Home Left

କୋଠା ଭୁଶୁଡ଼ି ୨ ମୃତ

ନୂଆଦିଲ୍ଲୀ,୨୬୪: ଦକ୍ଷିଣ ଦିଲ୍ଲୀର ସତ୍ୟ ନିକେତନଠାରେ ସୋମବାର ଅପରାହ୍ନରେ ଏକ ୩ ମହଲା ବିଲ୍ଡିଂ ଭୁଶୁଡ଼ି ୨ ଜଣଙ୍କ ମୃତ୍ୟୁ ଘଟିଛି। ମାସେ ହେଲା ଉକ୍ତ ବିଲ୍ଡିଂର ମରାମତି କାମ ଚାଲିଥିଲା। ଶ୍ରମିକମାନେ କାର୍ଯ୍ୟରେ ନିୟୋଜିତ ଥିବାବେଳେ ଏହା ଭୁଶୁଡ଼ି ପଡିବାରୁ…

ନାଟୋ ସଦସ୍ୟତା ପାଇଁ ଆବେଦନ କରିବେ ଫିନ୍‌ଲାଣ୍ଡ, ସୁଇଡେନ

ବ୍ରସେଲ୍ସ, ୨୬ା୪: ରୁଷିଆର ଧମକ ସତ୍ତ୍ୱେ ଫିନ୍‌ଲାଣ୍ଡ ଏବଂ ସୁଇଡେନ୍‌ ଆସନ୍ତା ମେ’ରେ ନାଟୋ ସଦସ୍ୟତା ପାଇଁ ଆବେଦନ କରିବେ ବୋଲି ରିପୋର୍ଟ ପ୍ରକାଶ ପାଇଛି। ୨୦୧୪ରେ ରୁଷିଆ ୟୁକ୍ରେନ୍‌ର କ୍ରିମିଆ ଉପଦ୍ୱୀପ କବ୍‌ଜା କରିବା ପରେ ଫିନ୍‌ଲାଣ୍ଡ ଓ ସୁଇଡେନ୍‌…

ଯୁଦ୍ଧ ଜିତୁଛି ୟୁକ୍ରେନ୍‌

କିଭ୍‌, ୨୬ା୪: ୟୁକ୍ରେନ୍‌ ଉପରେ ଆକ୍ରମଣ କରି ଲକ୍ଷ୍ୟ ହାସଲ କରିବାରେ ରୁଷିଆ ବିଫଳ ହୋଇଛି। ବିଜୟ ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କିଙ୍କ ପ୍ରତିବଦ୍ଧତା ଏବଂ ଆତ୍ମବିଶ୍ୱାସ ରହିଛି। ରୁଷିଆ ବିରୋଧରେ ୟୁକ୍ରେନ୍‌ ଯୁଦ୍ଧ ଜିତୁଛି ବୋଲି କିଭ୍‌ରେ ଜେଲେନ୍‌ସ୍କିଙ୍କ…

ଓଡ଼ିିଶାକୁ ସର୍ବୋତ୍କୃଷ୍ଟ ଷ୍ଟାର୍ଟ ଅପ୍‌ ହବ୍‌ କରାଯିବ

କଟକ ଅଫିସ, ୨୬।୪:ଭାରତ ସରକାରଙ୍କ ଏସ୍‌ଟିପିଆଇ ବିଭାଗର ପୂର୍ବତନ ମହାନିର୍ଦ୍ଦେଶକ ଡ. ଓମ୍‌କାର ରାୟ ସୋମବାର ଷ୍ଟାର୍ଟ ଅପ୍‌ ଓଡ଼ିଶାର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଓଡ଼ିଶାକୁ ସମଗ୍ର ଦେଶରେ ସର୍ବୋତ୍କୃଷ୍ଟ ଷ୍ଟାର୍ଟ ଅପ୍‌ ହବ୍‌ କରାଯିବ ବୋଲି…

ଜୁଡିସିଆଲ ଭିଷ୍ଟା ଉପରେ ନିଷ୍ପତ୍ତି ଜଣାଅ

ନୂଆଦିଲ୍ଲୀ,୨୬।୪: ସୁପ୍ରିମକୋର୍ଟ ଭଲ ଭାବେ କାର୍ଯ୍ୟ କରିବା ଲାଗି ‘ଜୁଡିସିଆଲ୍‌ ଭିଷ୍ଟା ନିର୍ମାଣ ଉପରେ ସର୍ବୋଚ୍ଚ ଅଦାଲତ ସୋମବାର କେନ୍ଦ୍ର ସରକାରଙ୍କ ଆଭିମୁଖ୍ୟ ଜାଣିବାକୁ ଚାହିଁଛନ୍ତି। ନ୍ୟାୟପାଳିକା ପାଇଁ ଜୁଡିସିଆଲ ଭିଷ୍ଟା ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେବା ଲାଗି ହୋଇଥିବା ଆବେଦନ…

୩୫ ନେତାଙ୍କୁ ନୋଟିସ୍‌, ୨ ଡ୍ରାଇଭର ଗିରଫ

ଭୁବନେଶ୍ୱର,୨୬।୪(ବ୍ୟୁରୋ):ରାଜଧାନୀରେ ଡ୍ରାଇଭର ମହାସଂଘ ପକ୍ଷରୁ ଗତ ୧୮ ତାରିଖରେ ହୋଇଥିବା ହିଂସାତ୍ମକ ଆନ୍ଦୋଳନ ଘଟଣାକୁ ନେଇ କମିଶନରେଟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଇନକୁ ହାତକୁ ନେଇ ବ୍ୟାପକ ହିଂସା ଘଟାଇଥିବା ହଜାର ହଜାର ଡ୍ରାଇଭରଙ୍କ ମଧ୍ୟରୁ ୨ଜଣଙ୍କୁ କ୍ୟାପିଟାଲ ଥାନା…

ଜବରଦଖଲ ସହରକୁ ସଙ୍କୁଚିତ କରୁଛି

କେନ୍ଦ୍ରାପଡ଼ା ଅଫିସ,୨୬ା୪:କେନ୍ଦ୍ରାପଡ଼ା ପୌରାଞ୍ଚଳ ମାତ୍ର ୧୪ଟି ଗାଁକୁ ନେଇ ୧୫୩ ବର୍ଷ ପୂର୍ବେ ଗଠନ ହୋଇଥିଲା। କ୍ରମବର୍ଦ୍ଧିଷ୍ଣୁ ରାଜ୍ୟର ଏହି ସର୍ବପୁରାତନ ପୌରାଞ୍ଚଳ ଇତିମଧ୍ୟରେ ବିକଶିତ ହୋଇଛି। ତେବେ କୌଣସି ମାଷ୍ଟର ପ୍ଲାନ୍‌ ନ ଥିବାରୁ ପ୍ରକଳ୍ପଗୁଡ଼ିକର ଉପଯୋଗିତା ରହୁନାହିଁ। ମନମୁଖି…

ମଠ, ମନ୍ଦିର ଧ୍ୱଂସ ବିକାଶ ନୁହେଁ, ବିନାଶ

ପୁରୀ ଅଫିସ,୨୬।୪:ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦର ଅଧ୍ୟକ୍ଷ ପ୍ରବୀଣ ତୋଗଡ଼ିଆ ସୋମବାର ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଦର୍ଶନ ପରେ ସେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସ୍ଥିତି ସମୀକ୍ଷା କରିଛନ୍ତି। ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ସମ୍ପର୍କରେ ତୋଗାଡ଼ିଆ କହିଛନ୍ତି,…

ତୃତୀୟ ବିଶ୍ୱ ଯୁଦ୍ଧର ଚେତାବନୀ ଦେଲେ ରୁଷିଆ ବୈଦେଶିକ ମନ୍ତ୍ରୀ

ମସ୍କୋ,୨୬ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୨ ମାସ ପୂରଣ ହୋଇ ଗଲାଣି । ଇତିମଧ୍ୟରେ ସୋମବାର ରୁଷିଆର ବୈଦେଶିକ ମନ୍ତ୍ରୀ ସର୍ଗୋଇ ଲାବରୋବ ଏକ ବଡ ବୟାନ ଦେଇଛନ୍ତି । ସେ ୟୁକ୍ରେନ୍ ସହ ଶାନ୍ତି ବାର୍ତ୍ତା ଜାରି ରଖିବା କଥା…

ଆତ୍ମସମର୍ପଣ କଲେ ଫେରାର ଅଭିଯୁକ୍ତ

ଭୁବନେଶ୍ୱର,୨୬।୪(ବ୍ୟୁରୋ):ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଓ ଭାରତୀୟ ପର୍ଯ୍ୟଟନ ନିଗମ (ଆଇଟିଡିସି) ନାଁରେ ପୃଥକ୍‌ ଠକେଇ ମାମଲାରେ ଫେରାର ଥିବା ଅନ୍ୟତମ ଅଭିଯୁକ୍ତ ବିକାଶ ମହାରଣା ଭୁବନେଶ୍ୱର ଏସ୍‌ଡିଜେଏମ୍‌ କୋର୍ଟରେ ଆତ୍ମସର୍ପଣ କରିଛନ୍ତି। ୨୦୨୧ ଡିସେମ୍ବରରେ ସେ ହାଇକୋର୍ଟରେ ଆଗୁଆ…

ଗ୍ରୀଷ୍ମାବକାଶ ପରେ ଅନୁଚ୍ଛେଦ ୩୭୦ ଉଚ୍ଛେଦର ଶୁଣାଣି

ନୂଆଦିଲ୍ଲୀ,୨୬୪ : ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ସୁବିଧା ପ୍ରଦାନ କରୁଥିବା ସମ୍ବିଧାନର ଅନୁଚ୍ଛେଦ ୩୭୦ ଉଚ୍ଛେଦକୁ ଚ୍ୟାଲେଞ୍ଜ କରି ଦାଏର ପିଟିଶନ ଉପରେ ଶୁଣାଣି ଗ୍ରୀଷ୍ମାବକାଶ ପରେ କରିବାକୁ ସୁପ୍ରିମକୋର୍ଟ ସୋମବାର ରାଜି ହୋଇଛନ୍ତି। କେନ୍ଦ୍ର ସରକାର ଜମ୍ମୁ-କଶ୍ମୀର ନିର୍ବାଚନ ମଣ୍ଡଳୀଗୁଡ଼ିକୁ ସୀମା…

ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ଲୋକାର୍ପିତ

ପାରାଦୀପ,୨୬ା୪(ସ୍ବ.ପ୍ର.):ରାଜ୍ୟର ପ୍ରଥମ ନଦୀଭିତ୍ତିକ ବନ୍ଦର ସୋମବାର ପାରାଦୀପର ଇଫକୋ କାରଖାନା ସଲଗ୍ନ ମହାନଦୀରେ ଲୋକାର୍ପିତ ହୋଇଯାଇଛି। କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ, ଜଳପଥ ଓ ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ ଏହାକୁ ଉଦ୍‌ଘାଟନ କରିଥିଲେ। ମହାନଦୀ କୂଳରେ ହୋଇଥିବା ଭାସମାନ ପୋଣ୍ଟମଠାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri