Home Left

ନୂଆଦିଲ୍ଲୀ ଗସ୍ତରେ ଆମେରିକା ଡେପୁଟି ଏନ୍‌ଏସ୍‌ଏ

ନୂଆଦିଲ୍ଲୀ, ୩୧ା୩: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ଅର୍ଥନୀତି ସମ୍ପର୍କିତ ଜାତୀୟ ସୁରକ୍ଷା ଉପପରାମର୍ଶଦାତା (ଡେପୁଟି ଏନ୍‌ଏସ୍‌ଏ) ଦଲୀପ ସିଂ ବୁଧବାର ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତକରି ଶୀର୍ଷ ନେତୃବୃନ୍ଦଙ୍କ ସହ ୟୁକ୍ରେନ୍‌ ଆକ୍ରମଣ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହି…

ୟୁକ୍ରେନ୍‌ବାସୀଙ୍କୁ ନୂଆ ଶିଖାଳି ବୋଲି ଭାବନ୍ତୁ ନାହିଁ: ଜେଲେନ୍‌ସ୍କି

କ୍ୱିଭ,୩୧ ।୩: ରୁଷିଆ- ୟୁକ୍ରେନ୍ ଯୁଦ୍ଧ ୩୫ ଦିନରେ ବି ଜାରି ରହିଛି । କେହି ପଛକୁ ହଟିବାକୁ ରାଜି ନୁହେଁ । ଏପଟେ ଯୁଦ୍ଧର ବିଭିଷିକା ମଧ୍ୟରେ ପ୍ରାୟ ୪୦.୧ ଲକ୍ଷ ୟୁକ୍ରେନବାସୀ ଦେଶ ଛାଡି ପଳାୟନ କରିଛନ୍ତି ।…

ଆଜି ଆସିବେ ରୁଷିଆ ବହିର୍ବ୍ୟାପାର ମନ୍ତ୍ରୀ

ବେଜିଂ, ୩୧ା୩: ୟୁକ୍ରେନ୍‌-ରୁଷିଆ ଯୁଦ୍ଧ ଭିତରେ ବିଶ୍ୱରେ ନୂଆ ଓ୍ବାଲର୍‌ଡ ଅର୍ଡର (ବିଶ୍ୱର ଘଟଣାବଳୀକୁ ନିୟନ୍ତ୍ରଣ କରୁଥିବା ଏକ ବ୍ୟବସ୍ଥା ଯାହାକି ବୈଶ୍ୱିକ ସ୍ଥିରତା ପାଇଁ ପ୍ରତିଷ୍ଠିତ) ସୃଷ୍ଟି ହେଉଛି। ବୈଶ୍ୱିକ ଅସ୍ଥିରତା ମଧ୍ୟରେ ରୁଷିଆ ଓ ଚାଇନା ଏହି ଭିଜନ୍‌କୁ…

ଲାହୋଲରେ ରେକର୍ଡ ଭାଙ୍ଗିଲା ଗ୍ରୀଷ୍ମ: ପ୍ରଥମଥର ମାର୍ଚ୍ଚରେ ପାରଦ ୨୦ ଡିଗ୍ରୀ ଉପରେ

କେଲାଂଗ,୩୧ ।୩: ହିମାଚଳ ପ୍ରଦେଶର ଜନଜାତି ଜିଲା ଲାହୋଲ-ସ୍ପିତିରେ ଗ୍ରୀଷ୍ମ ରେକର୍ଡ ଭାଙ୍ଗିଛି । ପ୍ରଥମଥର ଲାଗି ମାର୍ଚ୍ଚ ମାସରେ ପାରଦ ୨୦ ଡିଗ୍ରୀ ଉପରକୁ ଚାଲିଯାଇଛି । ଯଦି ଲଗାତାର ଏହା ବଢିଲା ତେବେ ଗ୍ଲାସିୟର ଖୁବଶୀଘ୍ର ତରଳିବା ଆରମ୍ଭ…

ଏହି କ୍ରିକେଟର୍‌ଙ୍କ ହୃଦୟ ଭାଙ୍ଗିଲେ ଧୋନୀ

ମୁମ୍ବାଇ,୧୦।୩: ଚଳିତବର୍ଷ ଆଇପିଏଲ୍‌ ସ୍ବତନ୍ତ୍ର, କାରଣ ଏଥର ୧୦ଟି ଦଳ ଖେଳୁଛନ୍ତି। ଅନ୍ୟପକ୍ଷରେ ଏମଏସ ଧୋନୀ ଏବଂ ବିରାଟ କୋହଲି ଅଧିନାୟକ ଭାବେ ନୁହେଁ, ବ୍ୟାଟ୍ସମ୍ୟାନ ଭାବରେ ଖେଳୁଛନ୍ତି। ଧୋନୀ ଚଳିତ ସିଜିନ ଆରମ୍ଭ ପୂର୍ବରୁ ମଧ୍ୟ ଅଧିନାୟକତ୍ୱ ଛାଡିବାକୁ ନିଷ୍ପତ୍ତି…

