କିଏ ସେହି ଲକ୍ଷ୍ମୀକାନ୍ତ ଦୀକ୍ଷିତ, ଯିଏ ରାମଲାଲାଙ୍କ ମୂର୍ତ୍ତିରେ କରିବେ ପ୍ରାଣ ପ୍ରତିଷ୍ଠା
ଅଯୋଧ୍ୟା,୨୨।୧: ଅଯୋଧ୍ୟାରେ ରାମ ମନ୍ଦିରର ଉଦଘାଟନ ଏବଂ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଶୁଭ ସମୟ ପାଖେଇ ଆସିଛି। ସୋମବାର (୨୨ ଜାନୁଆରୀ ୨୦୨୪) ଦିନି ୧୨ଟା ୩୦ରୁ ରୁ ୧ ଟା ମଧ୍ୟରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ପ୍ରାଣ ପ୍ରତିଷ୍ଠା…
ଶେଷରେ ମାନିଲେ କଂଗ୍ରେସ ନେତା: ମୋଦିଙ୍କ ବିନା ସମ୍ଭବ ହୋଇପାରି ନ ଥାନ୍ତା ରାମମନ୍ଦିର
ନୂଆଦିଲ୍ଲୀ,୨୨।୧: କଂଗ୍ରେସ ନେତା ଆଚାର୍ଯ୍ୟ ପ୍ରମୋଦ କ୍ରିଷ୍ଣମ ତାଙ୍କ ମନ୍ତବ୍ୟ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ଥାଆନ୍ତି। ସେ ପାର୍ଟି ଲାଇନ ବାହାରେ ନିଜର ମତ ପ୍ରକାଶ କରନ୍ତି। ସେପଟେ ରାମ ମନ୍ଦିର ନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା…
ଚାଇନାରେ ଭୂସ୍ଖଳନ: ମାଟି ତଳେ ୪୪ରୁ ଅଧିକ ଲୋକ, ମାଟି ତଳୁ ଜୀବନ ଖୋଜା ଜାରି…
ବେଜିଂ,୨୨।୧ : ଚାଇନାର ପାର୍ବତ୍ୟ ଅଞ୍ଚଳ ୟୁନାନରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏଠାରେ ଭୂସ୍ଖଳନ ଯୋଗୁ ଆବର୍ଜନା ତଳେ ୪୪ ଜଣ ଲୋକ ପୋତି ହୋଇଥିବାର ଖବର ମିଳିଛି । ଘଟଣାସ୍ଥଳରୁ ୨୦୦ ଲୋକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାର କାର୍ଯ୍ୟ…
ଅଯୋଧ୍ୟାରେ ପହଞ୍ଚିଲେ ମୋଦି
ଅଯୋଧ୍ୟା,୨୨ା୧: ସବୁରି ଆଖିରେ ଆନନ୍ଦ ଓ ସନ୍ତୋଷର ଅଶ୍ରୁ। ସମସ୍ତଙ୍କ ମୁହଁରେ ‘ଜୟ ଶ୍ରୀରାମ’ ଧ୍ୱନି। ଅଯୋଧ୍ୟା ହିଁ ପ୍ରଭୁ ରାମଙ୍କ ଜନ୍ମସ୍ଥାନ ବୋଲି ଭାରତବର୍ଷରେ ହିନ୍ଦୁମାନଙ୍କର ବିଶ୍ୱାସ ରହିଆସିଛି। ପ୍ରାୟ ୫୦୦ ବର୍ଷ ଧରି ଯେଉଁ ମହାର୍ଘ୍ୟ ମୁହୂର୍ତ୍ତକୁ ଦେଶବାସୀ…
ପାକିସ୍ତାନର ଏହି ରାମ ମନ୍ଦିରରେ ପୂଜା ନେଇ ପ୍ରତିବନ୍ଧକ ଲାଗୁ, ହଟାଗଲା ମୂର୍ତ୍ତି…
ଇସଲାମାବାଦ,୨୨।୧ : ଅଯୋଧ୍ୟାରେ ଶ୍ରୀ ରାମ ଲାଲାଙ୍କ ପ୍ରାଣପ୍ରତିଷ୍ଠା ସମାରୋହ ସମଗ୍ର ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି। କିନ୍ତୁ ପାକିସ୍ତାନରେ ଏକ ରାମ ମନ୍ଦିର ମଧ୍ୟ ଅଛି, ଯେଉଁଠାରେ ହିନ୍ଦୁମାନଙ୍କୁ ପୂଜା କରିବାକୁ ବାରଣ କରାଯାଇଛି। କେବଳ ଏତିକି ନୁହେଁ ପାକିସ୍ତାନ…
ସେନାରେ ୨୦୨୭ ସୁଦ୍ଧା ୧୨ ଲକ୍ଷ କର୍ମଚାରୀ ହରାଇବେ ଚାକିରି: ଖଚରଙ୍କ ସ୍ଥାନରେ କାମ କରିବ ଡ୍ରୋନ…
ନୂଆଦିଲ୍ଲୀ,୨୨।୧ : ଭାରତୀୟ ସେନାରେ ଲଗେଜ ନେଇଥିବା ଖଚରମାନେ ଏବେ ଇତିହାସ ପାଲଟିବେ। ସେମାନଙ୍କ ବଦଳରେ ସେନା ବର୍ତ୍ତମାନ ଡ୍ରୋନ ବ୍ୟବହାରକୁ ବୃଦ୍ଧି କରୁଛି। ଏହି ଖଚରଗୁଡିକ ତୁଷାରପାତ ପର୍ବତ ଏବଂ ଖରାପ ରାସ୍ତା ଦେଇ ଦେଶର ସୀମାନ୍ତବର୍ତ୍ତୀ ଅଞ୍ଚଳକୁ ରାସନ,…
ରାମମନ୍ଦିର ପ୍ରତିଷ୍ଠା ପାଇଁ ଭାରତକୁ ଶୁଭେଚ୍ଛା ଜଣାଇଲା ଇସ୍ରାଏଲ
