Home Left

ଦିଲ୍ଲୀର ଗୋକୁଲପୁରୀରେ ଭୟଙ୍କର ଅଗ୍ନିକାଣ୍ଡ: ୭ଜୀବନ୍ତଦଗ୍ଧ

ନୂଆଦିଲ୍ଲୀ,୧୨।୩: ରାଜଧାନୀ ଦିଲ୍ଲୀର ଗୋକୁଲପୁରୀ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୭ ଜଣ ଜୀବନ୍ତଦଗ୍ଧ ହୋଇଯାଇଥିବା ସୂଚନା ରହିଛି। ସୂଚନାଯୋଗ୍ୟ, ଶୁକ୍ରବାର ବିଳମ୍ବିତ ରାତିରେ ଗୋକୁଲପୁରୀ ଅଞ୍ଚଳର ଏକ ବସ୍ତିରେ ହଠାତ୍‌ ନିଆଁ ଲାଗି ଯାଇଥିଲା। ଦେଖୁ ଦେଖୁ…

ଆଜି ବସିବ ଛତିଶା ନିଯୋଗ ବୈଠକ, ରବିବାର ଜଗା ଦର୍ଶନ ଉପରେ ହୋଇପାରେ ଆଲୋଚନା

ପୁରୀ ଅଫିସ,୧୨।୩: ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହେବ । ବୈଠକରେ ମହାପ୍ରଭୁଙ୍କ ଦୋଳ ପୂର୍ଣ୍ଣିମା ନୀତି ର୍ନିଘଣ୍ଟ ଉପରେ ମୁଖ୍ୟ ଆଲୋଚନା ହେବ । ଏହା ବ୍ୟତୀତ କୋଭିଡ ସଂକ୍ରମଣ ହାର ହ୍ରାସ ପାଇଥିବାରୁ…

ଜେଲ ଗଲେ ହତ୍ୟାକାରୀ ପୁଅ

ଝାରସୁଗୁଡ଼ା ଅଫିସ,୧୨ା୩: ଝାରସୁଗୁଡ଼ା ସଦର ଥାନା ଏକାତାଳି ଗ୍ରାମରେ ପୁଅର ଗୋଇଠା ମାଡ଼ରେ ବାପାଙ୍କ ମୃତ୍ୟୁ ହୋଇଥିଲା। ପୋଲିସ୍‌ ଅଭିଯୁକ୍ତ ପୁଅ କ୍ଷେତ୍ରମଣି ରୋହିଦାସ(୨୭)ଙ୍କୁ ଗିରଫ କରି ଶୁକ୍ରବାର କୋର୍ଟ ଚାଲାଣ କରିଛି । ଏ ନେଇ ସଦର ଥାନା ପୋଲିସ…

ହାରିଗଲେ ଯୋଗୀ ସରକାରଙ୍କ ୧୧ ହେଭିଓ୍ବେଟ

ଲକ୍ଷ୍ନୌ,୧୨।୩: ୨୭୩ ସିଟ ପାଇ ଉତ୍ତରପ୍ରଦେଶରେ ଭାଜପା ମେଣ୍ଟ ଦ୍ୱିତୀୟ ଥର ପାଇଁ କ୍ଷମତାକୁ ଆସିଛି। ହେଲେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାରରେ ଥିବା ୧୧ଜଣ କ୍ୟାବିନେଟ ମନ୍ତ୍ରୀ ନିର୍ବାଚନରେ ପରାସ୍ତ ହୋଇଛନ୍ତି। ନିର୍ବାଚନ କମିଶନଙ୍କ ଓ୍ବେବ୍‌ସାଇଟରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ,…

ରୁଷିଆର ଗୁପ୍ତ ମିଶନ ଆରମ୍ଭ

କ୍ୱିଭ୍‌,୧୨।୩: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ୧୭ଦିନରେ ପହଞ୍ଚିଛି। ଏବେ ବି ଯୁଦ୍ଧ ଜାରି ରହିଥିବା ବେଳେ ରୁଷିଆ ଆକ୍ରମଣ ଯୋଗୁ ୟୁକ୍ରେନରେ ନୀରିହ ନାଗରିକଙ୍କ ମୃତ୍ୟୁ ହେଉଛି। ରୁଷୀୟ ସୈନ୍ୟଙ୍କ ଗୁଳିଗୋଳା ଓ ମିଶାଇଲ ମାଡ଼ରେ…

ୟୁକ୍ରେନ୍ ସହରର ମେୟରଙ୍କୁ ଅପହରଣ କଲା ରୁଷିଆ ସେନା, ଜେଲେନ୍‌ସ୍କି କହିଲେ ଲୋକତନ୍ତ୍ରର ହତ୍ୟା

କ୍ୱିଭ୍‌/ମସ୍କୋ/ୱାଶିଂଟନ,୧୨ ।୩: ରୁଷିଆ-ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧ ୧୭ ଦିନରେ ପହଞ୍ଚିଛି । ହେଲେ ଉଭୟ ଦେଶ କେହି ନଇଁବାକୁ ପ୍ରସ୍ତୁତ ନୁହେଁ । ରୁଷିଆ ଶେଷ ପର୍ଯ୍ୟନ୍ତ ୟୁକ୍ରେନକୁ ଧ୍ୱଂସ କରିବାରେ ଲାଗିଛି । ବିଭିନ୍ନ ଦେଶର ଭିନ୍ନ ଭିନ୍ନ…