ପ୍ରତ୍ୟେକ ପାର୍ଟିରେ ଗୋଟିଏ ଡ୍ରେସ୍‌ ପିନ୍ଧି ଯାଆନ୍ତି ମହିଳା, କାରଣ ଜାଣିଲେ…

ବିବାହ ପାର୍ଟି ହେଉ କିମ୍ବା କୌଣସି ଛୋଟମୋଟ ପ୍ରୋଗ୍ରାମ ହେଉ ଏହା ପ୍ରାୟତଃ ମହିଳାମାନଙ୍କ ପସନ୍ଦ ଅଟେ। ସେମାନେ ନୂଆ ଡ୍ରେସ ପିନ୍ଧି ସବୁଆଡ଼େ ଯାଆନ୍ତି। କିଛି ମହିଳା ଅଛନ୍ତି, ସେମାନେ ଯେଉଁଆଡ଼େ ବି ଯାଆନ୍ତି ଗୋଟିଏ ଡ୍ରେସ ପିନ୍ଧି ଯାଇଥାନ୍ତି।…

ଛୋଟ ସ୍କୋର ପରେ ବି ଶେଷ ପର୍ଯ୍ୟନ୍ତ ଲଢ଼ିଲା କେକେଆର୍‌

ମୁମ୍ବାଇ,୩୦।୩: ୧୨୮ ରନ୍‌ର ଛୋଟିଆ ସ୍କୋରରେ ଅଲଆଉଟ୍‌ ହେବା ପରେ ବି ଶେଷ ଓଭର ପର୍ଯ୍ୟନ୍ତ ମ୍ୟାଚ୍‌କୁ ଟାଣି ନେଇଥିଲା କୋଲକାତା ନାଇଟ୍‌ ରାଇଡର୍ସ। ଆରମ୍ଭରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି)କୁ ଉମେଶ ଯାଦବ ଏବଂ ଟିମ୍‌ ସୌଦିଙ୍କ ପେସ ଯୋଡ଼ି…

୭ମ ଥର ମାତାପିତା ହେବାକୁ ଯାଉନ୍ତି ଏହି ଷ୍ଟାର ଦମ୍ପତି

ହଲିଉଡ ଅଭିନେତା ଆଲେକ ବାଲ୍ଡୱିନ ଖୁବ ଶୀଘ୍ର ପିତା ହେବାକୁ ଯାଉଛନ୍ତି। ତାଙ୍କ ସ୍ତ୍ରୀ ହିଲେରିଆ ଥୋମାସ ସପ୍ତମ ଥର ପାଇଁ ଏକ ମା’ ହେବାକୁ ଯାଉଛନ୍ତି। ସେ ଏହି ସୂଚନା ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ହିଲାରିଆ ଇନଷ୍ଟାଗ୍ରାମରେ ଲେଖିଛନ୍ତି,…

ସଂଘର୍ଷ କରୁଛି ଆର୍‌ସିବି

ମୁମ୍ବାଇ,୩୦।୩: କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ବୋଲିଂ ଲାଇନ ଆଗରେ ୧୨୯ ରନ୍‌ର ସାଧାରଣ ବିଜୟ ଲକ୍ଷ୍ୟର ପିଛା କରୁଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଏବେ ସଂଘର୍ଷ କରୁଛି। ଏପର୍ଯ୍ୟନ୍ତ ଦଳ ୧୨ ଓଭରରେ ୪ ଉଇକେଟ ହରାଇ ୭୦…

‘ନିରୀହ ଡାକ୍ତରଙ୍କୁ ହଇରାଣ କର ନାହିଁ’

ନୂଆଦିଲ୍ଲୀ,୩୦।୩: ହତ୍ୟା ମାମଲା ରୁଜୁ ହେବା ପରେ ରାଜସ୍ଥାନରେ ବୁଧବାର ଜଣେ ମହିଳା ଡାକ୍ତର ଆତ୍ମହତ୍ୟା କରିଛନ୍ତି। ଏହି ଘଟଣାକୁ ନେଇ କେବଳ ରାଜ୍ୟରେ ନୁହେଁ ଜାତୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ ଡାକ୍ତରମାନେ ରାସ୍ତାକୁ ଓହ୍ଲାଇଛନ୍ତି। ମୃତ ଡାକ୍ତର ଅର୍ଚ୍ଚନା ଶର୍ମାଙ୍କ…

ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୪୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୪୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍‌ ୧୨,୭୮,୦୮୧ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍‌ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…

କେକେଆର୍‌କୁ ୧୨୮ରେ ରୋକିଦେଲେ

ମୁମ୍ବାଇ,୩୦।୩: ଚଳିତ ଆଇପିଏଲରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷରେ ଖେଳାଯାଉଥିବା ମ୍ୟାଚ୍‌ରେ ପୂରା ଫେଲ୍‌ ମାରିଛି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)ର ବ୍ୟାଟିଂ ଲାଇନ୍‌ ଅପ୍‌। ଆମନ୍ତ୍ରଣ ପାଇଁ ପ୍ରଥମେ ବ୍ୟାଟିଂ କରିଥିବା କୋଲକାତା ୧୨୮ ରନ୍‌ରେ ଅଲଆଉଟ୍‌…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri