କାନବେରା ବିମାନ ବନ୍ଦରରେ ଗୁଳିକାଣ୍ଡ, ଟର୍ମିନାଲ ହେଲା ଖାଲି, ଜଣେ ଗିରଫ…

କାନବେରା, ୧୪।୮ : ଅଷ୍ଟ୍ରେଲିଆର କାନବେରା ବିମାନ ବନ୍ଦରରେ ଗୁଳିକାଣ୍ଡ ଘଟିଛି। ଜଣେ ବ୍ୟକ୍ତି ହାତରେ ବନ୍ଧୁକ ଧରି ଆଖିବୁଜା ଗୁଳି ଚଳାନା କରିଥିଲେ। ପରେ ତାଙ୍କୁ ଗିରଫ କରାଯାଇଛି। ପରେ ମୁଖ୍ୟ ଟର୍ମିନାଲକୁ ଖାଳି କରାଯାଇଛି। ଗିରଫ ହୋଇଥିବା ବ୍ୟକ୍ତିଙ୍କଠାରୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିବା ଫେଡେରାଲ ପୋଲିସ କହିଛି। ସିସିଟିଭି ଫୁଟେଜ ଦେଖିବା ପରେ ଏହି ଘଟଣାରେ କେବଳ ଗିରଫ ବ୍ୟକ୍ତିଙ୍କୁ ଦାୟୀ କରାଯାଇଛି। ଜନସାଧାରଣଙ୍କ ସୁରକ୍ଷା ପ୍ରତି ଆଉ କୌଣସି ବିପଦ ନଥିବା ପୋଲିସ କହିଛି।

ନ୍ୟୁଜ ଏଜେନ୍ସି ଅନୁଯାୟୀ, କାନବେରା ବିମାନବନ୍ଦରରେ ଗୁଳି ବିନିମୟ ପରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ପୋଲିସ ନିଶ୍ଚିତ କରିଛି। ଏହି ଘଟଣାରେ କେହି ଆହତ ହୋଇନାହାଁନ୍ତି ବୋଲି ପୋଲିସ କହିଛି। ବିମାନ ବନ୍ଦରର ମୁଖ୍ୟ ଟର୍ମିନାଲ ବିଲଡିଂରେ ଗୁଳିକାଣ୍ଡ ପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ପୋଲିସ କହିଛି। ବ୍ୟକ୍ତି ଜଣକ କାହିଁକି ଗୁଳିକାଣ୍ଡ କଲେ ତାହାର ତଦନ୍ତ ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋଲେମାନୀଙ୍କ ଅନ୍ତିମ ବିଦାୟ ସମୟରେ ଦଳାଚକଟାରେ ୩୫ ମୃତ

ଦୁବାଇ,୭।୧: ଆମେରିକାର ଏୟାର ଷ୍ଟ୍ରାଇକ୍‌ରେ ଇରାନ ସେନା କମାଣ୍ଡର କାସିମ ସୋଲମାନୀଙ୍କ ମୃତ୍ୟୁ ହୋଇଛି। ମଙ୍ଗଳବାର ସୋଲେମାନୀଙ୍କ ଅନ୍ତିମ ବିଦାୟ ସମୟରେ ଦଳଚକଟା ହୋଇଥିଲା। ଏହି...

ଜିନ୍‌ପିଙ୍ଗ୍‌ଙ୍କୁ ଗୁରୁତର ମସ୍ତିଷ୍କ ସଂକ୍ରମଣ…

ବେଜିଂ, ୧୧।୫ : ଚାଇନାର ରାଷ୍ଟ୍ରପତି ଶି ଜିନପିଙ୍ଗ ଏକ ବିପଜ୍ଜନକ ମସ୍ତିଷ୍କ ରୋଗରେ ପୀଡିତ ହୋଇଛନ୍ତି। ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଜିନପିଙ୍ଗ ବର୍ତ୍ତମାନ...

ଖାର୍କିବ ନିକଟ ଗାଁକୁ ପୁଣି ନିଜ କବଜାକୁ ନେଲେ ୟୁକ୍ରେନ୍ ସେନା

କ୍ୱିଭ,୩୦ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ଏକ ମାସରୁ ଅଧିକ ସମୟ ହେଲାଣି । ହେଲେ ଏବେବି ପରସ୍ପର ମଧ୍ୟରେ ପୂର୍ବଭଳି ଲଢେଇ ଜାରି ରହିଛି ।...

ଏହି ଦେଶ ନିକଟରେ ରହିଛି ସବୁଠୁ ଅଧିକ ଅସ୍ତ୍ରଶସ୍ତ୍ର

ମସ୍କୋ,୧୩ା୧୨: ୟୁକ୍ରେନକୁ ନେଇ ରୁଷିଆ ଏବଂ ଆମେରିକା ମଧ୍ୟରେ ଚାଲିଥିବା ବିବାଦ ଉପରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅଜବ ଦାବି କରି ଶତ୍ରୁ ଶିବିରକୁ...

କୋଭିଶିଲ୍ଡକୁ ଆମେରିକାର ମଞ୍ଜୁରୀ

ନୂଆଦିଲ୍ଲୀ, ୨୨।୯: କୋଭିଡ୍‌-୧୯ ଟିକାର ଡବଲ ଡୋଜ୍‌ ନେଇଥିବା ଭାରତ ସମେତ ୩୩ଟି ଦେଶର ଲୋକେ ଆସନ୍ତା ନଭେମ୍ବର ମାସରୁ ଆମେରିକା ବିମାନ ଯାତ୍ରା କରିପାରିବେ।...

ୟୁରୋପରେ ଯୁଦ୍ଧର ପଦଧ୍ୱନୀ: ସର୍ବିୟା-କୋସୋଭୋ ସୀମାରେ ସୈନ୍ୟଙ୍କ ସଂଖ୍ୟା ବଢ଼ିଲା…

ବେଲଗ୍ରେଡ/ପ୍ରିଷ୍ଟିନା,୨୮।୧୨ : ୟୁକ୍ରେନରେ ଯୁଦ୍ଧର ଆତଙ୍କ ସହିତ ଏବେ ୟୁରୋପରେ ଆଉ ଏକ ଯୁଦ୍ଧର ପଦଧ୍ୱନୀ ଶୁଣାଯିବା ଆରମ୍ଭ କରିଛି। ଦକ୍ଷିଣ-ପୂର୍ବ ୟୁରୋପୀୟ ଦେଶ ସର୍ବିୟେ...

କ’ଣ କରିବେ ବୋରିସ୍‌ ଜନ୍‌ସନ

ଲଣ୍ଡନ,୬।୯: ତିନିବର୍ଷ ତଳେ କଞ୍ଜରଭେଟିଭ୍‌ ପାର୍ଟି ପାଇଁ ୩ ଦଶନ୍ଧିର ସବୁଠୁ ବଡ଼ ବିଜୟ ଆଣିଦେଇଥିବା ବୋରିସ୍‌ ଜନ୍‌ସନ ମଙ୍ଗଳବାର ଡାଉନିଂ ଷ୍ଟ୍ରିଟ୍‌ରୁ ବିଦାୟ ନେବାକୁ...

ମୋଦିଙ୍କ କରୋନା କୂଟନୀତିକୁ ଭୟ: ମିଥ୍ୟା ପ୍ରଚାର ଆରମ୍ଭ କଲା ଗ୍ଲୋବାଲ ଟାଇମ୍ସ୍‌

ନୂଆଦିଲ୍ଲ/ବେଜିଂ, ୨୫।୧: କରୋନା ମହାମାରୀ ସଂକ୍ରମଣରୁ ଦୂରେଇ ରହିବା ଲାଗି ଭାରତରେ ସାର୍ବଜନୀକ ଭାବେ ଟିକାକରଣ ଜାରି ରହିଛି। ଏହା ସହିତ ଭାରତ ପକ୍ଷରୁ ବାଂଲାଦେଶ,...

Advertisement
Archives

Model This Week