ଖସିଲେ ବିରାଟ କୋହଲି
ନୂଆଦିଲ୍ଲୀ,୧୬।୩: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜ ପରେ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍ ପ୍ରକାଶ କରିଛି। ଭାରତୀୟ ଦ୍ରୁତ ବୋଲର ଜଶପ୍ରୀତ ବୁମ୍ରା ବୋଲିଂରେ ୬ ପାହ୍ୟା ଉନ୍ନତି କରି ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ଏଥିସହିତ ବିରାଟ କୋହଲି…
ଗଛରେ ଝୁଲୁଛି ବ୍ୟକ୍ତିଙ୍କ ମୃତଦେହ
ପାଟଣା,୧୬।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ ପାଟଣା ପଞ୍ଚାୟତ ସାନ ଜାମୁପଶି ଗ୍ରାମରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି। ମୃତକ ଜଣକ ହେଲେ ଉକ୍ତ ଗ୍ରାମର ରାଜକିଶୋର ମୁଣ୍ଡା। ବୁଧବାର ସକାଳୁ ବକ୍ତିଙ୍କ ଘର ପାଖରେ…
ନିର୍ବାଚନୀ ହିଂସା: ଗୁଳିମାଡ଼ରେ ଯୁବକ ଗୁରୁତର
ନୂଆପଡ଼ା ଅଫିସ,୧୬।୩: ନୂଆପଡ଼ା ଜିଲା କୋମନା ବ୍ଲକ ଲଖନା ଥାନା ଅଧୀନ କୁରୁମପୁରି ପଞ୍ଚାୟତ ଲିମଡିହି ଗାଁରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ଜଣେ ଗୁଳିମାଡ଼ରେ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଯୁବକ ହେଲେ ବଲାଙ୍ଗୀର ଜିଲା ଚିତ୍ରାମୁଣ୍ଡା ଗାଁର…
ଆକ୍ସନ ମୋଡରେ ବିଜେଡି: ୨ ନେତାଙ୍କୁ ଦଳରୁ ବିଦାକଲେ ସୁପ୍ରିମୋ
ଭୁବନେଶ୍ୱର,୧୬।୩(ବ୍ୟୁରୋ): ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଠମଲ୍ଲିକ ଏନଏସ୍ସିର ନିହାର ହୋତା ଓ ସନ୍ତୋଷ ହୋତାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ଉଭୟଙ୍କୁ ନିଲମ୍ବନ କରାଯାଇଥିବା ଜଣାପଡ଼ିଛି। ଏ ନେଇ…
ଦିଆସିଲି ବୋଝେଇ ଟ୍ରକରେ ଲାଗିଲା ନିଆଁ
ବାରିପଦା ଅଫିସ,୧୬।୩: ମୟୂରଭଞ୍ଜ ଜିଲା ବାରିପଦା ସହର ସ୍ଥିତ ଷ୍ଟେସନ ବଜାର ଅଏଲ ମିଲ ସମ୍ମୁଖରେ ଏକ ଦିଆସିଲି ବୋଝେଇ ଟ୍ରକଟିରେ ହଠାତ ନିଆଁ ଲାଗିଯାଇଛି। କୌଣସି ଅଘଟଣ ଘଟିବା ଆଗରୁ ସ୍ଥାନୀୟ ଲୋକ ଏବଂ ଟ୍ରକ ଡ୍ରାଇଭରର ଉପସ୍ଥିତ ବୁଦ୍ଧି…
ପୁରୀରେ ସେବାୟତଙ୍କୁ ହତ୍ୟା
ପୁରୀ ଅଫିସ, ୧୬।୩ : ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ପୁରୀ ବାରବାଟୀ ନିକଟରେ ଗୁଳି କରାଯାଇଥିବା ଜଣାପଡିଛି। ଗୁଳି କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଦୁବୃର୍ତ୍ତ। ତେବେ ଗୁରୁତର…
ଫିଲ୍ମକୁ ଦେଖିବା ପାଇଁ ଆସାମରେ ସରକାରୀ କର୍ମଚାରୀ ନେଇପାରିବେ ଅଧା ଦିନ ଛୁଟି
ଦିସପୁର,୧୬।୩: ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘ଦ କଶ୍ମୀର ଫାଇଲ୍ସ’କୁ ନେଇ ସାରା ଦେଶରେ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି। ନିକଟରେ ଏହି ଫିଲ୍ମ ରିଲିଜ ହେବା ପରେ ଏହାକୁ ଦେଖିବା ପାଇଁ ଦର୍ଶକଙ୍କ ସୁଅ ଛୁଟୁଛି। ଏହି ଫିଲ୍ମକୁ ଦେଶର…
କଲରାପତରିଆ ବାଘ ଆକ୍ରମଣରେ ଦିଅର ଭାଉଜ ଗୁରୁତର
ବାରିପଦା ଅଫିସ,୧୬।୩: ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅଞ୍ଚଳରେ କଲରାପତରିଆ ବାଘ ଆକ୍ରମଣରେ ଦିଅର ଭାଉଜ ଗୁରୁତର ହୋଇଛନ୍ତି । ସେମାନେ ହେଲେ ଖଡମବେଡ଼ା ପଞ୍ଚାୟତ ତାରଣା ଗ୍ରାମର ଦଶରଥ ହାଁସଦା ଓ ମାଇନ ହାଁସଦା। ପରିବାର ଲୋକେ ତାଙ୍କୁ ଉଦ୍ଧାର…
ସୌଦି ଆରବ ସ୍କୁଲ ପିଲା ଶିଖିବେ ଯୋଗ…
ରିଆଦ୍, ୧୬।୩ : ସ୍ବାସ୍ଥ୍ୟ ଦୃଷ୍ଟିକୋଣରୁ ଯୋଗକୁ ସମଗ୍ର ବିଶ୍ୱରେ ବହୁତ ପସନ୍ଦ କରାଯାଇଥାଏ। ବର୍ତ୍ତମାନ ସୌଦି ଆରବ ମଧ୍ୟ ନିଜ ବିଦ୍ୟାଳୟରେ ଯୋଗକୁ ଏକ କ୍ରୀଡ଼ା ପାଠ୍ୟକ୍ରମ ଭାବରେ ସାମିଲ କରିବାକୁ ଯାଉଛି। ସୌଦି ଯୋଗ କମିଟିର ଅଧ୍ୟକ୍ଷ ନୋଉଫ…
ନାବାଳିକା ଛାତ୍ରୀଙ୍କୁ ଧରି ଫେରାର ହୋଇଥିଲେ ଟିଉସନ ସାର: ବାନ୍ଧିଲା ପୋଲିସ
ରାଉରକେଲା ଅଫିସ,୧୬।୩: ନାବାଳିକା ଛାତ୍ରୀଙ୍କୁ ନେଇ ଫେରାର ହୋଇଥିବା ଟିଉସନ ସାର ଧରାପଡ଼ିଛନ୍ତି। ଟିଉସନ ସାର୍ ଯୋଗେଶ ଶର୍ମୀଙ୍କୁ ସୁନ୍ଦରଗଡ଼ କୁତ୍ରା ଥାନା ପୋଲିସ ଗିରଫ କରିଛି । ସୂଚନାଯୋଗ୍ୟ, ଗତ ୫ ତାରିଖ ଦିନ ନାବାଳିକାଙ୍କୁ ନେଇ ଯୋଗେଶ କେଉଁଆଡେ…
୫ ଦିନରେ ସର୍ବାଧିକ ଆୟ କଲାଣି ଫିଲ୍ମ ‘ଦ କଶ୍ମୀର ଫାଇଲସ’
ଫିଲ୍ମ ‘ଦ କଶ୍ମୀର ଫାଇଲସ’କୁ ଦର୍ଶକଙ୍କ ଭଲ ରେସପନ୍ସ ମିଳିଛି। ବିବେକ ଅଗ୍ନିହୋତ୍ରୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବକ୍ସ ଅଫିସରେ ଭଲ ଆୟ କରୁଛି। କଶ୍ମୀର ପଣ୍ଡିତଙ୍କ ଉପରେ ହୋଇଥିବା ଅତ୍ୟାଚାରକୁ ନେଇ ଏହି ଫିଲ୍ମରେ ଦେଖାଯାଇଛି। କିଭଳି ଆତଙ୍କବାଦୀମାନେ ଗୋଳବାରୁଦ…
ଇସ୍ତଫା ଦେଲେ ସିଦ୍ଧୁ
ଚଣ୍ଡିଗଡ, ୧୬।୩: ପଞ୍ଜାବ କଂଗ୍ରେସ କମିଟି ସଭାପତି ନବଜୋତ ସିଂ ସିଦ୍ଧୁ ଆଜି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ସଭାପତି ସୋନିଆ ଗାନ୍ଧୀ ପାଞ୍ଚ ରାଜ୍ୟର ଦଳର ମୁଖ୍ୟଙ୍କୁ ବରଖାସ୍ତ କରିବାର ଗୋଟିଏ ଦିନ ପରେ ଦଳର ପଞ୍ଜାବ…
Archives


