନୂଆଦିଲ୍ଲୀରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରୁ ଫେରିଥିବା କଂଗ୍ରେସ ଜିଲା ସଭାପତି ପ୍ରଦୀପ ସିଂଘଲ ବୁଧବାର କହିଛନ୍ତି ,…
କେବେ କଲେଜ ଯାଇ ନାହାନ୍ତି, କିନ୍ତୁ ଦେଶର ସବୁଠାରୁ ଧନୀ ମହିଳା ଜିନ୍ଦଲ ଗ୍ରୁପର ମାଲିକାଣୀ
ନୂଆଦିଲ୍ଲୀ,୬।୩: ଆଉ ୨ଦିନ ପରେ ବିଶ୍ୱ ପାଳନ କରିବ ଅନ୍ତର୍ଜାତୀୟ ମହିଳା ଦିବସ। ତେବେ ଆମେ ଆଜି ଆପଣଙ୍କୁ ଏପରି Buisness Woman ଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ କି କେବେ କଲେଜ ଯାଇ ନାହାନ୍ତି କିନ୍ତୁ ଆଜି ସେ…
ବିହାରରେ ଭାଜପାକୁ ବଡ଼ ଭାଇ ମାନୁଛି ଜେଡିୟୁ, ଏହି ଫର୍ମୁଲାରେ ଲୋକ ସଭା ନିର୍ବାଚନ ପାଇଁ ଆସନ ଭାଗବଣ୍ଟା ନିଶ୍ଚିତ
ପାଟନା,୬।୩: ଲୋକ ସଭା ନିର୍ବାଚନ ପାଇଁ ବିହାରରେ ଭାରତୀୟ ଜନତା ପାର୍ଟି (ଭାଜପା)କୁ ଜନତା ଦଳ ୟୁନାଇଟେଡ (ଜେଡିୟୁ) ‘ବଡ ଭାଇ’ର ମାନ୍ୟତା ଦେଇଛି। ଯଦିଓ ଏ ପର୍ଯ୍ୟନ୍ତ କୌଣସି ସରକାରୀ ଘୋଷଣା କରାଯାଇନାହିଁ। ହେଲେ ଜେଡିୟୁର ମହାସଚିବ କେ.ସି ତ୍ୟାଗି…
ଚମକାଇଲା ଓପିନିୟନ ପୋଲ, ଓଡିଶାରୁ ଭାଜପାକୁ ଏତେ ସିଟ୍!
ନୂଆଦିଲ୍ଲୀ,୬।୫: ପାଖେଇ ଆସିଲାଣି ସାଧାରଣ ନିର୍ବାଚନ। ଆଉ କିଛିଟା ଦିନ ପରେ ଘୋଷଣା ହେବ Election 2024 ତାରିଖ। ତେବେ ଆସନ୍ତା ସାଧାରଣ ନିର୍ବାଚନରେ ଭାଜପା ନେତୃତ୍ୱାଧୀନ ଏନଡିଏକୁ ବିପୁଳ ବିଜୟ ମିଳିପାରେ । ଏନେଇ ଏକ ସର୍ଭେରେ ଚମକାଇଦେଲା ଭଳି…
Archives