ଜେରୁଜେଲମ୍/ଅଯୋଧ୍ୟା,୨୨ା୧: ପ୍ରାୟ ୫୦୦ ବର୍ଷ ଧରି ଯେଉଁ ମହାର୍ଘ୍ୟ ମୁହୂର୍ତ୍ତକୁ ଦେଶବାସୀ ଉତ୍କଣ୍ଠାର ସହ ଅପେକ୍ଷା କରିଥିଲେ, ସେହି ଐତିହାସିକ କ୍ଷଣ ଉପନୀତ। ଅଯୋଧ୍ୟା ରାମମନ୍ଦିରରେ ସୋମବାର ହେବାକୁ ଥିବା ପ୍ରାଣ ପ୍ରତିଷ୍ଠା ପାଇଁ ଉତ୍ତର ପ୍ରଦେଶ ସମେତ ସାରା ଦେଶ…
ପ୍ରାଣ ପ୍ରତିଷ୍ଠା ଉତ୍ସବ: ନଡ୍ଡା-ଶାହା କାହିଁକି ଯିବେନି…
ଅଯୋଧ୍ୟା,୨୨।୧ : ଅଯୋଧ୍ୟାରେ ଥିବା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ୧୧ ୦୦୦ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ରବିବାର ସନ୍ଧ୍ୟାଠାରୁ ଅତିଥିମାନେ ରାମ ନଗରୀ ଅଯୋଧ୍ୟାରେ ପହଞ୍ଚିଛନ୍ତି। ତେବେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଭାଜପା ଜାତୀୟ…
ଆଜି ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା: ସାଧାରଣ ଦର୍ଶନ କେତେବେଳେ, କୌଣସି ଦେୟ ଅଛି କି ନାହିଁ ଜାଣନ୍ତୁ ଏ ସମ୍ପର୍କରେ…
ଅଯୋଧ୍ୟା,୨୨ା୧: ଆଜି ଅର୍ଥାତ୍ ସୋମବାର ୨୨ ତାରିଖରେ ଅଯୋଧ୍ୟାରେ ନୂଆ ରାମମନ୍ଦିରର ପ୍ରତିଷ୍ଠା କରାଯିବ। ଏହି ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଦେଶ ତଥା ବିଶ୍ୱର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବେ। ଶ୍ରୀ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ରର ଟ୍ରଷ୍ଟ ଅନୁଯାୟୀ,…
ପ୍ରାଣ ପ୍ରତିଷ୍ଠା ଉତ୍ସବରେ କାହିଁକି ଯୋଗ ଦେବେନି ଲାଲକୃଷ୍ଣ ଆଡଭାଣୀ, ଏହା ହେଉଛି କାରଣ…
ଅଯୋଧ୍ୟା,୨୨।୧ : ବରିଷ୍ଠ ଭାଜପା ନେତା ଲାଲକୃଷ୍ଣ ଆଡଭାଣୀ ରାମ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ଯୋଗଦେବେ ନାହିଁ। ସୂତ୍ରରୁ ପ୍ରକାଶ , ସେ ରାମ ମନ୍ଦିର କାର୍ଯ୍ୟକ୍ରମରେ ଯୋଗଦେବା ସମ୍ଭାବନା କମ। ଥଣ୍ଡା ଯୋଗୁ ଆଡଭାଣୀ ତାଙ୍କର…
ଅମରାବତୀରୁ ୫୦୦ କିଲୋଗ୍ରାମ “କୁଙ୍କୁମ” ସହିତ ଅନ୍ୟ ସ୍ଥାନରୁ ରାମ ମନ୍ଦିରରେ ପହଞ୍ଚିଲା ଏସବୁ…
ଅଯୋଧ୍ୟା,୨୨।୧ : ଅଯୋଧ୍ୟାରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ କନ୍ନୌଜରୁ ସ୍ବତନ୍ତ୍ର ସୁଗନ୍ଧିତ ଅତର, ଅମରାବତୀରୁ ୫୦୦ କିଲୋଗ୍ରାମ “କୁଙ୍କୁମ”, ଦିଲ୍ଲୀର ରାମ ମନ୍ଦିରରୁ ସଂଗୃହିତ ଶସ୍ୟ, ଭୋପାଳରୁ ଫୁଲ ଏବଂ ମଧ୍ୟପ୍ରଦେଶର ଛିନ୍ଦୱାରା ଠାରୁ ୪,୩୧ କୋଟି…
ଅଯୋଧ୍ୟାରେ ବହୁ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ସହର ଉପରେ ୧୦,୭୧୫ ଏଆଇ କ୍ୟାମେରା ନଜର…
ଅଯୋଧ୍ୟା,୨୨।୧ : ଅଯୋଧ୍ୟାରେ ବହୁ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୧୦,୭୧୫ ଏଆଇ ଆଧାରିତ କ୍ୟାମେରା ସହର ଉପରେ ନଜର ରଖିଛି। ଏନଏସଜିର ଦୁଇଟି ସ୍ନାଇପର ଦଳ ନିୟୋଜିତ ହୋଇଛନ୍ତି। ବିସ୍ଫୋରକ ସାମଗ୍ରୀ ପାଇଁ ଭୂମି ଯାଞ୍ଚ କରିବା ପାଇଁ ଆଣ୍ଟି-ମାଇନ…
Archives


