Home Left

ଇମ୍ରାନଙ୍କ ଘରେ ପହଞ୍ଚିଲେ ପାକିସ୍ତାନ ସେନା ମୁଖ୍ୟ

ଇସଲାମାବାଦ୍‌,୩୦।୩: ପାକିସ୍ତାନରେ ରାଜନୈତିକ ସଙ୍କଟ ମଧ୍ୟରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବୁଧବାର ରାଷ୍ଟ୍ରକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ଏହାପୂର୍ବରୁ ପାକିସ୍ତାନୀ ସେନା ମୁଖ୍ୟ ଜେନେରାଲ କମର ଜାଭେଦ ବାଜୱା ଏବଂ ଆଇଏସଆଇ ମୁଖ୍ୟ ନଦିମ ଅଞ୍ଜୁମ ଇମ୍ରାନଙ୍କୁ ଭେଟିବା ପାଇଁ…

ଗଣବଳାତ୍କାର ପାଇଁ ଗିରଫ ହେଲେ ୪ ଜାତୀୟ ସ୍ତରର ସୁଇମର

ବେଙ୍ଗାଲୁରୁ,୩୦।୩: ଜଣେ ୨୨ ବର୍ଷୀୟା ନର୍ସଙ୍କ ଗଣବଳାତ୍କାର ମାମଲାରେ ଦିଲ୍ଲୀରୁ ୪ ଜାତୀୟ ସ୍ତରର ସନ୍ତରଣକାରୀ (ସୁଇମର) ଗିରଫ ହୋଇଛନ୍ତି। ପୋଲିସ କହିବା ଅନୁଯାୟୀ, ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନର୍ସଙ୍କ ସହ ଏକ ଡେଟିଂ ଆପ୍‌ରେ ବନ୍ଧୁତା ସ୍ଥାପନ କରିବା ପରେ…

ଏପ୍ରିଲ ୫ରେ ଧାମନଗରରେ ସାନି ମତଦାନ

ଭୁବନେଶ୍ୱର,୩୦।୩(ବ୍ୟୁରୋ): ଏପ୍ରିଲ ୫ ତାରିଖରେ ଧାମନଗର ଏନ୍‌ଏସିରେ ସାନି ମତଦାନ ହେବ। ୬ ବୁଥ୍‌ରେ ୫ ତାରିଖରେ ପୁନଃ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ କମିଶନରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ୨ନଂ ଓ୍ବାର୍ଡର ୩ ନଂ ବୁଥ୍‌, ୫ନଂ ଓ୍ବାର୍ଡର…

‘କେଜ୍‌ରିୱାଲଙ୍କୁ ହତ୍ୟା କରିବାକୁ ଚାହୁଁଛି ଭାଜପା’

ନୂଆଦିଲ୍ଲୀ,୩୦।୩: ଆମ ଆଦମୀ ପାର୍ଟିର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଘର ସାମ୍ନାରେ ବୁଧବାର ଭାଜପା କର୍ମୀମାନେ ଜୋରଦାର ବିକ୍ଷୋଭ କରିଛନ୍ତି। ଭାଜପା କର୍ମୀମାନେ କେଜ୍‌ରିୱାଲଙ୍କ ଘରର ଗେଟ ସମ୍ମୁଖରେ ଭଙ୍ଗାରୁଜା ମଧ୍ୟ କରିଛନ୍ତି। ଏହି ଘଟଣାକୁ ନେଇ…

‘ଶେଷ ବଲ ପର୍ଯ୍ୟନ୍ତ ଖେଳିବେ ଇମ୍ରାନ’

କରାଚୀ,୩୦।୩: ‘ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜଣେ ଖେଳାଳି, ଯିଏ କି ଶେଷ ବଲ ପର୍ଯ୍ୟନ୍ତ ଖେଳେ। ସେ ଇସ୍ତଫା ଦେବେ ନାହିଁ। ଉଭୟ ବନ୍ଧୁ ଏବଂ ଶତ୍ରୁଗଣ ମଧ୍ୟରେ ମ୍ୟାଚ୍‌ ହେବ’। ପାକିସ୍ତାନ ମନ୍ତ୍ରୀ ଫଓ୍ବାଦ ଚୌଧୁରୀ ଏଭଳି ଟୁଇଟ୍‌…

ମହିଳାଙ୍କ ମୁଣ୍ଡ ଭିତରେ ପକ୍ଷୀବସା, କାରଣ ଜାଣିଲେ…

ଜଣେ ମହିଳା ତାଙ୍କ କେଶ ଭିତରେ ପକ୍ଷୀର ବସା ତିଆରି କରିଛନ୍ତି। ଯାହା ଜାଣିଲେ ଆଶ୍ଚର୍ଯ୍ୟ ହେବେ। ବନ୍ଧୁତା ଏମିତି ଏକ ଶବ୍ଦ, ଯାହାର କଳନା ନାହିଁ। ଯିଏ ବନ୍ଧୁତାର ପ୍ରକୃତ ଅର୍ଥ ବୁଝିଛି ସେ ହିଁ ବନ୍ଧୁତାକୁ ବଜାୟ ରଖିଛି।…

ଟେଷ୍ଟରେ ଖସିଲେ କୋହଲି, ରୋହିତ

ଦୁବାଇ,୩୦।୩: ଆଇସିସି ଟେଷ୍ଟ ବ୍ୟାଟରଙ୍କ ର଼୍ୟାଙ୍କିଙ୍ଗ୍‌ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଏବଂ ଭେଟେରାନ ବ୍ୟାଟର ବିରାଟ କୋହଲିଙ୍କ ମାନ୍ୟତା ତଳକୁ ଖସିଛି। ଦୁଇ ବ୍ୟାଟର ଗୋଟିଏ ଲେଖାଏ ର଼୍ୟାଙ୍କ ତଳକୁ ଖସି ଯଥାକ୍ରମେ ୮ମ ଏବଂ ୧୦ମ ସ୍ଥାନରେ ରହିଥିବା…

ଇମ୍ରାନଙ୍କୁ ବଡ଼ ଝଟ୍‌କା: ଇସ୍ତଫା ଦେଲେ ୨ ମନ୍ତ୍ରୀ

ଇସଲାମାବାଦ୍‌,୩୦।୩: ପାକିସ୍ତାନରେ ଏକ ରାଜନୈତିକ ଅସ୍ଥିରତା ଜାରି ରହିଛି। ଦେଶରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ବୁଧବାର ଦେଶକୁ ସମ୍ବୋଧିତ କରିବେ। ଏହା ପୂର୍ବରୁ ତାଙ୍କୁ ବଡ଼ ଝଟ୍‌କା ଲାଗିଛି। ପାକିସ୍ତାନର ଇମ୍ରାନ ସରକାରରେ ଆଇନ…

ଆହତ ସମସ୍ୟା ସତ୍ତ୍ୱେ ଦିଲ୍ଲୀରେ ଯୋଗଦେବେ ଅଷ୍ଟ୍ରେଲିଆ ଖେଳାଳି

ନୂଆଦିଲ୍ଲୀ,୩୦।୩: ଅଷ୍ଟ୍ରେଲିଆନ ଅଲରାଉଣ୍ଡର ମିଚେଲ ମାର୍ଶ ଖୁବ୍‌ ଶୀଘ୍ର ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ଯୋଗ ଦେବେ। କିନ୍ତୁ ସେ ଆଗାମୀ ୩ରୁ ୪ ମ୍ୟାଚ୍‌ ଖେଳିପାରିବେ ନାହିଁ। ଆହତ ସମସ୍ୟା ଯୋଗୁ ପାକିସ୍ତାନ ବିପକ୍ଷ ଚଳିତ ସିରିଜରୁ ସେ ବାଦ୍‌ ପଡ଼ିଛନ୍ତି।…

ଋଷିକୂଲ୍ୟାରେ ବୁଡ଼ ପକାଇଲେ ୨ ଲକ୍ଷରୁ ଅଧିକ ଭକ୍ତ

ପୁରୁଷୋତ୍ତମପୁର,୩୦ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ପ୍ରତାପୁର ଗ୍ରାମ ନିକଟସ୍ଥ ଋଷିକୂଲ୍ୟାରେ ମହାବାରୁଣୀ ସ୍ନାନ ଅବସରରେ ଦୁଇ ଲକ୍ଷରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇଥିଲା। ମହାମାରୀ କରୋନାକୁ ନେଇ ବାରୁଣୀ ସ୍ନାନ ଦୁଇ ବର୍ଷ ହେଲା ବନ୍ଦ ହୋଇ ପଡ଼ିଥିବାରୁ…

ଏଣିକି ମନମୁଖୀ ଫି’ ବଢାଇ ପାରିବେ ନାହିଁ ବେସରକାରୀ ସ୍କୁଲ

ଚଣ୍ଡିଗଡ,୩୦।୩: ପଞ୍ଜାବରେ ଆମ ଆଦମୀ ପାର୍ଟି ରାଜ୍ୟରେ କ୍ଷମତା ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ନେଉଛନ୍ତି। ସେ ଶିକ୍ଷା କ୍ଷେତ୍ରରେ ପ୍ରମୁଖ ସଂସ୍କାର ସଙ୍କେତ ଦେଇଛନ୍ତି। ବୁଧବାର ଶିକ୍ଷା ଉପରେ ଦୁଇଟି…

ଟିନା ଡାବିଙ୍କ ସହ ନିର୍ବନ୍ଧ ପରେ ରାତାରାତି ଷ୍ଟାର ପାଲଟିଲେ ଆଇଏଏସ୍‌ ପ୍ରଦୀପ

ନୂଆଦିଲ୍ଲୀ,୩୦।୩: ୨୦୧୫ରେ ୟୁପିଏସସି ପରୀକ୍ଷାରେ ଟପ୍ପର ହୋଇଥିବା ଟିନା ଡାବି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ସେ ଏବେ ଦ୍ୱିତୀୟ ବିବାହ କରିବାକୁ ଯାଉଛନ୍ତି। ୨୦୧୩ ବ୍ୟାଚ ଆଇଏଏସ୍‌ ଅଧିକାରୀ ପ୍ରଦୀପ ଗାୱାଣ୍ଡେଙ୍କ ସହ ତାଙ୍କର ନିର୍ବନ୍ଧ ଶେଷ ହୋଇଛି। ଏହି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri