Home Left

କିଲି ପଲ୍‌ଙ୍କୁ ଆକ୍ରମଣ, ଦିନେ ପ୍ରଧାନମନ୍ତ୍ରୀ ମୋଦି କରିଥିଲେ ପ୍ରଶଂସା

ଡୋଡୋମା,୨।୫:ତାଞ୍ଜାନିଆର ସୋସିଆଲ ମିଡିଆ ତାରକା କିଲି ପଲଙ୍କୁ ଅଜ୍ଞାତ ବ୍ୟକ୍ତି ଛୁରିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ତାଙ୍କୁ ସାଂଘାତିକ ଆକ୍ରମଣ କରାଯାଇଥିଲା, କିନ୍ତୁ ସେ କୌଣସି ପ୍ରକାରେ ନିଜକୁ ରକ୍ଷା କରିବାରେ ସଫଳ ହୋଇଥିଲେ। ଏହି ଘଟଣା ବିଷୟରେ କିଲି…

ବିଧାୟକଙ୍କ ଗିରଫ ପ୍ରତିବାଦରେ ଦେବଗଡ଼ ବନ୍ଦ

ଦେବଗଡ଼,୨ା୫(ଡି.ଏନ୍‌.ଏ.): ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀଙ୍କ ଗିରଫ ପ୍ରତିବାଦରେ ସୋମବାର ୧୨ ଘଣ୍ଟିଆ ଦେବଗଡ଼ ବନ୍ଦ ପାଳନ କରୁଛି ଭାଜପା। ସକାଳ ୬ଟାରୁ ବନ୍ଦ ପାଳନ ଆରମ୍ଭ ହୋଇଥିବା ବେଳେ ସନ୍ଦ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ଚାଲୁ ରହିବ। ସମସ୍ତ…

ଆଇପିଏଲ୍‌ରେ ନିଜ ଭବିଷ୍ୟତକୁ ନେଇ ମୁହଁ ଖୋଲିଲେ ଧୋନୀ

ମୁମ୍ବାଇ,୨।୫: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ରେ ମହେନ୍ଦ୍ର ସିଂ ଧୋନୀ ପୁଣି ଥରେ  ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ ଦାୟିତ୍ୱ ଗ୍ରହଣ କରିଛନ୍ତି। ରବିବାର ଖେଳାଯାଇଥିବା ମ୍ୟାଚରେ ସେ ଦଳର ଅଧିନାୟକ ହୋଇଥିଲେ। ଧୋନୀ ଅଧିନାୟକତ୍ୱ ଗ୍ରହଣ କରିବା ମାତ୍ରେ ଚେନ୍ନାଇ…

ଦଳର ବିଜୟ ପରେ ବି ରାଗିଗଲେ ଗମ୍ଭୀର, ହରାଇଲେ ନିୟନ୍ତ୍ରଣ

ପୁଣେ,୨।୫: ଆଇପିଏଲ ୨୦୨୨ର ୪୫ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଏକ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଥିଲା। ଲକ୍ଷ୍ନୌ ଦଳ ଶେଷରେ ୬ ରନ୍‌ରେ ଏହି ମ୍ୟାଚ ଜିତିଥିଲା। ଏହି ମ୍ୟାଚ ଜିତିବା ପରେ ଲକ୍ଷ୍ନୌ…

ଗଛରେ ପିଟି ହେଲା କାର୍‌, ଗୋଟିଏ ପରିବାରର ୬ ଗୁରୁତର

ଅନୁଗୋଳ ଅଫିସ,୨ା୫: ପାଲଲହଡ଼ା ଥାନା ଝିମିରିପାଲି  ଶିବମନ୍ଦିର ନିକଟ ୧୪୯ ନଂ. ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଏକ କାର୍‌ ରାସ୍ତାକଡ଼ରେ ଥିବା ବରଗଛରେ ପିଟି ହେବାରୁ ଗୋଟିଏ ପରିବାରର ୬ ଜଣ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ପ୍ରଥମେ ପାଲଲହଡ଼ା ଉପଖଣ୍ଡ…

ଘରକୁ ଫେରିଲେ ହି ମ୍ୟାନ

ମୁମ୍ବାଇ: ବଲିଉଡର ହି ମ୍ୟାନ ଭାବେ ପରିଚିତ ଧର୍ମେନ୍ଦ୍ର ରବିବାର ହଠାତ୍ ଅସୁସ୍ଥ ହୋଇପଡିଥିଲେ । ତୁରନ୍ତ ତାଙ୍କୁ ମୁମ୍ବାଇର ବ୍ରିଚ କାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସ୍ୱାସ୍ଥ୍ୟାବସ୍ଥା ସାମାନ୍ୟ ଜଟିଳ ଥିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା ।…

କାହିଁକି ଅଧିନାୟକ ପଦ ଛାଡିଲେ ଜାଡେଜା, ଧୋନୀ କଲେ ଖୁଲାସା

ମୁମ୍ବାଇ,୨।୫:ଆଇପିଏଲ ୨୦୨୨ର ୪୬ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ୧୩ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ବିଜୟ ହାସଲ କରିଛି। ମହେନ୍ଦ୍ର ସିଂ ଧୋନୀଙ୍କ ଅଧିନାୟକତ୍ୱରେ ଏହି ସିଜିନରେ ଚେନ୍ନାଇର ପ୍ରଥମ ଏବଂ ତୃତୀୟ ସାମଗ୍ରିକ ବିଜୟ ଥିଲା। ମ୍ୟାଚ୍‌ ପରେ…

ରାଜ ଠାକରେଙ୍କୁ ପୋଲିସର ନୋଟିସ

ମୁମ୍ବାଇ,୨ ।୫: ମହାରାଷ୍ଟ୍ରରେ ହନୁମାନ ଚାଳିଶା ପାଠକୁ ନେଇ ବିବାଦ ଥମିବାର ନାଁ ନେଉନି । ଏବେ ନବନୀତ ରାଣାଙ୍କ ମାମଲା ସମାଧାନ ହୋଇ ନ ଥିବା ବେଳେ ଏମଏନଏସ ମୁଖ୍ୟ ରାଜ ଠାକରେ ହନୁମାନ ଚାଳିଶାକୁ ନେଇ ଏକ ବୟାନ…

ଇମ୍ରାନ ଖାଁ ଗାଦିଚ୍ୟୁତ ହେବା ପରେ ପାକିସ୍ତାନକୁ ମିଳୁଛି ଲାଭ

ଇସଲାମାବାଦ,୨ ।୫: ଗତ ପ୍ରାୟ ୧ ବର୍ଷ ହେବ ପାକିସ୍ତାନ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଏଥିରୁ ବାହାରିବା ପାଇଁ ଚେଷ୍ଟା କରାଯାଉଥିଲେ ବି ଏହା ସଫଳ ହୋଇ ପାରୁନାହିଁ । ଏହି ଆର୍ଥିକ ସଙ୍କଟ ପାଇଁ…

ଡିଭାଇଡରରେ ପିଟି ହେଲା ବାଇକ୍‌, ଚାଲିଗଲା ଦୁଇ ଜୀବନ

ବାଲେଶ୍ୱର ଅଫିସ,୨ା୫: ବାଲେଶ୍ୱର ସଡ଼କ ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ବାଲିଆ ଅଞ୍ଚଳର ୩ ଯୁବକ ଏକ ବାଇକ୍‌ରେ ରେମୁଣା ଗୋଲେଇ ଯାଉଥିବା ବେଳେ ଭୀମପୁରା ନିକଟରେ ରାସ୍ତାପାର୍ଶ୍ୱ ଡିଭାଇଡରରେ ପିଟି ହୋଇଯାଇଥିଲେ। ଏଥିରେ…

୧୫ ବର୍ଷ ଧରି ୩ ପ୍ରେମିକାଙ୍କ ସହ ଲିଭ୍‌-ଇନ୍‌ରେ ରହୁଥିଲେ ବ୍ୟକ୍ତି, ଏବେ ପଡ଼ିଲା ହାତଗଣ୍ଠି

ଭୋପାଳ,୨।୫: ମଧ୍ୟପ୍ରଦେଶର ଆଦିବାସୀ ବହୁଳ ଅଲିରାଜପୁର ଜିଲାରେ ଏକ ରୋଚକ ଘଟଣା ଘଟିଛି। ଜଣେ ବ୍ୟକ୍ତି ଆଦିବାସୀ ରୀତିନୀତି ଅନୁଯାୟୀ ୩ ପ୍ରେମିକାଙ୍କୁ ବିବାହ କରିଛନ୍ତି। ଏହି ବିବାହରେ ତାଙ୍କର ୬ ସନ୍ତାନ ମଧ୍ୟ ଉପସ୍ଥିତ ଥିଲେ। ନାନପୁର ଅଞ୍ଚଳରେ ରହୁଥିବା…

ଉତ୍ତର ପ୍ରଦେଶରେ ୧୪୪ ଧାରା ଜାରି

ଲକ୍ଷ୍ନୌ,୨ ।୫: ଦେଶରେ ପୁଣିଥରେ ମୁଣ୍ଡ ଟେକିଲାଣି କରୋନା ମହାମାରୀ । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହା ଉଭୟ ସାଧାରଣ ଜନତା ଓ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟି ଯାଇଛି । ଉତ୍ତର ପ୍ରଦେଶରେ ବୃଦ୍ଧି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri