ପୁଅ ଆଗରେ ବାପାଙ୍କ ଜୀବନ ଗଲା
ଧରାକୋଟ,୨୦ା୩(ଡି.ଏନ.ଏ.): ଗଞ୍ଜାମ ଜିଲା ଧରାକୋଟ ଥାନା ଅଧୀନ ଦସମାଇଲ ନିକଟରେ ରବିବାର ଏକ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବହାରପୁର ଗ୍ରାମର ନରହରି ମହାରଣା। ନରହରି ତାଙ୍କ ପୁଅ ଦିଲୀପଙ୍କ ସହ ବାଇକ୍ରେ ଗ୍ରାମକୁ ଆସୁଥିଲେ।…
ପଞ୍ଚାୟତ ଅଧିକାରୀଙ୍କୁ ଆକ୍ରମଣ କରି ଗିରଫ ହେଲେ ସରପଞ୍ଚଙ୍କ ପୁଅ
ବୁଗୁଡ଼ା,୨୦।୩(ଡି.ଏନ.ଏ.): ଫେବୃୟାରୀ ୨୬ ରାତିରେ ୪୧ ନମ୍ବର ଜୋନ୍ର ଭୋଟ ଗଣତି ସାରି ଫେରୁଥିବା ବେଳେ ବୁଗୁଡ଼ା ବ୍ଲକ ଛକରେ ଗୋଲିଆ ପଞ୍ଚାୟତ ନିର୍ବାହୀ ଅଧିକାରୀ ପ୍ରମୋଦ ଚନ୍ଦ୍ର ସେଠୀଙ୍କୁ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ବୁଗୁଡା ପୋଲିସ…
ଆରଜେଡି ସହ ହାତ ମିଶାଇଲେ ଶରଦ ଯାଦବ
ପାଟନା,୨୦।୩: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ଯାଦବଙ୍କ ଦଳ ଲୋକତାନ୍ତ୍ରିକ ଜନତା ଦଳ (ଏଲଜେଡି)ର ଆରଜେଡିରେ ବିଲୟ ଘଟିଛି। ଏହି ଅବସରରେ ଆରଜେଡି ନେତା ତେଜସ୍ବୀ ଯାଦବ କହିଛନ୍ତି, ବିରୋଧୀ ଦଳ ସରକାରଙ୍କ ସହ ଲଢିବା ପାଇଁ ପ୍ରସ୍ତୁତି ବିଳମ୍ବ କରିଛନ୍ତି।…
‘ମନ୍ତ୍ରୀଙ୍କ ପାଇଁ ମାନ ଟାର୍ଗେଟ୍ ସେଟ୍ କରିଛନ୍ତି, ବିଫଳ ହେଲେ … ’
ଚଣ୍ଡିଗଡ଼,୨୦।୩: “ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ତାଙ୍କ କ୍ୟାବିନେଟ୍ରେ ସାମିଲ କରିଥିବା ପ୍ରତ୍ୟେକ ମନ୍ତ୍ରୀଙ୍କ ପାଇଁ ଟାର୍ଗେଟ ନିର୍ଦ୍ଧାରିତ କରିଛନ୍ତି। ଯଦି ଟାର୍ଗେଟ ପୂରଣ ନ ହୁଏ, ତେବେ ଲୋକେ ମନ୍ତ୍ରୀଙ୍କୁ ବିଦା କରିବାକୁ ଦାବି କରିପାରିବେ”। ଆମ ଆଦମି ପାର୍ଟି…
ନାବାଳିକାଙ୍କୁ ବଳାତ୍କାର କରି ବନ୍ଧା ହେଲେ
ସୁନ୍ଦରଗଡ଼,୨୦।୩(ଡି.ଏନ୍.ଏ.): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଅଞ୍ଚଳରେ ଜଣେ ୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାରେ ସମ୍ପୃକ୍ତ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ…
ଦ୍ୱିତୀୟଥର ମଣିପୁର ମୁଖ୍ୟମନ୍ତ୍ରୀ ହେବେ ଏନ ବିରେନ ସିଂ
ଇମ୍ଫାଲ,୨୦।୩: ମଣିପୁରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀଙ୍କ ନାମ ରବିବାର ସ୍ପଷ୍ଟ ହୋଇଛି। ମଣିପୁର ଭାଜପା ବିଧାୟକ ଦଳର ବୈଠକରେ କାର୍ଯ୍ୟନିର୍ବାହୀ ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂଙ୍କୁ ବିଧାୟକ ଦଳର ନେତା ଭାବରେ ଚୟନ କରାଯାଇଛି। ଫଳରେ ବିରେନ ସିଂ କ୍ରମାଗତ ଦ୍ୱିତୀୟ ଥର…
‘ସୁପାରିସରେ ଦିଆଯିବ ନାହିଁ ଚାକିରି’
ମୋହାଲି,୨୦।୩: ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ ରବିବାର ଆମ ଆଦମି ପାର୍ଟି (ଏଏପି)ର ବିଧାୟକଙ୍କୁ ଲୋକଙ୍କ କଲ୍ୟାଣ ପାଇଁ ସଚ୍ଚୋଟତା ସହ କାର୍ଯ୍ୟ କରିବାକୁ କହିଛନ୍ତି। ଫାଙ୍କା ପଡ଼ିଥିବା ୨୫ ହଜାର ପଦବୀ ପାଇଁ କୌଣସି ସୁପାରିସ ନ କରିବାକୁ ସେ…
ଜମ୍ମୁ-କଶ୍ମୀର ଘଟଣା ପାଇଁ ପାକିସ୍ତାନ ଦାୟୀ: ଆଜାଦ
ଶ୍ରୀନଗର,୨୦।୩: ବଲିଉଡ ଫିଲ୍ମ ‘କଶ୍ମୀର ଫାଇଲ୍ସ’କୁ ନେଇ ଆଜିକାଲି ଚର୍ଚ୍ଚାରେ ରହିଛି। ଏହି ଫିଲ୍ମକୁ ନେଇ ଗୋଟିଏ ପରେ ଗୋଟିଏ ରାଜନୈତିକ ମନ୍ତବ୍ୟ ସାମ୍ନାକୁ ଆସୁଛି। ଜମ୍ମୁରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ…
ଅଧ୍ୟକ୍ଷା ପ୍ରାର୍ଥିନୀଙ୍କ ପାଇଁ ଏମ୍ପିଙ୍କ ପ୍ରଚାର
କାଶୀନଗର,୨୦।୩: କାଶୀନଗର ଏନ୍ଏସି ନିର୍ବାଚନ ପରିପ୍ରେକ୍ଷୀରେ ବ୍ରହ୍ମପୁର ଏମପି ଚନ୍ଦ୍ରଶେଖର ସାହୁ ୧୩ଟି ୱାର୍ଡ ପରିକ୍ରମା କରି ଅଧ୍ୟକ୍ଷା ପ୍ରାର୍ଥତ୍ନୀ ତଥା ପୂର୍ବତନ ଏନ୍ଏସି ଅଧ୍ୟକ୍ଷା ଏମ.ସୁଧାରାଣୀ ଓ କାଉନସିଲର ପ୍ରାର୍ଥୀମାନଙ୍କ ନିମନ୍ତେ ପ୍ରଚାର କରିଥିଲେ। ବିଜେଡି ପ୍ରାର୍ଥୀମାନଙ୍କୁ ଜୟଯୁକ୍ତ କରିବାକୁ…
‘ପଞ୍ଜାବରେ ନୂଆ ସରକାର କାମ ଆରମ୍ଭ କଲେଣି, ୪ ରାଜ୍ୟରେ ତୁଟୁନି ଭାଜପା କଳି’
ନୂଆଦିଲ୍ଲୀ,୨୦।୩: ପଞ୍ଜାବରେ ବିଜୟ ପରେ ଆମ ଆଦମୀ ପାର୍ଟି ଏବେ ସକ୍ରିୟ ହୋଇପଡିଛି। ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ପଞ୍ଜାବର ସମସ୍ତ ବିଧାୟକଙ୍କ ସହ ଏକ ଭର୍ଚୁଆଲ ବୈଠକ କରିଛନ୍ତି। ଏହି ବୈଠକରେ…
୧ ଡିଗ୍ରୀ ତାପମାତ୍ରାରେ ବରଫର ମଜା ନେଲେ ଏହି ଅଭିନେତ୍ରୀ
ମୁମ୍ବାଇ: ଅଭିନେତ୍ରୀ ପୂଜା ବାତ୍ରା ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରେଇ ଯାଇଥିଲେ ମଧ୍ୟ ସୋସିଆଲ ମିଡିଆରେ ସେ ବହୁତ ଆକ୍ଟିଭ୍। ପ୍ରଶଂସକମାନଙ୍କ ସହ ଯୋଡ଼ି ହୋଇ ରହିବା ପାଇଁ ସେ ଅଧିକାଂଶ ସମୟରେ ନିଜର ହଟ୍ ଫଟୋ ଏବଂ ଭିଡିଓ ଶେୟାର କରିଥାନ୍ତି।…
ଆଇପିଏଲ୍ ପୂର୍ବରୁ ଚିନ୍ତାରେ ସିଏସ୍କେ
ନୂଆଦିଲ୍ଲୀ,୨୦।୩: ମାତ୍ର ୫ ଦିନ ପରେ ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୫ତମ ସଂସ୍କରଣ। କିନ୍ତୁ ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)ର ସମସ୍ୟା ଶେଷ ହେଉ ନାହିଁ। ଦୁଇ ଷ୍ଟାର ଯୁବ ଖେଳାଳି ଦୀପକ…
Archives


