ପ୍ରଧାନମନ୍ତ୍ରୀ ହୋଇପାରିବି, ରାଷ୍ଟ୍ରପତି ନୁହେଁ: ମାୟାବତୀ
ଲକ୍ଷ୍ନୌ,୨୮।୪: ବର୍ତ୍ତମାନ ଦେଶରେ ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଇତିମଧ୍ୟରେ ବିଏସ୍ପି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ସେ କହିଛନ୍ତି, ରାଜ୍ୟର ମୁଖ୍ୟମନ୍ତ୍ରୀ କିମ୍ବା ଦେଶର ପ୍ରଧାନମନ୍ତ୍ରୀ ହୋଇପାରିବି କିନ୍ତୁ ରାଷ୍ଟ୍ରପତି…
ଶୁକ୍ରବାରଠାରୁ ସିଂହଦ୍ୱାର ଓ ପଶ୍ଚିମ ଦ୍ୱାର ଦେଇ ଦର୍ଶନ କରିବେ ଭକ୍ତ
ପୁରୀ ଅଫିସ, ୨୮।୪: ଶ୍ରୀମନ୍ଦିର ସିଂହଦାର ଓ ପଶ୍ଚିମ ଦ୍ୱାର ଦେଇ ଶୁକ୍ରବାରଠାରୁ ଦର୍ଶନ କରିପାରିବେ ଭକ୍ତ। ଏହାସହ ଉତ୍ତର ଓ ଦକ୍ଷିଣ ଦ୍ୱାର ଦେଇ ଭକ୍ତ ପ୍ରସ୍ଥାନ କରିବେ । ତେବେ ଆସନ୍ତା ମେ’୩ରେ ପବିତ୍ର ଅକ୍ଷୟ ତୃତୀୟା ଅବସରରେ…
ବାଲାଂଦେଶରେ ଏସ.ଜୟଶଙ୍କର
ଢାକା,୨୮।୪: ବାଂଲାଦେଶ ଗସ୍ତରେ ଥିବା ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଢାକାରେ ଗୁରୁବାର ଅପରାହ୍ନରେ ପହଞ୍ଚିଛନ୍ତି । ପହଞ୍ଚିବା ପରେ ବାଲାଂଦେଶ ବିଦେଶ ମନ୍ତ୍ରୀ ଏ.କେ ଅବଦ୍ଦୁଲ ମୋମେନ ବିମାନ ବନ୍ଦରରେ ତାଙ୍କୁ ସ୍ବାଗତ କରିଥିଲେ । ତେବେ ଏହି ଗସ୍ତରେ ଦୁଇ…
ବିରୋଧିଦଳ ନେତା ପଦରୁ ଇସ୍ତଫା ଦେଲେ କମଳ ନାଥ
ଭୋପାଳ,୨୮ ।୪: ମଧ୍ୟପ୍ରଦେଶ ବିଧାନସଭାର ବିରୋଧିଦଳ ନେତା କମଳ ନାଥ ପଦରୁ ଇସ୍ତଫା ଦେଇଛନ୍ତି । ହେଲେ ସେ ପ୍ରଦେଶ ଅଧ୍ୟକ୍ଷ ପଦରେ ରହିବେ କିନ୍ତୁ ବିରୋଧୀ ଦଳ ନେତା ରହିବେ ନାହିଁ । ତାଙ୍କ ସ୍ଥାନରେ କଂଗ୍ରେସର ବରିଷ୍ଠ ବିଧାୟକ…
ମଇଳା ମୋଜା ବିକି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଏହି ଯୁବକ
ସାଧାରଣତଃ ଲୋକେ ନୂଆ ଜିନିଷ ବିକୁଥିବା ବା କିଣୁଥିବା ଦେଖିଥିବେ। ମାତ୍ର ଜଣେ ବ୍ୟକ୍ତି ପୁରୁଣା ଏବଂ ମଇଳା ମୋଜା ବିକି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ। ମାତ୍ର ଏହା ସତ। ବିଲି ଜୋ ଗ୍ରେ ନାମକ…
ହାଇତି ଗ୍ୟାଙ୍ଗ ମଧ୍ୟରେ ହିଂସା: ୨୦ରୁ ଊର୍ଦ୍ଧ୍ୱ ମୃତ
ପୋର୍ଟ-ଆଉ-ପ୍ରିନ୍ସ,୨୮ ।୪: ହାଇତି ନାଗରିକଙ୍କ ସୁରକ୍ଷା ଏଜେନ୍ସି ପକ୍ଷରୁ ବୁଧବାର ମିଳିଥିବା ସୂଚନା ଅନୁସାରେ ନିକଟରେ କିଛିଦିନ ହେବ ହାଇତି ଗ୍ୟାଙ୍ଗଙ୍କ ମଧ୍ୟରେ ଲଢେଇ ଫଳରେ ଅତିକମରେ ୨୦ ଲୋକଙ୍କ ଜୀବନ ଗଲାଣି । ଏହାସହ ପାଖାପାଖି ୨ ଡଜନ ଲୋକ…
ବେନ ଷ୍ଟୋକ୍ସ ହେଲେ ଇଂଲଣ୍ଡର ନୂଆ ଟେଷ୍ଟ ଅଧିନାୟକ
ଲଣ୍ଡନ,୨୮।୪: ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ଇଂଲଣ୍ଡର ନୂତନ ଟେଷ୍ଟ ଅଧିନାୟକ ଭାବେ ମନୋନୀତ କରାଯାଇଛି। ଜୋ ରୁଟଙ୍କ ଇସ୍ତଫା ପରେ ଷ୍ଟୋକ୍ସ ଏବଂ ଜନି ବେୟାରଷ୍ଟୋଙ୍କ ସମେତ ଅନେକ ଖେଳାଳି ଇଂଲଣ୍ଡର ଅଧିନାୟକ ଦୌଡ଼ରେ ଥିଲେ, କିନ୍ତୁ ଷ୍ଟୋକ୍ସ ଏହି…
ମେ’ପ୍ରଥମ ସପ୍ତାହରୁ କମିବ ତାତି!
ଭୁବନେଶ୍ୱର,୨୮।୪(ବ୍ୟୁରୋ): କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ହିଟ୍ ଓ୍ବେବ୍ରେ ବ୍ରେକ୍ ଲାଗିବ। ମେ’୧ରୁ ୨ ମଧ୍ୟରେ ଦିନର ତାପମାତ୍ରା କମିବାର ସମ୍ଭାବନା ରହିଛି। ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଗାମୀ ୩ ଦିନ ପରେ ରାଜ୍ୟରେ ୨ ଡିଗ୍ରୀ…
ବଡ ଆତଙ୍କବାଦୀ ଷଡଯନ୍ତ୍ର ବିଫଳ
ଶ୍ରୀନଗର,୨୮।୪: ଜମ୍ମୁ-କଶ୍ମୀରର ସିଡ୍ରାରେ ଗୁରୁବାର ସନ୍ଦେହଜନକ ଆଇଇଡି ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ପୋଲିସ ଫୋର୍ସ ମୁତୟନ କରାଯାଇ ବୋମା ନିଷ୍କ୍ରିୟକାରୀ ସ୍କ୍ବାଡ ଦ୍ୱାରା ଆଇଇଡି ନଷ୍ଟ କରାଯାଇଛି। ଏନେଇ ଜମ୍ମୁ-କଶ୍ମୀର ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…
ଅଢେଇ ବର୍ଷର ଶିଶୁକୁ ଝୁଣି ପକାଇଲା ବୁଲା କୁକୁର
ହାଇଦ୍ରାବାଦ୍,୨୮।୪: ହାଇଦ୍ରାବାଦର ଗୋଲକୋଣ୍ଡାଠାରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଅଜଣା କୁକୁରର ଶିକାରରେ ଅଢେଇ ବର୍ଷ ଶିଶୁଙ୍କର ମୃତ୍ୟୁ ହୋଇଛି। ଶିଶୁର ନାମ ଅନାସ। ଗୋଲକୋଣ୍ଡାର ବାଡା ବଜାର ଅଞ୍ଚଳରେ ପିଲାଟି ଖେଳୁଥିବାବେଳେ ଏହି ଘଟଣା ଘଟିଥିଲା। ବୁଲା କୁକୁରମାନେ…
ରାସ୍ତା ମଝିରେ ଜଳିଗଲା ଚଳନ୍ତା କାର୍
ରାଉରକେଲା ଅଫିସ,୨୮ା୪: ରାଉରକେଲା ସହରର ଆମ୍ବାଗାନ ଛକରେ ଗୁରୁବାର ଏକ ଚଳନ୍ତା କାରରେ ହଠାତ୍ ନିଆଁ ଲାଗିଯାଇଥିଲା। ଏଥିରେ ଥିବା ୨ ଜଣ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖବର ପାଇ ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗ କର୍ମଚାରୀମାନେ ପହଞ୍ଚି ନିଆଁ ଲିଭାଇଥିଲେ।…
ଦ୍ୱିତୀୟ ସ୍ତ୍ରୀଙ୍କଠାରୁ ଛାଡପତ୍ର ନେବେ ପଓ୍ବନ
ଭୋଜପୁରୀ ଇଣ୍ଡଷ୍ଟ୍ରିର ପାୱାର ଷ୍ଟାର କୁହାଯାଉଥିବା ପୱନ ସିଂ ଫ୍ୟାମିଲି କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିଛନ୍ତି। ସେ ତାଙ୍କ ଦ୍ୱିତୀୟ ସ୍ତ୍ରୀ ଜ୍ୟୋତିଙ୍କଠାରୁ ଛାଡପତ୍ର ମାଗିଛନ୍ତି। ଏହି ଖବର ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ଜ୍ୟୋତି ସିଂ ଆଜି ଆରା…
Archives