ରୁଷିଆ ଉପରେ ୟୁଟ୍ୟୁବର ଆଉ ଏକ ଆକ୍ରମଣ

ୱାଶିଂଟନ,୧୨ ।୩: ୟୁଟ୍ୟୁବ ରୁଷିଆକୁ ନେଇ ତା’ର ପ୍ରତିବନ୍ଧକକୁ ଆହୁରି କଡା କରିଦେଇଛି । ଏବେ କମ୍ପାନୀ ତତ୍କାଳ ପ୍ରଭାବ ମାଧ୍ୟମରେ ସେହି ସମସ୍ତ ଚ୍ୟାନେଲକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି ଯେଉଁଗୁଡିକ ରୁଷିଆ ଫଣ୍ଡରେ ଚାଲୁଥିଲେ । ଅର୍ଥାତ୍ ଏହି…

ପରାଜୟ ପରେ ପୁଣି ଜୋର ଧରିଲା ନେତୃତ୍ୱ ପରିବର୍ତ୍ତନ

ନୂଆଦିଲ୍ଲୀ,୧୨।୩: ଚଳିତ ନିର୍ବାଚନରେ ୫ ରାଜ୍ୟରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ପରେ ପୁଣିଥରେ ଦଳରେ ନେତୃତ୍ୱ ପରିବର୍ତ୍ତନ ଦାବି ଜୋର୍‌ ଧରିଛି। ଯଥାଶୀଘ୍ର ସମ୍ଭବ ନୂଆ ଅଧ୍ୟକ୍ଷ ନିର୍ବାଚନ ଲାଗି ୨୩ ଅସନ୍ତୁଷ୍ଟ କଂଗ୍ରେସ ନେତା (ଜି୨୩) ଦାବି କରିଛନ୍ତି। ବିଧାନସଭା…

ହୃଷୀକେଶ ପାଇଲେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଭୁବନେଶ୍ୱର,୧୨।୩(ବ୍ୟୁରୋ): କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର-୨୦୨୧ ଶୁକ୍ରବାର ପ୍ରଦାନ କରାଯାଇଛି। ନୂଆଦିଲ୍ଲୀର କମାନୀ ପ୍ରେକ୍ଷାଳୟରେ ଆୟୋଜିତ ଉତ୍ସବରେ ଏକାଡେମୀ ସଭାପତି ଚନ୍ଦ୍ରଶେଖର କମ୍ବର ଦେଶର ୨୪ଟି ଭାଷାର ପୁରସ୍କୃତ ଲେଖକଙ୍କୁ ପୁଷ୍ପଗୁଚ୍ଛ, ଅଙ୍ଗବସ୍ତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏଥିରେ…

ଜମ୍ମୁ-କଶ୍ମୀର ଏନ୍‌କାଉଣ୍ଟର: ଜଣେ ପାକିସ୍ତାନି ସମେତ ଜୈଶର ୨ ଆତଙ୍କବାଦୀ ନିହତ

ଜମ୍ମୁ,୧୨ ।୩: ଜମ୍ମୁ-କଶ୍ମୀରର ଗନ୍ଦରବଲ ଅଞ୍ଚଳରେ ଶନିବାର ସକାଳେ ଆତଙ୍କବାଦୀ ଓ ସୁରକ୍ଷା କର୍ମୀ ମୁହାଁମୁହିଁ ହୋଇଛନ୍ତି । ଏଥିରେ ଆଉ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡିଛି । ଅପରେଶନର କିଛି ସମୟ ପୂର୍ବରୁ ଆତଙ୍କବାଦୀ ସଙ୍ଗଠନ ଲସ୍କର-ଇ-ତୋଏବାର ଜଣେ…

‘ଶୁଣାଣିରେ ଭାଗନେଇ ନ ଥିଲେ ସତ୍ୟପାଠ ଦାଖଲ କର’

କଟକ ଅଫିସ/କୁଜଙ୍ଗ (ଡି.ଏନ.ଏ.),୧୨ା୩: ଜଗତ୍‌ସିଂହପୁର ଜିଲା ଏରସମା ବ୍ଲକ ଢିଙ୍କିଆ ଚାରିଦେଶରେ ପ୍ରସ୍ତାବିତ ଜେଏସ୍‌ଡବ୍ଲ୍ୟୁ ପ୍ରକଳ୍ପକୁ ନେଇ ବିବାଦ ଜାରି ରହିଛି। ପ୍ରକଳ୍ପକୁ ବିରୋଧ କରୁଥିବା ଢିଙ୍କିଆ ଗ୍ରାମବାସୀଙ୍କ ଉପରେ ଗତ ଜାନୁୟାରୀ ୧୪ରେ ପୋଲିସର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ନେଇ ହାଇକୋର୍ଟରେ…

ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ

କୋରାପୁଟ/ଜୟପୁର, ୧୨।୩(ସ୍ବ.ପ୍ର./ନି.ପ୍ର.): କୋରାପୁଟ-ବିଶାଖାପାଟଣା ମଧ୍ୟରେ ପାଡୁଆ ଷ୍ଟେଶନର ଭେଜା ଗ୍ରାମ ନିକଟରେ ଏକ ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ ହୋଇଛି। ଏହା ପରେ ଉକ୍ତ ରୁଟ୍‌ରେ ସମସ୍ତ ଟ୍ରେନ୍‌ ଚଳାଚଳ ବ୍ୟାହତ ହୋଇଥିଲା। ଲାଇନ୍‌ କ୍ଲିଅର କରାଯାଇ ୧୧ଘଣ୍ଟା ପରେ ଉକ୍ତ ରୁଟ୍‌ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri